#pipili результаты поиска
#Pipili | Transgender stabbed to death near CIFA under Pipili police station limits; motive behind the murder remains unclear. Pipili police launches an investigation. #Odisha
#୬_ଜଣଙ୍କ_ଘରୁ_ଲୁଟ୍ ଦୁର୍ଗାଦାଶପୁର ଠଣଠଣା ଗାଁରୁ ଲୁଟ୍ ୬ ଜଣଙ୍କ ଘର କବାଟ ଭାଙ୍ଗି ଲୁଟିଲେ ଲୁଟେରା ସମସ୍ତଙ୍କ ଘରୁ ସୁନା, ରୂପା, ଟଙ୍କା ଚୋରି ପିପିଲି ପୋଲିସର ଛାନଭିନ୍ ଜାରି #Loot #Pipili #Odisha
ପିପିଲି: ବାଲି ଘାଟକୁ ଚଢ଼ାଉ ପାଇଁ ଯିବା ବେଳେ ଖଣି ବିଭାଗ ଅଧିକାରୀଙ୍କ ଗାଡ଼ିକୁ ଢେଲା ପଥର ମାଡ଼.. ମାଇନ୍ସ ଅଧିକାରୀ ସମୀର ମିଶ୍ର ଓ ତାଙ୍କ ଷ୍ଟାଫଙ୍କୁ ଆକ୍ରମଣ ଅଭିଯୋଗ.. ବାଲି ମାଫିଆଙ୍କ ଆକ୍ରମଣରେ ଭାଙ୍ଗିଲା ଗାଡ଼ି; ଅଳ୍ପକେ ବର୍ତ୍ତିଲେ ଅଧିକାରୀ.. #Pipili #IllegalSandMining #MinesOfficerAttack #MafiaAttack #OTV
#ମାଫିଆ_ଖଣି_ଅଧିକାରୀ_ମୁହାଁମୁହିଁ ସାରା ରାଜ୍ୟରେ ନଦୀପଠାରେ ଚାଲିଛି ମାଫିଆ ରାଜ୍ । ଦିନ ରାତି ବୁହା ଚାଲିଛି ବାଲି । ଚୋରା ବାଲି ଚାଲାଣକୁ ନେଇ ଅନେକ ସମୟରେ ଉତ୍ତେଜନା ଦେଖାଦେଉଛି । ଆଜି ପୁରୀ ଜିଲ୍ଲା ଉତ୍ତରା ନିକଟ ମଧୁପୁର ଠାରେ ବାଲି ମାଫିଆ ଓ ଖଣି ଅଧିକାରୀ ମୁହାଁମୁହିଁ ହୋଇଥିଲେ #Pipili #Odisha #KanakNews
#ପୁଣି_ଅଘଟଣ_ମହିଳାଙ୍କ_ଦେହରେ_ନିଆଁ_ଲାଗିଲା ପିପିଲି: ଜଣେ ମହିଳାଙ୍କ ଦେହରେ ନିଆଁ ଲାଗି ଗୁରୁତର ନିଜ ଘରେ କାମ କରୁଥିବା ବେଳେ ନିଆଁ ଲାଗିଥିବା ସନ୍ଦେହ ଗୁରୁତର ମହିଳା ଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କାମ କରୁଥିବା ବେଳେ ଅସାବଧାନତାରୁ ନିଆଁ ଲାଗିଥିବା ସନ୍ଦେହ #Pipili #Fire #ArgusNews
An Applique & Handicrafts Hub will be established in #Pipili, offering artisans a space to create, showcase & sell their work. This will strengthen artisans livelihood, preserve tradition & promote #Odisha’s cultural heritage. @DhciOdisha @dc_handicrafts newindianexpress.com/states/odisha/…
