P Debasis
@271Debasis
ସମସ୍ତେ ଏଠି ନିଜ ନିଜ ଫାଇଦା ପାଇଁ ଲଢ଼ୁଛନ୍ତି ।। ଆମେ ଲଢ଼ିବା ଆମ ହକ ପାଇଁ ।। ଜୟ ଜଗନ୍ନାଥ।। ଜୟ ଓଡ଼ିଶା
You might like
It feels good to see something happy, it feels good to hear something happy, it feels good to share something happy. କିଛି ଖୁସି ଦେଖିବକୁ ଭଲ ଲାଗେ କିଛି ଖୁସି ଶୁଣିବାକୁ ଭଲଲାଗେ କିଛି ଖୁସି ବାଣ୍ଟିବାକୁ ଭଲ ଲାଗେ
Poor. He can understand the suffering of the poor. He who knows how to win in God's test is a real man. Jeevanta gote chakra biho my brother easy to get in hard to get out like Abhimanyu Jai Jagan ଗରିବ।। ଗରିବ ର ଦୁଃଖ ସେ ବୁଝି ପାରିବ ଯିଏ ଛୋଟ ରୁ ବଡ ହେଇଥିବ ଭଗବାନ ଙ୍କ ପରୀକ୍ଷାରେ ଯିଏ ଜିତିବ
From the rich to the poor, from the small to the big, the farmer is a warrior farmer who provides food for all. The suffering of the farmer is the suffering of our country. My heartfelt greetings to all the farmer friends of the country.
ଜୀବନରେ ଭୋକିଲା ପେଟ ଆଉ ଖାଲି ପକେଟ ଯାହା ଶିଖାଇଥାଏ ତାହା ଦୁନିଆରେ କୌଣସି ସ୍କୁଲ ବା କେହି ଶିକ୍ଷକ ପାଖରୁ ଶିଖିବାକୁ ମିଳି ନଥାଏ!!!! Hungry bellies and empty pockets in life No one in the world teaches that School or some teacher Don't get to learn from!!!! Jay Jagannath 🙋🏻♂️
The Farmer କୃଷକ ଗୋଟେ ଏମିତି ଶବ୍ଦ ପ୍ରତ୍ୟେକ ମଣିଷ ଉତ୍ସାର ସହ କହି ପାରିବ ସାରା ପୃଥିୀପୃଷ୍ଟରେ ଏକମାତ୍ର ବନ୍ଧୁ କୃଷକ କୃଷି କୁ ସନମନ୍ ଦେଶ ଉନ୍ନତି ଜୟ ଜଗନ୍ନାଥ ଜୟ କୃଷକ ଜୟ ଯବାନ
ଆମେ ମାନେ ସାଧାରଣ ଜୀବନ ଯାପନ ପାଇଁ ସବୁବେଳେ ସୁବିଧା ଚନିଥାଉ ଆଉ ac ଆମ ମାନଙ୍କ ଜୀବନର ଅଂଶ ପାଲଟି ଗଲାଣି ଗୋଟେ ଘରେ ସଦସ୍ୟ ଯେତିକି ଅଛନ୍ତି ac ମଧ୍ୟ ସେତିକି ଅଛି ଗଛ ଟିଏ ଲଗାଇବା ପାଇଁ ଆମ ପାଖରେ time ନାହିଁ।। ଆସନ୍ତୁ ଆଜିଠାରୁ ଆମେ ସଂକଳ୍ପ ନେବା ପ୍ରତି ମାସରେ ଗଛଟିଏ ଲଗାଇବା (ଗଛ ଲଗାଇବା ଜନ ହିତର ଜାରି)
ଆଜି ତା ୧୪/୦୬/୨୪ ବିଶ୍ଵ ରକ୍ତ ଦାନ ଦିବସ ଏହିଭଳି ପବିତ୍ର ଦିନରେ ।। ଯେମିତି ବିନ୍ଦୁ ବିନ୍ଦୁ ରୁ ସିନ୍ଧୁ ସୃଷ୍ଟି ହେଇଥିଲା ।। ସେହିଭଳି ସମସ୍ତ ଯିବ ଜଗତର ଜୀବନ ବିନ୍ଦୁ ହେଉଛି ରକ୍ତ ଦାନ କରନ୍ତୁ ଅବୋଉଁ ଗୋଟିଏ ଗୋଟି ଜୀବନ ବଞ୍ଚନ୍ତୁ।। (save blod save life/ Save tree take smile ) Thank you 👍
Today odisha New Year god bless you all 🙏 jay jagannath
ନମସ୍କାର ଭାରତ ଆମ ଦେଶ ଦୀର୍ଘ 75 ବର୍ଷ ପୂର୍ବରୁ ଭାରତ ପରାଧୀନ ଥିଲା ଆମ ଦେଶର ସର୍ବ ଶ୍ରେଷ୍ଟ ନାଗରିକ ମାନେ ବା ବିର ଯୋଦ୍ଧା ମାନେ ନିଜ ଜୀବନକୁ ଆହୁତି ଦେଇ ଦେଶର ସୁରକ୍ଷା କରିଥିଲେ ଆଜି ସେଥି ପାଇଁ ବୋଧେ ଆମେମାନେ ଏ ଦେଶରେ ବସବାସ କରୁଛେ ,,,,, ଆମ ଦେଶ ୧୫ଅଗଷ୍ଟ ୧୯୪୭ ମସିହାରେ ସ୍ୱାଧୀନତା ହାସଲ କରିଥିଲା ଜୟ ହିନ୍ଦ୍ 🇮🇳🇮🇳🇮🇳
United States Trends
- 1. 49ers N/A
- 2. Josh Allen N/A
- 3. Bills N/A
- 4. Bo Nix N/A
- 5. Broncos N/A
- 6. Niners N/A
- 7. Super Bowl N/A
- 8. Cooks N/A
- 9. Denver N/A
- 10. Stidham N/A
- 11. Purdy N/A
- 12. Sam Darnold N/A
- 13. #FTTB N/A
- 14. Kenneth Walker N/A
- 15. McDermott N/A
- 16. #SFvsSEA N/A
- 17. AFC Championship N/A
- 18. Cancun N/A
- 19. Mahomes N/A
- 20. Sean Payton N/A
You might like
Something went wrong.
Something went wrong.