#pipili arama sonuçları

#ଚୋରା_ବାଲି_ପାଇଁ_ମହାଭାରତ - ପିପିଲି: ବେଆଇନ ବାଲିଘାଟକୁ କେନ୍ଦ୍ରକରି ସଂଘର୍ଷ - ଉଗ୍ରେଶ୍ଵର ଦେଉଳି ବାଲିଘାଟକୁ କେନ୍ଦ୍ରକରି ଗଣ୍ଡଗୋଳ - ଉଭୟ ଗୋଷ୍ଠୀର ୫ ଜଣ ଗୁରୁତର - ଘଟଣାସ୍ଥଳରେ ଅନୁଧ୍ୟାନ କରୁଛି ବଳଙ୍ଗା ପୁଲିସ #Sambad #Pipili #Odisha

sambad_odisha's tweet image. #ଚୋରା_ବାଲି_ପାଇଁ_ମହାଭାରତ 
- ପିପିଲି: ବେଆଇନ ବାଲିଘାଟକୁ କେନ୍ଦ୍ରକରି ସଂଘର୍ଷ 
- ଉଗ୍ରେଶ୍ଵର ଦେଉଳି ବାଲିଘାଟକୁ କେନ୍ଦ୍ରକରି ଗଣ୍ଡଗୋଳ
- ଉଭୟ ଗୋଷ୍ଠୀର ୫ ଜଣ ଗୁରୁତର 
- ଘଟଣାସ୍ଥଳରେ ଅନୁଧ୍ୟାନ କରୁଛି ବଳଙ୍ଗା ପୁଲିସ
#Sambad #Pipili #Odisha

ଡେଲାଙ୍ଗ ଥାନା ଏକ ଜଙ୍ଗଲରେ ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ; ଯୁବକଙ୍କ ହାତ ପାପୁଲି ଛିଡ଼ି ଯାଇଥିବା ସୂଚନା। ଗୁରୁତର ଅବସ୍ଥାରେ ଡେଲାଙ୍ଗରୁ ଭୁବନେଶ୍ୱର ସ୍ଥାନାନ୍ତର ! #Pipili #BombExplosion #YouthInjured #OTV

`#ତଦନ୍ତ_ପରେ_ଦିଆଯିବ_ସମସ୍ତ_ତଥ୍ୟ ' ବଳଙ୍ଗା ନାବାଳିକା ଗଣଦୁଷ୍କର୍ମ ଓ ଗର୍ଭବତୀ ମାମଲା ଘଟଣାକୁ ଗୁରୁତର ସହ ନେଇଛି ପୋଲିସ - ପୁରୀ ଏସ୍‌ପି ୨ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ତଦନ୍ତ ପରେ ଗଣମାଧ୍ୟମକୁ ଦିଆଯିବ ସବୁ ତଥ୍ୟ - ପୁରୀ ଏସ୍‌ପି #Puri #Pipili #ArgusNews

#ମନ୍ଦିରରେ_ନିଆଁ_ଲଗାଇଦେଲେ -ପିପିଲି: ତେନ୍ତୁଳିଆ ଗାଁ ଓ ବଗୁଲାପାରି ଗାଁ ମଧ୍ୟରେ ବିବାଦ ଘଟଣା -ତେନ୍ତୁଳିଆ ଗାଁ ମନ୍ଦିରରେ ନିଆଁ ଲଗାଇଦେଲେ ଅନ୍ୟ ଏକ ଗୋଷ୍ଠୀ -କାଲି ୨ ଗାଁ ଗୋଷ୍ଠୀ ସଂଘର୍ଷରେ ୨୦ ଆହତ ହୋଇଥିଲେ -ଉଭୟ ଗାଁରେ ଉତ୍ତେଜନା ଜାରି, ପୋଲିସ ଫୋର୍ସ ମୁତୟନ #Pipili #CommunalClash #Temple #Fire #Odisha #OTV

