ରାତି 4ଟା ବାଜିଲାଣି ଜୋରସେ ବର୍ଷା ହେଉଛି କିନ୍ତୁ ଦୁଃଖର କଥା ଏପର୍ଯ୍ୟନ୍ତ ମୋର 6ଟି ଦାବୀକୁ ପୂରଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ କି ଉଚ୍ଚଶିକ୍ଷା ମନ୍ତ୍ରୀ ସଭାସ୍ଥଳକୁ ଆସିଲେନି ତଥାପି ମୋର hunger strike ଜାରିରହିବ ଯେପର୍ଯ୍ୟନ୍ତ ପ୍ରତିଶ୍ରୁତି ମିଳିନାହିଁ।
🚨 On #HungerStrike since 9:00 AM today at Lower PMG, Bhubaneswar ✊ With six key demands urging #SSB to conduct the Lecturer Examination by December 2025. Justice delayed is justice denied! 📢 #CMOodisha #dheodisha #suryavanshisuraj #dppradhan #mohanmajhi @prithivirajBJP

ସରକାରଙ୍କୁ ଅନୁରୋଧ ଅକ୍ଟୋବର -9 ରେ ଉଚନ୍ୟାଳୟରେ ଥିବା ssb case କୁ ସାରିବାର ପ୍ରତିଶ୍ରୁତି ସହିତ ମୋର 6 ଗୋଟି ଦାବୀକୁ ପୂରଣ କରିବାକୁ ଯେପର୍ଯ୍ୟନ୍ତ ପ୍ରତିଶ୍ରୁତି ନପାଇଛି ସେ ପର୍ଯ୍ୟନ୍ତ ମୋର ଆମରଣ ଅନଶନ ଜାରିରହିବ। ଆଶା ଆପଣ 85000 ଛାତ୍ର/ଛାତ୍ରି ଙ୍କ ହିତ ପାଇଁ ଶୀଘ୍ର ନିଷ୍ପତି ନେବେ।

We acknowledge the information shared. The matter has been forwarded to the concerned authority for verification and necessary action.
କେନ୍ଦୁଝର: ଶତକଡ଼ା ପ୍ରାୟ ୮୦ ପ୍ରତିଶତ ଭିନ୍ନକ୍ଷମ ଥିବା ସତ୍ତ୍ବେ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ଅଛନ୍ତି ବେଣୁଧର। ଆବେଦନର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ସରକାରଙ୍କ ଯୋଜନାରେ ସାମିଲ ହୋଇପାରିଲେ ନାହିଁ। ପ୍ରଶାସନ ଏଥପ୍ରତି ଦୃଷ୍ଟି ଦେବା ଉଚିତ୍। @AnandapurBlock @DssoKeonjhar @DistAdmKeonjhar @SSEPD2

କେନ୍ଦୁଝର: ଶତକଡ଼ା ପ୍ରାୟ ୮୦ ପ୍ରତିଶତ ଭିନ୍ନକ୍ଷମ ଥିବା ସତ୍ତ୍ବେ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ପତିତପାବନ। ମାସିକ ୧୨୦୦ ଟଙ୍କାରେ ଚଳିବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡିଛି। ପ୍ରଶାସନ ଏଥପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ସମସ୍ୟାର ସମାଧାନ କରନ୍ତୁ। @bdoharichand1 @DssoKeonjhar @DistAdmKeonjhar @SSEPD2

Respected, @tpnodl_odisha Sir. Kindly look into the matter and resolve the issue as soon as possible. Keep working towards the safety of the people. @ghasipuraps @TataPower @EnergyOdisha

Thank you.
Dear Sir, Thank you for sharing this information. After reviewing this, we will provide an updated status within 48 working hours. Our sincere thanks to you for your constant support and patience.
କେନ୍ଦୁଝର: ସାରା ଦେଶରେ ୭୯ତମ ସ୍ଵାଧୀନତା ଦିବସ ପାଳନ ହେଉଥିବାବେଳେ ଏମାନେ ଅନେକ ସମସ୍ୟା ଘେରରେ ଜୀବନ ଅତିବାହିତ କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ପ୍ରକାଶିତ ଖବର ଉପରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ। @AnandapurBlock @cce_RDKeonjhar @DistAdmKeonjhar @tpnodl_odisha @PRDeptOdisha

Dear Consumer, To ensure a safe and reliable power supply, our team has successfully dismantled the unsafe, joist-damaged pole and replaced it with a new PSC pole. All necessary safety measures have been implemented. Thank you for your cooperation and continued support.

Thank you.
Dear Sir, Thank you for bringing this to our attention. Our top priority is your safety. We will provide an updated status within 24 hours.
ଧନ୍ୟବାଦ୍।
ମହାଶୟ, ଏନେଇ ଆମକୁ ଅବଗତ କରିଥିବାରୁ ଧନ୍ୟବାଦ। ଏହାକୁ ସମୀକ୍ଷା କରି ଆମେ ୪୮ ଘଣ୍ଟା (କାର୍ଯ୍ୟ ଦିବସ) ମଧ୍ୟରେ ଆପଣଙ୍କୁ ଏହାର ସଦ୍ୟତମ ସ୍ଥିତିର ସୂଚନା ପ୍ରଦାନ କରିବୁ। ଆପଣଙ୍କର ନିରନ୍ତର ସହଯୋଗ ଏବଂ ଧର୍ଯ୍ୟ ପାଇଁ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ।
Respected, @tpnodl_odisha Sir. Kindly look into the matter and take necessary steps as soon as possible. @TataPower @EnergyOdisha

United States 趨勢
- 1. Bears 80.1K posts
- 2. Jake Moody 10.6K posts
- 3. Falcons 47.3K posts
- 4. Bills 134K posts
- 5. Snell 19.9K posts
- 6. Josh Allen 23.9K posts
- 7. Caleb 42.8K posts
- 8. #Dodgers 13.8K posts
- 9. #BearDown 1,779 posts
- 10. Swift 289K posts
- 11. Jayden Daniels 9,599 posts
- 12. Turang 3,797 posts
- 13. Bijan 29.6K posts
- 14. Ben Johnson 3,431 posts
- 15. #NLCS 12.7K posts
- 16. phil 151K posts
- 17. Roki 5,639 posts
- 18. Brewers 45K posts
- 19. #RaiseHail 7,988 posts
- 20. AFC East 8,781 posts
Something went wrong.
Something went wrong.