#ବାଉଁଶ_ବାଡ଼_ଭରସାରେ_ସେତୁ ବ୍ରିଜ୍କୁ ସାହା ଅସ୍ଥାୟୀ ବାଉଁଶ ବାଡ଼ । ଯାତାୟତରେ ସମସ୍ୟା ଭୋଗୁଛନ୍ତି କଣାସ ଓ ବ୍ରହ୍ମଗିରିର ହଜାର ହଜାର ଲୋକ । ଅଭିଯୋଗ ପରେ ବି ପୂର୍ତ୍ତ ବିଭାଗ ନୀରବ । ସେପଟେ ବର୍ଷ ବର୍ଷ ହେଲାଣି ଅଧାରେ ଅଟକିଛି ନୂଆ ପୋଲ ନିର୍ମାଣ । #Bridge #Pipili #Odisha #KanakNews
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ । ପ୍ରତିବାଦରେ ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ଠାରେ ଉତ୍ୟକ୍ତ ଲୋକ କରିଥିଲେ ରାସ୍ତାରୋକ #pipili #Odisha
#ରେଡ୍_ପାଇଁ_ଯିବାବେଳେ_ବାଲି_ମାଫିଆଙ୍କ_ଆକ୍ରମଣ ପିପିଲିରେ ଖଣି ଅଧିକାରୀଙ୍କ ଗାଡ଼ି ଉପରେ ଆକ୍ରମଣ ଚୋରା ବାଲି ଘାଟ ଉପରେ ଚଢ଼ାଉ ପାଇଁ ଯିବାବେଳେ ଆକ୍ରମଣ ବିଳମ୍ବିତ ରାତିରେ ଗାଡ଼ି ଉପରକୁ ଟେକା, ପଥର ମାଡ଼ ଭାଙ୍ଗିଲା ଗାଡ଼ି, ଅଳ୍ପକେ ବର୍ତ୍ତିଲେ ଖଣି ଅଧିକାରୀ #Puri #pipili @PuriPolice
#ନବମ_ଶ୍ରେଣୀ_ଛାତ୍ର_ନିଖୋଜ ପିପିଲି: ଡେଲାଙ୍ଗରେ ଜଣେ ନବମ ଶ୍ରେଣୀ ଛାତ୍ର ନିଖୋଜ ନିଖୋଜ ଛାତ୍ର ଡେଲାଙ୍ଗ ବେନୁପଡା ଗାଁର ସନ୍ଦୀପ ରାଉତ 24 ଘଣ୍ଟା ଧରି ଛାତ୍ର ଜଣକ ନିଖୋଜ ଥିବାର ଥାନାରେ ଅଭିଯୋଗ #Puri #Pipili #Delanga #StudentMissing
#ଚିଲିକା_କୃଷ୍ଣପ୍ରସାଦରେ_ଭୟାବହ_ଅଗ୍ନିକାଣ୍ଡ ଜଳିଗଲା ଜହ୍ନିକୁଦା ଘାଟ ନିକଟ ବଜାରର ୧୦ରୁ ଊର୍ଦ୍ଧ୍ବ ଦୋକାନ ଦୋକାନରେ ଥିବା ଲକ୍ଷାଧିକ ସାମଗ୍ରୀ ପୋଡ଼ି ପାଉଁଶ ବିଳମ୍ବିତ ରାତିରେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା #Puri #pipili #Chilika
ଭୁବନେଶ୍ବର ଉପକଣ୍ଠରେ କିନ୍ନରଙ୍କୁ ବୀଭତ୍ସ ହତ୍ୟା...ପିପିଲି ଥାନା CIFA ନିକଟରେ ତ୍ୟାକାଣ୍ଡ...ଘଟଣାକୁ ନେଇ ମୀରା ପରିଡ଼ାଙ୍କ ଉଦବେଗ #TransgenderMurder #Bhubaneswar #Pipili #CIFA #KinnerHatyakand #ThirdGender #MurderCase #MeeraParida #OTV
Publication Regarding Workshop for School Children in Kajipatna U.P. School, #Pipili of #Puri District. @Puri_Official @samarth_verma @SatpathyLive @MonaLisaBal3 @NimaparaTahasil @Nimapara_Nac @dfopuriwl #SubhransuSatpathy #WaterForBirds #TheyReallyNeedUs #BirdMan #Odisha