otvkhabar's tweet image. #ମନ୍ଦିରରେ_ନିଆଁ_ଲଗାଇଦେଲେ
-ପିପିଲି: ତେନ୍ତୁଳିଆ ଗାଁ ଓ ବଗୁଲାପାରି ଗାଁ ମଧ୍ୟରେ ବିବାଦ ଘଟଣା
-ତେନ୍ତୁଳିଆ ଗାଁ ମନ୍ଦିରରେ ନିଆଁ ଲଗାଇଦେଲେ ଅନ୍ୟ ଏକ ଗୋଷ୍ଠୀ
-କାଲି ୨ ଗାଁ ଗୋଷ୍ଠୀ ସଂଘର୍ଷରେ ୨୦ ଆହତ ହୋଇଥିଲେ
-ଉଭୟ ଗାଁରେ ଉତ୍ତେଜନା ଜାରି, ପୋଲିସ ଫୋର୍ସ ମୁତୟନ
#Pipili #CommunalClash #Temple #Fire #Odisha #OTV

ପିପିଲିରେ ହେବ ଏକ୍ସପୋର୍ଟ ଓରିଏଣ୍ଟେଡ଼୍ 'ଚାନ୍ଦୁଆ ବଜାର'। #chandua #market #pipili #Odisha #PrithvirajHarichandan

#ଡେଲାଙ୍ଗରେ_ବାର୍ଡ_ଫ୍ଲୁ! ପିପିଲି: ଡେଲାଙ୍ଗରେ ବାର୍ଡଫ୍ଲୁ ଆତଙ୍କ, ପହଞ୍ଚିଲା ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଏଯାଏଁ ଡେଲାଙ୍ଗରେ ପ୍ରାୟ 3 ହଜାର କୁକୁଡ଼ା ମରିଥିବା ଅଭିଯୋଗ ବିଭିନ୍ନ କୁକୁଡ଼ା ଫାର୍ମରୁ ମଳ, ଲାଳ ନମୁନା ନେଲେ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ପ୍ରଶାସନ ତରଫରୁ ଗଠନ ହେଲା 3 ଜଣିଆ ରାପିଡ୍ ରେସ୍‌ପନ୍ସ ଟିମ୍‌ #Puri #Pipili

ArgusNews_in's tweet image. #ଡେଲାଙ୍ଗରେ_ବାର୍ଡ_ଫ୍ଲୁ!
ପିପିଲି: ଡେଲାଙ୍ଗରେ ବାର୍ଡଫ୍ଲୁ ଆତଙ୍କ, ପହଞ୍ଚିଲା ସ୍ବତନ୍ତ୍ର ଡାକ୍ତରୀ ଟିମ୍
ଏଯାଏଁ ଡେଲାଙ୍ଗରେ ପ୍ରାୟ 3 ହଜାର କୁକୁଡ଼ା ମରିଥିବା ଅଭିଯୋଗ
ବିଭିନ୍ନ କୁକୁଡ଼ା ଫାର୍ମରୁ ମଳ, ଲାଳ ନମୁନା ନେଲେ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌
ପ୍ରଶାସନ ତରଫରୁ ଗଠନ ହେଲା 3 ଜଣିଆ ରାପିଡ୍ ରେସ୍‌ପନ୍ସ ଟିମ୍‌ 
#Puri #Pipili

#ସକାଳୁ_ସକାଳୁ_ବଡ଼_ଦୁର୍ଘଟଣା ପିପିଲିରେ ଦୁର୍ଘଟଣା ନେଲା ୨ ଜୀବନ । ପିପିଲି ଦାଣ୍ଡମୁକୁନ୍ଦପୁର ନିକଟରେ ବାଇକକୁ ଧକ୍କା ଦେଲା ହାଇୱା । ଜାତୀୟ ରାଜପଥର ଚାଲିଗଲା ଦୁଇ ଜଣଙ୍କ ଜୀବନ । ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି । #Sambad #Pipili #Odisha #Breaking #AccidentNews

