ଛଟ ପୂଜା ସରକାରକୁ ଆମ ନୀଳଚକ୍ର ଭଲ ଲାଗିଲାଣି କି ? #OSRTC

dashman207's tweet image. ଛଟ ପୂଜା ସରକାରକୁ ଆମ ନୀଳଚକ୍ର ଭଲ ଲାଗିଲାଣି କି ? 

#OSRTC
dashman207's tweet image. ଛଟ ପୂଜା ସରକାରକୁ ଆମ ନୀଳଚକ୍ର ଭଲ ଲାଗିଲାଣି କି ? 

#OSRTC

Going with the trend 🔥🚌 Connecting Odisha with seamless travel experiences and cutting-edge tech. Book your tickets online and experience the future of travel 🚀 #NanoBanana #AITrend #OSRTC #ConnectingOdisha

OSRTC_Odisha's tweet image. Going with the trend 🔥🚌

Connecting Odisha with seamless travel experiences and cutting-edge tech. 

Book your tickets online and experience the future of travel 🚀 

#NanoBanana #AITrend #OSRTC #ConnectingOdisha

Shoutout to @OSRTC_Odisha for the comfy Volvo rides — traveled from Berhampur to Hyderabad and it was top notch! Just two things: Blanket pls — AC felt like a freezer challenge nd let’s fix the “delay surprise. Excited for new routes: Puri–Ujjain & Ayodhya! #OSRTC #OdishaOnWheels

Asutosh_aru's tweet image. Shoutout to @OSRTC_Odisha for the comfy Volvo rides — traveled from Berhampur to Hyderabad and it was top notch! Just two things:
Blanket pls — AC felt like a freezer challenge nd let’s fix the “delay surprise. Excited for new routes: Puri–Ujjain & Ayodhya!
#OSRTC #OdishaOnWheels

Now booking your OSRTC tickets is easier than ever! Available on popular platforms like RedBus, AbhiBus & Travelyaari. #TravelSmart #OSRTC

manas_muduli's tweet image. Now booking your OSRTC tickets is easier than ever! 

Available on popular platforms like RedBus, AbhiBus & Travelyaari.

#TravelSmart #OSRTC

New Volvo Bus 9600 at Rs. 1.3 crore + tax & registration depending on model and variant bought by OSRTC are probably the costliest buses on sale in India. But this color combination makes it look more like a local city bus than a luxury bus. #OSRTC #VolvoBus #Odisha

dashman207's tweet image. New Volvo Bus 9600 at Rs. 1.3 crore + tax & registration depending on model and variant bought by OSRTC are probably the costliest buses on sale in India. But this color combination makes it look more like a local city bus than a luxury bus. 

#OSRTC #VolvoBus #Odisha

ବାପରେ କି ସୁନା! OSRTC ଚିଫ୍ ଆକାଉଣ୍ଟସ ଅଫିସର ବିଜୟ କୁମାର ମଙ୍ଗରାଜଙ୍କ ଘରୁ ମିଳିଲା ପୁଳା ପୁଳା ସୁନା । #OSRTC #CAO #GOLDSeized #KanakNews

kanak_news's tweet image. ବାପରେ କି ସୁନା! OSRTC ଚିଫ୍ ଆକାଉଣ୍ଟସ ଅଫିସର ବିଜୟ କୁମାର ମଙ୍ଗରାଜଙ୍କ ଘରୁ ମିଳିଲା ପୁଳା ପୁଳା ସୁନା ।
#OSRTC #CAO #GOLDSeized #KanakNews
kanak_news's tweet image. ବାପରେ କି ସୁନା! OSRTC ଚିଫ୍ ଆକାଉଣ୍ଟସ ଅଫିସର ବିଜୟ କୁମାର ମଙ୍ଗରାଜଙ୍କ ଘରୁ ମିଳିଲା ପୁଳା ପୁଳା ସୁନା ।
#OSRTC #CAO #GOLDSeized #KanakNews

