#partplot 搜尋結果
ଖୋଲୁଛି ପାର୍ଟ ପ୍ଲଟ ପଞ୍ଜୀକରଣ କେଳେଙ୍କାରୀ । ବେଆଇନ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ କରିଥିବା ଅଧିକାରୀଙ୍କ ବିରୋଧରେ ଆରମ୍ଭ ହୋଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ୧୦୦ରୁ ଅଧିକ ବେଆଇନ ପାର୍ଟ ପ୍ଲଟ ପଞ୍ଜୀକୃତ କରିଥିବା ୩୦୦ ଅଧିକାରୀଙ୍କ ବିରୋଧରେ ବିଭାଗ ଡ୍ରାଫ୍ଟ ଚାର୍ଜ ଜାରି #Odisha #NandighoshaTV #PartPlot
Odisha Govt issues new #SOP for #PartPlot Registrations 🏡 The @rdmodisha streamlines the process to ensure uniformity, transparency & ease for citizens. Effective immediately under the Registration Act, 1908. #Odisha #RDMDept #LandRegistration
ପାର୍ଟ ପ୍ଲଟ କିଣାବିକା ବେଳେ ପଞ୍ଜୀକରଣକୁ ନେଇ ଥିବା ଦ୍ବନ୍ଦ ଦୂର କରିବାକୁ ଆସିଲା ଏସଓପି #Odisha #NandighoshaTV #PartPlot
ଏଣିକି ସୁବ୍ୟବସ୍ଥିତ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ। ଗତ କିଛି ମାସ ଧରି ବନ୍ଦ ହୋଇଥିବା ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ନୂଆ ଏସଓପି ଆଣିଛନ୍ତି ସରକାର। ପଞ୍ଜୀକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି ! #RevenueDepartment #StandardOperatingProcedure #PartPlot #OTV #Odisha
#WATCH | ACS Revenue Deoranjan Kumar Singh Discusses New SOP for Part Plot Registration. #SOP #PartPlot #Odisha #kalingatv
ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ନୂଆ SOP #partplot #Registration #NEWSOP #OTV otvkhabar.in/odisha/odisha-…
otvkhabar.in
New SOP: ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ନୂଆ SOP
ଓଡିଶା- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ନୂଆ SOP ଜାରି ହୋଇଛି। ଗ୍ରାମୀଣ କ୍ଷେତ୍ରରେ ଜଳାଶୟ କିସମ ପ୍ଲଟର ହୋଇପାରିବନି ପଞ୍ଜୀକରଣ
Odisha Govt Issues New SOP for Part Plot Registrations – Odisha News Tune #PartPlot #Registration #SOP odishanewstune.com/odisha-govt-is…
🚀 Odisha Govt Introduces New SOP for Seamless Part Plot Registrations #OdishaSOP #LandReform #PartPlot #Bhubaneswar [pragativadi.com/odisha-streaml…]
ପାର୍ଟ ପ୍ଲଟ୍ ବିକ୍ରିକୁ ନେଇ କେବେ ହଟିବ ଦ୍ବନ୍ଦ୍ବ? ମନ୍ତ୍ରୀ କହିଲେ ରେଜିଷ୍ଟ୍ରେସନ୍ ନକଲେ ହେବ କାର୍ଯ୍ୟାନୁଷ୍ଠାନ #partplot #registration #odisha #OTV otvkhabar.in/news/odisha/pa…
#ପାର୍ଟ_ପ୍ଲଟ୍_ବିକ୍ରିରୁ_ହଟିଲା_କଟକଣା ଏଣିକି ଜମି ବିକ୍ରିରେ ବାଧକ ସାଜିବନି ଲେ-ଆଉଟ୍ ଆପ୍ରୁଭାଲ। ସଂଶୋଧିତ ନୂଆ ନିୟମରେ ପାର୍ଟ ପ୍ଲଟ୍ ବିକ୍ରିରୁ ହଟିଛି କଟକଣା। ଏହାପରେ ଖୁସ୍ ଜମି ମାଲିକ । #Odisha #PartPlot #OTV
ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । #partplot #sureshpujari #guideline #Odisha
-ଡ୍ରେନ, ପାର୍କିଙ୍ଗ, ଓପନ ସ୍ପେସ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ରଖି ଲେଆଉଟ କରି ବିଡିଏ କିମ୍ଵା ଗ୍ରାମାଞ୍ଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ ପରେ ବିକି ପାରିବେ #SureshPujari #PartPlot #odisha #BREAKING #odishanewsepaper