#ବେଆଇନ୍_ବାରୁଦ_ଜବତ -କଣାସରୁ ଲକ୍ଷାଧିକ ଟଙ୍କାର ବେଆଇନ୍‌ ବାରୁଦ ଜବତ -ଗଡ଼ିସାଗୋଦା ଥାନା କଳାମାଟି ନିକଟ ବିଲରୁ ଜବତ -ଦୁର୍ବୃତ୍ତ ବାଣ ଭିଡ଼ୁଥିବା ବେଳେ ଜବତ କଲା ପୋଲିସ -୧ କ୍ବିଣ୍ଟାଲ ବାରୁଦ, ୫୦ଟି ବୋମା ଜବତ #Kanasa #Pipili #Odisha

ସାମ୍ବାଦିକା ଶିଲାଙ୍କ ସହ ଆଉ ଜଣେ ମହିଳାଙ୍କ ମୃତ୍ୟୁ, ରାସ୍ତାରେ ବାଲି ପଡିଥିବାରୁ ଦୁର୍ଘଟଣା #RoadAccident #BusAccident #Pipili #Puri #Odisha #WomenDeath #breakingnews

#ଜିଅନ୍ତା_ଜଳିଗଲେ_ମହିଳା -ପିପିଲି ବଳଙ୍ଗାରେ ଜିଅନ୍ତା ଜଳିଗଲେ ମହିଳା -ବଳଙ୍ଗା ଥାନା କେତକୀପାଟଣା ପଞ୍ଚାୟତ ଦୁବପାଟଣା ଗାଁରେ ମୃତ -ପାରିବାରିକ କଳହରୁ ଏପରି ଚରମ ପଦକ୍ଷେପ ନେଇଥିବା ସୂଚନା -କିରୋସିନି ନିଆଁରେ ପୋଡ଼ି ହୋଇ ମହିଳାଙ୍କ ଜୀବନ ଗଲା -ପାରିପାର୍ଶ୍ୱିକ ସ୍ଥିତିରୁ ନିଜେ ପୋଡ଼ିହୋଇ ମରିଥିବା କହିଲେ ପିପିଲି SDPO\ #Pipili

otvkhabar's tweet image. #ଜିଅନ୍ତା_ଜଳିଗଲେ_ମହିଳା
-ପିପିଲି ବଳଙ୍ଗାରେ ଜିଅନ୍ତା ଜଳିଗଲେ ମହିଳା
-ବଳଙ୍ଗା ଥାନା କେତକୀପାଟଣା ପଞ୍ଚାୟତ ଦୁବପାଟଣା ଗାଁରେ ମୃତ
-ପାରିବାରିକ କଳହରୁ ଏପରି ଚରମ ପଦକ୍ଷେପ ନେଇଥିବା ସୂଚନା
-କିରୋସିନି ନିଆଁରେ ପୋଡ଼ି ହୋଇ ମହିଳାଙ୍କ ଜୀବନ ଗଲା
-ପାରିପାର୍ଶ୍ୱିକ ସ୍ଥିତିରୁ ନିଜେ ପୋଡ଼ିହୋଇ ମରିଥିବା କହିଲେ ପିପିଲି SDPO\
#Pipili

#କିନ୍ନର_ହତ୍ୟା: ମାଷ୍ଟରମାଇଣ୍ଡ ଗିରଫ ପିପିଲି ସିଫା ନିକଟ କିନ୍ନର ଅଞ୍ଜଳୀ ହତ୍ୟା ମାମଲା ୨୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଛବିନ କାଣ୍ଡିକୁ ଧରିଲା ପୋଲିସ ରାମଚଣ୍ଡୀ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ଛବିନକୁ ଧରିଲା ପୋଲିସ ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ #Puri #Pipili #TransgenderMurder

