bbsrcentralmla's profile picture. Present BJD MLA Bhubaneswar-Central & EX-Mayor, BMC, being inspired  by Hon'ble CM Sj. Naveen Patnaik working for the benefit of Smart City BBSR & its people.

Ananta Narayan Jena (Bunu Bhai)

@bbsrcentralmla

Present BJD MLA Bhubaneswar-Central & EX-Mayor, BMC, being inspired by Hon'ble CM Sj. Naveen Patnaik working for the benefit of Smart City BBSR & its people.

ବରିଷ୍ଠ ଫଟୋ ସାମ୍ବାଦିକ ସ୍ବର୍ଗତ ଅଶୋକ ପଣ୍ଡାଙ୍କ ଏକାଦଶାହରେ ସମୟ ଖବରକାଗଜ ପରିବାର ତରଫରୁ ୟୁନିଟ -3 ସାମ୍ବାଦିକ ଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲି | ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅମର ଆତ୍ମାକୁ ସଦଗତି ଦିଅନ୍ତୁ | ଓଁ ଶାନ୍ତି 🙏🏻 @Naveen_Odisha @CMO_Odisha

bbsrcentralmla's tweet image. ବରିଷ୍ଠ ଫଟୋ ସାମ୍ବାଦିକ ସ୍ବର୍ଗତ ଅଶୋକ ପଣ୍ଡାଙ୍କ ଏକାଦଶାହରେ ସମୟ ଖବରକାଗଜ ପରିବାର ତରଫରୁ ୟୁନିଟ -3 ସାମ୍ବାଦିକ ଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲି | ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅମର ଆତ୍ମାକୁ ସଦଗତି ଦିଅନ୍ତୁ | ଓଁ ଶାନ୍ତି 🙏🏻
@Naveen_Odisha @CMO_Odisha

"ବୃକ୍ଷ ହିଁ ଜୀବନ" ପ୍ରଦୂଷଣ ମୁକ୍ତ ପରିବେଶ ସୁସ୍ଥ ସମାଜରେ ଜୀବଜଗତ ସ୍ବଭାବିକ ଭାବେ ତିଷ୍ଠି ରହିବାର ପ୍ରୟାସରେ ୟୁନିଟ-2 ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ବୃକ୍ଷରୋପଣ କାର୍ଯକ୍ରମରେ ଯୋଗଦେଇ ଗଛ ଲଗାଇଥିଲି ବିଦ୍ୟାଳୟର ଛାତ୍ର ମାନଙ୍କ ସହିତ ମତବିନିମୟ କରି ସେମାନେ ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲି |

bbsrcentralmla's tweet image. "ବୃକ୍ଷ ହିଁ ଜୀବନ" ପ୍ରଦୂଷଣ ମୁକ୍ତ ପରିବେଶ ସୁସ୍ଥ ସମାଜରେ ଜୀବଜଗତ ସ୍ବଭାବିକ ଭାବେ ତିଷ୍ଠି ରହିବାର ପ୍ରୟାସରେ ୟୁନିଟ-2 ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ବୃକ୍ଷରୋପଣ କାର୍ଯକ୍ରମରେ ଯୋଗଦେଇ ଗଛ ଲଗାଇଥିଲି ବିଦ୍ୟାଳୟର ଛାତ୍ର ମାନଙ୍କ ସହିତ ମତବିନିମୟ କରି ସେମାନେ ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲି |

ଶହୀଦ ନଗର ପ୍ରାଥମିକ ଚିକିତ୍ସା କେନ୍ଦ୍ର ପରିସରରେ ସାମାଜିକ କାର୍ଯ୍ୟକ୍ରମ ସଫେଇ ଏବଂ ବୃକ୍ଷ ରୋପଣ @CMO_Odisha @Naveen_Odisha

bbsrcentralmla's tweet image. ଶହୀଦ ନଗର ପ୍ରାଥମିକ ଚିକିତ୍ସା କେନ୍ଦ୍ର ପରିସରରେ ସାମାଜିକ କାର୍ଯ୍ୟକ୍ରମ ସଫେଇ ଏବଂ ବୃକ୍ଷ ରୋପଣ
@CMO_Odisha 
@Naveen_Odisha

ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ସମସ୍ତଙ୍କ ସୁଖ ଓ କଲ୍ୟାଣମୟ ଜୀବନ କାମନା କରୁଛି। ଜୟ ଜଗନ୍ନାଥ 🙏 #ସୁନାବେଶ @Naveen_Odisha @CMO_Odisha

bbsrcentralmla's tweet image. ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ସମସ୍ତଙ୍କ ସୁଖ ଓ କଲ୍ୟାଣମୟ ଜୀବନ କାମନା କରୁଛି। 
 ଜୟ ଜଗନ୍ନାଥ 🙏
#ସୁନାବେଶ @Naveen_Odisha  @CMO_Odisha

Warm greetings to everyone on the auspicious occasion of #EidAlAdha. May the Festival bring joy & prosperity in our lives, strengthen brotherhood and guide us on the path of peace, harmony & compassion. #EidAdhaMubarak @CMO_Odisha @Naveen_Odisha

bbsrcentralmla's tweet image. Warm greetings to everyone on the auspicious occasion of #EidAlAdha. May the Festival bring joy & prosperity in our lives, strengthen brotherhood and guide us on the path of peace, harmony & compassion. #EidAdhaMubarak
@CMO_Odisha  @Naveen_Odisha

ବରମୁଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ୭୩ତମ ବନ ମହୋତ୍ସବରେ ବୃକ୍ଷରୋପଣ କରି ଜଳବାୟୁ ଜନିତ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ନାଗରିକ ଗଛ ଲଗାଇବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରିଥିଲି | ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭରଚୁଆଲରେ ଯୋଗଦେଇ ବୃକ୍ଷ ଲଗାଇବା ପାଇଁ ଉତ୍ସାହିତ କରିଥିଲେ @Naveen_Odisha

bbsrcentralmla's tweet image. ବରମୁଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ୭୩ତମ ବନ ମହୋତ୍ସବରେ ବୃକ୍ଷରୋପଣ କରି ଜଳବାୟୁ ଜନିତ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ନାଗରିକ ଗଛ ଲଗାଇବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରିଥିଲି | ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭରଚୁଆଲରେ ଯୋଗଦେଇ ବୃକ୍ଷ ଲଗାଇବା ପାଇଁ ଉତ୍ସାହିତ କରିଥିଲେ 

ମହାବାତ୍ୟା ମାଡରେ ଧରାଶାୟୀ ହୋଇଥିବା ଓଡ଼ିଶାକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନ୍ କରିଛନ୍ତି l ସାରା ବିଶ୍ୱ 'ଓଡ଼ିଶା ମଡେଲ୍'କୁ ଅନୁସରଣ କରୁଛି l ଏହା ନବୀନଙ୍କ ସୁଶାସନର ପ୍ରମାଣ l cutt.ly/ILrifnK @CMO_Odisha

Ananta Narayan Jena (Bunu Bhai) reposted

Odisha has charted a remarkable journey from desperation, post 1999 Super Cyclone, to steady development led by CM @Naveen_Odisha’s vision and outcome based governance. The transformational governance model has earned the faith of the people of #Odisha since last two decades.

CMO_Odisha's tweet image. Odisha has charted a remarkable journey from desperation, post 1999 Super Cyclone, to steady development led by CM @Naveen_Odisha’s vision and outcome based governance. The transformational governance model has earned the faith of the people of #Odisha since last two decades.

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ୧୩ତମ ରେଶମ ଓ ସୁତାବସ୍ତ୍ର ପ୍ରଦର୍ଶନୀ 'କଟନଫାବ-୨୦୨୨' ଉଦଘାଟନ ଉତ୍ସବରେ ଯୋଗଦେଇଥିଲି | ଏହି ହସ୍ତତନ୍ତ ଓ ହସ୍ତଶୀଳ୍ପ ପ୍ରଦର୍ଶନୀ 'କଟନଫାବ' ରାଜଧାନୀବାସୀ ଙ୍କ ପାଇଁ ପାରମ୍ପରିକ ପୋଷାକ ଓ ବିଭିନ୍ନ ରାଜ୍ୟର କାରିଗରିର ସମ୍ଭାର ନେଇ ଆସିଛି | @CMO_Odisha @Naveen_Odisha