ଭୋଗରାଇ ଥାନାଛକ ନିକଟରେ ଏଇ ଲକ୍ଷ୍ମୀ ବସ୍ ମୋ ଆଖିରେ ପଡ଼ିଲା। ବସ୍ ପଛପଟ କାଚ ନାହିଁ, ସାଲୋଟ୍ୟାପ୍ ଦେଇ ବନ୍ଦ କରାଯାଇଛି। ମୋ ଭୋଗରାଇରେ ଏଇ ଭଙ୍ଗାଦଦରା ବସ୍ ଚଳାଇ ଲୋକଙ୍କ ଜୀବନ ସହ ଖେଳିଲେ ତୁମକୁ ଛାଡ଼ିବିନି। ତୁରନ୍ତ ବସ୍ ବଦଳାଅ। ସବୁ ବସ୍ ର ଫିଟନେସ୍ ଚେକ୍ କର। ନ ହେଲେ ଏଇ ଫଟୋ ସହ ଏକଥା ବିଧାନସଭାରେ ଉଠିବ। #CMOOdisha #OSRTC

goutambuddha71's tweet image. ଭୋଗରାଇ ଥାନାଛକ ନିକଟରେ ଏଇ ଲକ୍ଷ୍ମୀ ବସ୍ ମୋ ଆଖିରେ ପଡ଼ିଲା। ବସ୍ ପଛପଟ କାଚ ନାହିଁ, ସାଲୋଟ୍ୟାପ୍ ଦେଇ ବନ୍ଦ କରାଯାଇଛି।  ମୋ ଭୋଗରାଇରେ ଏଇ ଭଙ୍ଗାଦଦରା ବସ୍ ଚଳାଇ ଲୋକଙ୍କ ଜୀବନ ସହ ଖେଳିଲେ ତୁମକୁ ଛାଡ଼ିବିନି। ତୁରନ୍ତ ବସ୍ ବଦଳାଅ। ସବୁ ବସ୍ ର ଫିଟନେସ୍ ଚେକ୍ କର। ନ ହେଲେ ଏଇ ଫଟୋ ସହ ଏକଥା ବିଧାନସଭାରେ ଉଠିବ।
 #CMOOdisha #OSRTC

These new Volvo 9600 sleepers bus cost is more than 1 crore rupees but see how this narangi color combination looks. Nothing premium about this look tbh #OSRTC why this ?

dashman207's tweet image. These new Volvo 9600 sleepers bus cost is more than 1 crore rupees but see how this narangi color combination looks. Nothing premium about this look tbh 

#OSRTC why this ?
dashman207's tweet image. These new Volvo 9600 sleepers bus cost is more than 1 crore rupees but see how this narangi color combination looks. Nothing premium about this look tbh 

#OSRTC why this ?

ఒడిశాకు 10 బస్సులను నడపాలని #TSRTC నిర్ణయించింది. పరస్పర బస్‌ సర్వీసుల ఏర్పాటుపై #OSRTC తో ఒక ఒప్పందం చేసుకుంది. సంస్థ చైర్మన్, ఎమ్మెల్యే బాజిరెడ్డి గోవర్దన్ గారి సమక్షంలో ఓఎస్ఆర్టీసీ ఎండీ దిప్తేష్‌ కుమార్‌ పట్నాయక్‌ తో కలిసి ఒప్పంద పత్రాలపై సంతకాలు చేయడం జరిగింది.

SajjanarVC's tweet image. ఒడిశాకు 10 బస్సులను నడపాలని #TSRTC నిర్ణయించింది. పరస్పర బస్‌ సర్వీసుల ఏర్పాటుపై #OSRTC తో ఒక ఒప్పందం చేసుకుంది. సంస్థ చైర్మన్, ఎమ్మెల్యే బాజిరెడ్డి గోవర్దన్ గారి సమక్షంలో  ఓఎస్ఆర్టీసీ ఎండీ దిప్తేష్‌ కుమార్‌ పట్నాయక్‌ తో కలిసి ఒప్పంద పత్రాలపై సంతకాలు చేయడం జరిగింది.