#ମହିଳାଙ୍କୁ_ହାଣି_ଲୁଟି_ନେଲେ_୩_ଲକ୍ଷ -ପିପିଲି: କଣାସ ଗୋଲରା ଗାଁରେ ୩ ମୁଖା ପିନ୍ଧା ଲୁଟେରାଙ୍କ ଆତଙ୍କରାଜ -ଘରେ ପଶି ମହିଳାଙ୍କୁ ହାଣି ଲୁଟି ନେଲେ ୩ ଲକ୍ଷ ଟଙ୍କା ଓ ସୁନା ଗହଣା -ଘଟଣାସ୍ଥଳରେ ଗଡ଼ିଶାଗଦା ଥାନା ପୋଲିସର ତଦନ୍ତ #Pipili #Kanas #Loot #Odisha #OTV

otvkhabar's tweet image. #ମହିଳାଙ୍କୁ_ହାଣି_ଲୁଟି_ନେଲେ_୩_ଲକ୍ଷ
-ପିପିଲି: କଣାସ ଗୋଲରା ଗାଁରେ ୩ ମୁଖା ପିନ୍ଧା ଲୁଟେରାଙ୍କ ଆତଙ୍କରାଜ
-ଘରେ ପଶି ମହିଳାଙ୍କୁ ହାଣି ଲୁଟି ନେଲେ ୩ ଲକ୍ଷ ଟଙ୍କା ଓ ସୁନା ଗହଣା
-ଘଟଣାସ୍ଥଳରେ ଗଡ଼ିଶାଗଦା ଥାନା ପୋଲିସର ତଦନ୍ତ
#Pipili #Kanas #Loot #Odisha #OTV

#ହାଣିଲେ_ଗାଡ଼ି_ଚଢ଼ାଇଦେଲେ -ପିପିଲି: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପନିକିରେ ହାଣିଲେ ୫ ଦୁର୍ବୃତ୍ତ -ପନିକିରେ ହାଣିବା ସହ ଯୁବକଙ୍କ ଉପରକୁ ବାଇକ୍ ଚଢ଼ାଇଦେଲେ -କଣାସ ଗୋଲା ବଜାରରେ ୫ ଦୁର୍ବୃତ୍ତଙ୍କ ଆତଙ୍କରାଜ -ଆକ୍ରମଣର କାରଣ ଅସ୍ପଷ୍ଟ, ଗୁରୁତର ଯୁବକ ଏମ୍‌ସ ସ୍ଥାନାନ୍ତର #Pipili #Attack #heckle #Odisha #OTV

otvkhabar's tweet image. #ହାଣିଲେ_ଗାଡ଼ି_ଚଢ଼ାଇଦେଲେ
-ପିପିଲି: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପନିକିରେ ହାଣିଲେ ୫ ଦୁର୍ବୃତ୍ତ
-ପନିକିରେ ହାଣିବା ସହ ଯୁବକଙ୍କ ଉପରକୁ ବାଇକ୍ ଚଢ଼ାଇଦେଲେ
-କଣାସ ଗୋଲା ବଜାରରେ ୫ ଦୁର୍ବୃତ୍ତଙ୍କ ଆତଙ୍କରାଜ
-ଆକ୍ରମଣର କାରଣ ଅସ୍ପଷ୍ଟ, ଗୁରୁତର ଯୁବକ ଏମ୍‌ସ ସ୍ଥାନାନ୍ତର
#Pipili #Attack #heckle #Odisha #OTV

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ । ପ୍ରତିବାଦରେ ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ଠାରେ ଉତ୍ୟକ୍ତ ଲୋକ କରିଥିଲେ ରାସ୍ତାରୋକ #pipili #Odisha

#Puri I Thieves steal valuables from a 100‑year‑old temple in #Pipili. Donation boxes and trunks at Radhamohan Deb Temple in Nuashasan Panchayat, Patanasahi were broken open. Silver crown, gold bangles, brass throne, and silver utensils looted. Pipili Police investigation

ArgusNews_in's tweet image. #Puri I Thieves steal valuables from a 100‑year‑old temple in #Pipili. Donation boxes and trunks at Radhamohan Deb Temple in Nuashasan Panchayat, Patanasahi were broken open. Silver crown, gold bangles, brass throne, and silver utensils looted. Pipili Police investigation

