ashishkumar_tw's profile picture. Film, Stories, Heritage, Recipes, Songs, Vlogs...
http://youtube.com/mrashishkumarnayak
http://youtube.com/@filmochitchat
http://youtube.com/@tiasie

ଆଶିଷ ନାୟକ

@ashishkumar_tw

Film, Stories, Heritage, Recipes, Songs, Vlogs... http://youtube.com/mrashishkumarnayak http://youtube.com/@filmochitchat http://youtube.com/@tiasie

ଆଶିଷ ନାୟକ reposted

From Ananta to Sidharth in LANDFALL🌪 I lost 30 kg in just 2 months! 💪 It was challenging, But nothing is impossible. ଆପଣଙ୍କ ମନୋରଞ୍ଜନ ଓ ଓଡ଼ିଆ ସିନେମା ପାଇଁ ସବୁ challenge କୁ ସାମନା କାରିବାକୁ ଶକ୍ତି ମିଳୁ ସେତିକି ଆଶୀର୍ବାଦ ଆପଣଙ୍କ ଠାରୁ ଆଶା କରିବି 🙏🏻 Thanks to my team and family for their…

sabyaactor's tweet image. From Ananta to Sidharth in LANDFALL🌪 I lost 30 kg in just 2 months! 💪 It was challenging, But nothing is impossible. ଆପଣଙ୍କ ମନୋରଞ୍ଜନ ଓ ଓଡ଼ିଆ ସିନେମା ପାଇଁ ସବୁ challenge କୁ ସାମନା କାରିବାକୁ ଶକ୍ତି ମିଳୁ ସେତିକି ଆଶୀର୍ବାଦ ଆପଣଙ୍କ ଠାରୁ ଆଶା କରିବି 🙏🏻
Thanks to my team and family for their…

ଆଶିଷ ନାୟକ reposted

aapne chena poda khaya hai? 🤔

Swiggy's tweet image. aapne chena poda khaya hai? 🤔

ଆଶିଷ ନାୟକ reposted

Food was really good @ Subhadra Shakti Mela, #Bhubaneswar Millet Dahi Bara Millet Gupchup Chaul Bara (uff… so yumm🤤) Dahi bara Aloodum w/o Onion Garlic Also, bought Keonjhar Phula Badi that I was looking for since so many days.

kumariika's tweet image. Food was really good @ Subhadra Shakti Mela, #Bhubaneswar 

Millet Dahi Bara
Millet Gupchup
Chaul Bara (uff… so yumm🤤)
Dahi bara Aloodum w/o Onion Garlic 

Also, bought Keonjhar Phula Badi that I was looking for since so many days.
kumariika's tweet image. Food was really good @ Subhadra Shakti Mela, #Bhubaneswar 

Millet Dahi Bara
Millet Gupchup
Chaul Bara (uff… so yumm🤤)
Dahi bara Aloodum w/o Onion Garlic 

Also, bought Keonjhar Phula Badi that I was looking for since so many days.
kumariika's tweet image. Food was really good @ Subhadra Shakti Mela, #Bhubaneswar 

Millet Dahi Bara
Millet Gupchup
Chaul Bara (uff… so yumm🤤)
Dahi bara Aloodum w/o Onion Garlic 

Also, bought Keonjhar Phula Badi that I was looking for since so many days.
kumariika's tweet image. Food was really good @ Subhadra Shakti Mela, #Bhubaneswar 

Millet Dahi Bara
Millet Gupchup
Chaul Bara (uff… so yumm🤤)
Dahi bara Aloodum w/o Onion Garlic 

Also, bought Keonjhar Phula Badi that I was looking for since so many days.