ପୁରୀରୁ ଜୟପୁର ଯାଉଥିବା osrtc ବସ ଅଧା ରାସ୍ତାରେ ଅଚଳ। ଯାତ୍ରୀ ମାନେ ରାସ୍ତା କଡରେ ହନ୍ତସନ୍ତ। #OSRTC #Accident #Bus #Odisha #OTV

ଯାତ୍ରୀମାନଙ୍କ ପାଇଁ ସୂଚନା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ଦୃଷ୍ଟିରେ ରଖି ନିମ୍ନଲିଖିତ #OSRTC ରୁଟ୍ ୨୭, ୨୮ ଏବଂ ୨୯ ଅଗଷ୍ଟ ୨୦୨୫ ରେ ସ୍ଥଗିତ ରହିବ। ଦୟାକରି ବାତିଲ ହୋଇଥିବା ବସ୍ ରୁଟଗୁଡ଼ିକର ତାଲିକା ଯାଞ୍ଚ କରନ୍ତୁ ଓ ଉତ୍ସବକୁ ଉପଭୋଗ କରନ୍ତୁ। #ସଂଯୋଗକରୁଛିଓଡ଼ିଶା

OSRTC_Odisha's tweet image. ଯାତ୍ରୀମାନଙ୍କ ପାଇଁ ସୂଚନା

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ଦୃଷ୍ଟିରେ ରଖି ନିମ୍ନଲିଖିତ #OSRTC ରୁଟ୍ ୨୭, ୨୮ ଏବଂ ୨୯ ଅଗଷ୍ଟ ୨୦୨୫ ରେ ସ୍ଥଗିତ ରହିବ। 

ଦୟାକରି ବାତିଲ ହୋଇଥିବା ବସ୍ ରୁଟଗୁଡ଼ିକର ତାଲିକା ଯାଞ୍ଚ କରନ୍ତୁ ଓ ଉତ୍ସବକୁ ଉପଭୋଗ କରନ୍ତୁ।

#ସଂଯୋଗକରୁଛିଓଡ଼ିଶା

OSRTC reported a total loss of over Rs 45 crore in the past two fiscal years (2022-23 and 2023-24). #OSRTC #Odisha #Transport #Bus @OSRTC_Odisha

the_odishaindex's tweet image. OSRTC reported a total loss of over Rs 45 crore in the past two fiscal years (2022-23 and 2023-24).
#OSRTC #Odisha #Transport #Bus @OSRTC_Odisha

OSRTC has initiated direct bus service from Puri to Bhilai, providing a secure and comfortable travel option between Odisha and Chhattisgarh. #Osrtc #Bus #Odisha #Puri #Bhilai

the_odishaindex's tweet image. OSRTC has initiated direct bus service from Puri to Bhilai, providing a secure and comfortable travel option between Odisha and Chhattisgarh.
#Osrtc #Bus #Odisha #Puri #Bhilai

ଓଡ଼ିଶାବାସୀଙ୍କୁ ଗମନାଗମନ ସେବା ଯୋଗାଇବା ପାଇଁ ଜଗନ୍ନାଥ ଏକ୍ସପ୍ରେସ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି ସୁପର ପ୍ରିମିୟମ ବସ୍‌ଗୁଡ଼ିକ ଆପଣଙ୍କ ଯାତ୍ରାକୁ ଅଧିକ ଆରାମଦାୟକ ଏବଂ ସୁରକ୍ଷିତ କରିବା ପାଇଁ ବୈଷୟିକ ଜ୍ଞାନକୌଶଳ ସହିତ ପ୍ରସ୍ତୁତ କରାଯାଇଛି। ଏହି ଅଭିଜ୍ଞତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆମେ ଉତ୍ସାବିତ । #OSRTC

ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡିବ ବସ୍ । ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା #Odisha #KanakNews #OSRTC

ଓଡ଼ିଶାବାସୀଙ୍କ ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ଯୋଗାଇ ଆମେ ଖୁସି। ଆପଣଙ୍କ ସକାରାତ୍ମକ ଅଭିଜ୍ଞତା ଶୁଣିବା ଏହି ପରିକଳ୍ପନାକୁ ଆହୁରି ସ୍ୱତନ୍ତ୍ର କରିଛି। ଆପଣଙ୍କ ସୁରକ୍ଷିତ ଯାତ୍ରା ପାଇଁ ଓଏସ୍ଆରଟିସି ଉପରେ ବିଶ୍ୱାସ କରିଥିବାରୁ ଧନ୍ୟବାଦ ! #JagannathExpress #OSRTC #CommuteRevolution #OSRTCForAll

