CHANDRA SEKHAR NAYAK🇮🇳
@I_am_CSN6
Simple boy with complicated dreams. I believe in service to mankind is actual service to God. Decided to serve people only according to my ability.
Może Ci się spodobać
According to Dr. Vikas Divyakirti sir "24 hours should be divided into 3 categories for Civil Service aspirants. 8 hours for study, 8 hours to live social life and another 8 hours to sleep.
ଯାତ୍ରୀ ପ୍ରତୀକ୍ଷାଳୟର ରକ୍ଷଣ ବେକ୍ଷଣ କରୁନି ପ୍ରଶାସନ ଏ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋରାପୁଟ ବ୍ଲକ ପଦ୍ମପୁର ପଞ୍ଚାୟତ ମିସିଙ୍ଗଗୁଡା ଗ୍ରାମର ୨୬ନଂ ଜାତୀୟ ରାଜପଥ ଦୃଶ୍ୟ @koraputdm ଦୃଷ୍ଟି ଦିଅନ୍ତୁ @CMO_Odisha @RDOdisha @PWD_Odisha @NHAI_Official @RabiNaikBJP @JanaSunani @ZP_Koraput @SecyChief
କୋରାପୁଟ ଜିଲ୍ଲାର ପ୍ରାକ୍ ଶିକ୍ଷାର ବିକଳ ଚିତ୍ର ୩୩୯୭ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ୪୪୭ଅଙ୍ଗନୱାଡ଼ି କେନ୍ଦ୍ରରେ ନିଜସ୍ଵ ଘର ନାହିଁ। ନନ୍ଦପୁର ବ୍ଲକ ଆବର୍ଡା ଗ୍ରାମର ଅଙ୍ଗନୱାଡି ଘର ଦୀର୍ଘ ୪ବର୍ଷ ହେଲା ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି @CMO_Odisha @koraputdm ଦୃଷ୍ଟି ଦିଅନ୍ତୁ @WCDOdisha @MinistryWCD @dcmo_pravati
କୋରାପୁଟ ଜିଲ୍ଲା ଜୟପୁର ସଦର ମହକୁମା ସ୍ଥିତି ଲକ୍ଷ୍ମୀ ପଣ୍ଡା ଛକ ଠାରୁ ପଞ୍ଚାନନ ମନ୍ଦିର ପର୍ଯ୍ୟନ୍ତ ସବୁଦିନ ହଜାର ହଜାର ଛୋଟବଡ଼ ଗାଡ଼ି ଯାତାୟତ କରୁଛନ୍ତି। ରାସ୍ତା ସାରା ଧୂଳି ଉଡୁଛି ଏଠାରେ ଦୁର୍ଘଟଣା ସୁନିଶ୍ଚିତ @PWD_Odisha ରାସ୍ତାରୁ ଧୂଳି ହଟେଇବାକୁ ଅନୁରୋଧ @CMO_Odisha @RDOdisha @koraputdm @SecyChief @jeyporemplt
Kindly looking this meter and take necessary action @CMO_Odisha @MohanMOdisha @RDOdisha @PRDeptOdisha @RWSS_Odisha @RabiNaikBJP @TPSouthOdisha @SMEOdisha @NityanandaBJP @HFWOdisha @MahalingMukesh @Food_Odisha @SecyChief @JanaSunani @DM_Rayagada @saptagiriulaka
ବିଧାନ ବିଶ୍ଵାଳ କିଡନୀ ରୋଗରେ ଆକ୍ରାନ୍ତ ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ବହୁବାର ସରକାର ପ୍ରଶାସନ କୁ ଆର୍ଥିକ ସହାୟତା ପାଇଁ ଅଭିଯୋଗ କରିଥିଲେ ବି ସଫଳ ମିଳୁନଥିବା ଅଭିଯୋ କରିଛନ୍ତି @CMO_Odisha ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅନୁରୋଧ @HFWOdisha @MahalingMukesh @dm_malkangiri