#ଦୁର୍ଘଟଣା_ନେଲା_୨_ଜୀବନ - ଜାତୀୟ ରାଜପଥର ଚାଲିଗଲା ଦୁଇ ଜଣଙ୍କ ଜୀବନ - ପିପିଲି ଦାଣ୍ଡମୁକୁନ୍ଦପୁର ନିକଟରେ ବାଇକକୁ ଧକ୍କା ଦେଲା ହାଇୱା #Sambad #Pipili #Odisha #Breaking

sambad_odisha's tweet image. #ଦୁର୍ଘଟଣା_ନେଲା_୨_ଜୀବନ
- ଜାତୀୟ ରାଜପଥର ଚାଲିଗଲା ଦୁଇ ଜଣଙ୍କ ଜୀବନ 
- ପିପିଲି ଦାଣ୍ଡମୁକୁନ୍ଦପୁର ନିକଟରେ ବାଇକକୁ ଧକ୍କା ଦେଲା ହାଇୱା
#Sambad #Pipili #Odisha #Breaking

#ଅଭିଯୁକ୍ତକୁ_ଏନକାଉଣ୍ଟର - କିନ୍ନର ମର୍ଡର କେସ୍ : ଅଭିଯୁକ୍ତ ଏନକାଉଣ୍ଟର - କ୍ରିଷ୍ଣାକୁ ପିପିଲି ପୁଲିସର ଏନକାଉଣ୍ଟର - ଏସସିବିରେ ଭର୍ତ୍ତି ହେଲା ଅଭିଯୁକ୍ତ #pipili #enconter #kinnermurdercase #odisha #crime #prameyaodia #prameyadigital

PrameyaDigital's tweet image. #ଅଭିଯୁକ୍ତକୁ_ଏନକାଉଣ୍ଟର
- କିନ୍ନର ମର୍ଡର କେସ୍ : ଅଭିଯୁକ୍ତ  ଏନକାଉଣ୍ଟର
- କ୍ରିଷ୍ଣାକୁ ପିପିଲି ପୁଲିସର ଏନକାଉଣ୍ଟର
- ଏସସିବିରେ ଭର୍ତ୍ତି ହେଲା ଅଭିଯୁକ୍ତ 
#pipili #enconter #kinnermurdercase #odisha #crime #prameyaodia #prameyadigital

I asked #CHATGPT to create Ghibli styled PEPE which can be termed as #PIPILI and this is what chatgpt came up with 😍

AshKhr_Crypto's tweet image. I asked #CHATGPT to create Ghibli styled PEPE which can be termed as #PIPILI 

and this is what chatgpt came up with 😍

#ହାଣିଲେ_ଗାଡ଼ି_ଚଢ଼ାଇଦେଲେ -ପିପିଲି: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପନିକିରେ ହାଣିଲେ ୫ ଦୁର୍ବୃତ୍ତ -ପନିକିରେ ହାଣିବା ସହ ଯୁବକଙ୍କ ଉପରକୁ ବାଇକ୍ ଚଢ଼ାଇଦେଲେ -କଣାସ ଗୋଲା ବଜାରରେ ୫ ଦୁର୍ବୃତ୍ତଙ୍କ ଆତଙ୍କରାଜ -ଆକ୍ରମଣର କାରଣ ଅସ୍ପଷ୍ଟ, ଗୁରୁତର ଯୁବକ ଏମ୍‌ସ ସ୍ଥାନାନ୍ତର #Pipili #Attack #heckle #Odisha #OTV

otvkhabar's tweet image. #ହାଣିଲେ_ଗାଡ଼ି_ଚଢ଼ାଇଦେଲେ
-ପିପିଲି: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପନିକିରେ ହାଣିଲେ ୫ ଦୁର୍ବୃତ୍ତ
-ପନିକିରେ ହାଣିବା ସହ ଯୁବକଙ୍କ ଉପରକୁ ବାଇକ୍ ଚଢ଼ାଇଦେଲେ
-କଣାସ ଗୋଲା ବଜାରରେ ୫ ଦୁର୍ବୃତ୍ତଙ୍କ ଆତଙ୍କରାଜ
-ଆକ୍ରମଣର କାରଣ ଅସ୍ପଷ୍ଟ, ଗୁରୁତର ଯୁବକ ଏମ୍‌ସ ସ୍ଥାନାନ୍ତର
#Pipili #Attack #heckle #Odisha #OTV

