JSahoo01's profile picture. ବିଜୁ ଜନତା ଦଳ

Jyoti Sahoo

@JSahoo01

ବିଜୁ ଜନତା ଦଳ

Jyoti Sahoo reposted

A digital initiative Programme, "SWAAGAT" has been inaugurated by Sri S.K.Priyadarshi, IPS, Commissioner of Police, BBSR-CTC, in the presence of Dr. Umasankar Dash, IPS, Addl.CP, BBSR-CTC & Sri Prateek Singh, IPS, DCP BBSR, at Capital PS premises BBSR. @cpbbsrctc @odisha_police

dcpbbsr's tweet image. A digital initiative Programme, "SWAAGAT" has been inaugurated by Sri S.K.Priyadarshi, IPS, Commissioner of Police, BBSR-CTC, in the presence of Dr. Umasankar Dash, IPS, Addl.CP, BBSR-CTC & Sri Prateek Singh, IPS, DCP BBSR, at Capital PS premises BBSR.
@cpbbsrctc @odisha_police

Jyoti Sahoo reposted

ଏତେ ହୀନସ୍ତରର ଡିଭୋର୍ସ ପୂର୍ବରୁ କେବେ ହୋଇନଥିଲା । ସୋସିଆଲ ମିଡିଆର ଅପବ୍ୟବହାର କରି ନିଜର ବିବାହିତା ଜୀବନ ସାଥୀକୁ ଭୟଭୀତ କରି, ବଦନାମ କରି, ତାର ଚରିତ୍ର ସଂହାର କରି ଜଣେ ସ୍ବାମୀ ସମାଜକୁ କି ଶିକ୍ଷା ଦେଉଛନ୍ତି ?? ଜଣଙ୍କୁ ବରବାଦ କରିବାକୁ କେତେ ତଳ ସ୍ତରକୁ ଯାଉଛନ୍ତି, ସମଗ୍ର ଓଡ଼ିଶା ସାକ୍ଷୀ ।

ForeverVarsha's tweet image. ଏତେ ହୀନସ୍ତରର ଡିଭୋର୍ସ ପୂର୍ବରୁ କେବେ ହୋଇନଥିଲା । ସୋସିଆଲ ମିଡିଆର ଅପବ୍ୟବହାର କରି ନିଜର ବିବାହିତା ଜୀବନ ସାଥୀକୁ ଭୟଭୀତ କରି, ବଦନାମ କରି, ତାର ଚରିତ୍ର ସଂହାର କରି ଜଣେ ସ୍ବାମୀ ସମାଜକୁ କି ଶିକ୍ଷା ଦେଉଛନ୍ତି ?? 
ଜଣଙ୍କୁ ବରବାଦ କରିବାକୁ କେତେ ତଳ ସ୍ତରକୁ ଯାଉଛନ୍ତି, ସମଗ୍ର ଓଡ଼ିଶା ସାକ୍ଷୀ ।

Jyoti Sahoo reposted

ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନିଆଗଲା ପଦକ୍ଷେପ ବୈଷୟିକ ଶିକ୍ଷାନୁଷ୍ଠାନ ମେ ୨ ତାରିଖ ଯାଏଁ ବନ୍ଦ ରହିବ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା କ୍ଲାସ ବନ୍ଦ ରହିଲେ ବି ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ହେବ #KanakNews

kanak_news's tweet image. ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି
ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନିଆଗଲା ପଦକ୍ଷେପ
ବୈଷୟିକ ଶିକ୍ଷାନୁଷ୍ଠାନ ମେ ୨ ତାରିଖ ଯାଏଁ ବନ୍ଦ ରହିବ
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା
କ୍ଲାସ ବନ୍ଦ ରହିଲେ ବି ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ହେବ
#KanakNews

Arrangement by unit 1 market union staff BHUBANESWAR. Help to Help social group all worker.


Loading...

Something went wrong.


Something went wrong.