Tragedy on Bhubaneswar-Puri Highway: two killed, one critical after Hyva Truck runs over them in Pipili #Pipili #Odisha #Accidentnews #KalingaTV kalingatv.com/odisha/tragedy…
Work for long awaited & public centric ROB at Jatni near Khurda Road Railway Station is in progress. Assembling work being done for Bow String Girders. Will facilitate Road Communication between NH16 #Khordha & NH 316 #Pipili .@RailMinIndia #RailInfra4Odisha #ECoRupdate
#ଘରେ_ବସିକି_ମୋବାଇଲ୍ରେ_ଜାଣିବେ_ମାମଲା ପୁଲିସ୍ ଓ ସାଧାରଣ ଜନତାଙ୍କ ସମ୍ପର୍କ ବଢ଼ିବ । ଏବେ ସବୁ ଡିଜିଟାଲରେ ଉପଲବ୍ଧ ହେବ । ସବୁ ବିବରଣୀ ମୋବାଇଲ୍ରେ ଜାଣିବେ ଆପଣ #Pipili #Odisha #KanakNews #OdishaPolice
ବାଲି ବୋଝେଇ ଟ୍ରାକ୍ଟର ନେଲା ଶିକ୍ଷକଙ୍କ ଜୀବନ || Nuahat- Road || Delang || Rudra Pratap Maharathy #Delang #Pipili #PuriDistrict #OdishaNews #SandMafia #IllegalMining #JusticeForTeacher #AdministrationFailure #RudraPratapMaharathy #BJD #CrimeNews #latestnews #newstoday #todaysnews
ପାଲା ଦେଖିବାକୁ ଯାଇ ଯୁବକଙ୍କ ଜିବନ ଗଲା || Alish village-Pipili #Pipili #OdishaNews #Kalbaisakhi #StormTragedy #PuriDistrict #NaturalDisaster #StrongWind #VillageNews #WeatherImpact #OdishaWeather #PublicSafety #latestnews #newstoday #todaysnews #odishanews #breakingnews #topnews
Pipili: Masked looters chop off woman’s hand, rob Rs 3 lakh and gold jewellery #Pipili #Odisha #loot #kalingatv kalingatv.com/odisha/pipili-…
#ମହିଳାଙ୍କୁ_ହାଣି_ଲୁଟି_ନେଲେ_୩_ଲକ୍ଷ -ପିପିଲି: କଣାସ ଗୋଲରା ଗାଁରେ ୩ ମୁଖା ପିନ୍ଧା ଲୁଟେରାଙ୍କ ଆତଙ୍କରାଜ -ଘରେ ପଶି ମହିଳାଙ୍କୁ ହାଣି ଲୁଟି ନେଲେ ୩ ଲକ୍ଷ ଟଙ୍କା ଓ ସୁନା ଗହଣା -ଘଟଣାସ୍ଥଳରେ ଗଡ଼ିଶାଗଦା ଥାନା ପୋଲିସର ତଦନ୍ତ #Pipili #Kanas #Loot #Odisha #BadaKhabar
