call_maliya's profile picture. Nothing

ghost Call Me Bijay

@call_maliya

Nothing

ghost Call Me Bijay รีโพสต์แล้ว

Dear @YouTubeIndia & Guys, Got 3 copyright strikes - 2 fake on my own vids & 1 on a reaction (Fair Use). My channel will be deleted in 7 days. Even a 7-yr-old original video got struck. Pure abuse of the copyright system. Pls RT & tag @YouTubeIndia to support. #HelpDynamoGaming


ghost Call Me Bijay รีโพสต์แล้ว

Rate my setup.

eemerawr's tweet image. Rate my setup.

ghost Call Me Bijay รีโพสต์แล้ว

100 missed calls from aura himself 💀


ghost Call Me Bijay รีโพสต์แล้ว

ରାଜ ରାସ୍ତାରେ କାନ୍ଦେ ଦୁହିତା କୁଆଡେ ଗଲା ତମ ଓଡ଼ିଆ ଅସ୍ମିତା । @INCOdisha @INCIndia


ମୋନ ରେ ଭକ୍ତି ଏତେ ଏମତି ଗୀତ ବାହାରି ଆସୁଚି 😳😂

ଏମିତି ଭର୍ସନ ଶୁଣିଛନ୍ତି କି ???😂



ghost Call Me Bijay รีโพสต์แล้ว
Art0fThinking's tweet image.

ghost Call Me Bijay รีโพสต์แล้ว

Don't give up. Pain is temporary. Regret is forever.


ମୋ salary ଲେଟ୍ ରେ ଆସି ପାରିବ ତୋ ମୁଁ company ଲେଟ୍ ରେ କାହିଁକି ଆସି ପାରିବିନି.. what's the reason 🤔


ଯେତେ ବଡ କାମ କର ଲୋକ ଦେଖିବେ ନାହିଁ ମଲା ପରେ ସବୁ ସମବେଦନା ଜଣାଇବା କୁ ଆସି ଯିବେ..

#ମୋ_ପୁଅକୁ_ସବୁ_ଭୁଲିଗଲେ’ ବାଲେଶ୍ବର ପୀଡ଼ିତାଙ୍କୁ ବଞ୍ଚାଇବାକୁ ଯାଇ ପୋଡ଼ି ହୋଇଗଲେ ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ବାଳ । ସେ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି। ମାତ୍ର ସରକାର, ପ୍ରଶାସନ ସମସ୍ତେ ପୁଅକୁ ଭୁଲି ଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ତାଙ୍କ ବାପା। #Balasore #JyotiPrakash #Cuttack #SCB #OTV



ghost Call Me Bijay รีโพสต์แล้ว

#ମୋ_ପୁଅକୁ_ସବୁ_ଭୁଲିଗଲେ’ ବାଲେଶ୍ବର ପୀଡ଼ିତାଙ୍କୁ ବଞ୍ଚାଇବାକୁ ଯାଇ ପୋଡ଼ି ହୋଇଗଲେ ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ବାଳ । ସେ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି। ମାତ୍ର ସରକାର, ପ୍ରଶାସନ ସମସ୍ତେ ପୁଅକୁ ଭୁଲି ଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ତାଙ୍କ ବାପା। #Balasore #JyotiPrakash #Cuttack #SCB #OTV


ଛୁଆ ବେଳ ର iPhone.. 😀

call_maliya's tweet image. ଛୁଆ ବେଳ ର iPhone.. 😀

ଯେତେବେଳେ ଗୋଟିଏ ପୁଅ ର ଆଖିରୁ ଲୁହ ଝରୁଛି, ସେ ଧୌର୍ଯ ହରା ହୋଇଯାଇଛି, ଜାଣିବ ସେ ଭିତରୁ ପୁରା ଭାଙ୍ଗି ପଡିଛି। ଆଉ ଏହି କଥା ତା school କି tution ପଢୁ ଥିବା ପିଲାଙ୍କ ପାଇଁ ନୁହଁ.. 😂😭😂🙄😂


ଗୋଟେ ମନ୍ଦିର ରେ ମାଙ୍କଡ଼କୁ 5 ଦିନ କିଛି ଖାଇବା କୁ ଦେଲେ ସେ ତୁମକୁ ନିଜରଭାବି ନବ.. ଯଦି ତୁମେ Relationship ରେ ଏତେ ଖାଇବାକୁ ଦବା ପରେ ବି ସେ ପଳେଇ ଯାଉଛି.. ସେ ଏକା ତୁମଠୁ ନୁହଁ ଆଉ 5 ଜଣଙ୍କ ଠୁ ବି ଖାଇବାକୁ ପାଉଛି... 😂🤣😂🤭😂🤭


ମୋ girlfriend ସହ ବ୍ରେକଅପ ହବା ଆଗରୁ ତାକୁ ମୁଁ କହୁ ଥିଲି.. ତୋ ବିନା ମୁଁ ବଞ୍ଚି ପାରିବିନିଲ 😟... ପାଗେଳୀ ମୋ କଥା କୁ ସତ ଭାବି ଏ ମେସେଜ୍ କରି ନି ତ....😂😂😂

call_maliya's tweet image. ମୋ girlfriend ସହ ବ୍ରେକଅପ ହବା ଆଗରୁ ତାକୁ ମୁଁ କହୁ ଥିଲି.. ତୋ ବିନା ମୁଁ ବଞ୍ଚି ପାରିବିନିଲ 😟...
 ପାଗେଳୀ ମୋ କଥା କୁ ସତ ଭାବି ଏ ମେସେଜ୍ କରି ନି ତ....😂😂😂

ସକାଳୁ ଉଠି ଅନୁଚିନ୍ତା ପଢ଼ିଲେ ଜୀବନରେ କିଛି ବି ପରିବର୍ତ୍ତନ ଆସେ ନାହିଁ 🙂 ନିଜକୁ ବି ପରିବର୍ତ୍ତନ କରିବା କୁ ପଡେ...


ସାଙ୍ଗ କୁ ନେଇ ବିରିୟାନୀ ଖାଇବାକୁ ଆସିଥିଲି.. ଖାଇ ବା ତ ଦୂରର କଥା.. ଗପୁଚି ଜାଇ 1km ଦୂରରେ ଯେମିତି ଜାନୁ ତାର ରାନୀ ଓପା..🙄 ଖାଉଚି ମୁଁ ଏକା. Busy ଅଛି ରାନୀ ଘ@ତା.... #ତ#ଜାନୁ #ଜଳୁଚି


United States เทรนด์

Loading...

Something went wrong.


Something went wrong.