-ପାର୍ଟ ପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା -ଥରକେ ବିକ୍ରି କରିହେବ ୫ ଶହ ବର୍ଗମିଟର -ପ୍ଲଟିଂ କରି ବିକୁଥିଲେ ଲେ ଆଉଟ ପ୍ରସ୍ତୁତ କରିବାକୁ ପଡିବ: ସୁରେଶ ପୂଜାରୀ #SureshPujari #PartPlot #odisha #BREAKING #odishanewsepaper
‘#ପାର୍ଟ_ପ୍ଲଟ୍_ବିକ୍ରି_ଲାଗି_ହଟିଲା_କଟକଣା’ ପାର୍ଟ ପ୍ଲଟ ବିକ୍ରି ପାଇଁ ସଂପୂର୍ଣ୍ଣ ବାଟ ବନ୍ଦ ଥିଲା। ଝିଅ ବାହାଘର, ଉଚ୍ଚ ଶିକ୍ଷା ପାଇଁ ଯାହାର ଜମି ବିକିବା ଛଡା ଅନ୍ୟ କିଛି ବାଟ ନଥିଲା ସେମାନେ ହଇରାଣ ହେଉଥିଲେ। ଏବେ ୫ ହଜାର ୨୦୦ ବର୍ଗଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା। #SureshPujari #PartPlot #OTV
-ପାର୍ଟ ପ୍ଲଟ ବିକ୍ରି କଟକଣା ହଟିଲା -୫ ହଜାର ୨୦୦ ବର୍ଗଫୁଟ ଜମି ବିକ୍ରି କରିହେବ -ବିକ୍ରି ପାଇଁ ରାସ୍ତା ମଧ୍ୟ ଛାଡ଼ିବାକୁ ପଡ଼ିବ -ପ୍ଲଟିଂ କରି ବିକୁଥିଲେ ଲେ ଆଉଟ୍ ପ୍ରସ୍ତୁତ କରିବାକୁ ହେବ -ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା #PartPlot #SureshPujari #PrameyaOdia
Odisha Govt issues new #SOP for #PartPlot Registrations 🏡 The @rdmodisha streamlines the process to ensure uniformity, transparency & ease for citizens. Effective immediately under the Registration Act, 1908. #Odisha #RDMDept #LandRegistration
-ପାର୍ଟ ପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା -ଥରକେ ବିକ୍ରି କରିହେବ ୫ ଶହ ବର୍ଗମିଟର -ପ୍ଲଟିଂ କରି ବିକୁଥିଲେ ଲେ ଆଉଟ ପ୍ରସ୍ତୁତ କରିବାକୁ ପଡିବ: ସୁରେଶ ପୂଜାରୀ #SureshPujari #PartPlot #odisha #BREAKING #odishanewsepaper
ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । #partplot #sureshpujari #guideline #Odisha
#ପାର୍ଟ_ପ୍ଲଟ_ପଞ୍ଜିକରଣ_ପାଇଁ_ଓଡିଏ_ଆଇନରେ_ହେବ_ସଂଶୋଧନ - ସଂଶୋଧନ ପାଇଁ ଚିଠା ପ୍ରସ୍ତୁତ - ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି - 15 ଦିନ ଭିତରେ ସାଧାରଣ ଜନତା କରିପାରିବେ ଅଭିଯୋଗ #Odisha #PartPlot #Registration #Notification
Part Plot registration in Odisha to begin in April, says Revenue Minister Suresh Pujari. #partplot #partplotregistration #odisha
Something went wrong.
Something went wrong.
United States Trends
- 1. #GivingTuesday 17.8K posts
- 2. The BIGGЕST 396K posts
- 3. #twitchrecap 2,177 posts
- 4. #csm222 2,914 posts
- 5. Costco 41.7K posts
- 6. #AppleMusicReplay 5,441 posts
- 7. Lucario 17.8K posts
- 8. #JUPITER 203K posts
- 9. Susan Dell 3,561 posts
- 10. Michael and Susan 2,412 posts
- 11. NextNRG Inc. 1,798 posts
- 12. Trump Accounts 9,520 posts
- 13. King Von 1,256 posts
- 14. Good Tuesday 42.2K posts
- 15. Isack 24K posts
- 16. Hoss Cartwright N/A
- 17. Dart 44.2K posts
- 18. Taco Tuesday 14.4K posts
- 19. Tennessee 147K posts
- 20. JUST ANNOUNCED 20.6K posts