Deeptimayee Chand🇮🇳
@DeeptimayeeC
News Anchor @Kalingatv ||Odisha|| Voice over artist/ Youtuber.. Instagram- @deeptimayeechand ||Proud Indian|| JOURNALIST ✍️ views are personal ♥
You might like
ଆଉ କେତେ ଝିଅ ଜଳିବେ? ବଳଙ୍ଗା ପରେ ଏବେ ବରଗଡ଼ ଗାଇସିଲେଟ ଅଞ୍ଚଳର ନାବାଳିକା ଜଳିଗଲେ... #UPDATE #deeptimayeechand
ଭବିଷ୍ୟତରେ ଯଦି ଜଣେ ଝିଅ ନିଜ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଅଭିଯୋଗ କରିବାକୁ ଯିବ, କାହା ପାଖକୁ ଯିବ ଆଉ କେଉଁଠି ଅଭିଯୋଗ କରିବ? (ବ୍ୟକ୍ତିଗତ ପ୍ରଶ୍ନ) #SoumyashreeBisi #JusticeForSoumyashree #Odisha
ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍ପି... ଜିଲ୍ଲାପାଳ - ଚଞ୍ଚଳ ରଣା ଏସପି - ପିନାକ ମିଶ୍ର #UPDATE #BREAKING #puri #STAMPEDE
--ଶରଧାବାଲିରେ ଦଳାଚକଟା, ୩ ମୃତ -- ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା -- ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ନଥିଲେ - ପ୍ରତ୍ୟକ୍ଷଦର୍ଶୀ #RathaJatra2025 #puri #STAMPEDE
-- ବୋମା ବିସ୍ଫୋରଣରେ ୨ ମୃତ। -- ଯାଜପୁର ଛତିଆରେ ବୋମା ବିସ୍ଫୋରଣ । -- ବାଇକରେ ୩ଜଣ ଯୁବକ ବୋମା ନେଇ ଯାଉଥିବା ବେଳେ ବିସ୍ଫୋରଣ ଘଟିଥିବା ସୂଚନା। -- ୨ମୃତ, ଜଣେ ଗୁରୁତର #BREAKING #BreakingNews #Odisha
୪୦ ଡିଗ୍ରୀ ଟପିଲା ରାଜଧାନୀର ତାପମାତ୍ରା.. ଚଳିତ ବର୍ଷ ପ୍ରଥମ ଥର ଭୁବନେଶ୍ବରରେ ୪୦ ଉପରେ ପାରଦ... #Weather #bbsr #heatwave #march
#BREAKING କଂଗ୍ରେସର ୧୨ ବିଧାୟକ ସସପେଣ୍ଡ। ୭ଦିନ ପାଇଁ ନିଲମ୍ବିତ ହେଲେ ୧୨ ବିଧାୟକ। ଗୃହରେ ବିଶୃଙ୍ଖଳା ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ #assembly #Odisha #Congress #MLA
ପରଲୋକରେ ବରିଷ୍ଠ ଓଲିଉଡ ଅଭିନେତା ଉତ୍ତମ ମହାନ୍ତି.. 🙏🙏 ଓମ୍ ଶାନ୍ତି 🙏🙏 #uttammohanty #ollywood #Updates
-ଓଡ଼ିଶାରେ ଭୂକମ୍ପ -ରାଜ୍ୟର ବିଭିନ୍ନ ସ୍ଥାନରେ ଭୂକମ୍ପର ପ୍ରଭାବ ଅନୁଭୂତ - ସକାଳ ୬ଟା ୧୦ ମିନିଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି - ତୀବ୍ରତା ଥିଲା ୫.୧ #earthquake #Odisha #Bhubaneswar #deeptimayeechand
- ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ... - ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଗିରଫ ହେଲେ... #BREAKING #AlluArjunArrest
ଭୁବେଶ୍ବରରେ ଆରମ୍ଭ ହେଲା ୩ଦିନିଆ ଡିଜିପି ଓ ଆଇଜିପି ସମ୍ମିଳନୀ... #UPDATE #DGPConference #Bhubaneswar
- ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି - ସକାଳ ପର୍ଯ୍ୟନ୍ତ ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା - ଭିତରକନିକା- ଧାମରା ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ - ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପବନ ସହ ପ୍ରବଳ ବର୍ଷା ଜାରି - ବର୍ଷ ସହ ବୃଦ୍ଧି ପାଉଛି ପବନର ବେଗ - ୧୦୦କିମି ବେଗରେ ବହୁଛି ପବନ #update #cyclonedana #odisha
Breaking - ସୃଷ୍ଟି ହେଲା ବାତ୍ୟା.. - ଗଭୀର ଅବପାତରୁ ବାତ୍ୟାରେ ପରିଣତ ହେଲା - ଆସନ୍ତାକାଲି ଭୀଷଣ ବତ୍ୟାରେ ପରିଣତ ହେବ - ଆଜି ରାତିରୁ ପାଗରେ ହେବ ପରିବର୍ତ୍ତନ @mcbbsr #CycloneUpdate #CycloneAlert #CycloneInOdisha #CycloneDanaUpdate #deeptimayeechand
United States Trends
- 1. Thanksgiving 370K posts
- 2. Golesh 2,051 posts
- 3. Fani Willis 11.7K posts
- 4. Trumplican 2,763 posts
- 5. Hong Kong 77.4K posts
- 6. #WipersDayGiveaway N/A
- 7. Khabib 6,423 posts
- 8. stranger things 157K posts
- 9. Africans 25.9K posts
- 10. Riker N/A
- 11. NextNRG Inc N/A
- 12. #TejRan 4,001 posts
- 13. Tom Hardy 1,170 posts
- 14. Ruth 13.6K posts
- 15. Elijah Moore N/A
- 16. #Wednesdayvibe 3,581 posts
- 17. #wednesdaymotivation 6,668 posts
- 18. Camp Haven 6,691 posts
- 19. Karoline Leavitt 28K posts
- 20. Nuns 10.4K posts
You might like
-
Anindita Nanda
@AninditaNanda1 -
Rituparna Routray
@RituparnaRoutr1 -
ସୁଜ୍ଞାନୀ ଭଟ୍ଟ
@D_pujabhatta -
Babali Swain
@BabaliSwain -
🌼ଶାଶ୍ଵତୀ ପତି🖋️📝📖🍃
@SaswatiPati1 -
Monalisa Mitra(#Educationist)
@Monalis55863685 -
Lopamudra Panda
@qly_quingdom -
ଲକ୍ଷ୍ମୀପ୍ରିୟା ସ୍ଵାଇଁ (ଲିପି)
@journalist_Lipi -
Subhasmruti Mohanty
@subhasmruti001 -
Swapnanjali Mohanty
@Mswapnanjali -
Biswobandita Swain
@BiswobanditaS -
Prajyoti Mishra
@MishraPrajyoti -
Priyadarshini Parida
@IAMPP_PRIYA -
subhashree sukla
@subhashreesukl2 -
Nilima Priyadarsini 🇮🇳
@NilimaPriya21
Something went wrong.
Something went wrong.