#ମହିଳାଙ୍କୁ_ହାଣି_ଲୁଟି_ନେଲେ_୩_ଲକ୍ଷ -ପିପିଲି: କଣାସ ଗୋଲରା ଗାଁରେ ୩ ମୁଖା ପିନ୍ଧା ଲୁଟେରାଙ୍କ ଆତଙ୍କରାଜ -ଘରେ ପଶି ମହିଳାଙ୍କୁ ହାଣି ଲୁଟି ନେଲେ ୩ ଲକ୍ଷ ଟଙ୍କା ଓ ସୁନା ଗହଣା -ଘଟଣାସ୍ଥଳରେ ଗଡ଼ିଶାଗଦା ଥାନା ପୋଲିସର ତଦନ୍ତ #Pipili #Kanas #Loot #Odisha #OTV
An Applique & Handicrafts Hub will be established in #Pipili, offering artisans a space to create, showcase & sell their work. This will strengthen artisans livelihood, preserve tradition & promote #Odisha’s cultural heritage. @DhciOdisha @dc_handicrafts newindianexpress.com/states/odisha/…
Temple theft in Pipili: Radha-Krishna idols not spared by thieves #pipili #templetheft kalingatv.com/odisha/temple-…
ପିପିଲି: ନୂଆ ଶାସନପାଟଣା ସାହିର ରାଧାମୋହନ ମନ୍ଦିରରୁ ଚୋରି.. ବିଳମ୍ବିତ ରାତିରେ ଦାନ ବାକ୍ସ ଓ ଟ୍ରଙ୍କ ଭାଙ୍ଗି ଅଳଙ୍କାର ଲୁଟିନେଲେ.. ରାଧା କୃଷ୍ଣଙ୍କ ମୂର୍ତ୍ତି ବାହାରେ ଫୋପାଡ଼ି ଦେଲେ, ପୋଲିସର ତଦନ୍ତ.. #Pipili #Loot #TempleLoot #Odisha #OTV
#Puri I Thieves steal valuables from a 100‑year‑old temple in #Pipili. Donation boxes and trunks at Radhamohan Deb Temple in Nuashasan Panchayat, Patanasahi were broken open. Silver crown, gold bangles, brass throne, and silver utensils looted. Pipili Police investigation
ପିପିଲି: ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ -ବାଲିପାଟଣା ଥାନା ବାଲିକୁଦା ପାଟଣା ଅଞ୍ଚଳରେ ଅଗ୍ନିକାଣ୍ଡ -ଭାଙ୍ଗି ଯାଇଛି ଘରର ଛାତ, କେହି ଆହତ ହୋଇନାହାନ୍ତି -ନିଆଁକୁ ଆୟତ୍ତ କଲା ବାଲିପାଟଣା ଅଗ୍ନିଶମ ବାହିନୀ -୨ରୁ୩ ଲକ୍ଷ ଟଙ୍କାର ବାଣ ପୋଡି ନଷ୍ଟ #Pipili #FireIncident #CrackerShopFire #odishanewsepaper
ଲିଭ୍-ଇନ୍ରେ ରହି ଧୋକା ଦେଲେ ପ୍ରେମିକା ! ଭିଡିଓ କରି ଜୀବନ ହାରିଲେ ପ୍ରତାରିତ ପ୍ରେମିକ thesakala.in/latest-odisha-… #Pipili #Odisha
