ଓଡ଼ିଆ ଉଇକିପିଡ଼ିଆ (Odia Wikipedia)
@OdiaWiki
ଉଇକିପିଡ଼ିଆ (ଜ୍ଞାନକୋଷ): http://or.wikipedia.org 🌍ଉଇକିପାଠାଗାର (ପାଠାଗାର): http://or.wikisource.org 📚 ଉଇକିଅଭିଧାନ: http://or.wiktionary.org 🌈Odia @Wikimedia projects
You might like
ଓଡ଼ିଆ ଉଇକିପିଡ଼ିଆର ମୋଟ ପ୍ରସଙ୍ଗ ୧୬,୦୦୦ ପହଞ୍ଚିଲା । କେବଳ ସ୍ୱେଚ୍ଛାସେବୀମାନଙ୍କ ଶ୍ରମରେ ତିଆରି ଏ ଜ୍ଞାନକୋଷରେ (ଏନସାଇକ୍ଲୋପିଡ଼ିଆ) ବିବିଧ ବିଷୟରେ ଲେଖା ରହିଛି । ଆଗରୁ ଥିବା ପ୍ରସଙ୍ଗର ସମ୍ପାଦନା ଓ ନୂଆ ପ୍ରସଙ୍ଗ ତିଆରି ସମସ୍ତଙ୍କ ପାଇଁ ଖୋଲା । or.wikipedia.org
The 2nd podcast for #GapuSahaGapasapa with @AlivaSahoo2, a volunteer of @OdiaWiki is live on #Spotify now. open.spotify.com/episode/2Nct0F…
Yesterday, I've completed the #19thRoundChallenge for #100WikiDays. Now, it's time for the 20th Round on @OdiaWiki #20thRoundChallenge #Day1 #1000WikiDays #2000WikiDays #Day1801 Odia Movie Kurukshetra starring @samareshroutray, @IamAkashDNayak or.wikipedia.org/s/1nhl
ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍ ଦ୍ୱାରା ୨ ଦିନିଆ ଉଇକିମାନିଆ ମେଳଣ ଅନୁଷ୍ଠିତ #wikimania #Wikimania2022 #Odisha argusnews.in/article/odisha…
[news] Two-Day Wikimania Event Held sambadenglish.com/two-day-wikima… via @Sambad_English #wikimania
[ଖବର] ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍ର ୨ ଦିନିଆ ଉଇକିମାନିଆ ମେଳଣ sambad.in/state/a-2-day-… @sambad_odisha #wikimania
#Odia Wikimedians organise #Wikimania2022. #Wikimedian #Odisha #TNI #Insight @manojmishrasays @ssgapu22 @Wikipedia @OdiaWiki @satwikipedia @Wikimania @Saileshpat enewsinsight.com/odia-wikimedia…
enewsinsight.com
Odia Wikimedians organise Wikimania 2022 - The News Insight
Odia Wikimedians organized a two day regional Wikimania event on 13-14 August, 2022.
[ଖବର] ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍ ଦ୍ୱାରା ୨ ଦିନିଆ ଉଇକିମାନିଆ ମେଳଣ ଅନୁଷ୍ଠିତ । youtube.com/watch?v=-Dj2SY… via @AratiTv #wikimania
youtube.com
YouTube
ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍ ଦ୍ୱାରା ୨ ଦିନିଆ ଉଇକିମାନିଆ ମେଳଣ ଅନୁଷ୍ଠିତ I...
[ଖବର] ଉଇକିଆଳିଙ୍କ ଉଇକିମାନିଆ, ଖୋଲା ଜ୍ଞାନ ନିମନ୍ତେ ସଭିଏଁ ଏକାଠି knewsodisha.com/state/wikimani… #wikimania
[ଖବର] ୨ ଦିନିଆ ଉଇକିମାନିଆ ମେଳଣ ଉଦ୍ଘାଟିତ". hhttp://www.dhenkanalupdate.com/dhenkanalupdate-bhubaneswar-wikipedia-13aug/ #wikimania
Odia Wikimedians User Group celebrates the 20th anniversary of @odiawiki and @Wikimania in Bhubaneswar. @chinumishra007 @MKar_Odia @soumendrak_ @ssgapu22 @Saileshpat @Ramjit_Tudu #Wikimania2022
2nd Aug #Santali Wikipedia Community celebrates its 4th Anniversary of being live.Thankful to all those who are with us in this journey @rashtrapatibhvn @PMOIndia @CMO_Odisha @JharkhandCMO @CMOfficeWB @jimmy_wales @MaryanaIskander @Wikimedia @wikimediaindia @Wikimediabd @OdiaWiki
ଓଡ଼ିଆ ସିନେ ସମୀକ୍ଷକ, ସାମ୍ବାଦିକ ଓ ଗବେଷକ ସୂର୍ଯ୍ୟ ଦେଓଙ୍କ (@SuryadeoSurya) ରଚିତ "କାଲିପାଇଁ କାଲିର ସିନେମା" ପୁସ୍ତକ ପାଇଁ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ସିନେମା ରଚନା ଶ୍ରେଣୀରେ ବିଶେଷ ଉଲ୍ଲେଖ ହୋଇଛି । ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । 💐 or.wikipedia.org/s/1nqk
ଦ୍ରୌପଦୀ ମୁର୍ମୁ ହେବେ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଏକ ସାନ୍ତାଳୀ ପରିବାରରେ ଜନ୍ମନେଇଥିଲେ । ତାଙ୍କୁ ଏହି ବିରାଟ ସଫଳତା ଅବସରରେ ଅଶେଷ ଶୁଭେଚ୍ଛା । ତାଙ୍କ ବାବଦରେ ଅଧିକ ସୂଚନା: or.wikipedia.org/s/t44 ଫଟୋ: Prime Minister's Office (GODL-India).