bbsrcentralmla's tweet image. ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ୧୩ତମ ରେଶମ ଓ ସୁତାବସ୍ତ୍ର ପ୍ରଦର୍ଶନୀ 'କଟନଫାବ-୨୦୨୨' ଉଦଘାଟନ ଉତ୍ସବରେ ଯୋଗଦେଇଥିଲି | ଏହି ହସ୍ତତନ୍ତ ଓ ହସ୍ତଶୀଳ୍ପ ପ୍ରଦର୍ଶନୀ 'କଟନଫାବ' ରାଜଧାନୀବାସୀ ଙ୍କ ପାଇଁ ପାରମ୍ପରିକ ପୋଷାକ ଓ ବିଭିନ୍ନ ରାଜ୍ୟର କାରିଗରିର ସମ୍ଭାର ନେଇ ଆସିଛି |

ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା ଆଜି ସକାଳେ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିବା ଖବର ଶୁଣି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଶେଷ ଦର୍ଶନ କରିଥିଲି | ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅମର ଆତ୍ମାକୁ ସଦଗତି ଦିଅନ୍ତୁ ଏବଂ ଏ ଦୁଃଖଦ ସମୟରେ ତାଙ୍କ ପରିବାରକୁ ଅସୀମ ସାହାସ ଓ ଧର୍ଯ୍ୟ ପ୍ରଦାନ କରନ୍ତୁ | ଓଁ ଶାନ୍ତି 🙏🏻 @Naveen_Odisha

bbsrcentralmla's tweet image. ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା  ଆଜି ସକାଳେ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିବା ଖବର ଶୁଣି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଶେଷ ଦର୍ଶନ କରିଥିଲି | ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅମର ଆତ୍ମାକୁ ସଦଗତି ଦିଅନ୍ତୁ ଏବଂ ଏ ଦୁଃଖଦ ସମୟରେ ତାଙ୍କ ପରିବାରକୁ ଅସୀମ ସାହାସ ଓ ଧର୍ଯ୍ୟ ପ୍ରଦାନ କରନ୍ତୁ |  ଓଁ ଶାନ୍ତି 🙏🏻

ପବିତ୍ର ରଥଯାତ୍ରା ଅବସରରେ ସମାଜସେବୀ ମିଲନ କୁମାର ପାଇକରାୟ ଏବଂ ଚିନ୍ମୟ କୁମାର ଦାସଙ୍କ ଦ୍ୱାରା ୱାର୍ଡ -39 ରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲି | @Naveen_Odisha @CMO_Odisha

bbsrcentralmla's tweet image. ପବିତ୍ର ରଥଯାତ୍ରା ଅବସରରେ ସମାଜସେବୀ ମିଲନ କୁମାର ପାଇକରାୟ ଏବଂ ଚିନ୍ମୟ କୁମାର ଦାସଙ୍କ ଦ୍ୱାରା ୱାର୍ଡ -39 ରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲି | 

ସୁସ୍ଥ ସମାଜ ଗଢିବାରେ ଗଛ ଲଗେଇବାର ଆବଶ୍ୟକତା ରହିଛି | ଆଜି ସମାଜସେବୀ ସତ୍ୟର ଜନ୍ମଦିନ ଅବସରରେ ସବୁଜ ଭାରତ ଦ୍ୱାରା ଶହୀଦନଗର ହସ୍ପିଟାଲ ପରିସରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲି | @Naveen_Odisha @CMO_Odisha

bbsrcentralmla's tweet image. ସୁସ୍ଥ ସମାଜ ଗଢିବାରେ ଗଛ ଲଗେଇବାର ଆବଶ୍ୟକତା ରହିଛି | ଆଜି ସମାଜସେବୀ ସତ୍ୟର ଜନ୍ମଦିନ ଅବସରରେ ସବୁଜ ଭାରତ ଦ୍ୱାରା ଶହୀଦନଗର ହସ୍ପିଟାଲ ପରିସରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲି |

Doctors are the lifeline of our society for they put our lives first and keep us healthy and safe every day. Celebrating Doctors Day at Sahid nagar UPHC in presence of Doctor,staffs, corporator Rajkishore Das and others. @CMO_Odisha @Naveen_Odisha

bbsrcentralmla's tweet image. Doctors are the lifeline of our society for they put our lives first and keep us healthy and safe every day. Celebrating Doctors Day at Sahid nagar UPHC in presence of Doctor,staffs, corporator Rajkishore Das  and others.

