
Malvika Devi
@malvikadevibjp
Member Of Parliment ,Kalahandi Loksabha( Odisha)
ଆଜି ଭବାନୀପାଟଣା ସ୍ଥିତ ଆମ ବାସ ଭବନ ରେ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଲୋକ ଙ୍କ ସମସ୍ୟା ଶୁଣି ତାର ସମାଧାନ କଲି। Public Grievance at my Residence




ଆଜି ଆମପାଣି ଗାଁ ସ୍ଥିତ ପ୍ରଭୁ ମହାରାଜ ବୁଢ଼ାରଜା ଙ୍କ ପବିତ୍ର ଦଶହରା ଅବସର ରେ ବୁଢ଼ାରଜା ମନ୍ଦିର ଯାଇ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କଲି ଏବଂ ପୂର୍ବତନ ସାଂସଦ କୁମାର ସାହେବ ଶ୍ରୀ Arka Keshari Deo ଜୀ ଙ୍କ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲି। #budharaja #jatra2025 #AMPANI




प्रधानमंत्री श्री @narendramodi ji ने आज नई दिल्ली स्थित भारतीय कृषि अनुसंधान संस्थान में आयोजित एक विशेष कार्यक्रम के दौरान वहां उपस्थित किसान भाई-बहनों से कृषि और दलहन के क्षेत्र में देश को आत्मनिर्भर बनाने के विषय पर संवाद किया।




ଆଜି ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କର୍ଲାପଡ଼ା ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ ଙ୍କ ଦ୍ବାରା ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା’ ର ଶୁଭାରମ୍ଭ ହୋଇଥିବା କାର୍ଯ୍ୟକ୍ରମ ରେ ଯୋଗଦେଲି । #PMDhanDhaanya




କଳାହାଣ୍ଡି ଜିଲ୍ଲା ଆମପାଣି ସ୍ଥିତ ମହାରାଜ ଶ୍ରୀ ଶ୍ରୀ ବୁଢ଼ାରଜା ଙ୍କର ପ୍ରସିଦ୍ଧ ଦଶହରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ| ପ୍ରଭୁଙ୍କ କୃପାରୁ ସମସ୍ତେ ଖୁସିରେ ରୁହନ୍ତୁ ଏହା ହିଁ କାମନା| ଜୟ ବୁଢ଼ାରଜା 🙏🏻

ଆଜି ଭବାନୀପାଟଣା ସ୍ଥିତ ଆମ ବାସ ଭବନ ରେ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଲୋକ ଙ୍କ ସମସ୍ୟା ଶୁଣି ତାର ସମାଧାନ କଲି। Public Grievance at my Residence



ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ ଙ୍କ ନେତୃତ୍ୱରେ ନୂଆ ଭାରତର ନୂଆ ଗତି ସାଜିଛି ଡିଜିଟାଲ ବ୍ୟବସ୍ଥା । ପୂର୍ବରୁ କିଛି କାର୍ଯ୍ୟ ପାଇଁ ଯେଉଁଠି ଆମକୁ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବାକୁ ପଡୁଥିଲା, ବର୍ତ୍ତମାନ କ୍ଷଣିକ ସମୟ ମଧ୍ୟରେ ସବୁକିଛି ଅନଲାଇନ ପ୍ଲାଟଫର୍ମରେ ହୋଇପାରୁଛି । #SwadeshiSankalp




Extending my heartfelt birthday wishes to Hon’ble Lok Sabha MP from Bhubaneswar, Smt. @AprajitaSarangi ji.💐 Her dedication to public service, spirited leadership, and commitment to Odisha’s progress continue to inspire many. #BirthdayWishes #AprajitaSarangi

Had the privilege of chairing the BSNL TAC meeting of the Sambalpur Circle at Kalahandi , where we held in-depth discussions on improving mobile and internet connectivity across our respective constituencies.




ଯେକୌଣସି ରାଷ୍ଟ୍ର ପାଇଁ, ଆତ୍ମସମ୍ମାନର ସବୁଠାରୁ ବଡ଼ ପରୀକ୍ଷା ହେଉଛି ଏହାର ଆତ୍ମନିର୍ଭରଶୀଳତା। ଏକ ବିକଶିତ ଭାରତର ମୂଳଦୁଆ ମଧ୍ୟ ଆତ୍ମନିର୍ଭରଶୀଳ ଭାରତ। -ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ #SwadeshiSankalp

ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ @MohanCharanMajhi ଜୀ ଆଜି ନୂଆପଡ଼ାରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଐତିହାସିକ ମୁହୂର୍ତ୍ତରେ ରେ କୋମନା ଓ ସିନାପାଲି କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ଓ ଖରିଆର ରୋଡ଼ କୁ ପୌରପାଳିକା ଭାବରେ ଘୋଷଣା କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ବହୁତ ବହୁତ ଧନ୍ୟବାଦ ।




ଆଜି ଓଡ଼ିଶାର ର ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଜୀ ଙ୍କ କରକମଳରେ ନୂଆପଡ଼ା ଜିଲ୍ଲାରେ ୧୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ୯୫୭ଟି ନୂତନ ପ୍ରକଳ୍ପର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ରେ ଯୋଗଦେଲି ।