ଯାତ୍ରୀମାନଙ୍କୁ ଉନ୍ନତ ପରିବହନ ସେବା ଯୋଗାଇବା ଓଏସ୍ଆରଟିସିର ପ୍ରାଥମିକତା । ଆପଣଙ୍କ ସହଯୋଗ ଏବଂ ସକାରାତ୍ମକ ପ୍ରତିକ୍ରିୟା ଆମକୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦିଏ । #JagannathExpress #OSRTC #CommuteRevolution #OSRTCForAll #LuxuryTravel #IndiaTour

କନ୍ଧମାଳ: ଗଡିଆପଡ଼ା ଘାଟିରେ ଓଲଟିଲା OSRTC ବସ୍, କଣ୍ଡକ୍ଟର ମୃତ -ସାମାନ୍ୟ ଆହତ ଯାତ୍ରୀ ଖଜୁରୀପଡ଼ା ମେଡିକାଲରେ ଭର୍ତ୍ତି -ଲାଞ୍ଜିଗଡ଼ରୁ କଟକ ଯାଉଥିଲା OSRTC ବସ୍ #Kandhamal #BusAccident #OSRTC #Odisha #odishanewsepaper

Odishaepaper's tweet image. କନ୍ଧମାଳ: ଗଡିଆପଡ଼ା ଘାଟିରେ ଓଲଟିଲା OSRTC ବସ୍, କଣ୍ଡକ୍ଟର ମୃତ 
-ସାମାନ୍ୟ ଆହତ ଯାତ୍ରୀ ଖଜୁରୀପଡ଼ା ମେଡିକାଲରେ ଭର୍ତ୍ତି 
-ଲାଞ୍ଜିଗଡ଼ରୁ କଟକ ଯାଉଥିଲା  OSRTC ବସ୍

#Kandhamal #BusAccident #OSRTC #Odisha #odishanewsepaper

ଭାଇ ଏସବୁ କଣ ଚାଲିଛି?? ପୁରା ଫିଲ୍ମ ଷ୍ଟାଇଲ, ପୁଣି ଓଡ଼ିଶା ରେ।🙄 କି ଭୟାନକ ଦୃଶ୍ୟ ପ୍ରତିଦିନ ହଜାର ହଜାର ଲୋକ ଏହି ବସ ଉପରେ ନିର୍ଭର 😑 ଛୋଟ ଘଟଣା ନୁହେଁ ଏସବୁ, ଦୟାକରି ଏହାର ତଦନ୍ତ କରି କଠୋର ନିୟମ ଜାରି କରାଯାଉ, ଏବଂ ଉଚିତ୍ ଦଣ୍ଡବିଧାନ କରାଯାଉ।🙏 #OdishaGovernment #MohanMajhi #OSRTC facebook.com/share/v/1CsGn1…

@OSRTC_Odisha iOS users are facing an issue — unable to find the new OSRTC app on the App Store. Kindly look into it and fix it at the earliest. @BibhutiJena93 @ushapadhee1996 #osrtc #ios

Starting today, 29th September, these premium buses will operate on key routes with a carefully planned timetable and scheduled dates to ensure smooth and convenient journeys for all: #OSRTC @OSRTC_Odisha

PrameyaEnglish's tweet image. Starting today, 29th September, these premium buses will operate on key routes with a carefully planned timetable and scheduled dates to ensure smooth and convenient journeys for all: #OSRTC

@OSRTC_Odisha

#OSRTC announces launch of 10 brand new routes with Shree Jagannath Express buses, bringing enhanced comfort & dependable service to festive travel The new routes include, Pattamundai-Kalimela; Rayagada-Karimnagar; Sambalpur-Vishakhapatnam; Berhampur-Mayapur; Taratarini-Kamakhya

PrameyaEnglish's tweet image. #OSRTC announces launch of 10 brand new routes with Shree Jagannath Express buses, bringing enhanced comfort & dependable service to festive travel

The new routes include, Pattamundai-Kalimela; Rayagada-Karimnagar; Sambalpur-Vishakhapatnam; Berhampur-Mayapur; Taratarini-Kamakhya

@OSRTC_Odisha I had booked a ticket in which Boarding time was 2:00 AM & Dropping point was 6:00 AM BUT THE BUS WHICH I HAVE BOOKED HAS NOT ARRIVED AT MY BOARDING POINT YET, ITS SO PATHETIC WHICH IS NOT TIMELY MANAGED BY #OSRTC it's totally your fault, SO BAD SERVICE, DISGUSTING

