Lib_Movement_OD's profile picture. #Library_Movement_Odisha: #Fight_for_Right #SaveLibrary #SaveLibrarian

Library Movement Odisha

@Lib_Movement_OD

#Library_Movement_Odisha: #Fight_for_Right #SaveLibrary #SaveLibrarian

Interested Policy makers, Educationists, Professionals/Experts, Thought leaders, Activists, Journalists, Bloggers, Library Professionals, enthusiasts, Students are invited to register tinyurl.com/2025-OPLC > for Odisha Public Library Conference 2025 #OdishaPublicLibraryVision

Lib_Movement_OD's tweet image. Interested Policy makers, Educationists, Professionals/Experts, Thought leaders, Activists, Journalists, Bloggers, Library Professionals, enthusiasts, Students are invited to register tinyurl.com/2025-OPLC > for Odisha Public Library Conference 2025
#OdishaPublicLibraryVision

ନେତାଜୀ ବସ ଟର୍ମିନାଲ ନିର୍ମାଣ ସମୟରେ ବିଶ୍ବନାଥ ପାଠାଗାରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା।ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇଗଲାଣି। କିନ୍ତୁ ଏହାର କାର୍ଯ୍ୟ ଏପର୍ଯ୍ୟନ୍ତ ସରିପାରି ନାହିଁ। ଯାହାଫଳରେ ବହୁ ଛାତ୍ରଛାତ୍ରୀ ପାଠାଗାରରେ ପଢିବା ସୁଯୋଗ ହରାଉଛନ୍ତି।@CMCCuttack @CMO_Odisha

Lib_Movement_OD's tweet image. ନେତାଜୀ ବସ ଟର୍ମିନାଲ ନିର୍ମାଣ ସମୟରେ ବିଶ୍ବନାଥ ପାଠାଗାରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା।ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇଗଲାଣି। କିନ୍ତୁ ଏହାର କାର୍ଯ୍ୟ ଏପର୍ଯ୍ୟନ୍ତ ସରିପାରି ନାହିଁ। ଯାହାଫଳରେ ବହୁ ଛାତ୍ରଛାତ୍ରୀ ପାଠାଗାରରେ ପଢିବା ସୁଯୋଗ ହରାଉଛନ୍ତି।@CMCCuttack @CMO_Odisha

ଗତ ସରକାର ଅମଳରେ ରାଜ୍ୟରେ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ଲାଗି ବିଶେଷ ଯୋଜନା କରାଯାଇଥିଲା । ଏ ବାବଦକୁ ରାଜ୍ୟ ସରକାର ପ୍ରାୟ ୫୦ ହଜାର ଟଙ୍କା ଯୋଗାଇ ଦେବେ ବୋଲି କହିଥିଲେ। ହେଲେ ନୂଆ ସରକାର ଏହାକୁ ଗୁରୁତ୍ଵ ଦେଉନାହାନ୍ତି। @CMO_Odisha @MohanMOdisha @suryabanshibjp @Culturedeptt @MinOfCultureGoI @BJP4Odisha

Lib_Movement_OD's tweet image. ଗତ ସରକାର ଅମଳରେ ରାଜ୍ୟରେ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ଲାଗି ବିଶେଷ ଯୋଜନା କରାଯାଇଥିଲା । ଏ ବାବଦକୁ ରାଜ୍ୟ ସରକାର ପ୍ରାୟ ୫୦ ହଜାର ଟଙ୍କା ଯୋଗାଇ ଦେବେ ବୋଲି କହିଥିଲେ। ହେଲେ ନୂଆ ସରକାର ଏହାକୁ ଗୁରୁତ୍ଵ ଦେଉନାହାନ୍ତି।
@CMO_Odisha @MohanMOdisha @suryabanshibjp @Culturedeptt @MinOfCultureGoI @BJP4Odisha

Library Movement Odisha heeft deze post opnieuw geplaatst

ବିକଳାଙ୍ଗ ହେଲାଣି ଓଡିଶା ଆଦର୍ଶ ବିଦ୍ୟାଳୟ 🔹ବିନା #LIBRARIAN ରେ ଚାଲିଛି #Library 🔹@cbseindia29 ଅଧିନରେ ଥିବା #OAVS 🔹#NEP_2020 ନିୟମ ଖାତିର ନାହିଁ 🔹#CBSE_2022_SOP କୁ ମଧ୍ୟ ଖାତିର ନାହିଁ 🔹ରାଜ ରାସ୍ତାରେ ଆଶାୟୀଙ୍କ ଧାରଣା @MohanMOdisha @ThirumalaNaik4 @NityanandaBJP @SMEOdisha @MohanMOdisha