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଗୋଲୁର ପଞ୍ଚାୟତ କୁଡ଼ା ଗ୍ରାମରେ ଥିବା ମୟୂରଝୋଲା ଜଳ ପ୍ରପାତ ଯିବା ପାଇଁ କାଦୁଅ ପଥୁରିଆ ରାସ୍ତା ରହିଛି @koraputdm ଜିଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପକ୍କା ରାସ୍ତା ନିର୍ମାଣ କରିବାକୁ ଅନୁରୋଧ @CMO_Odisha @RDOdisha @odisha_tourism @PravatiPOdisha @dcmo_pravati
ମୟୂରଝୋଲ ଜଳ ପ୍ରପାତ ର ଆଖ୍ୟା ଦେଇ ପ୍ରଶାସନ ଜଳ ପ୍ରପାତର ବିକାଶ ନ କରି ଚୁପ୍ ଚାପ୍ ରହିଯାଇଛି। ରାସ୍ତାଘାଟ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଝରଣାର ପାଦେ ପାଦେ ବିପଦ ରହିଛି କିଛି ସୁରକ୍ଷା ବ୍ୟବସ୍ଥା ନାହିଁ @CMO_Odisha ଦୃଷ୍ଟି ଦିଅନ୍ତୁ @PravatiPOdisha @dcmo_pravati @odisha_tourism @koraputdm @BDO_Nandapur
ଶୁଣିଲା ନି ପ୍ରଶାସନ ଶ୍ରମଦାନ କରି ରାସ୍ତା ମରାମତି କଲେ ଟୁମ୍ବାପଦର ଗ୍ରାମର ଯୁବଗୋଷ୍ଟି। @CMO_Odisha @MohanMOdisha @RDOdisha @PRDeptOdisha @RabiNaikBJP @SecyChief @JanaSunani @koraputdm @ZP_Koraput @BdoKundra ସରକାର ଓ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ
କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ କାର୍ଯ୍ୟାଳୟରେ ସକାଳ ୧୦.୩୦ କର୍ମ ଚାରୀମାନେ ଅନୁପସ୍ଥିତ ରହୁଛନ୍ତି। ୬ମାସ ହେବ ବିଡ଼ିଓ ପଦବୀ ଖାଲି ପଡ଼ିଛି ଯାହା ଦ୍ଵାରା ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି @CMO_Odisha ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ @koraputdm @SecyChief
କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ କାର୍ଯ୍ୟାଳୟରେ ୬ମାସ ହେବ ଖାଲିପଡ଼ିଛି ବିଡ଼ିଓ ପଦବୀ।କାର୍ଯ୍ୟରତ ଅଧିକାରୀ ମାନେ ଠିକ୍ ସମୟରେ କାର୍ଯ୍ୟାଳୟକୁ ଆସୁନାହାନ୍ତି @CMO_Odisha ରାଜ୍ୟ ସରକାର ଓ @koraputdm ଜିଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି କାର୍ଯ୍ୟନୁଷ୍ଠାନ ନିଅନ୍ତୁ @SecyChief @PRDeptOdisha @rashtrapatibhvn
ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟ ପାଖକୁ ଲାଗି ୩ଟି ବିଦ୍ୟୁତ୍ ଖୁଣ୍ଟ ରହିଛି ତାର ସବୁ ସୋର୍ଟ ହେଉଛି LTJ 204-1016/8 ପୋଲ ଭାଙ୍ଗି ଯାଇଛି ବିଦ୍ୟୁତ୍ ପୋଲକୁ ହଟେଇବା ଓ ହାତ ପାହାନ୍ତା ତାର ଉପରକୁ ଉଟେଇବାକୁ @TPSouthOdisha ଅନୁରୋଧ @CMO_Odisha @KVSinghDeo1 @EnergyOdisha @SecyChief @JanaSunani @koraputdm
