R T I (s m) 🙏✊😆
@Santosh15691218
ମାନବ ସେବା ହିଁ ମାଧବ ସେବା
You might like
ଛଇତନା ସରପଞ୍ଚ ରିନା ପ୍ରଧାନଙ୍କ ନେତୃତ୍ବରେ ମୁଁ ଓ ମୋ ପରିବାର ସଦସ୍ୟ ମାନଙ୍କ ଉପରେ ଆକ୍ରମଣ ଓ ହତ୍ୟା ପାଇଁ ଯୋଜନା କରୁଥିବା ବେଳର ଭିଡିଓ ଦେଖି @CMO_Odisha @GovernorOdisha @MoSarkar5T @DGPOdisha @SPPuri1ଙ୍କୁ ମୋସହ ମୋପରିବାରକୁ ସୁରକ୍ଷା ଯୋଗାଇ ଦେବା ସହ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରୁଛି.
ପୁରୀ କୋଣାର୍କ ରାସ୍ତାର ରେଳ ଫାଟକ ନିକଟରେ ରାସ୍ତା ଅବରୋଧ କରି ଯାତାୟାତରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ @CMO_Odisha @SecyChief @GovernorOdisha @HUDDeptOdisha @dm_puri @PuriMunicipali1 @DGPOdisha @SPPuri1 ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏🙏
ଅଭିଯୋଗ କରିବାର 3 ଦିନ ପରେ ମଧ୍ୟ ପାନୀୟ ଜଳ ଯୋଗାଣ ବନ୍ଦ @ ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଗୁହାରୀ ପରେ ମଧ୍ୟ ସାହି ବାସିନ୍ଦା କଲବଲ ଉପରେ @CMO_Odisha @SecyChief @GovernorOdisha @HUDDeptOdisha @dm_puri @PuriMunicipali1 @OfficialTeamATA @Sanjeeb72666307 ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏🙏
ପୁରୀ ସହର ୱାର୍ଡ ନଂ 30 ଅନ୍ତର୍ଗତ ରାଧାକୃଷ୍ଣ ଲେନ ରେ ଦୀର୍ଘ 3 ଦିନରୁ ଉର୍ଦ୍ଧ ହେବ ପିଇବା ପାଣି ଯୋଗାଣ ବନ୍ଦ ରହିଥିବା ବେଳେ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପାଣି ଯୋଗାଣ ହୋଇ ପାରିଲା ନାହିଁ @CMO_Odisha @SecyChief @HUDDeptOdisha @GovernorOdisha @dm_puri @watcopuri @PuriMunicipali1 ଦୃଷ୍ଟି ଦିଅନ୍ତୁ.
ପୁରୀ ସହର ୱାର୍ଡ ନଂ 30 ଅନ୍ତର୍ଗତ ରାଧାକୃଷ୍ଣ ଲେନ ରେ ଦୀର୍ଘ 3 ଦିନରୁ ଉର୍ଦ୍ଧ ହେବ ପିଇବା ପାଣି ଯୋଗାଣ ବନ୍ଦ ରହିଥିବା ବେଳେ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପାଣି ଯୋଗାଣ ହୋଇ ପାରିଲା ନାହିଁ @CMO_Odisha @SecyChief @HUDDeptOdisha @GovernorOdisha @dm_puri @watcopuri @PuriMunicipali1 ଦୃଷ୍ଟି ଦିଅନ୍ତୁ.
