Dr. Satya Swaroop Panda
@p_swaroop
Senior Consultant at Ernst & Young
You might like
ବାପା-ମାଆ ଛେଉଣ୍ଡ ତିନୋଟି ଅନାଥ ପିଲାଙ୍କୁ ସହଯୋଗର ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ । ସୁକିନ୍ଦା ବ୍ଲକ ଅନ୍ତର୍ଗତ ଆଦିବାସୀ ଗ୍ରାମର ଗୋଟିଏ ପରିବାରର ବାପା-ମାଙ୍କ ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିବା ବେଳେ ସେମାନଙ୍କର ତିନୋଟି ସନ୍ତାନ ଅନାଥ ହୋଇଯାଇଥିଲେ।
ଆଜି ବଡ଼ଚଣା ବ୍ଲକରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ "ଯୁଗ୍ମ ଅଭିଯୋଗ ଶୁଣାଣି" ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଉପ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ପରେ ପରେ ଜିଲ୍ଲାପାଳ ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ତାଇକୋଣ୍ଡା ଏବଂ ଅନ୍ୟାନ୍ୟ କ୍ରୀଡାବିତ୍ ମାନଙ୍କୁ ଭେଟି କ୍ରୀଡା କ୍ଷେତ୍ରରେ ନିଜର ଉତ୍ତମ ପଦର୍ଶନ କରି ରାଜ୍ୟ ତଥା ଜିଲ୍ଲା ପାଇଁ ଗର୍ବ ଆଣିବାକୁ କହିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ କ୍ରୀଡାବିତ୍ ମାନଙ୍କୁ ଶପଥ ପାଠ କରାଇଥିଲେ।
ଏହି ଭବ୍ୟ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଯଯାତୀ କେଶରୀ ଭେଷଜ ମହାବିଦ୍ୟାଳୟ ଓ ଅଧ୍ୟାପନା ଚିକିତ୍ସାଳୟର ଡିନ୍ ତଥା ଅଧ୍ୟକ୍ଷ, ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ଡାକ୍ତରମାନଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।
The first batch training of the Odisha Up-skilling & Placement Program (OUPP) is complete. Hon'ble Chairman 5T & Nabin Odisha congratulated the trainees at the placement ceremony held at Kalinga Stadium, Bhubaneswar, setting high hopes for future batches. (1/2)
Maheswar Mahalik, student of DD University #Keonjhar has topped in JAM-2023, a National level masters entrance test for IIT/NIT He was felicitated on #OdishaDibasa & a laptop was provided by Admin. under the #DMFKeonjhar Scholarship Scheme for National Level Institutions. 1/2
୮୮ତମ ଓଡ଼ିଶା ଦିବସ ପାଳନ ଅବସରରେ ଆକର୍ଷଣୀୟ ଆଲୋକମାଳାରେ ସୁସଜ୍ଜିତ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। #ବନ୍ଦେଉତ୍କଳଜନନୀ @IPR_Odisha 4/4
ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, କେନ୍ଦୁଝର ପୌର ପରିଷଦ ଅଧ୍ୟକ୍ଷା, ମୂଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଏବଂ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ସଭାମଞ୍ଚରେ ଉପସ୍ଥିତ ଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା 3/4
୮୮ତମ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ସମାରୋହ ଅବସରରେ କେନ୍ଦୁଝର ଅଡିଟୋରିୟମରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଖ୍ୟାତ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ତଥା ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ମାନପତ୍ର ଏବଂ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। #ବନ୍ଦେଉତ୍କଳଜନନୀ @Culturedeptt 1/4
CM @Naveen_Odisha has felicitated #Odisha’s track & field athlete Bapi Hansda with a cash award of ₹25 lakh for winning gold in the 400m hurdles at the 18th National Youth Athletics Championship. With a time of 51.90 sec, Bapi is now ranked World No 1 in U-18 age category.
Thoughts on International Day for the Abolition of Slavery: 2nd December, 2021 youtu.be/qxNSkTQ7toI
youtube.com
YouTube
Modern Slavery: The Threat to Humanity
Thoughts on #WorldAidsDay2021 on 1st December, 2021 youtu.be/ku__G-BP9Fc
youtube.com
YouTube
''WORLD AIDS DAY'' ideas from Vikalp
Congratulations @sujitmeher3 for such a stupendous feat! Keep up your magnificent efforts towards preserving the rich cultural heritage.
Pleased to share that @KIITUniversity is selected as the Nodal Centre for the selection of Indian University teams for participation at World University Games 2022. Thanks to the members of the Association of Indian Universities for selecting us as one of the two nodal centres.
We are humbled by your words. We are immensely thankful to you, for explaining us about two paths, one that leads to the intended goal and other that takes us back to the scratch, our comfort zone and how we should always take the road to our destination without giving up. 2/2
Right from heart - prayers for the employees who fought and lost their battle against Covid 19 and our support to their family members. Watch. youtu.be/SypMXBtOmN0
youtube.com
YouTube
KIIT Provides Assistance to Families of Covid Deceased Staff
Hearty welcome to Mr. Alexandre Gros, Project Leader #FootballforSchools, and #FIFA representatives Ms. Alexandra Huete, Mr. Antonio Buenano, Mr. Alberto Giacomoni! We are pleased by your visit to Bhubaneswar, KIIT & KISS. Stay tuned to the page for updates in this regard.
Gandhi could do without Nobel. Could Nobel do without Gandhi? nobelprize.org/prizes/themes/…
United States Trends
- 1. Broncos 42.5K posts
- 2. Mariota 12.3K posts
- 3. Bo Nix 9,351 posts
- 4. Ertz 3,032 posts
- 5. Commanders 31.6K posts
- 6. Treylon Burks 11.5K posts
- 7. Riley Moss 2,223 posts
- 8. #RaiseHail 5,566 posts
- 9. Washington 120K posts
- 10. #BaddiesUSA 22K posts
- 11. Terry 19.9K posts
- 12. Bobby Wagner 1,024 posts
- 13. Deebo 3,003 posts
- 14. Collinsworth 2,848 posts
- 15. Jake Moody N/A
- 16. #RHOP 11.1K posts
- 17. #SNFonNBC N/A
- 18. Sean Payton 1,524 posts
- 19. #DENvsWAS 3,130 posts
- 20. Chicharito 28.4K posts
Something went wrong.
Something went wrong.