ଆଶିଷ ନାୟକ reposted

ବାଲେଶ୍ୱର ହଲଦୀପଦା ଅଞ୍ଚଳରେ ପାଣି ସିଙ୍ଗଡା ଚାଷକୁ ଗୁରୁତ୍ୱ, ରାଜ୍ୟର ବିଭିନ୍ନ ଜିଲ୍ଲାକୁ ହେଉଛି ରପ୍ତାନୀ, ଲାଭବାନ ହେଉଛନ୍ତି ଚାଷୀ....ଦେଖନ୍ତୁ ବାଲେଶ୍ୱରରେ ପାଣି ସିଙ୍ଗଡା ଚାଷୀଙ୍କ ସଫଳ କାହାଣୀ... #Balasore #WaterChestnutsFarming #OdishaFarmers #Odisha #OTV


ପବିତ୍ର #କାର୍ତ୍ତିକପୂର୍ଣ୍ଣିମା ଓ #ବୋଇତବନ୍ଦାଣ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। #BoitaBandana #KartikaPurnima

ashishkumar_tw's tweet image. ପବିତ୍ର #କାର୍ତ୍ତିକପୂର୍ଣ୍ଣିମା ଓ #ବୋଇତବନ୍ଦାଣ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
#BoitaBandana #KartikaPurnima

"ହାଇପୋକ୍ରିସି କି ଭି କୋଇ ସୀମା ହୋତି ହେ" ହେତୁବାଦୀଙ୍କୁ ବାଡ଼େଇବାକୁ ଗୋଡ଼ଉଥିବା ଚେଲା ଦଳ ଏବେ ମୌନବ୍ରତ ଧାରଣ କରିବେ। ବାଁ ହାତିଆ ସେକିବାକୁ କହୁଥିବା ସେବାୟତ ବି ଚୁପ ରହିବେ ଲାଗୁଛି।

#ପଞ୍ଚୁକରେ_ମଟନ୍_ମାଡ଼ ସୁଭଦ୍ରା ଶକ୍ତି ମେଳାରେ ନାହିଁ ନଥିବା ଭିଡ। ଓଡ଼ିଶାର ପ୍ରତି ଜିଲ୍ଲାର ପ୍ରସିଦ୍ଧ ଲୋକପ୍ରିୟ ଖାଦ୍ୟ ଖାଇବାକୁ ପ୍ରତି ଷ୍ଟଲ ଗୁଡିକରେ ଲାଗିଥିଲା ପ୍ରବଳ ଭିଡ଼। #SubhadraShaktiMela_Bhubaneswar #MudiMansa_Kendujhar #KartikaMonth_FoodFestival #OTV



ଆଶିଷ ନାୟକ reposted

On this year’s #BaliJatra, 25,000 eco-friendly boitas(boats) made from sal leaves, handcrafted by tribal artisans of Mayurbhanj, will be released into the river. This symbolic act celebrates harmony between culture, community and the environment. #MaritimeHeritage #Odisha

manas_muduli's tweet image. On this year’s #BaliJatra, 25,000 eco-friendly boitas(boats) made from sal leaves, handcrafted by tribal artisans of Mayurbhanj, will be released into the river. 

This symbolic act celebrates harmony between culture, community and the environment.

#MaritimeHeritage #Odisha

ଆଶିଷ ନାୟକ reposted

ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଓଡ଼ିଶା ଏକ ନୂଆ ପରିଚୟ ସୃଷ୍ଟି କରୁଛି, ଯାହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ । ଏହି ପରିପ୍ରେକ୍ଷୀରେ, ଭୁବନେଶ୍ୱରର ଇନଫୋ ଭ୍ୟାଲିଠାରେ ସିକ୍ସେମର ନୂତନ କମ୍ପାଉଣ୍ଡ୍ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ATMP ସୁବିଧାର ଭୂମିପୂଜା ଓ ଶିଳାନ୍ୟାସ…


ଆଶିଷ ନାୟକ reposted

First song of November has to be a special one. One of my most detailed compositions, hope you like it. ମୁଁ ନଦୀ ତୁ ସାଗର... youtube.com/watch?v=Gm4pPh…

csharpian's tweet card. Mu Nadi Tu Sagara | ମୁଁ ନଦୀ ତୁ ସାଗର | Original Odia Song | Manas R...

youtube.com

YouTube

Mu Nadi Tu Sagara | ମୁଁ ନଦୀ ତୁ ସାଗର | Original Odia Song | Manas R...