ପୁରୀ ଜିଲ୍ଲା ଗୋପ ଥାନା ଦ୍ୱାରା ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଅଣଦେଖା କରି ଅଭିଯୁକ୍ତଙ୍କୁ ଗିରଫ ବଦଳରେ ସୁରକ୍ଷା ଯୋଗାଇ ଦେବା ଉପରେ @CMO_Odisha @GovernorOdisha @homeodisha @DGPOdisha @igcrcuttack @SPPuri1 ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏🙏
ସରକାରୀ କାର୍ଯ୍ୟାଳୟ ଭିତରେ ଭୋଜି ଭାତର ଆସର @ ପୁରୀ ଜିଲ୍ଲା ଗୋପ ବ୍ଲକ ଖବର @CMO_Odisha @GovernorOdisha @SecyChief @dcmo_pravati @PRDeptOdisha @AmaShasana @rdmodisha @dm_puri @block_gop @OfficialTeamATA ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏🙏🙏
Lokonatha road medplus store ସାମ୍ନା ରେ ଦୀର୍ଘ ଦିନ ହେବ ଚାମ୍ବର ଭାଙ୍ଗି ଯାଇଛି ମୁକୁଳା ପଡ଼ିଛି ବିଭାଗୀୟ ଅଧିକାରୀ ମାନେ ଧାନ ଦିଅନ୍ତୁ @dm_puri @puriulb @MohanMOdisha @PuriDuda @OdishaWater @OfficialTeamATA
ପୁରୀ ସହର ୱାର୍ଡ ନଂ 30 ରାଧାକୃଷ୍ଣ ଲେନରେ ଅନେକ ବହୁତଳ ପ୍ରସାଦ ମାଲିକ ଓ ଗ୍ରୁହ ଭଡା ଲଗାଉଥିବା ବ୍ୟକ୍ତି ରେସନ କାର୍ଡ ହାତେଇ ଥିବା ବେଳେ ଏହି ଆବେଦନ କାରି MI ପୁରୀ ଟାଉନଙ୍କ ଦାଇତ୍ୱ ହୀନତାରୁ ରାସନ କାର୍ଡରୁ ବଞ୍ଚିତ ହେବା ଉପରେ @CMO_Odisha @GovernorOdisha @Food_Odisha @CSOPURI ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏🙏
ଅଗଣିତ ଭକ୍ତଙ୍କ ଧାର୍ମିକ ଭାବନା ଓ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ କୁ ଅବକାରୀ ଦୋକାନ ବନ୍ଦ ରଖିବା ପାଇଁ ନିର୍ଦେଶ ଦେବାକୁ @CMO_Odisha @GovernorOdisha @dcmo_pravati @SecyChief @sureshkpujari @KVSinghDeo1 @LawOdisha @Culturedeptt @AmaShasana @OfficialTeamATA ଙ୍କୁ ଅନୁରୋଧ 🙏
ପୁରୀ ସଦର ବ୍ଲକJE ଙ୍କ ଦ୍ୱାରା ହୋଇଥିବା ନିମ୍ନ ମାନର ରାସ୍ତା ନିର୍ମାଣ ଯୋଗୁଁ ସରକାରଙ୍କର ରାଜସ୍ବ କ୍ଷତି ଉପରେ @GovernorOdisha @CMO_Odisha @SecyChief @PRDeptOdisha @dm_puri @block_puri @OfficialTeamATA @Sanjeeb72666307 ଙ୍କୁ ଦୃଷ୍ଟି ଦେଇ ଭିଜିଲାନ୍ସ ତଦନ୍ତ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ..