#ଡ୍ରାମା_ମଞ୍ଚରେ_ବୁଲିଲା_ଠେଙ୍ଗା ଡ୍ରାମା ମଞ୍ଚରେ ବୁଲିଲା ଠେଙ୍ଗା । ଡେ଼ଲାଙ୍ଗ ଥାନା ରେଙ୍ଗଳ ଗ୍ରାମରେ ଗଣ୍ଡଗୋଳ । ଗ୍ରାମରେ ଡ୍ରାମା ହେଉଥିବା ବେଳେ କୌଣସି କାରଣରୁ ସୃଷ୍ଟି ହୋଇଥିଲା ବିବାଦ । ପରେ ହାତରେ କିଏ ଠେଙ୍ଗା ଧରି ଆକ୍ରମଣ କରିବାର ଭୟ ଦେଖାଇଥିଲା ତ ଆଉ କିଏ ଚେୟାର ଫିଙ୍ଗି ଆକ୍ରମଣ କରିଥିଲା । #Pipili #Odisha

-୨ ସାହି ବିବାଦର ହିଂସାତ୍ମକ ପରିଣତି, ବ୍ୟାପକ ଭଙ୍ଗାରୁଜା -ଡେଲାଙ୍ଗ ଥାନାରେ ମାମଲା ରୁଜୁ ପରେ ତଦନ୍ତ #Pipili #Violence #StageClash #DramaAttack #odishanewsepaper

#ରଙ୍ଗମଞ୍ଚରେ_ବୁଲିଲା_ଠେଙ୍ଗା ପିପିଲି: ଯାତ୍ରା ମଞ୍ଚରେ ଠେଙ୍ଗା ବୁଲିବା ସହ ପଥର ମାଡ଼ -ଘଟଣାସ୍ଥଳରେ ଦଳାଚକଟାରେ ଜଣେ ଗୁରୁତର, ଏକାଧିକ ଆହତ -ଗୁରୁତର ଆହତ ଭୁବନେଶ୍ୱର ସ୍ଥାନାନ୍ତର -ପୁରୀ ଡେଲାଙ୍ଗ ଥାନା ରେଙ୍ଗାଳ ଗାଁର ଘଟଣା #Pipili #Violence #StageClash #DramaAttack #odishanewsepaper

Odishaepaper's tweet image. #ରଙ୍ଗମଞ୍ଚରେ_ବୁଲିଲା_ଠେଙ୍ଗା
ପିପିଲି: ଯାତ୍ରା ମଞ୍ଚରେ ଠେଙ୍ଗା ବୁଲିବା ସହ ପଥର ମାଡ଼
-ଘଟଣାସ୍ଥଳରେ ଦଳାଚକଟାରେ ଜଣେ ଗୁରୁତର, ଏକାଧିକ ଆହତ
-ଗୁରୁତର ଆହତ ଭୁବନେଶ୍ୱର ସ୍ଥାନାନ୍ତର
-ପୁରୀ ଡେଲାଙ୍ଗ ଥାନା ରେଙ୍ଗାଳ ଗାଁର ଘଟଣା

#Pipili #Violence #StageClash #DramaAttack #odishanewsepaper

#ଜରିପାଲରେ_ଜୀବନ_କେତେ_ଦିନ ? ୭ ବର୍ଷ ହେଲାଣି ବଞ୍ଚିବାକୁ ସଂଘର୍ଷ । ଶୁଣୁନାହାନ୍ତି ବାବୁ, ଭୋଟ୍‌ ପରେ ଭୁଲିଯାଆନ୍ତି ନେତା । ଅନ୍ଧ ହୋଇଯାଇଛି ବ୍ୟବସ୍ଥା । ଆବାସ ପାଲଟିଛି ସାତ ସପନ । ଛିଣ୍ଡା ଜରିପାଲ ତଳେ କଣାସ ଗଙ୍ଗାଧରପୁର ଗାଁର ୩ ପରିବାର #Pipili #Odisha #KanakNews