ଆଶିଷ ନାୟକ reposted

"ଅଗସ୍ତି ଶାଗ ଭଜା" କାର୍ତ୍ତିକ ମାସରେ କରନ୍ତୁ,ଖାଆନ୍ତୁ ଯଦି ଏସବୁ ନକରି ପାରୁଛନ୍ତି ,ତେବେ like,share ଏବଂ comment କରନ୍ତୁ ।ପଡ଼ୋଶୀ,ବିଦେଶୀଙ୍କୁ ତ ଭାରି ସହଯୋଗ କରୁଛନ୍ତି ।କେତେବେଳେ ଆମ୍ଭ ଭଳି ଉଡ଼ିଆଙ୍କ ପାଇଁ ବି କିଛି କରନ୍ତୁ।ମଣିମା କାଳେ ଆପଣଙ୍କର ବି ଭଲ କରିଦେବେ 🙏 🤗☺️🙏 👇 youtu.be/-D2XXjhxq3E?si… #Odiafood

Manaswiini's tweet image. "ଅଗସ୍ତି ଶାଗ ଭଜା"
କାର୍ତ୍ତିକ ମାସରେ କରନ୍ତୁ,ଖାଆନ୍ତୁ ଯଦି ଏସବୁ ନକରି ପାରୁଛନ୍ତି ,ତେବେ like,share ଏବଂ comment କରନ୍ତୁ ।ପଡ଼ୋଶୀ,ବିଦେଶୀଙ୍କୁ ତ ଭାରି ସହଯୋଗ କରୁଛନ୍ତି ।କେତେବେଳେ ଆମ୍ଭ ଭଳି ଉଡ଼ିଆଙ୍କ ପାଇଁ ବି କିଛି କରନ୍ତୁ।ମଣିମା କାଳେ ଆପଣଙ୍କର ବି ଭଲ କରିଦେବେ
🙏 🤗☺️🙏 👇

youtu.be/-D2XXjhxq3E?si…

#Odiafood
Manaswiini's tweet image. "ଅଗସ୍ତି ଶାଗ ଭଜା"
କାର୍ତ୍ତିକ ମାସରେ କରନ୍ତୁ,ଖାଆନ୍ତୁ ଯଦି ଏସବୁ ନକରି ପାରୁଛନ୍ତି ,ତେବେ like,share ଏବଂ comment କରନ୍ତୁ ।ପଡ଼ୋଶୀ,ବିଦେଶୀଙ୍କୁ ତ ଭାରି ସହଯୋଗ କରୁଛନ୍ତି ।କେତେବେଳେ ଆମ୍ଭ ଭଳି ଉଡ଼ିଆଙ୍କ ପାଇଁ ବି କିଛି କରନ୍ତୁ।ମଣିମା କାଳେ ଆପଣଙ୍କର ବି ଭଲ କରିଦେବେ
🙏 🤗☺️🙏 👇

youtu.be/-D2XXjhxq3E?si…

#Odiafood
Manaswiini's tweet image. "ଅଗସ୍ତି ଶାଗ ଭଜା"
କାର୍ତ୍ତିକ ମାସରେ କରନ୍ତୁ,ଖାଆନ୍ତୁ ଯଦି ଏସବୁ ନକରି ପାରୁଛନ୍ତି ,ତେବେ like,share ଏବଂ comment କରନ୍ତୁ ।ପଡ଼ୋଶୀ,ବିଦେଶୀଙ୍କୁ ତ ଭାରି ସହଯୋଗ କରୁଛନ୍ତି ।କେତେବେଳେ ଆମ୍ଭ ଭଳି ଉଡ଼ିଆଙ୍କ ପାଇଁ ବି କିଛି କରନ୍ତୁ।ମଣିମା କାଳେ ଆପଣଙ୍କର ବି ଭଲ କରିଦେବେ
🙏 🤗☺️🙏 👇