Travelling in OSRTC from Balangir to Angul… Horrible condition of the Bus #osrtc #busjourney #rainynight

ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ଆଜି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ଯାତ୍ରା ସୁବିଧା ଦେବାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ ଅବଗତ କରାଇଛନ୍ତି । #SchoolStudent #FreebusRide #OSRTC #Odisha

Odishaepaper's tweet image. ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ଆଜି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ଯାତ୍ରା ସୁବିଧା ଦେବାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ ଅବଗତ କରାଇଛନ୍ତି ।  
#SchoolStudent #FreebusRide #OSRTC #Odisha

ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଲେ ଶାଳିନୀ ପଣ୍ଡିତ #SchoolStudent #FreebusRide #OSRTC #Odisha

knewsodia's tweet image. ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଲେ ଶାଳିନୀ ପଣ୍ଡିତ
#SchoolStudent #FreebusRide #OSRTC #Odisha

Kindly consider adding Odisha-based online ticketing platforms odbus.in and busyatri.co.in for OSRTC ticket bookings. It will help passengers access services more easily. @BibhutiJena93 @ushapadhee1996 @RAJPUT_NBS #osrtc #odishabyroad

We’re delighted to announce our partnership with RedBus & AbhiBus ! Booking your OSRTC journey is now as simple as opening your trusted travel app. Enjoy hassle free booking, secure payments, and a comfortable ride across Odisha. #redbus #abhibus #connectingodisha

OSRTC_Odisha's tweet image. We’re delighted to announce our partnership with RedBus & AbhiBus !

Booking your OSRTC journey is now as simple as opening your trusted travel app. Enjoy hassle free booking, secure payments, and a comfortable ride across Odisha.

#redbus #abhibus 
#connectingodisha

🚍 @osrtc_india @CTOdisha @rto_odisha Kindly look into poor bus maintenance issues: 🔹 Worn-out tyres 🔹 AC throttle problems 🔹 RTO reflective radium (3M) hidden by ads Such negligence risks night accidents ⚠️. Request urgent action & safety compliance. 🙏 #OSRTC

Manaspattnaik22's tweet image. 🚍 @osrtc_india @CTOdisha @rto_odisha
Kindly look into poor bus maintenance issues:
🔹 Worn-out tyres
🔹 AC throttle problems
🔹 RTO reflective radium (3M) hidden by ads

Such negligence risks night accidents ⚠️. Request urgent action & safety compliance. 🙏

#OSRTC

Now booking your OSRTC tickets is easier than ever! Available on popular platforms like RedBus, AbhiBus & Travelyaari. #TravelSmart #OSRTC

manas_muduli's tweet image. Now booking your OSRTC tickets is easier than ever! 

Available on popular platforms like RedBus, AbhiBus & Travelyaari.

#TravelSmart #OSRTC
manas_muduli's tweet image. Now booking your OSRTC tickets is easier than ever! 

Available on popular platforms like RedBus, AbhiBus & Travelyaari.

#TravelSmart #OSRTC
manas_muduli's tweet image. Now booking your OSRTC tickets is easier than ever! 

Available on popular platforms like RedBus, AbhiBus & Travelyaari.

#TravelSmart #OSRTC

Going with the trend 🔥🚌 Connecting Odisha with seamless travel experiences and cutting-edge tech. Book your tickets online and experience the future of travel 🚀 #NanoBanana #AITrend #OSRTC #ConnectingOdisha

OSRTC_Odisha's tweet image. Going with the trend 🔥🚌

Connecting Odisha with seamless travel experiences and cutting-edge tech. 

Book your tickets online and experience the future of travel 🚀 

#NanoBanana #AITrend #OSRTC #ConnectingOdisha

#ସରକାରୀ_ବସ୍‌ରେ_ଲାଗିଲା_ନିଆଁ -ରାଜ୍ୟ ସରକାରଙ୍କ ବସ୍‌ରେ ଲାଗିଲା ନିଆଁ -କଳାହାଣ୍ଡି ଜିଲ୍ଲା କୋକସରାରେ ଓଏସ୍‌ଆରଟିସି ବସ୍‌ରେ ଅଗ୍ନିକାଣ୍ଡ -ଅଘଟଣରୁ ବର୍ତ୍ତିଲେ ଯାତ୍ରୀ -ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ସୂଚନା #Sambad #OSRTC #Bus #Kalahandi

