IAMTHESS4's profile picture. 🎓👩‍🏫‍
India 45🩵
I am still sleeping with the dreams which I couldn't make till today. 
https://soumyasatyatirtha.blogspot.com/?m=1

ସୌମ୍ଯା ସତ୍ୟତୀର୍ଥ Soumya Satyatirtha

@IAMTHESS4

🎓👩‍🏫‍ India 45🩵 I am still sleeping with the dreams which I couldn't make till today. https://soumyasatyatirtha.blogspot.com/?m=1

Pinned

और हमने कहा थोड़ा और रूक जाओ। हम कर रहे हैं कोशिश ❤✈

आज एक ख़्वाब ने बड़ी नज़ाकत से पूछा हमसे, पूरा करोगे या टूट जाऊं!



ସୌମ୍ଯା ସତ୍ୟତୀର୍ଥ Soumya Satyatirtha reposted
OdiaLiterature's tweet image.

ସୌମ୍ଯା ସତ୍ୟତୀର୍ଥ Soumya Satyatirtha reposted

"ସଭା ଗୃହରେ ମୋର ଯେଉଁ ନିର୍ଯ୍ୟାତନା ହେଲା, ସେ ନିର୍ଯ୍ୟାତନା ପୃଥବୀର ଅନ୍ୟ କୌଣସି ନାରୀ ଉପରେ ନ ହେଉ। ନାରୀକୁ ରୂପମୟୀ କର, ପୁରୁଷକୁ କାମୁକ କର ନାହିଁ।” ~ ଯାଜ୍ଞସେନୀ ~ ପ୍ରତିଭା ରାୟ


ମୋର ତେଲ ଲୁଣ ର ଜୀବନ। ତମର "ଆଜୀବନ ଆକଣ୍ଠ ସୁଖପାନ"। କଣ ଭରି ଦେବି ତୁମ ଜୀବନ ରେ? କି ଶୂନ୍ଯସ୍ଥାନ ତୁମ ଜୀବନ ରେ? କି ଆବଶ୍ଯକତା ତୁମ ଜୀବନ ରେ? ମୁଁ ଆସିପାରିବି ନାହିଁ। ମୋତେ ବାଧ୍ଯ କର ନାହିଁ। ମୋତେ କ୍ଷମା କରିବ।


ବେଳେ ବେଳେ ଭାରି ଈର୍ଷା ହୁଏ। କାହିଁକି "ତୁମେ"? କାହିଁକି " ତୁମ" ପାଇଁ ରାତି ରାତି କବିତା? କାହିଁକି ନୁହେଁ ମୁଁ? କାହିଁକି ନୁହେଁ ମୋ ପାଇଁ ଗୋଟାଏ ଅକ୍ଷର? କାହିଁକି ନୁହେଁ?


ତୁମେ ଯେଉଁ ମୋତେ କୁହ- "ମୁଁ ଦିନେ ଭାବିବି"। ମୋତେ ହିସାବ ମାଗିଲ- ତମେ। ହିସାବ ମାଗନ୍ତି- ମୁଁ ନ ଶୋଉଥିବା ପ୍ରତି ରାତି, ମୋ ପ୍ରେମ ର ପରାକାଷ୍ଠା, ମୋ ଉତ୍ସର୍ଗୀକୃତ ଜୀବନ, ମୋ ରୁଗ୍ଣତା, ଅଶ୍ରୁସିକ୍ତ ଆଖି, ଆତ୍ମସମ୍ମାନ, ଅନେକ ବିଦ୍ରୋହ, ମୋ ଏକାନ୍ତ ଆଉ ମୋ ଭୟ। କାହିଁକି ମୁଁ? କାହିଁକି ତମେ? କାହିଁକି ଏ ହିସାବ କିତାବ?

ଏଇ ମୁଁ ଯେଉଁ ତୁମକୁ ପ୍ରତ୍ୟାଖ୍ୟାନ କରେ, ମୋତେ ହିସାବ ମାଗନ୍ତି- ସେ ଆକାଶ ର ଜହ୍ନ, ମୋ ବିଗତ ପ୍ରେମ, ଗୁଡେ ପାହାନ୍ତି ସ୍ୱପ୍ନ, ଊଣା ଅଧିକେ ଭାବନା, ମୋ ଜନ୍ମଦାତ୍ରୀ, ଅଧ ଝଣି ଔଷଧ ବଟିକା, ତୁମ ବ୍ୟକ୍ତିତ୍ୱ, ମୋ ଆକାଂକ୍ଷା, ଶହ ଶହ କବିତା। କାହିଁକି ତୁମେ? କାହିଁକି ହିସାବ କିତାବ? କାହିଁକି ମୁଁ? (ମୋ କଥା)



ଏଇ ମୁଁ ଯେଉଁ ତୁମକୁ ପ୍ରତ୍ୟାଖ୍ୟାନ କରେ, ମୋତେ ହିସାବ ମାଗନ୍ତି- ସେ ଆକାଶ ର ଜହ୍ନ, ମୋ ବିଗତ ପ୍ରେମ, ଗୁଡେ ପାହାନ୍ତି ସ୍ୱପ୍ନ, ଊଣା ଅଧିକେ ଭାବନା, ମୋ ଜନ୍ମଦାତ୍ରୀ, ଅଧ ଝଣି ଔଷଧ ବଟିକା, ତୁମ ବ୍ୟକ୍ତିତ୍ୱ, ମୋ ଆକାଂକ୍ଷା, ଶହ ଶହ କବିତା। କାହିଁକି ତୁମେ? କାହିଁକି ହିସାବ କିତାବ? କାହିଁକି ମୁଁ? (ମୋ କଥା)