Tukuna7064's tweet image. ବିକଳାଙ୍ଗ ହେଲାଣି ଓଡିଶା ଆଦର୍ଶ ବିଦ୍ୟାଳୟ 
🔹ବିନା #LIBRARIAN ରେ ଚାଲିଛି #Library 
 🔹@cbseindia29 ଅଧିନରେ ଥିବା #OAVS 
🔹#NEP_2020 ନିୟମ ଖାତିର ନାହିଁ
🔹#CBSE_2022_SOP କୁ ମଧ୍ୟ ଖାତିର ନାହିଁ 
🔹ରାଜ ରାସ୍ତାରେ ଆଶାୟୀଙ୍କ ଧାରଣା 
@MohanMOdisha
@ThirumalaNaik4
@NityanandaBJP 
@SMEOdisha @MohanMOdisha

୪ ବର୍ଷ ପୂର୍ବେ ପାଠାଗାର ଉଦ୍ଦେଶ୍ୟରେ ଏକ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ପୂର୍ଣାଙ୍ଗ ହୋଇ ପାରିଲାନାହିଁ । ୨୦୨୧ରେ ତତ୍କାଳୀନ କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମାଙ୍କ ପ୍ରୟାସରେ ବ୍ଳକର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ପାଠାଗାର ପ୍ରତିଷ୍ଠା ପାଇଁ ନିର୍ଦେଶନାମା ପାଇଥିଲା I @CMO_Odisha @PRDeptOdisha

Lib_Movement_OD's tweet image. ୪ ବର୍ଷ ପୂର୍ବେ ପାଠାଗାର ଉଦ୍ଦେଶ୍ୟରେ ଏକ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ପୂର୍ଣାଙ୍ଗ ହୋଇ ପାରିଲାନାହିଁ ।  ୨୦୨୧ରେ ତତ୍କାଳୀନ କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମାଙ୍କ ପ୍ରୟାସରେ ବ୍ଳକର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ପାଠାଗାର ପ୍ରତିଷ୍ଠା ପାଇଁ ନିର୍ଦେଶନାମା ପାଇଥିଲା I 
@CMO_Odisha @PRDeptOdisha

Library Movement Odisha heeft deze post opnieuw geplaatst

@CMO_Odisha @MohanMOdisha @RabiNaikBJP @SecyChief Kindly Establish Gram Panchayat Library & Recruit Librarian in each and every Panachayat. If post can be created for DEO cum Accountant and Peon in Panchayat lebel, Why not for Librarian? facebook.com/share/v/1AXvcn…

Library Movement Odisha heeft deze post opnieuw geplaatst

🔹ବିକଲାଙ୍କ ହେଲାଣି ଓଡିଶା ଆଦର୍ଶ ବିଦ୍ୟାଳୟ 🔹ବିନା #LIBRARIAN ରେ ଚାଲିଛି #Library 🔹@cbseindia29 ଅଧିନରେ ଥିବା #OAVS 🔹#NEP_2020 ନିୟମ ଖାତିର ନାହିଁ 🔹#CBSE_2022_SOP କୁ ମଧ୍ୟ ଖାତିର ନାହିଁ 🔹ରାଜ ରାସ୍ତାରେ ଆଶାୟୀଙ୍କ ଧାରଣା @CMO_Odisha @MohanMOdisha @NityanandaBJP @SMEOdisha

lingaraj77887's tweet image. 🔹ବିକଲାଙ୍କ ହେଲାଣି ଓଡିଶା ଆଦର୍ଶ ବିଦ୍ୟାଳୟ 
🔹ବିନା #LIBRARIAN ରେ ଚାଲିଛି #Library 
 🔹@cbseindia29 ଅଧିନରେ ଥିବା #OAVS 
🔹#NEP_2020 ନିୟମ ଖାତିର ନାହିଁ
🔹#CBSE_2022_SOP କୁ ମଧ୍ୟ ଖାତିର ନାହିଁ 
🔹ରାଜ ରାସ୍ତାରେ ଆଶାୟୀଙ୍କ ଧାରଣା 
@CMO_Odisha
@MohanMOdisha
@NityanandaBJP 
@SMEOdisha