sambad_odisha's tweet image. #ସରକାରୀ_ବସ୍‌ରେ_ଲାଗିଲା_ନିଆଁ
-ରାଜ୍ୟ ସରକାରଙ୍କ ବସ୍‌ରେ ଲାଗିଲା ନିଆଁ
-କଳାହାଣ୍ଡି ଜିଲ୍ଲା କୋକସରାରେ ଓଏସ୍‌ଆରଟିସି ବସ୍‌ରେ ଅଗ୍ନିକାଣ୍ଡ
-ଅଘଟଣରୁ ବର୍ତ୍ତିଲେ ଯାତ୍ରୀ
-ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ସୂଚନା
#Sambad #OSRTC #Bus #Kalahandi

#୨୩_ଘଣ୍ଟା_ହେଲା_OSRTC_ବସ୍‌_ଅଟକ -ବଣାଇ: ପଞ୍ଚାୟତ କାର୍ଯ୍ୟାଳୟରେ ୨୩ ଘଣ୍ଟା ହେଲା OSRTC ବସ୍‌ ଅଟକ -ଭାଲୁପାଣି ପଞ୍ଚାୟତକୁ ଯାଉଥିବା ସରକାରୀ ବସ୍‌କୁ ଅଟକ ରଖିଛନ୍ତି ଗ୍ରାମବାସୀ -ଗୋବିନ୍ଦପୁର ପଞ୍ଚାୟତକୁ ସରକାରୀ ବସ୍‌ ସେବା ନ ଥିବାରୁ OSRTC ବସ୍‌ ଅଟକ #OSRTC #Bus #Demand #Protest #Villagers #Sundergarh #OTV

otvkhabar's tweet image. #୨୩_ଘଣ୍ଟା_ହେଲା_OSRTC_ବସ୍‌_ଅଟକ
-ବଣାଇ: ପଞ୍ଚାୟତ କାର୍ଯ୍ୟାଳୟରେ ୨୩ ଘଣ୍ଟା ହେଲା OSRTC ବସ୍‌ ଅଟକ
-ଭାଲୁପାଣି ପଞ୍ଚାୟତକୁ ଯାଉଥିବା ସରକାରୀ ବସ୍‌କୁ ଅଟକ ରଖିଛନ୍ତି ଗ୍ରାମବାସୀ
-ଗୋବିନ୍ଦପୁର ପଞ୍ଚାୟତକୁ ସରକାରୀ ବସ୍‌ ସେବା ନ ଥିବାରୁ OSRTC ବସ୍‌ ଅଟକ
#OSRTC #Bus #Demand #Protest #Villagers #Sundergarh #OTV

Top Notch 🚫🚫🚫 ASTHETICS of #Osrtc Buses with half torn advertisements pasted on good looking Buses #OSRTC #Bhubaneswar #Odisha

dilemma_cric's tweet image. Top Notch 🚫🚫🚫 ASTHETICS of #Osrtc Buses with half torn advertisements pasted on good looking Buses 
#OSRTC 
#Bhubaneswar 
#Odisha

ବସ୍‌ ଦୁର୍ଘଟଣା: ଦିଗପହଣ୍ଡି ଥାନାରେ OSRTCର ୪ ଜଣିଆ ଟିମ୍‌ #Oneindiaodia #OSRTC #Odisha #BusAccident #OdiaNews

Oneindia_odia's tweet image. ବସ୍‌ ଦୁର୍ଘଟଣା: ଦିଗପହଣ୍ଡି ଥାନାରେ OSRTCର ୪ ଜଣିଆ ଟିମ୍‌

#Oneindiaodia #OSRTC #Odisha 
#BusAccident #OdiaNews

OSRTC ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ବାସଭବନ ସମେତ ଏକକାଳୀନ ୭ଟି ସ୍ଥାନରେ ରେଡ୍। #OSRTC #CEO #VIGILANCE #Bhubaneswar #Odisha #BreakingNews #odishanewsepaper

Odishaepaper's tweet image. OSRTC ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ବାସଭବନ ସମେତ ଏକକାଳୀନ ୭ଟି ସ୍ଥାନରେ ରେଡ୍।
#OSRTC #CEO #VIGILANCE #Bhubaneswar #Odisha #BreakingNews #odishanewsepaper