@TPSouthOdisha କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୁଲାବିର ପଞ୍ଚାୟତ ବାଞ୍ଜଳପୁଟ ଛକ ରେ ବିପଦ ସଙ୍କୁଳ ଅବସ୍ଥାରେ ଭଙ୍ଗା ବିଦ୍ୟୁତ୍ ଖୁଣ୍ଟ ହାତ ପାହାନ୍ତା ରେ ବିଦ୍ୟୁତ୍ ତାର କେତେବେଳେ ବଡ଼ ବିପଦ ଘଟି ଧନ ଜୀବନ ନଷ୍ଟ ହେବ ତୁରନ୍ତ ଏହାର ସମାଧାନ କରନ୍ତୁ @KVSinghDeo1 @EnergyOdisha @SecyChief @JanaSunani @koraputdm
ଭିଡ଼ିଓ ର ସଠିକ୍ ତଦନ୍ତ କରି ବୃଦ୍ଧାଙ୍କୁ ଆବାସ ଯୋଜନାରେ ସାମିଲ କରି ପାନୀୟଜଳ ଘରେ ଯୋଗାଇ ଦେବାକୁ @DistAdmKeonjhar ଜିଲା ପ୍ରଶାସନ କୁ ବିନମ୍ର ଅନୁରୋଧ @CMO_Odisha @PRDeptOdisha @RWSS_Odisha @JanaSunani @SecyChief @RDOdisha @RabiNaikBJP @panchayats1755 @rashtrapatibhvn @PravatiPOdisha @KVSinghDeo1
ବାତ୍ୟା ମୋନ୍ଥା ପ୍ରଭାବ ରେ ଗଜପତି ଜିଲ୍ଲା ମୋହନା ବ୍ଲକ ଆକିଲି ଗାଁ ର ବାସୁଦେବ ଙ୍କ ଘର ସମ୍ପୂର୍ଣ ଭାଙ୍ଗି ଯାଇଛି ସରକାର ଓ ପ୍ରଶାସନ ତରଫରୁ ଘରଭାଙ୍ଗା ସହାୟତା ଓ ଆବାସ ଯୋଜନାରେ ସାମିଲ କରିବାକୁ ଅନୁରୋଧ @CMO_Odisha @PRDeptOdisha @rdmodisha @SRC_Odisha @sureshkpujari @PMAYUrban @dr_kcmahapatra @DM_Gajapati
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ବଡ଼ଦେବତା ଠାରୁ ଶୋଭାପୁଟ ସଂଯୋଗ କରୁଥିବା ଆରଡି ରାସ୍ତା ଗେମେଲପୁଟ ନିକଟରେ ପାତାଳ ନଦୀ ପ୍ରବାହିତ ହେବାରୁ ରାସ୍ତା କଡ଼ରୁ ୨ଶହ ମିଟର ମାଟି ଅତଡା ଖସୁଛି @RDOdisha ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ @CMO_Odisha @PRDeptOdisha @SecyChief @SRC_Odisha @koraputdm @JanaSunani
@CMO_Odisha @MohanMOdisha @RDOdisha @PRDeptOdisha @RabiNaikBJP @rdmodisha @PWD_Odisha @SecyChief @JanaSunani @koraputdm @ZP_Koraput @BDO_Nandapur ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପଥର ବନ୍ଧ ନିର୍ମାଣ କରାଯାଉ ନ ହେଲେ ପାତାଳ ନଦୀର ପାଣି ରାସ୍ତାକୁ ଧୋଇ ନେଇଯିବି।
ବାତ୍ୟା ମୋନ୍ଥା ପ୍ରଭାବ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ୧୭ ପଞ୍ଚାୟତ ର ଲୋକ ବିଦ୍ୟୁତ୍ ସେବା ପାଇବାରୁ ବଞ୍ଚିତ @CMO_Odisha @KVSinghDeo1 @TPSouthOdisha @EnergyOdisha @SecyChief @SRC_Odisha @sureshkpujari @JanaSunani @koraputdm @BDO_Nandapur ଆଜିକୁ ୪ଦିନ ହେଲା ବିଦ୍ୟୁତ୍ ସେବା ପାଇଥିବାରୁ ବଞ୍ଚିତ
