🙏Sambit Kumar Dash👁U👁•° 🌸 · ⭕❕⭕ · 🛕🛞⭕❕⭕
@dash_sambi90774
ଆମ୍ଭେ ଏକତ୍ରିତ ହୋଇ ସୁନ୍ଦର ଏବଂ ସୁସ୍ଥ ସମାଜର ସ୍ବପ୍ନ ଦେଖିବା ।।ଆମ୍ଭେ ସହାୟକ ହେବା ଅନ୍ୟାୟ ବିରୁଦ୍ଧରେ ।।ଓଡ଼ିଶା ଆମ୍ଭର ଏକମାତ୍ର ଗୌରବ , ଓଡ଼ିଆ ଭାବେ ଗର୍ବିତ ହେବା ।ଜୟ ଜଗନ୍ନାଥ 🙏🙏
ଅନ୍ତରଙ୍ଗ ମୁହୂର୍ତ୍ତର ସମ୍ଭାବନା 🌙 ମାନସ ରାଜ୍ୟର ଉଦ୍ବେଗ ତରଙ୍ଗ 🌊 ଭବିଷ୍ୟତର ପରିକଳ୍ପନା ଧୂସର ଦିଗନ୍ତରେ 🌫️ ଦେଉଛି ମନରେ ନିର୍ଯାତନା ଅସୀମ 💔 ବୀଭେଦନା ହେଉଛି ଆଶାର ସାଥୀ 💫 ବିତ୍ପାତନା ଭଲପାଇବାର ପ୍ରେରିତ🕊️ ମୁଁ ଅନ୍ଧ ଭଲ ପାଇବା ର ଯାତ୍ରୀ 💌 ସତ୍ୟକୁ ଦେଖୁଛି ହୃଦୟର ଆଖିରେ... 👁️❤️
🌏🕰️ ସମୟ ସାଥିରେ ଖେଳୁଛି ଦୁନିଆ ⏳ ଦୁନିଆ ସାଙ୍ଗରେ ଖେଳୁଛି ପ୍ରକୃତି 🌿 ପ୍ରକୃତି ସାଙ୍ଗରେ ଖେଳୁଛି ମଣିଷ 🙍♂️🌺 ମଣିଷ ସାଙ୍ଗରେ ଖେଳ ହୁଏ 🎭 ଯାହାକୁ ସେ ଜାଣିପରେ ନାହିଁ 💭💫 #ସେଶପର୍ଯ୍ୟନ୍ତ 🌠 AI attack 🥹😭 instagram.com/reel/DPhDpWngY…
With the most popular indian singer @Kailashkher sir.
💔🥀💯❤️🔥🙂↕️✍️👌
ଯେବେ ମୁଁ ନିର୍ବୁଜ କୋଠରୀରେ ଚୁପ୍ ଚାପ୍ ରହି ନିଜକୁ ପସନ୍ଦ କରୁଥିଲି ସେବେ ତୁମେ ସାମିଲ୍ ହେଲ ଭଲପାଇବାର ନିର୍ଭୁଲ ଶବ୍ଦ ଦେଇ ❤️🩹 ସେଠି ଏବେ ମୁଁ ଅଛି ମୋର ନିରବତା ଅଛି 🤫 ମୋର୍ ସେ ନିର୍ବୁଜ୍ କୋଠରୀ ..କେଉଁଠି ମୁଁ ଫୁତ୍ଫାଟ୍ ର ଏକ କୋଣରେ ବସିଛି ନିରିହ ନିଶବ୍ଦ ଯନ୍ତ୍ରଣାରେ ଆକ୍ରାନ୍ତ ହୋଇ 😔💔#ବୋଲ୍ଡୋଜର ଅଭିନୟର ସହାୟତା ନେଇ 🚜🎭
💚🩵💙🧡💛🙂↕️🙂↕️🌺

ସମସ୍ୟାର ହାଲ୍ 🔒 କେବଳ ବିବେକ ଚାବିରେ 🔑 ଖୁଲିଯିବ। ତାକୁ ଯଦି ଖାଲି ଆଖିରେ 👀 ଦେଖିବା, ତେବେ ବଦଳିଜିବ 🌅 #ଚାବିଖୋଲା_ପ୍ରତିଯୋଗିତା 🧠✨
Jai jagannath 🙏🙏
ମତ ନିଏ ମାଗି, ଦତ ଦେଉଥିବା ଚିତକୁ ଦେଖାଇ। ଏ ମଣିଷ କରୁଛି ତୋଠାରେ ଦାବି । ମୁଇଁ ତ ଜାଣିଛି ରଖିପରିବୁନି… କାହାରି କଥା ତୁ, ତୋର ଠକିବାର ଗୁଣ, ତୋତେ ବସିଛି ଜଗି ।। ହଲିପାରିବୁନି ମତୁଆ ମିତରେ.... ହଲାଇଦେବୁ ତୁ ହୃଦୟ ଭାଙ୍ଗି, ମତକୁ ନିଏ ତୁ ମାଗି ନଇଲେ ଚିତକୁ ଦେଇକି, ତୋତେ କରୁଥିବେ ସଦା ଦାବି। #କେବଳ ତୁ ମୋର 💞🌸🌹💫💖

Hey baby doll 💖, Why try to convince everyone perfectly? I think that method attract someone 💯
ବନ୍ଧୁ 💫 ହୃଦୟ ସ୍ପନ୍ଦନର ଏକ ଅଂଶ ❤️ ସାମାଜିକ ସଂଗଠନ ର ଏକ ଭାଗ 🤝 ସମର୍ଥନ ର ଏକ ନିଃସ୍ଵାର୍ଥପର ପ୍ରତିପକ୍ଷ 🕊️ ଯନ୍ତ୍ରଣା ଉପଶମ ରେ ମୃତ୍ୟୁ_ସଂଜିବନି 🌼 ଭଗ୍ନ ମାନସିକତାର ଯୁଗ୍ମ ସହକର୍ମୀ 💞 #ବନ୍ଧୁ ସମକକ୍ଷ ଦୁନିଆ ସୀର୍ଜନା ରେ ନାହିଁ 🌍✨
दुनिया को मनाते-मनाते इतने दूर चला आया, कि अपना ही आँगन मुझसे अनजान हो गया।
"मैं दुनिया को मनाने में लगा हूँ मेरा घर मुझसे रूठा जा रहा है" - वसीम बरेलवी 🌷
Just try 💯🌸💕
The power of words: Use them in a positive way…
Zindagi ke har kadam par, ✨ Har waqt par, ⏳ Har shikayat par, 💔 Har insaniyat par, 🌍 Qayamat hi qayamat...🔥💫 #Paristhiti 🙏🙏🙏
United States Trends
- 1. Sunderland 93.1K posts
- 2. St. John 5,354 posts
- 3. Jeremiah Smith N/A
- 4. Texas Tech 9,964 posts
- 5. #GoDawgs 3,254 posts
- 6. Saka 31.8K posts
- 7. Merino 10.3K posts
- 8. Mendoza 8,377 posts
- 9. #iufb 1,135 posts
- 10. Obamacare 177K posts
- 11. Mississippi State 3,957 posts
- 12. #SUNARS 7,377 posts
- 13. Shapen N/A
- 14. Verstappen 25.9K posts
- 15. Letang N/A
- 16. Philon N/A
- 17. Xhaka 8,504 posts
- 18. Elyiss Williams N/A
- 19. Lawson Luckie N/A
- 20. Purdue 5,555 posts
Something went wrong.
Something went wrong.