SR Group / Sambhabana
@SRGroupAdmin
SR Group and Sambhabana Trust
You might like
ସୁଖ, ସମୃଦ୍ଧି, ଆଲୋକ ଓ ଉଲ୍ଲାସର ପବିତ୍ର ପର୍ବ ଦୀପାବଳି ଏବଂ କାଳୀପୂଜା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଆଲୋକର ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିବା ସହ ଦୁଃଖର ଅନ୍ଧକାରକୁ ଦୂର କରିଦେଉ, ଏହା ହିଁ ମା'ଙ୍କ ନିକଟରେ ମୋର କାମନା ।
ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା | ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ||” ଦୁର୍ଗାପୂଜା ଓ ଦଶହରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଜଗତଜନନୀ ମା’ ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ଆଣି ଦିଅନ୍ତୁ।
Celebrate Vishwakarma Puja At SR Group of Company with Puja and Prasad sevana . thanks to all for your Presence
ଦେବଶିଳ୍ପୀ ମହାଭାଗ ଦେବାନାଂ କାର୍ଯ୍ୟସାଧକ। ବିଶ୍ୱକର୍ମନ୍ନମସ୍ତୁଭ୍ୟଂ ସର୍ବାଭିଷ୍ଟ ପ୍ରଦାୟକ।। ରାଜ୍ୟବାସୀଙ୍କୁ ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା। ବିଶ୍ୱନିର୍ମାତାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଆଣୁ,ଏହାହିଁ ପ୍ରାର୍ଥନା। #VishwakarmaPuja
Follow the ସମ୍ଭାବନା #"ପରିବର୍ତ୍ତନ ର ସ୍ଵର" channel on WhatsApp: whatsapp.com/channel/0029Va…
ଗୁରୁ ଦିବସ ଅବସରରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଶିକ୍ଷା ଭିତ୍ତିଭୂମିର ରୂପାନ୍ତରୀକରଣ ଜରିଆରେ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ କରିବା ଆମର ଲକ୍ଷ୍ୟ । ଏହାର ସଫଳ ଉପଯୋଗ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ପାରିବ।
ପବିତ୍ର ଗଣେଶ ଚତୁର୍ଥୀର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ବିଘ୍ନ ବିନାଶକ ପ୍ରଭୁ ଗଜାନନ ସମସ୍ତ ବାଧାବିଘ୍ନ ଦୂର କରି, ସମସ୍ତଙ୍କ ବିଦ୍ୟାର ଭଣ୍ଡାର ପରିପୂର୍ଣ୍ଣ କରିବା ସହ ଜୀବନକୁ ସୁଖ ଓ ସମୃଦ୍ଧିମୟ କରନ୍ତୁ ଏତିକି ପ୍ରାର୍ଥନା । ଓଁ ନମଃ ଶ୍ରୀ ଗଣେଶାୟଃ ନମଃ 🙏🏻
ପବିତ୍ର ଗଣେଶ ଚତୁର୍ଥୀର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ବିଘ୍ନ ବିନାଶକ ପ୍ରଭୁ ଗଜାନନ ସମସ୍ତ ବାଧାବିଘ୍ନ ଦୂର କରି, ସମସ୍ତଙ୍କ ବିଦ୍ୟାର ଭଣ୍ଡାର ପରିପୂର୍ଣ୍ଣ କରିବା ସହ ଜୀବନକୁ ସୁଖ ଓ ସମୃଦ୍ଧିମୟ କରନ୍ତୁ ଏତିକି ପ୍ରାର୍ଥନା । ଓଁ ନମଃ ଶ୍ରୀ ଗଣେଶାୟଃ ନମଃ 🙏🏻 ଇଂ. ରାଜେଶ ମହାକୁଡ.
The Occasion of 79 Independence Day we Celebrate in SR Group of Company Congratulations and best wishes on the occasion of Independence Day. Let us all pledge to maintain the unity, integrity, and sovereignty of the nation while striving to build a developed India.
