#partplot 搜尋結果
ଖୋଲୁଛି ପାର୍ଟ ପ୍ଲଟ ପଞ୍ଜୀକରଣ କେଳେଙ୍କାରୀ । ବେଆଇନ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ କରିଥିବା ଅଧିକାରୀଙ୍କ ବିରୋଧରେ ଆରମ୍ଭ ହୋଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ୧୦୦ରୁ ଅଧିକ ବେଆଇନ ପାର୍ଟ ପ୍ଲଟ ପଞ୍ଜୀକୃତ କରିଥିବା ୩୦୦ ଅଧିକାରୀଙ୍କ ବିରୋଧରେ ବିଭାଗ ଡ୍ରାଫ୍ଟ ଚାର୍ଜ ଜାରି #Odisha #NandighoshaTV #PartPlot
Odisha Govt issues new #SOP for #PartPlot Registrations 🏡 The @rdmodisha streamlines the process to ensure uniformity, transparency & ease for citizens. Effective immediately under the Registration Act, 1908. #Odisha #RDMDept #LandRegistration
-ପାର୍ଟ ପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା -ଥରକେ ବିକ୍ରି କରିହେବ ୫ ଶହ ବର୍ଗମିଟର -ପ୍ଲଟିଂ କରି ବିକୁଥିଲେ ଲେ ଆଉଟ ପ୍ରସ୍ତୁତ କରିବାକୁ ପଡିବ: ସୁରେଶ ପୂଜାରୀ #SureshPujari #PartPlot #odisha #BREAKING #odishanewsepaper
#WATCH | ACS Revenue Deoranjan Kumar Singh Discusses New SOP for Part Plot Registration. #SOP #PartPlot #Odisha #kalingatv
ଏଣିକି ସୁବ୍ୟବସ୍ଥିତ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ। ଗତ କିଛି ମାସ ଧରି ବନ୍ଦ ହୋଇଥିବା ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ନୂଆ ଏସଓପି ଆଣିଛନ୍ତି ସରକାର। ପଞ୍ଜୀକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି ! #RevenueDepartment #StandardOperatingProcedure #PartPlot #OTV #Odisha
‘#ପାର୍ଟ_ପ୍ଲଟ୍_ବିକ୍ରି_ଲାଗି_ହଟିଲା_କଟକଣା’ ପାର୍ଟ ପ୍ଲଟ ବିକ୍ରି ପାଇଁ ସଂପୂର୍ଣ୍ଣ ବାଟ ବନ୍ଦ ଥିଲା। ଝିଅ ବାହାଘର, ଉଚ୍ଚ ଶିକ୍ଷା ପାଇଁ ଯାହାର ଜମି ବିକିବା ଛଡା ଅନ୍ୟ କିଛି ବାଟ ନଥିଲା ସେମାନେ ହଇରାଣ ହେଉଥିଲେ। ଏବେ ୫ ହଜାର ୨୦୦ ବର୍ଗଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା। #SureshPujari #PartPlot #OTV
ପାର୍ଟ ପ୍ଲଟ କିଣାବିକା ବେଳେ ପଞ୍ଜୀକରଣକୁ ନେଇ ଥିବା ଦ୍ବନ୍ଦ ଦୂର କରିବାକୁ ଆସିଲା ଏସଓପି #Odisha #NandighoshaTV #PartPlot
#ପାର୍ଟ_ପ୍ଲଟ_ପଞ୍ଜିକରଣ_ପାଇଁ_ଓଡିଏ_ଆଇନରେ_ହେବ_ସଂଶୋଧନ - ସଂଶୋଧନ ପାଇଁ ଚିଠା ପ୍ରସ୍ତୁତ - ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି - 15 ଦିନ ଭିତରେ ସାଧାରଣ ଜନତା କରିପାରିବେ ଅଭିଯୋଗ #Odisha #PartPlot #Registration #Notification