ଗତକାଲି ଥୁଆମୂଳ ରାମପୁର ଗସ୍ତ ସମୟ ରେ ମାଁ ମାଣିକେଶ୍ୱରୀ ଙ୍କ ମନ୍ଦିର ଯାଇ ମାଁ ଙ୍କ ଆଶୀର୍ବାଦ ନେଲୁ ।ଏହି ଅବସର ରେ ପୂର୍ବତନ ସାଂସଦ କୁମାର ସାହେବ ଶ୍ରୀ Arka Keshari Deo ଜୀ ଙ୍କ ସମେତ ଜିଲ୍ଲା ବିଜେପି ସଭାପତି ଶ୍ରୀ Jugal kishor Pod BJP ଜୀ ଏବଂ ତତସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ରମେଶ ମାଝୀ ଜୀ ଉପସ୍ଥିତ ଥିଲେ ।



ଆଜି ଥୁଅମୂଳ ରାମପୁର ଗସ୍ତ କରି ଜଗନ୍ନାଥ ସେବା ସମିତି ଆନୁକୂଲ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରି ତାଙ୍କ ଆଶୀର୍ବାଦ ନେଲି।




ଆଜି ଥୁଆମୁଳ ରାମପୁର ସ୍ଥିତ ମୁଖ୍ୟ ଡାକ୍ତରଖାନା ରେ ମହାପ୍ରୟାଣ ଗାଡ଼ି ବା ଶବ ବୁହା ଗାଡ଼ି ର ଶୁଭ ଉଦ୍ଘାଟନ କଲି। ଏହି ଅବସର ରେ ପୂର୍ବତନ ସାଂସଦ ଶ୍ରୀ Arka Keshari Deo ଜୀ ଙ୍କ ସମେତ ସମସ୍ତ ବିଜେପି କାର୍ଯ୍ୟକର୍ତା ଓ ଡାକ୍ତରଖାନା କର୍ମଚାରୀ ଉପସ୍ଥିତ ଥିଲେ।




ମହିଳା ଉଦ୍ୟୋଗୀମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ଜିଏସଟି କରଦାତା ହେଉଛନ୍ତି ମହିଳା। ଜିଏସଟି ୨.୦ ମହିଳାଙ୍କୁ ମଜବୁତ କରୁଛି। #GSTBachatUtsav




ଆଜି ନୂଆପଡ଼ା ଜିଲ୍ଲା ଗସ୍ତ ସମୟ ରେ ସିନାପାଲି ବ୍ଲକ ଅନ୍ତର୍ଗତ ହାତିବନ୍ଧା ଗାଁ ରେ ହେବା କୁ ଥିବା ଲକ୍ଷ୍ମୀ ପୂଜା ମେଢ଼ ପରିଦର୍ଶନ ପାଇଁ ଗଲୁ ।ପୂର୍ବତନ ସାଂସଦ ଶ୍ରୀ Arka Keshari Deo ଜୀ ଏବଂ ସମସ୍ତ ବିଜେପି କାର୍ଯ୍ୟକର୍ତା ଙ୍କ ସହିତ ସ୍ଥାନୀୟ ଗାୟତ୍ରୀ ମନ୍ଦିର ଯାଇ ମାଁ ଙ୍କ ଦର୍ଶନ କରି ଶୁଭାଶୀର୍ବାଦ ପ୍ରାପ୍ତ କଲୁ।




ଆଜି ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଠାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଜୀ ଙ୍କ ଉପସ୍ଥିତି ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମୀକ୍ଷା ବୈଠକ ରେ ଯୋଗଦେଲି।ଏହି ବୈଠକ ରେ ପୂର୍ବତନ ସାଂସଦ କୁମାର ସାହେବ ଶ୍ରୀ Arka Keshari Deo ji ,ପୂର୍ବତନ ସାଂସଦ ଶ୍ରୀ @Basantakumarpa1 ji ଉପସ୍ଥିତ ଥିଲେ




ଆଜି ପବିତ୍ର ଗାନ୍ଧି ଜୀ ଜୟନ୍ତୀ ଓ ଲାଲ ବାହାଦୂର ଶାସ୍ତ୍ରୀ ଜୀ ଜୟନ୍ତୀ ଅବସର ରେ ଭବାନୀପାଟଣା ଠାରେ ଉଭୟ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ମାଁ ଭାରତୀ ଙ୍କ ଦୁଇ ସୁପୁତ୍ର ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲି । #GandhiJayanti #SastriJayanti




ଆଜି ଭବାନୀପାଟଣା ସ୍ଥିତ ଆମ ବାସ ଭବନ ରେ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଲୋକ ଙ୍କ ସମସ୍ୟା ଶୁଣି ତାର ସମାଧାନ କଲି। Public Grievance at my Residence




United States Trends
- 1. Jets 77.3K posts
- 2. Jets 77.3K posts
- 3. Justin Fields 7,479 posts
- 4. Aaron Glenn 3,971 posts
- 5. #HardRockBet 3,194 posts
- 6. Garrett Wilson 3,036 posts
- 7. London 209K posts
- 8. Sean Payton 1,349 posts
- 9. HAPPY BIRTHDAY JIMIN 127K posts
- 10. Tyrod 1,330 posts
- 11. #OurMuseJimin 171K posts
- 12. #DENvsNYJ 1,981 posts
- 13. Bo Nix 2,588 posts
- 14. #JetUp 1,833 posts
- 15. #30YearsofLove 153K posts
- 16. Peart 1,849 posts
- 17. Bam Knight N/A
- 18. Kurt Warner N/A
- 19. Hail Mary 2,512 posts
- 20. Rich Eisen N/A
Something went wrong.
Something went wrong.