ଅଣ ପ୍ରଫେସନାଲଙ୍କ ହାତରେ ପାଠାଗାରର ଦାୟିତ୍ୱ ଦେଇ ଦାୟିତ୍ବହୀନ ହୁଅନ୍ତୁ ନାହିଁ 📌ପଞ୍ଚାୟତ ପାଠାଗାର ପାଇଁ ଲାଇବ୍ରେରିଆନ ପଦବୀ ସୃଷ୍ଟି କରାଯାଉ 📌ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ଲାଇବ୍ରେରିଆନ ନିଯୁକ୍ତି କରାଯାଉ #RecruitLibrarian #Librarian_Cum_Information_Officer @CMO_Odisha @MohanMOdisha @RabiNaikBJP

#PanchayatLibraryAndInfotainmentCentre_2018 (bit.ly/3EPCu0f) NODAL OFFICER: The PEO will be the Nodal Officer for the Panchayat Library & Infotainment Centre. Why not appoint professional Librarians for fulfill expected outcomes ie. reading habit @CMO_Odisha @SecyChief

NiraMohapatra's tweet image. #PanchayatLibraryAndInfotainmentCentre_2018 (bit.ly/3EPCu0f)
NODAL OFFICER:
The PEO will be the Nodal Officer for the Panchayat Library & Infotainment Centre. 
Why not appoint professional Librarians for fulfill expected outcomes ie. reading habit @CMO_Odisha @SecyChief

What is the status of Panchayat Library in Odisha? State Govt.'s target was to establish panchayat libraries in every GP within 2 financial yar i.e 2019-20 & 2020-21) as per #PanchayatLibraryAndInfotainmentCentre_2018 (bit.ly/3EPCu0f) Pg.10- Target @CMO_Odisha @SecyChief

#PanchayatLibraryAndInfotainmentCentre_2018 (bit.ly/3EPCu0f) Pg.10- Target: Shall be taken up in 1000 GPs in 1st phase during FY 2018-19 & will be done in GPs in coming two Financial Yr. (2019-20 & 2020-21) Status #OdishaPublicLibraryVision2024 @CMO_Odisha @SecyChief

NiraMohapatra's tweet image. #PanchayatLibraryAndInfotainmentCentre_2018 (bit.ly/3EPCu0f)
Pg.10- Target:
Shall be taken up in 1000 GPs in 1st phase during FY 2018-19 & will be done in GPs in coming two Financial Yr. (2019-20 & 2020-21)
Status 
#OdishaPublicLibraryVision2024 
@CMO_Odisha @SecyChief

SAUMYASAHO55281's tweet image. Kindly Look at this Matter and needful Action.
#Pandit_Biswanath_Library 
#Cuttack

@CMCCuttack @CuttackDM 
@SecyChief @Culturedeptt @sofiafirdous1 @CMO_Odisha

Library Movement Odisha heeft deze post opnieuw geplaatst

#RecruitLibrarian in Every Panchayat? #PanchayatLibraryAndInfotainmentCentre_2018 (bit.ly/3EPCu0f) HUMAN RESOURCES GP will arrange human resource for watch & ward, cleaning & sweeping out of internal resources of GP DEO to be engaged out of RGSA @CMO_Odisha @SecyChief

NiraMohapatra's tweet image. #RecruitLibrarian in Every Panchayat?
#PanchayatLibraryAndInfotainmentCentre_2018  (bit.ly/3EPCu0f) HUMAN RESOURCES GP will arrange human resource for watch & ward, cleaning & sweeping out of internal resources of GP DEO to be engaged out of RGSA @CMO_Odisha
@SecyChief