Part Plot registration in Odisha to begin in April, says Revenue Minister Suresh Pujari. #partplot #partplotregistration #odisha
ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । #partplot #sureshpujari #guideline #Odisha
#ଆସନ୍ତା_ଜାନୁଆରୀରୁ_ପାର୍ଟ_ପ୍ଲଟ_ବିକ୍ରି_ହୋଇପାରିବ: ରାଜସ୍ବ ମନ୍ତ୍ରୀ ଆସନ୍ତା ୩୧ରେ ବୈଠକ, ସମାଧାନର ବାଟ ବାହାରିବ । ‘ରେରା କମିଟିକୁ କୁହାଯାଇଛି, ଆଇନ୍ ଶବ୍ଦ ସଂଯୋଜନାରେ ଅସୁବିଧା ଅଛି । ବେଆଇନ ଭାବେ ପାର୍ଟ ପ୍ଲଟ୍ ରେଜିଷ୍ଟ୍ରେସନ ହୋଇଛି ।’ #PartPlot #Selling #RevenueMinister #Odisha #OTV
#ପାର୍ଟ_ପ୍ଲଟ୍_ବିକ୍ରିରୁ_ହଟିଲା_କଟକଣା ଏଣିକି ଜମି ବିକ୍ରିରେ ବାଧକ ସାଜିବନି ଲେ-ଆଉଟ୍ ଆପ୍ରୁଭାଲ। ସଂଶୋଧିତ ନୂଆ ନିୟମରେ ପାର୍ଟ ପ୍ଲଟ୍ ବିକ୍ରିରୁ ହଟିଛି କଟକଣା। ଏହାପରେ ଖୁସ୍ ଜମି ମାଲିକ । #Odisha #PartPlot #OTV
ପାର୍ଟ ପ୍ଲଟ୍ ବିକ୍ରି ପାଇଁ ଖୋଲିଲା ବାଟ। ଆସିଲା ODA (ପ୍ଲାନିଙ୍ଗ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ) ଦ୍ବିତୀୟ ସଂଶୋଧନ ରୁଲ୍। ଥରେ ୫ ଶହ ବର୍ଗମିଟର ବିକ୍ରି କରିହେବ। ବିନା ଅନୁମୋଦନରେ ୫ ଶହ ବର୍ଗମିଟର ଥରେ ବିକ୍ରି କରିପାରିବେ। ମାତ୍ର ବିକ୍ରି ପାର୍ଟ ପ୍ଲଟ୍ ରିୟଲ ଇଷ୍ଟେଟ୍ ପାଇଁ ବ୍ୟବହାର କରିହେବନି। #Odisha #PartPlot #OTV
🚀 Odisha Govt Introduces New SOP for Seamless Part Plot Registrations #OdishaSOP #LandReform #PartPlot #Bhubaneswar [pragativadi.com/odisha-streaml…]
ଚଳିତ ମାସରେ ଆସିବ ପାର୍ଟ ପ୍ଲଟ୍ ବିକ୍ରି ନେଇ ବିଜ୍ଞପ୍ତି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ପାର୍ଟ ପ୍ଲଟ୍ ବିକ୍ରି ଅନୁମତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି । #PartPlot #Partplotregistration #Odisha #SureshPujari #Odisha #OTV
ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ: ରାଜସ୍ୱ ମନ୍ତ୍ରୀ #Partplot #Registration #April #Odisha #NirvayNews #NirvayWebNews nirvaynews.com/part-plot-regi…
nirvaynews.com
ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ: ରାଜସ୍ୱ ମନ୍ତ୍ରୀ - Nirvaynews
ରାଜ୍ୟରେ ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜିକରଣ । ଏ ନେଇ ରାଜସ୍ୱ ବିଭାଗକୁ ଡ୍ରାଫ୍ଟଦେଲା ନଗର ଉନ୍ନୟନ ବିଭାଗ। ମାର୍ଚ୍ଚ ସୁଦ୍ଧା ଏ ନେଇ ବିଚାର ବିମର୍ଶକରି ଏପ୍ରିଲରୁ କାର୍ଯ୍ୟକାରୀ ହେବାକୁ ନିଷ୍ପତ୍ତି ନିଆଯାଇଥିବା ଆଜି ସୂଚନା...