youtu.be/-D2XXjhxq3E?si…

#Odiafood
Manaswiini's tweet image. "ଅଗସ୍ତି ଶାଗ ଭଜା"
କାର୍ତ୍ତିକ ମାସରେ କରନ୍ତୁ,ଖାଆନ୍ତୁ ଯଦି ଏସବୁ ନକରି ପାରୁଛନ୍ତି ,ତେବେ like,share ଏବଂ comment କରନ୍ତୁ ।ପଡ଼ୋଶୀ,ବିଦେଶୀଙ୍କୁ ତ ଭାରି ସହଯୋଗ କରୁଛନ୍ତି ।କେତେବେଳେ ଆମ୍ଭ ଭଳି ଉଡ଼ିଆଙ୍କ ପାଇଁ ବି କିଛି କରନ୍ତୁ।ମଣିମା କାଳେ ଆପଣଙ୍କର ବି ଭଲ କରିଦେବେ
🙏 🤗☺️🙏 👇

youtu.be/-D2XXjhxq3E?si…

#Odiafood

ଆଶିଷ ନାୟକ reposted

ओडिशा के खाने पर सौरभ और गिराजा की बातें सुन मुंह में पानी आ जाएगा #GharJaisiBaatein का पूरा एपिसोड- youtu.be/NEnaJUkt49E #GharJaisiBaatein @GirijaOak @saurabhtop


ଠକମାନେ ବି ଏତେ ବୋକା ହେଲେଣି? ଜଣେ ଆସିକି ପଇସା ମାଗୁଥିଲା ଏଇଆ କହିକି ଯେ ତାକୁ ସାଇବାବା ଲାଗନ୍ତି। କିଏ ବିଶ୍ବାସ କରିବ? ମଙ୍ଗଳା ଲାଗନ୍ତି ବୋଲି କହିଥାନ୍ତା ହେଲେ।🤨


ଆଶିଷ ନାୟକ reposted

ଦୀପାବଳି ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🪔🎇🎊🎉

Silent_bt_Vio's tweet image. ଦୀପାବଳି ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🪔🎇🎊🎉
Silent_bt_Vio's tweet image. ଦୀପାବଳି ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🪔🎇🎊🎉

ବଡ଼ବଡ଼ିଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ। ବାଇଶି ପାହାଚରେ କୈବଲ୍ୟ ଖାଇ, ଆମକୁ ଅମୃତ ଦୃଷ୍ଟିରେ ଚାହିଁଥାଅ।

ashishkumar_tw's tweet image. ବଡ଼ବଡ଼ିଆ ହୋ,
ଅନ୍ଧାରରେ ଆସ, ଆଲୁଅରେ ଯାଅ।
ବାଇଶି ପାହାଚରେ କୈବଲ୍ୟ ଖାଇ,
ଆମକୁ ଅମୃତ ଦୃଷ୍ଟିରେ ଚାହିଁଥାଅ।

ସବୁ ଟୁଇଟରିଆଙ୍କୁ ଦୀପାବଳି ପର୍ବର ହାର୍ଦ୍ଦିକ ଶୁଭେଚ୍ଛା।🙏

ashishkumar_tw's tweet image. ସବୁ ଟୁଇଟରିଆଙ୍କୁ ଦୀପାବଳି ପର୍ବର ହାର୍ଦ୍ଦିକ ଶୁଭେଚ୍ଛା।🙏

ଆଶିଷ ନାୟକ reposted

India's food regulator issued a ban on using 'ORS' label for sugary drinks after an 8-year campaign by a Hyderabad paediatrician. Dr Sivaranjani Santosh calls it a "people's win." She has been fighting a dangerous trend, one where children with diarrhoea suffer severe…

IndiaToday's tweet image. India's food regulator issued a ban on using 'ORS' label for sugary drinks after an 8-year campaign by a Hyderabad paediatrician. Dr Sivaranjani Santosh calls it a "people's win."