କୃଷି, ଉଦ୍ଭିଦ ଆଣବିକ ଜୀବବିଜ୍ଞାନ ଓ ବାୟୋଟେକ୍ନୋଲୋଜି ଆଦି ବିଷୟରେ ଜୀବନବ୍ୟାପୀ ଗବେଷଣାରତ ଓଡ଼ିଆ ଜୀବବିଜ୍ଞାନୀ ଅଜୟ କୁମାର ପରିଡ଼ାଙ୍କର ୫୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କୁ ଅଶେଷ ଶ୍ରଦ୍ଧାଞ୍ଜଳି । (ଫଟୋ: President's Secretariat. GODL-India.)
ବିଭିନ୍ନ ବିଶ୍ୱ ଭାଷାରେ ଅନୂଦିତ ଚିକିତ୍ସା ବିଜ୍ଞାନ ସମ୍ବନ୍ଧିତ ପ୍ରସଙ୍ଗ ମଧ୍ୟରେ ଓଡ଼ିଆରେ ଲିଖିତ ପ୍ରସଙ୍ଗସବୁ ସବୁଠୁ ଅଧିକ (୪୯୩୮୮ ଜଣ) ଥର ପଢ଼ାଯାଇଛି । ଏ ପ୍ରକଳ୍ପ ପଛରେ ଓଡ଼ିଆ ଉଇକିଆଳି ଡଃ ସୁବାସ ଚନ୍ଦ୍ର ରାଉତଙ୍କ ଅବଦାନ ଉଲ୍ଲେଖନୀୟ । ତାଙ୍କୁ ଆମମାନଙ୍କ ତରଫରୁ ଶୁଭେଚ୍ଛା! mdwiki.toolforge.org/Translation_Da…
United States Trends
- 1. Good Saturday 21.5K posts
- 2. #MeAndTheeSeriesEP1 322K posts
- 3. #SaturdayVibes 3,389 posts
- 4. PONDPHUWIN AT MAT PREMIERE 285K posts
- 5. Wemby 45.5K posts
- 6. Draymond 22.6K posts
- 7. Massie 66.5K posts
- 8. Steph 86.2K posts
- 9. #PerayainEFW2025 167K posts
- 10. FAYE ATTENDS SILHOUETTE EFW 161K posts
- 11. #Truedtac5GXWilliamEst 205K posts
- 12. WILLIAMEST CALLME MELODY 212K posts
- 13. Marjorie 76.3K posts
- 14. Spurs 36K posts
- 15. Bubba 64.1K posts
- 16. PERTHSANTA JOY KAMUTEA 656K posts
- 17. #NEWKAMUEVENTxPerthSanta 652K posts
- 18. Warriors 62.1K posts
- 19. Charlie Brown 2,986 posts
- 20. Alignerz 198K posts
You might like
-
eOdisha.Org
@eodishaorg -
Odia Culture
@OdiaCulture -
Bhubaneswar Buzz
@BBSRBuzz -
Odisha Diary
@OdishaDiary -
Swabhimani Odia ସ୍ଵାଭିମାନୀ ଓଡ଼ିଆ
@Swabhimani_Odia -
ଇତିଶ୍ରୀ Itishree
@itishreena -
Obstetrics & Gynecology ଡାକ୍ତରବାବୁ
@drgynaec -
ଶୁଭପଲ୍ଲବ ~ Shubhapallaba
@Shubhapallaba -
Ratikanta Satapathy
@Ratikant70 -
𝙋𝙧𝙖𝙗𝙞𝙧࿐
@Odiapuo -
DB
@discoverbbsr -
ତାପସ
@tapasr10 -
ଓଡ଼ିଆଙ୍କ ଖଟି
@odiakhati -
ନିଧି ଅଜା
@nidhi_budha -
Dianna Sahu
@DiannaSahu
Something went wrong.
Something went wrong.