ତୁମ କ୍ଷଣକ ଚୁପ୍ ହୋଇଯିବାରେ କେତେ କବିତା ଜାଣ ? ଗୋଟିଏ ସନ୍ଦେହର , ଗୋଟିଏ ଆକ୍ଷେପର , ଗୋଟିଏ ପ୍ରତିବାଦର , ଗୋଟିଏ ପ୍ରତିଦାନର , ଗୋଟିଏ ପ୍ରଶ୍ନର , କୋଟିଏ ଉତ୍ତରର ! . . . ଥରେ ମୁଁ ଚୁପ୍ ହୁଏ , ଦେଖିବ କେତେକେତେ 'ଉପନ୍ୟାସ' ତୁମର । #ଗଳ୍ପକବିତା #ରାତିଅଧିଆ_କବିତା



ସୌମ୍ଯା ସତ୍ୟତୀର୍ଥ Soumya Satyatirtha reposted

ମନୋଜ ଦାସ

OdiaLiterature's tweet image. ମନୋଜ ଦାସ

ସୌମ୍ଯା ସତ୍ୟତୀର୍ଥ Soumya Satyatirtha reposted

Congratulations to Dr. Manikandan Rangaswamy, Assistant Professor of Mathematics, CUK, on receiving the prestigious INSA Visiting Scientist Award 2025–2026. Wishing him continued success in his research journey! #CUK #INSA #ResearchExcellence

cukeralatweet's tweet image. Congratulations to Dr. Manikandan Rangaswamy, Assistant Professor of Mathematics, CUK, on receiving the prestigious INSA Visiting Scientist Award 2025–2026. Wishing him continued success in his research journey!

 #CUK 
#INSA 
#ResearchExcellence

ସୌମ୍ଯା ସତ୍ୟତୀର୍ଥ Soumya Satyatirtha reposted

ഏവര്‍ക്കും ഹൃദയം നിറഞ്ഞ ഓണാശംസകള്‍🌸🌼🌸 HAPPY ONAM 🌸 #Onam2025 #kerala

cukeralatweet's tweet image. ഏവര്‍ക്കും ഹൃദയം നിറഞ്ഞ ഓണാശംസകള്‍🌸🌼🌸

HAPPY ONAM 🌸

#Onam2025 
#kerala

ସୌମ୍ଯା ସତ୍ୟତୀର୍ଥ Soumya Satyatirtha reposted

तुमको पीड़ा में ढूॅंढ़ा। तुमको ढूॅंढ़ेगी पीड़ा।। ~ महादेवी वर्मा


ଈଶ୍ବର ତୁମେ ବି ଖୁସି ରେ ରୁହ। ଗଣେଶ ପୂଜା ର ଅନେକ ଅଭିନନ୍ଦନ। #HappyGaneshChaturthi

IAMTHESS4's tweet image. ଈଶ୍ବର ତୁମେ ବି ଖୁସି ରେ ରୁହ। 

ଗଣେଶ ପୂଜା ର ଅନେକ ଅଭିନନ୍ଦନ। 

#HappyGaneshChaturthi

मैं ये बरसात की मौसम कभी नहीं भूलूंगी. जिसकी मैं इतने शौकसे इंतज़ार की थी.


ସୌମ୍ଯା ସତ୍ୟତୀର୍ଥ Soumya Satyatirtha reposted

Central University of Kerala (CUK) is evolving as a hub of innovation, entrepreneurship & global education — empowering students locally, connecting globally. @cukeralatweet actively promotes innovation and entrepreneurship through its Innovation and Entrepreneurship Development…

EduMinOfIndia's tweet image. Central University of Kerala (CUK) is evolving as a hub of innovation, entrepreneurship & global education — empowering students locally, connecting globally.

@cukeralatweet actively promotes innovation and entrepreneurship through its Innovation and Entrepreneurship Development…

कुछ पल लगेगा छोड़ के जाने में, कुछ पल कुछ पल बोल के हम ठहर जायेंगे ताउम्र... तुम्हारे कारण।


What kind of emotions, I had written in past... 🙂🙂🙂

IAMTHESS4's tweet image. What kind of emotions, I had written in past... 

🙂🙂🙂

ମୁଁ ମୃତ- କେଉଁ ଏକ ସହରରେ, କାହାର କବିତାରେ, ହୃଦୟରେ, ଆତ୍ମା ରେ, ସ୍ମୃତି ରେ, ଅଭିବ୍ୟକ୍ତି ରେ, ଅଭିଳାଷ ରେ, ଅଭିସାର ରେ, ପ୍ରଣୟ ରେ, ଅନେକ ଭିନ୍ନ ଭିନ୍ନ ଜୀବନ ର ଭିନ୍ନ ଭିନ୍ନ ଅସ୍ତିତ୍ୱରେ, ଭିନ୍ନ ଭିନ୍ନ କାହାଣୀ ରେ। -ସୌମ୍ୟା ସତ୍ୟତୀର୍ଥ


ये जो अपने बंधे हुए बिखरे बालों को खुला नहीं छोड़ रही हो, किसके मोहब्बत की दुश्मन बनी फिर रही हो?


Loading...

Something went wrong.


Something went wrong.