Odisha Govt Issues New SOP for Part Plot Registrations – Odisha News Tune #PartPlot #Registration #SOP odishanewstune.com/odisha-govt-is…
ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ନୂଆ SOP #partplot #Registration #NEWSOP #OTV otvkhabar.in/odisha/odisha-…
ପାର୍ଟ ପ୍ଲଟ୍ ବିକ୍ରିକୁ ନେଇ କେବେ ହଟିବ ଦ୍ବନ୍ଦ୍ବ? ମନ୍ତ୍ରୀ କହିଲେ ରେଜିଷ୍ଟ୍ରେସନ୍ ନକଲେ ହେବ କାର୍ଯ୍ୟାନୁଷ୍ଠାନ #partplot #registration #odisha #OTV otvkhabar.in/news/odisha/pa…
ଖୋଲୁଛି ପାର୍ଟ ପ୍ଲଟ ପଞ୍ଜୀକରଣ କେଳେଙ୍କାରୀ । ବେଆଇନ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ କରିଥିବା ଅଧିକାରୀଙ୍କ ବିରୋଧରେ ଆରମ୍ଭ ହୋଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ୧୦୦ରୁ ଅଧିକ ବେଆଇନ ପାର୍ଟ ପ୍ଲଟ ପଞ୍ଜୀକୃତ କରିଥିବା ୩୦୦ ଅଧିକାରୀଙ୍କ ବିରୋଧରେ ବିଭାଗ ଡ୍ରାଫ୍ଟ ଚାର୍ଜ ଜାରି #Odisha #NandighoshaTV #PartPlot
Odisha Govt issues new #SOP for #PartPlot Registrations 🏡 The @rdmodisha streamlines the process to ensure uniformity, transparency & ease for citizens. Effective immediately under the Registration Act, 1908. #Odisha #RDMDept #LandRegistration
ପାର୍ଟ ପ୍ଲଟ କିଣାବିକା ବେଳେ ପଞ୍ଜୀକରଣକୁ ନେଇ ଥିବା ଦ୍ବନ୍ଦ ଦୂର କରିବାକୁ ଆସିଲା ଏସଓପି #Odisha #NandighoshaTV #PartPlot
ଏଣିକି ସୁବ୍ୟବସ୍ଥିତ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ। ଗତ କିଛି ମାସ ଧରି ବନ୍ଦ ହୋଇଥିବା ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ନୂଆ ଏସଓପି ଆଣିଛନ୍ତି ସରକାର। ପଞ୍ଜୀକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି ! #RevenueDepartment #StandardOperatingProcedure #PartPlot #OTV #Odisha
#WATCH | ACS Revenue Deoranjan Kumar Singh Discusses New SOP for Part Plot Registration. #SOP #PartPlot #Odisha #kalingatv
ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ନୂଆ SOP #partplot #Registration #NEWSOP #OTV otvkhabar.in/odisha/odisha-…
Odisha Govt Issues New SOP for Part Plot Registrations – Odisha News Tune #PartPlot #Registration #SOP odishanewstune.com/odisha-govt-is…
🚀 Odisha Govt Introduces New SOP for Seamless Part Plot Registrations #OdishaSOP #LandReform #PartPlot #Bhubaneswar [pragativadi.com/odisha-streaml…]
ପାର୍ଟ ପ୍ଲଟ୍ ବିକ୍ରିକୁ ନେଇ କେବେ ହଟିବ ଦ୍ବନ୍ଦ୍ବ? ମନ୍ତ୍ରୀ କହିଲେ ରେଜିଷ୍ଟ୍ରେସନ୍ ନକଲେ ହେବ କାର୍ଯ୍ୟାନୁଷ୍ଠାନ #partplot #registration #odisha #OTV otvkhabar.in/news/odisha/pa…
#ପାର୍ଟ_ପ୍ଲଟ୍_ବିକ୍ରିରୁ_ହଟିଲା_କଟକଣା ଏଣିକି ଜମି ବିକ୍ରିରେ ବାଧକ ସାଜିବନି ଲେ-ଆଉଟ୍ ଆପ୍ରୁଭାଲ। ସଂଶୋଧିତ ନୂଆ ନିୟମରେ ପାର୍ଟ ପ୍ଲଟ୍ ବିକ୍ରିରୁ ହଟିଛି କଟକଣା। ଏହାପରେ ଖୁସ୍ ଜମି ମାଲିକ । #Odisha #PartPlot #OTV
ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । #partplot #sureshpujari #guideline #Odisha