She has been fighting a dangerous trend, one where children with diarrhoea suffer severe…

ଆଶିଷ ନାୟକ reposted

କାଳୀପୂଜାରେ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବିଶେଷ କରି କୁଡୁମି ସମ୍ପ୍ରଦାୟର ଲୋକମାନେ ଗୁହାଳ ପୂଜା ସହିତ ବିଭିନ୍ନ ପ୍ରକାରର ପିଠାପଣା ସବୁ କରିଥାନ୍ତି। ସେଇ ଭିତରୁ ମସଲା ପିଠା ଗୋଟିଏ ଯାହାକି ବହୁତ୍ ଅଳ୍ପ ଜିନିଷରେ ହୁଏ ଏବଂ ଖାଇବାକୁ ସୁଆଦିଆ ଲାଗିଥାଏ। #Kalipuja #pitha 🙏🎉👇 youtu.be/Df8yX0WKyrk?si… #Diwali2025

Manaswiini's tweet image. କାଳୀପୂଜାରେ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ
ବିଶେଷ କରି କୁଡୁମି ସମ୍ପ୍ରଦାୟର ଲୋକମାନେ ଗୁହାଳ ପୂଜା ସହିତ ବିଭିନ୍ନ ପ୍ରକାରର ପିଠାପଣା ସବୁ 
କରିଥାନ୍ତି। ସେଇ ଭିତରୁ ମସଲା ପିଠା ଗୋଟିଏ ଯାହାକି ବହୁତ୍ ଅଳ୍ପ ଜିନିଷରେ ହୁଏ ଏବଂ ଖାଇବାକୁ ସୁଆଦିଆ ଲାଗିଥାଏ।
#Kalipuja #pitha 
🙏🎉👇
youtu.be/Df8yX0WKyrk?si…

#Diwali2025

କବାଟରେ "push" ଲେଖାହେଇଛି। କିନ୍ତୁ ଲୋକଟିଏ ସେଇପଟ କବାଟକୁ ଭିଡ଼ୁଛି ଓ ତା'ପରେ ଆରପଟ କବାଟକୁ ଟାଣୁଛି। ଶେଷ ପ୍ରଚେଷ୍ଟାରେ ଯାଇ କବାଟ ଖୋଲୁଛି। ଏଥିରୁ ବୁଝିହେବ ଯେ ଲୋକଟି ଇଂରାଜୀ ପଢ଼ିପାରୁନି। ତାହେଲେ ସେ ସଂସ୍ଥାଟି କାହା ପାଇଁ ଖୋଲାହେଇଛି ଯଦି ଓଡ଼ିଆ ଲୋକଟିଏ ଓଡ଼ିଶାରେ ଓଡ଼ିଆରେ ସୁବିଧା ପାଇପାରୁନି?


ନୂଆ ସରକାରଙ୍କର ଗୋଟେ ବର୍ଷ ଗଡ଼ିଗଲା। ଆଉ ଚାରିବର୍ଷ ଅପେକ୍ଷା କରିବା, ଏହା ଦେଖିବାକୁ ଯେ ଓଡ଼ିଶା ସେଇ ବଦଳୁଥିବା ଭାରତର ଅଂଶ ହେଇଛି ନା ନାହିଁ? କିମ୍ବା, ପୂରା ପାଞ୍ଚବର୍ଷ ଗଡ଼ିଗଲା ପରେ ସେଇ ୨୪ ବର୍ଷିଆ ସରକାରଙ୍କୁ ଦୋଷ ଦେବା?

ବଦଳୁଥିବା ଭାରତ ର ଚିତ୍ର 🙏

PravatiPOdisha's tweet image. ବଦଳୁଥିବା ଭାରତ ର ଚିତ୍ର 🙏


ଆଶିଷ ନାୟକ reposted

We're thrilled to have completed 1 year on X,🥳 we're grateful for the love and support you guys shown us throughout the years.🤗 #OurXAnniversary #CompletedOneYear @justlalit @JilSonali @nidhi_budha

reviveollywood's tweet image. We're thrilled to have completed 1 year on X,🥳 we're grateful for the love and support you guys shown us throughout the years.🤗

#OurXAnniversary #CompletedOneYear
@justlalit @JilSonali @nidhi_budha

Loading...

Something went wrong.


Something went wrong.