ଭୁବନେଶ୍ୱର କୋଣାର୍କ ରାସ୍ତାର ବାୟାକୁଦା ଛକରେ ଏକ ମଲା ବରଗଛରେ ବିପଦପୂର୍ଣ୍ଣ ଭାବେ 11 KV ବିଦୁତ ତାର ଝୁଲିଥିବା ବେଳେ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ତୁରନ୍ତ @CMO_Odisha @SecyChief @AmaShasana @dm_puri @TPCentralOdisha ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏🙏🙏
ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଓ ଚିକିତ୍ସାଳୟରେ କେବେ ରୋଗୀ ପାଇବେ ମୌଳିକ ସ୍ୱାସ୍ଥ୍ୟ ସେବା ? ଅନେକ ଦିନ ହେବ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଏହା ସାଧାରଣ ଲୋକଙ୍କ ସେବାରେ ଆସିନାହିଁ। ଏହା କାର୍ଯ୍ୟକ୍ଷମ ନହେବା କାରଣରୁ ପୁରୀର ଲୋକମାନଙ୍କୁ ଅନ୍ୟତ୍ର ରେଫର କରାଯାଉଛି। ମାନନୀୟ ମନ୍ତ୍ରୀଙ୍କୁ ଅନୁରୋଧ ଧ୍ୟାନ ଦିଅନ୍ତୁ। @MahalingMukesh
ଦୁଇ ବର୍ଷ ତଳୁ ଅଭିଯୋଗ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ, ଗୋପ ତହସିଲ ଓ ପୂର୍ତ୍ତବିଭାଗର ବିଲଡର ପ୍ରୀତି ପାଇଁ କଲଭର୍ଟ ପୁନଃରୁଦ୍ଧାର ହୋଇ ପାରିଲା ନାହଁ # ଫାଣ୍ଡି କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ @CMO_Odisha @DGPOdisha @homeodisha @rdmodisha @dm_puri @SPPuri1 @OfficialTeamATA ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏
ପୁରୀ ମୁନିସିପାଲିଟି ୱାର୍ଡ ନଂ 30 ରାଧାକୃଷ୍ଣ ଲେନରେ ଦୁଇ ଦିନ ଧରି sweeper ନଆସିବା ଯୋଗୁଁ ରାସ୍ତାରେ ଅଳିଆ ଜମା ହୋଇ ଦୁର୍ଗନ୍ଧ ବାହାରୁଥିବା ବେଳେ @CMO_Odisha @SecyChief @HUDDeptOdisha @dm_puri @PuriMunicipali1 @OfficialTeamATA @Sanjeeb72666307 ଙ୍କୁ ଦୃଷ୍ଟି ଦେଵାକୁ ଅନୁରୋଧ 🙏🙏
United States Trends
- 1. #NXXT_Earnings N/A
- 2. Good Friday 46.1K posts
- 3. #FanCashDropPromotion N/A
- 4. #FridayVibes 3,831 posts
- 5. Summer Walker 21K posts
- 6. #GringosVenezuelaNoSeToca N/A
- 7. Wale 35.3K posts
- 8. #FinallyOverIt 6,825 posts
- 9. Happy Friyay 1,146 posts
- 10. RED Friday 2,431 posts
- 11. Go Girl 25.5K posts
- 12. Meek 6,176 posts
- 13. $BTC 118K posts
- 14. Saylor 29.1K posts
- 15. Bubba 8,629 posts
- 16. For Christ 22.3K posts
- 17. Robbed You 4,602 posts
- 18. Monaleo 2,281 posts
- 19. 1-800 heartbreak 1,828 posts
- 20. Bihar 348K posts
You might like
-
Ashish kumar Satpathy
@Ashish_ptg -
Balaram Bisoi AB+ve
@balaram_bisoi -
Diptiranjan Dash
@Diptira35365398 -
Mukesh Dalai🇮🇳(ମୁକେଶ ଦଳାଇ)
@MukeshDalai2 -
Natabar Sethi 𝕩 🇮🇳
@sethinatabar2 -
𝐒𝐚𝐧𝐣𝐢𝐛 𝐁𝐢𝐬𝐰𝐚𝐥
@Sanjib_Biswal__ -
SAGAR @ PURI
@6969Sagar -
Kullad Rath
@KulladR -
manguli mahalikbjp,(modi ka parivar)jay sri ram
@ManguliMahalik6 -
🇮🇳KARTTIK I💚ANGUL🇮🇳
@Kartik19129201 -
Prakrutibandhu Hemsagar Sahu
@HemsagarSahu18 -
Bapi Jena
@BapiJen01483811 -
gaurahari nayak
@gaurahari_nayak -
Subham subhajit Sahoo
@Subhamsubhajit3 -
DEEPAK KUMAR DAS
@DEEPAKK46464161
Something went wrong.
Something went wrong.