-ଡ୍ରେନ, ପାର୍କିଙ୍ଗ, ଓପନ ସ୍ପେସ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ରଖି ଲେଆଉଟ କରି ବିଡିଏ କିମ୍ଵା ଗ୍ରାମାଞ୍ଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ ପରେ ବିକି ପାରିବେ #SureshPujari #PartPlot #odisha #BREAKING #odishanewsepaper
-ପାର୍ଟ ପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା -ଥରକେ ବିକ୍ରି କରିହେବ ୫ ଶହ ବର୍ଗମିଟର -ପ୍ଲଟିଂ କରି ବିକୁଥିଲେ ଲେ ଆଉଟ ପ୍ରସ୍ତୁତ କରିବାକୁ ପଡିବ: ସୁରେଶ ପୂଜାରୀ #SureshPujari #PartPlot #odisha #BREAKING #odishanewsepaper
‘#ପାର୍ଟ_ପ୍ଲଟ୍_ବିକ୍ରି_ଲାଗି_ହଟିଲା_କଟକଣା’ ପାର୍ଟ ପ୍ଲଟ ବିକ୍ରି ପାଇଁ ସଂପୂର୍ଣ୍ଣ ବାଟ ବନ୍ଦ ଥିଲା। ଝିଅ ବାହାଘର, ଉଚ୍ଚ ଶିକ୍ଷା ପାଇଁ ଯାହାର ଜମି ବିକିବା ଛଡା ଅନ୍ୟ କିଛି ବାଟ ନଥିଲା ସେମାନେ ହଇରାଣ ହେଉଥିଲେ। ଏବେ ୫ ହଜାର ୨୦୦ ବର୍ଗଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା। #SureshPujari #PartPlot #OTV
-ପାର୍ଟ ପ୍ଲଟ ବିକ୍ରି କଟକଣା ହଟିଲା -୫ ହଜାର ୨୦୦ ବର୍ଗଫୁଟ ଜମି ବିକ୍ରି କରିହେବ -ବିକ୍ରି ପାଇଁ ରାସ୍ତା ମଧ୍ୟ ଛାଡ଼ିବାକୁ ପଡ଼ିବ -ପ୍ଲଟିଂ କରି ବିକୁଥିଲେ ଲେ ଆଉଟ୍ ପ୍ରସ୍ତୁତ କରିବାକୁ ହେବ -ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା #PartPlot #SureshPujari #PrameyaOdia
-ପାର୍ଟ ପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା -ଥରକେ ବିକ୍ରି କରିହେବ ୫ ଶହ ବର୍ଗମିଟର -ପ୍ଲଟିଂ କରି ବିକୁଥିଲେ ଲେ ଆଉଟ ପ୍ରସ୍ତୁତ କରିବାକୁ ପଡିବ: ସୁରେଶ ପୂଜାରୀ #SureshPujari #PartPlot #odisha #BREAKING #odishanewsepaper
Odisha Govt issues new #SOP for #PartPlot Registrations 🏡 The @rdmodisha streamlines the process to ensure uniformity, transparency & ease for citizens. Effective immediately under the Registration Act, 1908. #Odisha #RDMDept #LandRegistration
ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । #partplot #sureshpujari #guideline #Odisha
#ପାର୍ଟ_ପ୍ଲଟ_ପଞ୍ଜିକରଣ_ପାଇଁ_ଓଡିଏ_ଆଇନରେ_ହେବ_ସଂଶୋଧନ - ସଂଶୋଧନ ପାଇଁ ଚିଠା ପ୍ରସ୍ତୁତ - ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି - 15 ଦିନ ଭିତରେ ସାଧାରଣ ଜନତା କରିପାରିବେ ଅଭିଯୋଗ #Odisha #PartPlot #Registration #Notification
Part Plot registration in Odisha to begin in April, says Revenue Minister Suresh Pujari. #partplot #partplotregistration #odisha
Something went wrong.
Something went wrong.
United States Trends
- 1. #twitchrecap 9,061 posts
- 2. #GivingTuesday 27.8K posts
- 3. Larry 48.5K posts
- 4. Trump Accounts 16.4K posts
- 5. Cabinet 72.3K posts
- 6. Susan Dell 7,969 posts
- 7. So 79% 1,929 posts
- 8. Joe Schoen 7,646 posts
- 9. #AppleMusicReplay 10.5K posts
- 10. Haaland 25.6K posts
- 11. Foden 14.6K posts
- 12. Costco 54.1K posts
- 13. $NXXT N/A
- 14. #SleighYourHolidayGiveaway N/A
- 15. Pat Leonard N/A
- 16. NextNRG Inc. 3,799 posts
- 17. Sleepy Don 2,917 posts
- 18. Sabrina Carpenter 34.3K posts
- 19. #Rashmer 28.8K posts
- 20. Jared Curtis 3,029 posts