ଭୁବନେଶ୍ବର : ଫେବୃଆରୀ ୪ ତାରିଖ ଯାଏଁ ମହାକୁମ୍ଭ ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ ସ୍ବତନ୍ତ୍ର ବସ୍ ବାତିଲ୍ କଲା ଓଏସ୍‌ଆରଟିସି, ୪ ତାରିଖ ଯାଏଁ ବସ୍ ସେବା ବନ୍ଦ #OSRTC #BusService #MahaKumbh2025 #Odisha #BusServiceCancel #odishanewsepaper

Odishaepaper's tweet image. ଭୁବନେଶ୍ବର : ଫେବୃଆରୀ ୪ ତାରିଖ ଯାଏଁ ମହାକୁମ୍ଭ ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ ସ୍ବତନ୍ତ୍ର ବସ୍ ବାତିଲ୍ କଲା ଓଏସ୍‌ଆରଟିସି, ୪ ତାରିଖ ଯାଏଁ ବସ୍ ସେବା ବନ୍ଦ

#OSRTC #BusService #MahaKumbh2025  #Odisha #BusServiceCancel #odishanewsepaper

ଉତ୍ତମ ଯାତ୍ରା ପାଇଁ ଦାୟିତ୍ୱବାନ ଯାତ୍ରୀ ହୁଅନ୍ତୁ |😊 #OSRTC

Aro_da_'s tweet image. ଉତ୍ତମ ଯାତ୍ରା ପାଇଁ ଦାୟିତ୍ୱବାନ ଯାତ୍ରୀ ହୁଅନ୍ତୁ |😊
#OSRTC

Going with the trend 🔥🚌 Connecting Odisha with seamless travel experiences and cutting-edge tech. Book your tickets online and experience the future of travel 🚀 #NanoBanana #AITrend #OSRTC #ConnectingOdisha

OSRTC_Odisha's tweet image. Going with the trend 🔥🚌

Connecting Odisha with seamless travel experiences and cutting-edge tech. 

Book your tickets online and experience the future of travel 🚀 

#NanoBanana #AITrend #OSRTC #ConnectingOdisha

ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ଆଜି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ଯାତ୍ରା ସୁବିଧା ଦେବାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ ଅବଗତ କରାଇଛନ୍ତି । #SchoolStudent #FreebusRide #OSRTC #Odisha

Odishaepaper's tweet image. ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ଆଜି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ଯାତ୍ରା ସୁବିଧା ଦେବାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ ଅବଗତ କରାଇଛନ୍ତି ।  
#SchoolStudent #FreebusRide #OSRTC #Odisha

Dinner at Raju dhaba. From bbsr to jeypore on the way. Too costly.#osrtc please park at low cost hotel next time

SuvenduDash76's tweet image. Dinner at Raju dhaba. From bbsr to jeypore on the way. Too costly.#osrtc please park at low cost hotel next time

#OSRTC Buses in Odisha

Rajendra_7555's tweet image. #OSRTC

Buses in Odisha

When will we Indians have government buses like this?

vijaygajera's tweet image. When will we Indians have government buses like this?
vijaygajera's tweet image. When will we Indians have government buses like this?

କନ୍ଧମାଳ: ଗଡିଆପଡ଼ା ଘାଟିରେ ଓଲଟିଲା OSRTC ବସ୍, କଣ୍ଡକ୍ଟର ମୃତ -ସାମାନ୍ୟ ଆହତ ଯାତ୍ରୀ ଖଜୁରୀପଡ଼ା ମେଡିକାଲରେ ଭର୍ତ୍ତି -ଲାଞ୍ଜିଗଡ଼ରୁ କଟକ ଯାଉଥିଲା OSRTC ବସ୍ #Kandhamal #BusAccident #OSRTC #Odisha #odishanewsepaper

Odishaepaper's tweet image. କନ୍ଧମାଳ: ଗଡିଆପଡ଼ା ଘାଟିରେ ଓଲଟିଲା OSRTC ବସ୍, କଣ୍ଡକ୍ଟର ମୃତ 
-ସାମାନ୍ୟ ଆହତ ଯାତ୍ରୀ ଖଜୁରୀପଡ଼ା ମେଡିକାଲରେ ଭର୍ତ୍ତି 
-ଲାଞ୍ଜିଗଡ଼ରୁ କଟକ ଯାଉଥିଲା  OSRTC ବସ୍

