bigyanb51's profile picture.

Bigyan Sahoo

@bigyanb51

What a semi final match. #INDWvsAUSW. Congratulations team India. I was not able miss a single game.


Operation #Sindoor k baad Operation #Tilak🙏🇮🇳


ଏଠି ନବୀନ ବାବୁ କାହାନ୍ତି 🤔

ରାତି ଦିନ ବୁଲି ବୁଲି ନବୀନ - ପାଣ୍ଡିଆନ ଓଡିଶା ପାଇଁ ଯାହା କରି ଦେଇଛନ୍ତି , ଏବେ ୨୦ ଲୋକ ବୁଲିଲେ ଭି କରି ପାରୁ ନାହାନ୍ତି I କଣ ଭବିଷ୍ୟତ ଓଡିଶା ର ??

Vkpandianfancl1's tweet image. ରାତି ଦିନ ବୁଲି ବୁଲି ନବୀନ - ପାଣ୍ଡିଆନ ଓଡିଶା ପାଇଁ ଯାହା କରି ଦେଇଛନ୍ତି , ଏବେ ୨୦ ଲୋକ ବୁଲିଲେ ଭି କରି ପାରୁ ନାହାନ୍ତି I  କଣ ଭବିଷ୍ୟତ ଓଡିଶା ର ??


ଯଦି କିରାଣୀ ବାବୁଙ୍କ ସମ୍ପତି ଏତେ ଏମାନଙ୍କ ବଡ ବାବୁମାନେ କ'ଣ ରଖି ନ ଥିବେ.

bigyanb51's tweet image. ଯଦି କିରାଣୀ ବାବୁଙ୍କ ସମ୍ପତି ଏତେ ଏମାନଙ୍କ ବଡ ବାବୁମାନେ  କ'ଣ ରଖି ନ ଥିବେ.

ଜୟ ଜଗନ୍ନାଥ ସ୍ୱାମୀ🙏🙏🙏


ଯଦି ଭାଷାର ମହତ ରଖିପାରୁନ କାଇଁ ଏସବୁ ନାଟକ. ଏ ଥିରେ ୱ କାଇଂ. ଲ କୁ ଯୋଉଠି ରଖିଛ ଠିକ୍ ତ!


Son meets his Father is a breaking news for #ani

#WATCH | Tamil Nadu Minister Udhayanidhi Stalin meets his father and CM MK Stalin and his mother on his birthday, in Chennai (Video source: DMK)



Gill, Jadeja, and Sky didn’t perform well today. They played very casual approach. #INDvAUS


Nightmare for Pakistan cricket team, 1: Indian cricket team, 2: Indian coach/mentor(Afghanistan) 3: Indian origin(Maharaj) #PAKvsSA


ପାଣ୍ଡୁୁ ବାବୁ ଦଶହରା ବୋନସଟା ନେବା ପାଇଁ ଚାକିରୀଟା ଛାଡି ନ ଥିଲେ.


For the first time watching an Odia movie in Bangalore. Thanks @sabyaactor and team for this movie. Pure Odia accent and Odia culture. କଷ୍ଟ ବାପ ପାଇଂ ନୁହେ ପାପ ପାଇଂ. #masterpiece.


Bigyan Sahoo podał dalej

ଖାଣ୍ଟି ଓଡ଼ିଆ ଗୀତ ଟିଏ। 1st Song of #Pushkara Waiting for your reaction 😊 youtu.be/YP0rRP65mX8?si…

sabyaactor's tweet card. Nua Ghara Khandi Dine Puruna Heba | Pushkara | New Odia Movie Song |...

youtube.com

YouTube

Nua Ghara Khandi Dine Puruna Heba | Pushkara | New Odia Movie Song |...


CMO ରେ ଭରସା ହେଲେ ପାଡଂୁ ବାକି ସବୁ ହେଲେ __😉

#ସିଏମଓରେ_କ’ଣ_ଆଉ_କେହି_ନାହାଁନ୍ତି #ସେଇ_ଗୋଟିଏ_ଲୋକ_ସବୁ_ବୁଝୁଛି?’ ସିଏମଓରେ କ’ଣ ଆଉ କେହି ନାହାଁନ୍ତି ? ସେଇ ଗୋଟିଏ ଲୋକ ସିଏମଓଙ୍କ କଥା , ସରକାରୀ କଥା, ଲୋକଙ୍କ ସୁଖଦୁଃଖ ସବୁ ବୁଝୁଛି? ଏହା ସାଧାରଣଜନତାଙ୍କ ପାଇଁ ଅପମାନଜନକ କଥା ନୁହେଁ କି? : ସୌମ୍ୟରଞ୍ଜନ ପଟ୍ଟନାୟକ #KanakNews #BJD #Odisha #SoumyaRanjanPatnaik



Bigyan Sahoo podał dalej

Official Trailer Of Pushkara 🙏 ଓଡ଼ିଆ ଉପନ୍ୟାସ ରୁ ଓଡ଼ିଆ ସିନେମା। କେମିତି ଲାଗିଲା ନିଶ୍ଚୟ ଜଣାଇବେ ଓ ଭଲ ଲାଗିଲେ ସେଆର କରିବେ। ଆପଣଙ୍କ ପୁଷ୍କରା #pushkara #odisha #ollywood @TarangCine @JagiPanda @ranjan728 @LitishaMPanda


Bigyan Sahoo podał dalej

ଅଯୋଗ୍ୟ, ଅପାରଗ ନିଖୋଜ ମୁଖ୍ୟମନ୍ତ୍ରୀ ଙ୍କର ଗୁଣଗାନ ଶୁଣନ୍ତୁ 👇 ହେ ନବୀନ ବାବୁ ଆମେ ତମ ଫ୍ୟାନ......


Odisha politics is changing now.

ପାଣ୍ଡିଆନଙ୍କ ମିମିକ୍ରି କରି କହିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ #PradeepPanigrahi #MLA #GopalpurMLA #Berhampur



Odisha politics Party vs 5T

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆସିଛି । ଏଥିରେ ଭୁଲ କଣ ଅଛି । କାର୍ଯ୍ୟଠିକରେ ହେଉଛି ନା ନାହିଁ ତାର ଅନୁଧ୍ୟାନ କରାଯାଉଛି: ସମୀର ଦାଶ #Odisha #5T #KanakNews



Bigyan Sahoo podał dalej

ଜୟ ଶ୍ରୀହରି ଜୟ ଜଗନ୍ନାଥ ଙ୍କର ଖୁବ ସୁନ୍ଦର ଭଜନ🙏😍🥰


Loading...

Something went wrong.


Something went wrong.