#ମହୁମାଛି_ଆକ୍ରମଣରେ_୫_ଆହତ_୨_ଗୁରୁତର ପିପିଲି: ମହୁମାଛି ଆକ୍ରମଣରେ ୫ ଆହତ, ୨ ଗୁରୁତର ୫ ପୁରୁଷ ଓ ୨ ମହିଳା ଭୁବନେଶ୍ଵରର ୨ଟି ପୃଥକ ମେଡିକାଲରେ ଭର୍ତ୍ତି ଭୁବନେଶ୍ୱର-ପୁରୀ NH ୩୧୬ ବରାଗଡ଼ ଛକ ପାଖରେ ମହୁମାଛି ଆକ୍ରମଣ #Puri #Pipili #BeeAttack #ArgusNews
-ପିପିଲି କେତକୀପାଟଣା ପଞ୍ଚାୟତ ଦୁବପାଟଣା ଗାଁରେ ଜିଅନ୍ତା ଜଳିଗଲେ ମହିଳା -ପାରିବାରିକ କଳହରୁ ଏପରି ଚରମ ପଦକ୍ଷେପ ନେଇଥିବା ସୂଚନା -ପାରିପାର୍ଶ୍ୱିକ ସ୍ଥିତିରୁ ନିଜେ ପୋଡ଼ିହୋଇ ମରିଥିବା କହିଲେ ପିପିଲି SDPO #WomanBurntAlive #Pipili #Balanga #Odisha #Dharitri 📲 Follow Dharitri – Odisha’s No.1 Odia Daily
#ଜିଅନ୍ତା_ଜଳିଗଲେ_ମହିଳା -ପିପିଲି ବଳଙ୍ଗାରେ ଜିଅନ୍ତା ଜଳିଗଲେ ମହିଳା -ବଳଙ୍ଗା ଥାନା କେତକୀପାଟଣା ପଞ୍ଚାୟତ ଦୁବପାଟଣା ଗାଁରେ ମୃତ -ପାରିବାରିକ କଳହରୁ ଏପରି ଚରମ ପଦକ୍ଷେପ ନେଇଥିବା ସୂଚନା -କିରୋସିନି ନିଆଁରେ ପୋଡ଼ି ହୋଇ ମହିଳାଙ୍କ ଜୀବନ ଗଲା -ପାରିପାର୍ଶ୍ୱିକ ସ୍ଥିତିରୁ ନିଜେ ପୋଡ଼ିହୋଇ ମରିଥିବା କହିଲେ ପିପିଲି SDPO\ #Pipili
ଡେଲାଙ୍ଗ ଥାନା ଏକ ଜଙ୍ଗଲରେ ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ; ଯୁବକଙ୍କ ହାତ ପାପୁଲି ଛିଡ଼ି ଯାଇଥିବା ସୂଚନା। ଗୁରୁତର ଅବସ୍ଥାରେ ଡେଲାଙ୍ଗରୁ ଭୁବନେଶ୍ୱର ସ୍ଥାନାନ୍ତର ! #Pipili #BombExplosion #YouthInjured #OTV
#Pipili | Transgender stabbed to death near CIFA under Pipili police station limits; motive behind the murder remains unclear. Pipili police launches an investigation. #Odisha
#ହାଇଓ୍ୱା_ଧକ୍କାରେ_ମହିଳା_ମୃତ -ପିପିଲି: ଡେଲାଙ୍ଗ ସିଡ଼ି ପାଖ ପେଟ୍ରୋଲ୍ ପମ୍ପ ନିକଟରେ ଦୁର୍ଘଟଣା -ହାଇଓ୍ୱା ଧକ୍କାରେ ମହିଳା ମୃତ, ବାଇକ୍ ଚାଳକ ଆହତ #pipili #Accident #OTV
#ପିପିଲିରେ_ଅଜଣା_ଜନ୍ତୁ_ଆତଙ୍କ -ପିପିଲି: ମଙ୍ଗଳପୁର ଗାଁରେ ଅଜଣା ଜନ୍ତୁ ଆତଙ୍କ -ଖୋର୍ଦ୍ଧା ବନଖଣ୍ଡ ବାଲିପାଟଣା ବନାଞ୍ଚଳ ଟିମ୍ର ଅନୁଧ୍ୟାନ -ଅଜଣା ଜନ୍ତୁର ପାଦଚିହ୍ନ ଚିତ୍ର ସଂଗ୍ରହ କଲେ ଫରେଷ୍ଟର -ଅଜଣା ଜନ୍ତୁର ରଙ୍ଗ ହଳଦିଆ, ଦେହରେ କଳା ଗାର ଥିବା ସୂଚନା #pipili #OTV
Crossing Daya river on the way to #Pipili from #Bhubaneswar. The weather is good after spells of rain since yesterday.