#Kandhamal #BusAccident #OSRTC #Odisha #odishanewsepaper

#OSRTC In Off-road Traveling Is Smooth & Comfortable #Bus #offroad #chandikhol

itSahilEdits's tweet image. #OSRTC 
In Off-road Traveling Is Smooth & Comfortable
#Bus #offroad #chandikhol

ଛଟ ପୂଜା ସରକାରକୁ ଆମ ନୀଳଚକ୍ର ଭଲ ଲାଗିଲାଣି କି ? #OSRTC

dashman207's tweet image. ଛଟ ପୂଜା ସରକାରକୁ ଆମ ନୀଳଚକ୍ର ଭଲ ଲାଗିଲାଣି କି ? 

#OSRTC
dashman207's tweet image. ଛଟ ପୂଜା ସରକାରକୁ ଆମ ନୀଳଚକ୍ର ଭଲ ଲାଗିଲାଣି କି ? 

#OSRTC

୫୦ ବର୍ଷ ପୂର୍ବେ କେମିତି ଥିଲା ଆମ ସରକାରୀ ବସ, ଦେଖନ୍ତୁ . #OSRTC Bus - #Baripada .

suryanandannet's tweet image. ୫୦ ବର୍ଷ ପୂର୍ବେ କେମିତି ଥିଲା ଆମ ସରକାରୀ ବସ, ଦେଖନ୍ତୁ . 

#OSRTC Bus - #Baripada .

With time many things have changed, But.. #OSRTC

TheAnonymoz's tweet image. With time many things have changed, But.. 

#OSRTC

ମହାକୁମ୍ଭ ଉପଲକ୍ଷେ OSRTC ଦ୍ଵାରା ନୂତନ ବସ ସେବାର ଶୁଭାରମ୍ଭ ଉଦଘାଟନ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ପରିବହନ ମନ୍ତ୍ରୀ ଶ୍ରୀ Bibhuti Bhusan Jena, ମାନ୍ୟବର ମନ୍ତ୍ରୀ Nityananda Gond, ବିଧାୟକ ଗଣ ତଥା ଅନ୍ୟ ଅତିଥିଙ୍କ ସହ ଯୋଗଦେଲି। #OSRTC #MohanmajhiGovt #ଭୁବନେଶ୍ବର

_KrushnaChPatra's tweet image. ମହାକୁମ୍ଭ ଉପଲକ୍ଷେ OSRTC ଦ୍ଵାରା ନୂତନ ବସ ସେବାର ଶୁଭାରମ୍ଭ ଉଦଘାଟନ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ପରିବହନ ମନ୍ତ୍ରୀ ଶ୍ରୀ Bibhuti Bhusan Jena, ମାନ୍ୟବର ମନ୍ତ୍ରୀ Nityananda Gond, ବିଧାୟକ ଗଣ ତଥା ଅନ୍ୟ ଅତିଥିଙ୍କ ସହ ଯୋଗଦେଲି। 

#OSRTC
#MohanmajhiGovt
#ଭୁବନେଶ୍ବର

OSRTC launched 13 new bus services across nine routes on Friday, aiming to improve regional connectivity. #Osrtc #Buses #Odisha #Transport @OSRTC_Odisha @IPR_Odisha @CTOdisha

the_odishaindex's tweet image. OSRTC launched 13 new bus services across nine routes on Friday, aiming to improve regional connectivity.
#Osrtc #Buses #Odisha #Transport @OSRTC_Odisha @IPR_Odisha @CTOdisha

OSRTC will operate premium bus services from various locations in Odisha to Uttar Pradesh for the Maha Kumbh Mela 2025. #OSRTC #MahaKumbh2025 #Mahakumbh #UP #Odisha @CTOdisha

the_odishaindex's tweet image. OSRTC will operate premium bus services from various locations in Odisha to Uttar Pradesh for the Maha Kumbh Mela 2025.
#OSRTC #MahaKumbh2025 #Mahakumbh #UP #Odisha @CTOdisha

Loading...

Something went wrong.

Something went wrong.

United States Trends