ୱାର୍ଡ଼ - 36 ରାମପୁର ବସ୍ତିର ଆମ ଦଳର ବରିଷ୍ଠ କର୍ମୀ ହିରଣ୍ୟ ବେହେରାଙ୍କ ମା ସୁନ୍ଦରୀ ବେହେରାଙ୍କ ଦେହାନ୍ତ ଖବର ଶୁଣି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲି | ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ ଓଁ ଶାନ୍ତି 🙏🏻 @CMO_Odisha @Naveen_Odisha

bbsrcentralmla's tweet image. ୱାର୍ଡ଼ - 36 ରାମପୁର ବସ୍ତିର ଆମ ଦଳର ବରିଷ୍ଠ କର୍ମୀ ହିରଣ୍ୟ ବେହେରାଙ୍କ ମା ସୁନ୍ଦରୀ ବେହେରାଙ୍କ ଦେହାନ୍ତ ଖବର ଶୁଣି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲି | ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ ଓଁ ଶାନ୍ତି 🙏🏻

#ଭାବର_ଠାକୁର_କାଳିଆ ଆଜି ଭକ୍ତ ଓ ଭଗବାନଙ୍କର ମହାମିଳନର ପର୍ବ ପବିତ୍ର #ରଥଯାତ୍ରା ଅବସରରେ ସମସ୍ତ ମା ଭଉଣୀ ଓ ଗୁରୁଜନ ମାନଙ୍କୁ ଆନ୍ତରିକ ଶୁଭେଛା ଓ ଅଭିନନ୍ଦନ।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କର ସୁଖ ଶାନ୍ତି ଓ ସମୃଦ୍ଧି ହେଉ ଏତିକି ପ୍ରାର୍ଥନା । ଜୟ ଜଗନ୍ନାଥ🙏 @Naveen_Odisha @CMO_Odisha

bbsrcentralmla's tweet image. #ଭାବର_ଠାକୁର_କାଳିଆ
 ଆଜି ଭକ୍ତ ଓ ଭଗବାନଙ୍କର ମହାମିଳନର ପର୍ବ ପବିତ୍ର #ରଥଯାତ୍ରା ଅବସରରେ ସମସ୍ତ ମା ଭଉଣୀ ଓ ଗୁରୁଜନ ମାନଙ୍କୁ ଆନ୍ତରିକ ଶୁଭେଛା ଓ ଅଭିନନ୍ଦନ।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ  କୃପାରୁ ସମସ୍ତଙ୍କର ସୁଖ ଶାନ୍ତି ଓ ସମୃଦ୍ଧି ହେଉ ଏତିକି ପ୍ରାର୍ଥନା । ଜୟ ଜଗନ୍ନାଥ🙏
@Naveen_Odisha
@CMO_Odisha

ଜାଗା ମିଶନ ଅଧୀନରେ କାର୍ଯ୍ୟକ୍ଷମ ହେବାକୁ ଥିବା ଲାଇଟହାଉସ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି | ଆର୍ଥିକ ଦୁର୍ବଳ ଶ୍ରେଣୀର ଯୁବକଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ତାଲିମ ପ୍ରଦାନ କରାଯିବା ସହ କର୍ମସଂସ୍ଥାନ ଯୋଗାଇଦେବା ପାଇଁ ପ୍ରସ୍ତୁତ ହୋଇଥିବା କାର୍ଯ୍ୟକ୍ରମ ଶହୀଦନଗର ୱାର୍ଡ ଅଫିସ ପ୍ରଥମ ମହଲା ରେ ପରିଚାଳିତ ହେବ @Naveen_Odisha