Brass art, the pride and joy of Odisha artisans, find a home in the #Pipili Bell Metal. A zinc & brass alloy, these utensils are the primary vessel used across Odia homes. Pipili, the folk hub of Odisha specialises in this fine heritage craft. #MoPuri #MissionShakti
Focused Initiatives for Development of #Appliqué Artisans in #Pipili ! Government of Odisha is focusing for integrated development of Appliqué craft and empowerment of appliqué craft artisans of Pipili and other area of Puri District. Some of the key proposals of Government
#ବେପରୁଆ_ଡ୍ରାଇଭ୍: #୪_ଗୁରୁତର -ପିପିଲି ଦରଜୀସାହି ଛକରେ ୨/୩ ବାଇକ୍କୁ ଧକ୍କା ଦେଲା କାର୍ -ଡାହାଣ ପାର୍ଶ୍ବରେ ଧକ୍କା ଦେଇ ବାମପଟକୁ ଆସି ଦୋକାନ ଭିତରେ ପଶିଗଲା -ଡ୍ରାଇଭରର ବେପରୁଆ ଡ୍ରାଇଭ୍ ଯୋଗୁଁ ୪ ଜଣ ଗୁରୁତର #Pipili #Accident #RecklessDriving #OTV
#ବଳଙ୍ଗା_ପୀଡ଼ିତାଙ୍କୁ_ଭେଟିଲା_ବିଜେଡି ଦିଲ୍ଲୀ ଏମ୍ସରେ ବିଜେଡିର ପ୍ରତିନିଧି ଦଳ ଡାକ୍ତରଙ୍କଠୁ ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିଲେ ପୀଡ଼ିତାଙ୍କ ପରିବାରଙ୍କୁ ଭେଟି ସୁବିଧା ସୁଯୋଗ ବିଷୟରେ ପଚାରିଲେ @bjd_odisha #Pipili #Balanga #Delhi
#ଆତ୍ମାହୁତି_ଉଦ୍ୟମ_କରିଥିବା_ମହିଳାଙ୍କର_ମୃତ୍ୟୁ -ପିପିଲି: ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କର ଏମ୍ସରେ ମୃତ୍ୟୁ -୬ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ମୃତ୍ୟୁ -୧୩ ତାରିଖରେ ପିପିଲି ଜୟପୁର ଛକରେ ନିଆଁରେ ପୋଡ଼ି ହୋଇ ଗୁରୁତର ହେଇଥିଲେ #pipili #Death #OdishaPolice #OTV
#ଜିଅନ୍ତା_ଜଳିଗଲେ_ମହିଳା -ପିପିଲି ବଳଙ୍ଗାରେ ଜିଅନ୍ତା ଜଳିଗଲେ ମହିଳା -ବଳଙ୍ଗା ଥାନା କେତକୀପାଟଣା ପଞ୍ଚାୟତ ଦୁବପାଟଣା ଗାଁରେ ମୃତ -ପାରିବାରିକ କଳହରୁ ଏପରି ଚରମ ପଦକ୍ଷେପ ନେଇଥିବା ସୂଚନା -କିରୋସିନି ନିଆଁରେ ପୋଡ଼ି ହୋଇ ମହିଳାଙ୍କ ଜୀବନ ଗଲା -ପାରିପାର୍ଶ୍ୱିକ ସ୍ଥିତିରୁ ନିଜେ ପୋଡ଼ିହୋଇ ମରିଥିବା କହିଲେ ପିପିଲି SDPO\ #Pipili
#ପିପିଲି_ଟୋଲ୍_ଗେଟରେ_ପ୍ରବଳ_ଜାମ୍ ଲମ୍ବା ଲାଇନରେ ଗାଡି ଲାଗିଛି ପଛକୁ ପଛ ଜଗା ଦର୍ଶନ ସାରି ଫେରିବା ବେଳେ ଗାଡି ଗହଳି #Pipili #Odisha #NewYear2025 #NewYear #Puri
#ନୂଆ_ଜଗନ୍ନାଥ_ସଡ଼କ_ଅବରୋଧ -ପିପିଲି: ସୁକଳଠାରେ ନୂଆ ଜଗନ୍ନାଥ ସଡ଼କ ଅବରୋଧ -ମହିଳାଙ୍କ ମୃତ୍ୟୁର ତଦନ୍ତ ଦାବିରେ ରାସ୍ତାରୋକ -ଉଭୟ ପଟେ ଅଟକି ରହିଛି ଶହ ଶହ ଗାଡ଼ି #pipili #OTV
#ବୋମା_ବିସ୍ଫୋରଣରେ_ଯୁବକ_ଗୁରୁତର -ପିପିଲି: ବୋମା ଭିଡୁଥିବା ବେଳେ ବିସ୍ଫୋରଣ; ଯୁବକ ଗୁରୁତର -ଡେଲାଙ୍ଗ ଥାନା ଏକ ଜଙ୍ଗଲରେ ବୋମା ଭିଡ଼ୁଥିବା ବେଳେ ଅଘଟଣ -ବିସ୍ଫୋରଣରେ ଯୁବକଙ୍କ ହାତ ପାପୁଲି ଛିଡ଼ି ଯାଇଥିବା ସୂଚନା -ଗୁରୁତର ଅବସ୍ଥାରେ ଡେଲାଙ୍ଗରୁ ଭୁବନେଶ୍ୱର ସ୍ଥାନାନ୍ତର -ଯୁବକ ଜଣଙ୍କ ଡେଲାଙ୍ଗ କୁଆପଦା ଅଞ୍ଚଳର #Pipili