ରାଜ୍ୟର ବହୁ ପୁରୁଣା ପାଠାଗାର ମଧ୍ୟରୁ ପଣ୍ଡିତ ବିଶ୍ବନାଥ ପାଠାଗାର ଅନ୍ୟତମ। ପୂର୍ବରୁ ଖାନନଗର ଠାରେ ଥୁବା ଏହି ପାଠାଗାରରେ ପଢି ବହୁ ଛାତ୍ରଛାତ୍ରୀ ବିଭିନ୍ନ ଉଚ୍ଚ ପଦପଦବୀରେ ନିଯୁକ୍ତି ପାଇଛନ୍ତି । ଏମିତିକି ଜିଲ୍ଲା ବାହାରୁ ଆସି କଟକରେ ରହି ସରକାରୀ ଚାକିରି ପାଇଁ ଅଭ୍ୟାସ କରୁଥିବା ଆଶାୟୀମାନଙ୍କ ଅଧୁକ ସମୟ ଏହି ପାଠାଗାରରେ ବିତୁଥୁଲା।

Lib_Movement_OD's tweet image. ରାଜ୍ୟର ବହୁ ପୁରୁଣା ପାଠାଗାର ମଧ୍ୟରୁ ପଣ୍ଡିତ ବିଶ୍ବନାଥ ପାଠାଗାର ଅନ୍ୟତମ। ପୂର୍ବରୁ ଖାନନଗର ଠାରେ ଥୁବା ଏହି ପାଠାଗାରରେ ପଢି ବହୁ ଛାତ୍ରଛାତ୍ରୀ ବିଭିନ୍ନ ଉଚ୍ଚ ପଦପଦବୀରେ ନିଯୁକ୍ତି ପାଇଛନ୍ତି । ଏମିତିକି ଜିଲ୍ଲା ବାହାରୁ ଆସି କଟକରେ ରହି ସରକାରୀ ଚାକିରି ପାଇଁ ଅଭ୍ୟାସ କରୁଥିବା ଆଶାୟୀମାନଙ୍କ ଅଧୁକ ସମୟ ଏହି ପାଠାଗାରରେ ବିତୁଥୁଲା।

2 ବର୍ଷ ତଳେ, ପ୍ରତ୍ୟକ ପଞ୍ଚାୟତରେ DEO cum Accountant ପଦବୀସୃଷ୍ଟି କରାଯାଇ ସ୍ଥାୟୀ ନିଯୁକ୍ତି କରାଯାଇଥିଲା l ଏବେ ପ୍ରତି ପଞ୍ଚାୟତରେ ପିଅନକୁ ଭି ସ୍ଥାୟୀ ନିଯୁକ୍ତି ମିଳିବାକୁ ଯାଉଛି l କେବେ ନିଯୁକ୍ତି ହେବେ ପଞ୍ଚାୟତରେ ଲାଇବ୍ରେରିଆନ ? ପଞ୍ଚାୟତ ଲାଇବ୍ରେରୀ ଯୋଜନା ରେ ଲାଇବ୍ରେରିଆନ ବି ସାମିଲ କରାଯାଉ l #RecruitLibrarian

Lib_Movement_OD's tweet image. 2 ବର୍ଷ ତଳେ, ପ୍ରତ୍ୟକ ପଞ୍ଚାୟତରେ DEO cum Accountant  ପଦବୀସୃଷ୍ଟି କରାଯାଇ ସ୍ଥାୟୀ ନିଯୁକ୍ତି କରାଯାଇଥିଲା l 
ଏବେ ପ୍ରତି ପଞ୍ଚାୟତରେ ପିଅନକୁ ଭି ସ୍ଥାୟୀ ନିଯୁକ୍ତି ମିଳିବାକୁ ଯାଉଛି l 
କେବେ ନିଯୁକ୍ତି ହେବେ ପଞ୍ଚାୟତରେ ଲାଇବ୍ରେରିଆନ ?
ପଞ୍ଚାୟତ ଲାଇବ୍ରେରୀ ଯୋଜନା ରେ ଲାଇବ୍ରେରିଆନ ବି ସାମିଲ କରାଯାଉ l
#RecruitLibrarian

Library Movement Odisha heeft deze post opnieuw geplaatst

-Consider #Librarian as a TGT post not Nonteaching like clerk. - Obey CBSE guideline -Learn from KVS NVS @SMEOdisha @OAVS_Official @EduMinOfIndia @CMO_Odisha @dpradhanbjp @NityanandaBJP @OSEPA_Official @GovernorOdisha

Loading...

Something went wrong.

Something went wrong.