ବାତ୍ୟା ମୋନ୍ଥା ପ୍ରଭାବ ରେ କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ର ୧୯ ଗୋଟି ଘର ଭାଙ୍ଗି ଯାଇଛି ସରକାର ଓ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଘର ଭଙ୍ଗା ସହାୟତା ଓ ୧୯ ପରିବାର କୁ ଆବାସ ଯୋଜନାରେ ସାମିଲ କରିବାକୁ ଅନୁରୋଧ @CMO_Odisha @SRC_Odisha @rdmodisha @PRDeptOdisha @sureshkpujari @PMAYUrban @koraputdm
ବିଶାଖାପାଟଣା ଓ ରାୟପୁର କୁ ସଂଯୋଗ କରୁଥିବା ୨୬ନଂ ଜାତୀୟ ରାଜପଥ ବେହାଲ। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ର ଦୃଶ୍ୟ ଜାତୀୟ ରାଜପଥ ଏହିପରି ଅବସ୍ଥା ତାହାହେଲେ ଅନ୍ୟ ରାସ୍ତା କିପରି ଥିବ @CMO_Odisha @nitin_gadkari @NHAI_Official @PWD_Odisha @RabiNaikBJP @koraputdm @JanaSunani @saptagiriulaka
ବିବାଦରେ ପାଡୁଆ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଓ ୫ ଦୋକାନ ଗୃହ @CMO_Odisha @SecyChief @PRDeptOdisha @rdmodisha @sureshkpujari @DC_Odisha @koraputdm @JanaSunani @ZP_Koraput @BDO_Nandapur ଦୃଷ୍ଟି ଦିଅନ୍ତୁ @TNandapur @RdcsdBerhampur @RabiNaikBJP @MohanMOdisha
United States Trendy
- 1. Mamdani 277K posts
- 2. Kandi 4,595 posts
- 3. Mama Joyce 1,170 posts
- 4. #ItsGoodToBeRight N/A
- 5. #HMGxBO7Sweeps 1,468 posts
- 6. Egg Bowl 2,150 posts
- 7. Brandon Aiyuk N/A
- 8. #BY9sweepstakes N/A
- 9. Ukraine 596K posts
- 10. Adolis Garcia 1,937 posts
- 11. #AleMeRepresenta N/A
- 12. Chance Moore N/A
- 13. Putin 208K posts
- 14. Richie Saunders N/A
- 15. Wisconsin 8,329 posts
- 16. El Bombi N/A
- 17. Joshua 40.3K posts
- 18. #DanSeats N/A
- 19. Nolan Jones N/A
- 20. Koloko N/A
Może Ci się spodobać
-
BDO_Semiliguda
@BDO_Semiliguda -
BRUNDABAN NAYAK
@IAM_BRUNDABAN -
Keshab Madkami
@KeshabMadkami -
DSSO SSEPD KORAPUT
@DssoKoraput -
Krushna Dharua
@KrushnaDharua4 -
Jitendra Khila
@JitendraKhila1 -
UMESH BISHI YADAV
@UmeshBisi -
Mr. Bijay Khara.
@mr_khara -
Raja Muduli
@rajamuduli5 -
Laxman Dora
@LaxmanDora4 -
Bijaya Kumar Sahu
@BijayaK62299330 -
Dev Kumar Gouda 🇮🇳
@DevKumarGouda1 -
Bhimsen harijan
@BisoiBhimsen -
Dhanpati Odi
@DhanpatiOdi -
MADHUSUDAN GADABA
@MADHUSUDANGADA2
Something went wrong.
Something went wrong.