#କିନ୍ନରଙ୍କୁ_ହତ୍ୟା: #ମୁଖ୍ୟ_ଅଭିଯୁକ୍ତ_ଗିରଫ -ପିପିଲି ସିଫା ନିକଟରେ କିନ୍ନରଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ -୨୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଛବିନ କାଣ୍ଡିକୁ ଗିରଫ କଲା ପୋଲିସ -ରାମଚଣ୍ଡୀ ଅଂଚଳ ଗହୀର ମଝିରେ ଏକୁଟିଆ ରହୁଥିବା ବେଳେ କାବୁ -ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି ପୋଲିସ #Pipili
#ପିପିଲିର_ପୂର୍ବତନ_ବିଧାୟକଙ୍କ_ପରଲୋକ -ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ମୃତ୍ୟୁ -କର୍କଟ ରୋଗରେ ପୀଡ଼ିତ ଥିଲେ ଯୁଧିଷ୍ଠିର -ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ -୧୯୯୦ରେ କଂଗ୍ରେସ ଟିକେଟରେ ଜିତିଥିଲେ ଯୁଧିଷ୍ଠିର -ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କୁ ହରାଇ ଜିତିଥିଲେ #pipili (File Pic)
#ପିପିଲିରେ_ରାଜନୈତିକ_ହିଂସା_ଅଭିଯୋଗ -୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ଆହତ -ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରାଉ -ଆହତ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି #Pipili @OdishaCeo #Election
#ଜମି_ପାଇଁ_ଗାଁ_ଦାଣ୍ଡରେ_ଦାଦାକୁ_ହାଣି_ହତ୍ୟା -ପିପିଲି: ଗାଁ ଦାଣ୍ଡରେ ଦାଦାକୁ ଗୋଡ଼ାଇ ଗୋଡ଼ାଇ ନିର୍ମମ ହତ୍ୟା -ବଳଙ୍ଗା ତୋରିଆବନ୍ଧ ଗାଁରେ ଜମିବାଡ଼ି ବିବାଦରୁ ପୁତୁରାର ଆକ୍ରମଣ -ପୁରୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର -ଗାଁରେ ଉତ୍ତେଜନା, ଅଭିଯୁକ୍ତକୁ ଧରିବାକୁ ସ୍ପେଶାଲ୍ ଟିମ୍ ଗଠନ #Pipili #Murder #Odisha
ସାତସଙ୍ଖ ଗ୍ରାମ ପଞ୍ଚାୟତର ଆଗ ଧାଡିର କର୍ମୀମାନଙ୍କୁ ନେଇ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରାଯାଇଥିଲା। #BJDDigitalWing #rudramaharathi #pipili #Aruppatnaik #puri #NaveenOdisha
Something went wrong.
Something went wrong.
United States Trends
- 1. Good Thursday N/A
- 2. #earthquake N/A
- 3. Holy Thursday N/A
- 4. Maundy Thursday N/A
- 5. #xokitty N/A
- 6. Simon's Cat N/A
- 7. Happy Friday Eve N/A
- 8. Stone Age N/A
- 9. #bayarea N/A
- 10. #PutThatInYourPipe N/A
- 11. Jueves Santo N/A
- 12. Boulder Creek N/A
- 13. Macron N/A
- 14. #Wordle1748 N/A
- 15. Superform Foundation N/A
- 16. Santa Cruz N/A
- 17. Last Supper N/A
- 18. Conquest N/A
- 19. Good Friday N/A
- 20. Paula White N/A