bbsrcentralmla's tweet image. ଜାଗା ମିଶନ ଅଧୀନରେ କାର୍ଯ୍ୟକ୍ଷମ ହେବାକୁ ଥିବା ଲାଇଟହାଉସ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି | ଆର୍ଥିକ ଦୁର୍ବଳ ଶ୍ରେଣୀର ଯୁବକଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ତାଲିମ ପ୍ରଦାନ କରାଯିବା ସହ କର୍ମସଂସ୍ଥାନ ଯୋଗାଇଦେବା ପାଇଁ ପ୍ରସ୍ତୁତ ହୋଇଥିବା କାର୍ଯ୍ୟକ୍ରମ ଶହୀଦନଗର ୱାର୍ଡ ଅଫିସ ପ୍ରଥମ ମହଲା ରେ ପରିଚାଳିତ ହେବ 

Hon’ble CM @naveen_odisha Sir has transformed #Odisha into a booming industrial economy. We welcome the global enterprises to come & setup their businesses in the state & take the advantage of State’s industrial boom & economic revolution. #NaveenDubaiMIO #MakeInOdishaDubai

bbsrcentralmla's tweet image. Hon’ble CM @naveen_odisha Sir has transformed #Odisha into a booming industrial economy. We welcome the global enterprises to come & setup their businesses in the state & take the advantage of State’s industrial boom & economic revolution. #NaveenDubaiMIO #MakeInOdishaDubai

ପୁଣ୍ୟାତ୍ମା ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୯୪ତମ ତିରୋଧାନ ଦିବସ ଉପଲକ୍ଷେ ୟୁନିଟ - ୮ ଗୋପବନ୍ଧୁ ଛକରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ତରଫରୁ ସମସ୍ତ କର୍ପୋରେଟର ଯୁବ ଛାତ୍ର ମହିଳା ,ସମାଜସେବୀଙ୍କ ଉପସ୍ଥିତିରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ @Naveen_Odisha

bbsrcentralmla's tweet image. ପୁଣ୍ୟାତ୍ମା ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୯୪ତମ ତିରୋଧାନ ଦିବସ ଉପଲକ୍ଷେ ୟୁନିଟ - ୮ ଗୋପବନ୍ଧୁ ଛକରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ତରଫରୁ ସମସ୍ତ କର୍ପୋରେଟର ଯୁବ ଛାତ୍ର ମହିଳା ,ସମାଜସେବୀଙ୍କ ଉପସ୍ଥିତିରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ

ମିଶୁ ମୋର ଦେହ ଏ ଦେଶ ମାଟିରେ। ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ।। ମହାନ ଦେଶଭକ୍ତ ,ସେବା ଓ ତ୍ୟାଗର ପ୍ରତୀକ ପୂଣ୍ୟାତ୍ମା ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧ ବର୍ଷିକ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଉଛି ...... @CMO_Odisha @Naveen_Odisha

bbsrcentralmla's tweet image. ମିଶୁ ମୋର ଦେହ ଏ ଦେଶ ମାଟିରେ।
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ  ।।
ମହାନ ଦେଶଭକ୍ତ ,ସେବା ଓ ତ୍ୟାଗର ପ୍ରତୀକ ପୂଣ୍ୟାତ୍ମା ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧ ବର୍ଷିକ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଉଛି ......
@CMO_Odisha 
@Naveen_Odisha

ମୋ ଅଞ୍ଚଳର ଜଣେ ବୟସ୍କ ବୁଢ଼ୀ ମାଉସୀ ପ୍ରତି ମାସରେ ମୋ ପାଖକୁ ଆସି ସୁଖ ଦୁଃଖ ଆଲୋଚନା କରନ୍ତି, କିନ୍ତୁ ଦୁଃଖର ବିଷୟ ଆଜି ସେ ଆଉ ଚାଲି ନପାରୁଥିବା ଦେଖି ତାଙ୍କୁ ଏକ ୱାକର ପ୍ରଦାନ କଲି | ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସେ ଦୀର୍ଘାୟୁ ହେବା ସହିତ ନିରୋଗୀ ଜୀବନ ଯାପନ କରନ୍ତୁ | @CMO_Odisha @Naveen_Odisha

Loading...

Something went wrong.

Something went wrong.