ଜୟ ଶ୍ରୀକୃଷ୍ଣ 🙏🏻 ପବିତ୍ର ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି, ଆନନ୍ଦ, ଉଲ୍ଲାସରେ ପରିପୂର୍ଣ୍ଣ ହେଉ, ଏତିକି ପ୍ରାର୍ଥନା କରୁଛି। #Janmashtami #ଜନ୍ମାଷ୍ଟମୀ
ସ୍ୱାଧୀନତା ଦିବସ ଅବସରରେ ପ୍ରତି ଭାରତୀୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଆସନ୍ତୁ ଏହି ଐତିହାସିକ ଦିନରେ ମୁକ୍ତି ସଂଗ୍ରାମର ସଂଗ୍ରାମୀ ଏବଂ ବୀର ଯବାନଙ୍କ ବଳିଦାନକୁ ସ୍ମରଣ କରିବା ସହ ଏକ ସଶକ୍ତ, ସମୃଦ୍ଧ ଏବଂ ବିକଶିତ ରାଷ୍ଟ୍ର ନିର୍ମାଣରେ ଭାଗୀଦାର ହେବାପାଇଁ ସଂକଳ୍ପ ନେବା। ଭାରତ ମାତା କୀ ଜୟ। #IndependenceDay
ପବିତ୍ର ରକ୍ଷାବନ୍ଧନ ପର୍ବ ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସମ୍ଭାବନା ଟ୍ରଷ୍ଟ (SSOF) ପକ୍ଷ୍ୟରୁ ଖଇରା ବ୍ଳକ ଡଗରପଡl ଅଧୀନ "ବିବେକ ଭାରତୀ ସେବାଶ୍ରମ " ରେ ରକ୍ଷା ବନ୍ଧନ ପାଳନ କଲେ ଇଂ. ରାଜେଶ ମୋହାକୁଡ l
ପବିତ୍ର ରକ୍ଷାବନ୍ଧନ ପର୍ବ ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସମ୍ଭାବନା ଟ୍ରଷ୍ଟ (SSOF) ପକ୍ଷ୍ୟରୁ ଖଇରା ବ୍ଳକ ଡଗରପଡl ଅଧୀନ "ବିବେକ ଭାରତୀ ସେବାଶ୍ରମ " ରେ ରକ୍ଷା ବନ୍ଧନ ପାଳନ କଲେ ଇଂ. ରାଜେଶ ମୋହାକୁଡ
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ନେହ, ଶ୍ରଦ୍ଧା ଏବଂ ସୁରକ୍ଷାର ପ୍ରତୀକ ପବିତ୍ର ରକ୍ଷା ସୂତ୍ର ସମସ୍ତଙ୍କ ଜୀବନକୁ ମଙ୍ଗଳମୟ କରିବା ସହ ଭାଇ ଓ ଭଉଣୀର ପବିତ୍ର ସମ୍ପର୍କକୁ ଆହୁରି ନିବିଡ କରୁ, ମହାପ୍ରଭୁଙ୍କ ନିକଟରେ ମୋର ଏତିକି କାମନା . rajeshmohakud.in
ଜୀବନ ସହିତ ସମୟ ବଦଳିଯାଏ , ସମୟ ସହିତ ଜୀବନ ବଦଳିଯାଏ , ସାଙ୍ଗମାନଙ୍କ ସହିତ ସମୟ ବଦଳେ ନାହିଁ , କେବଳ ସାଙ୍ଗମାନେ ସମୟ ସହିତ ବଦଳି ଯାନ୍ତି ।
"ଯଦି ତୁମେ ସୂଯ୍ୟ ପରି ଉଜ୍ବଳ ହେବାକୁ ଚାହୁଁଛ, ତାହାହେଲେ ପ୍ରଥମେ ସୂର୍ଯ୍ୟ ପରି ଜଳିବା ଶିଖ।" ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଶ୍ରାଦ୍ଧବାର୍ଷିକୀରେ ବିନମ୍ର ପ୍ରଣାମ। ତାଙ୍କର ସରଳତା, ବିଜ୍ଞାନ ପ୍ରତି ସମର୍ପଣ ଏବଂ ଦେଶପ୍ରେମ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଉତ୍ସ।
ସମ୍ଭାବନା ପରିବାର ତରଫରୁ ଆଜି ତା 08 - 07 - 2025 ରିଖ ମଙ୍ଗଳବାର ଅପରାହ୍ନ ସମୟରେ ଗଣ୍ଡିବେଡ଼ ହାଇସ୍କୁଲ ଖେଳ ପଡ଼ିଆରେ 100 ଟି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି... ସମ୍ଭାବନା ପରିବାର ଆଉ କିଛି ସଦସ୍ୟ ଉପସ୍ଥିତ ରହି ପରିବେଶ ର ସନ୍ତୁଳନ ରକ୍ଷା କରିବାର ଛୋଟ ପଦକ୍ଷେପ ଗ୍ରହଣ କରିଛନ୍ତି 🙏🙏🙏
🍬Golaichowk ORF015🍬 🎉 5 Years of Jio-bp 🎉 Proud to share that Golaichowk RO celebrated Jio-bp’s 5th Foundation Day with great enthusiasm and active participation from staff, customers, and local leaders. @Jiobpmobility @Jiobpofficial @Errajeshmohakud
United States Trends
- 1. Jokic 21.2K posts
- 2. Lakers 52.7K posts
- 3. #AEWDynamite 48.1K posts
- 4. Epstein 1.57M posts
- 5. Nemec 2,756 posts
- 6. Clippers 12.8K posts
- 7. Shai 15.7K posts
- 8. #NJDevils 2,974 posts
- 9. Thunder 41.4K posts
- 10. #Blackhawks 1,580 posts
- 11. Markstrom 1,113 posts
- 12. Nemo 8,470 posts
- 13. Sam Lafferty N/A
- 14. #Survivor49 3,862 posts
- 15. Ty Lue N/A
- 16. #AEWBloodAndGuts 5,746 posts
- 17. Steph 27.9K posts
- 18. Kyle O'Reilly 2,133 posts
- 19. Darby 5,623 posts
- 20. Spencer Knight N/A
You might like
-
abhimanyu maharana
@abhiman78111401 -
Asish Kumar Samal
@AsishKumarSam15 -
RAJPUT MADAN NAIK
@RajputMadanNaik -
ବିଦ୍ୟାଧର ପଣ୍ଡା Journalist Translator
@BidyadharPanda8 -
Mr. Sasanka sekhar Mishra
@sanjumishra1968 -
Daniel Lopez
@DanielELopez_ -
Neutral Odisha News 🇮🇳
@NeutralOdisha -
Khageswar Rout
@KhageswarRout -
Sandeep Kumar rout
@Sandeep89609979 -
Samuel Dore
@SDoreUnitStills -
SUDAM BHUIN (ମାଟିର ମଣିଷ)
@SudamBhadrak -
Biren Pradhan
@BirenPradhanS -
Sanjaya Kumar Patra
@Sanjaya81264797 -
cool boy pintu
@ShibadattaSwain -
Juel Samal 🇮🇳
@The__Juel
Something went wrong.
Something went wrong.