#ବିଦେଶୀ_କାଜୁରେ_ସ୍ବଦେଶୀ_ସ୍ବାଦ ବିଦେଶରୁ ଆସୁଛି କଞ୍ଚାମାଲ୍ । ଓଡ଼ିଶା ଶ୍ରମଜୀବୀଙ୍କ ହାତ ବାଜି ବଢ଼ୁଛି କାଜୁର ସ୍ବାଦ । ଗଂଜାମ ଚିକିଟି ଅଞ୍ଚଳରେ ଖୋଲିଛି ପ୍ରକ୍ରିୟାକରଣ ୟୁନିଟ୍ । ସ୍ଥାନୀୟ ମହିଳାଙ୍କୁ ରୋଜଗାର ଦେଇ ଚର୍ଚ୍ଚାରେ ସରୋଜ କୁମାର ପଟ୍ଟନାୟକ #Pipili #Odisha #KanakNews

#କାଣ୍ଡବିନ୍ଧା_ଏବେ_ମୁଣ୍ଡବିନ୍ଧା ସୁନାର ଫସଲ ଏବେ ଅଗାଡ଼ିମୟ । କାଣ୍ଡବିନ୍ଧା ରୋଗର ପ୍ରକୋପରେ ନଷ୍ଟ ହୋଇଗଲା ଚାଷୀର ପରିଶ୍ରମ । ମୁଣ୍ଡରେ ହାତ ଦେଇ ବସିଛି କଣାସ ଚାଷୀ । କ୍ଷତିପୂରଣ ପାଇଁ ଦାବି । #Pipili #Odisha #KanakNews

#ପଶାଖେଳକୁ_ନେଇ_ବୋମାମାଡ଼ -ପିପିଲି: ପଶାଖେଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ -ବଳଙ୍ଗା ମାଳସାହି ମେଳଣରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା -ବୋମାମାଡରେ କିଛି କ୍ଷୟକ୍ଷତି ହୋଇନି; ବଳଙ୍ଗା ପୋଲିସର ଛାନଭିନ୍‌ #Pipili #Balanga #BombAttack #GroupClash #MalasahiMela #OTV

otvkhabar's tweet image. #ପଶାଖେଳକୁ_ନେଇ_ବୋମାମାଡ଼
-ପିପିଲି: ପଶାଖେଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼
-ବଳଙ୍ଗା ମାଳସାହି ମେଳଣରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା
-ବୋମାମାଡରେ କିଛି କ୍ଷୟକ୍ଷତି ହୋଇନି; ବଳଙ୍ଗା ପୋଲିସର ଛାନଭିନ୍‌
#Pipili #Balanga #BombAttack #GroupClash
#MalasahiMela #OTV

#ଗଛ_ତଳେ_ଆଇନସେବା ବୁଢ଼ା ବରଗଛ ତଳେ ଆଇନସେବା । ବାରମ୍ବାର ଜଣାଇବା ସତ୍ତ୍ୱେ ଶୁଣୁନାହାନ୍ତି ସରକାରୀ ବାବୁ ଓ ଜନପ୍ରତିନିଧି । ୨୬ ବର୍ଷ ହେଲାଣି ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଦୟନୀୟ ଅବସ୍ଥାରେ କାମ କରୁଛନ୍ତି ଆଇନଜୀବୀ । ତହସିଲଦାର କହୁଛନ୍ତି, ଅଭିଯୋଗ କଲେ ସହଯୋଗ କରିବି #Pipili #Odisha #KanakNews

-ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ମନ୍ଦିର ସେବାୟତଙ୍କୁ ଅଜଣା ନମ୍ବରରୁ ଧମକପୂର୍ଣ୍ଣ SMS -୫୦ ଲକ୍ଷ ଟଙ୍କା ଫୋନ୍‌ ପେ'ରେ ନ ପଠାଇଲେ ବୋମାରେ ଉଡ଼ାଇ ଦେବାକୁ ଧମକ #BombThreat #SakshigopalTemple #Pipili #Odisha #Dharitri 📲 Follow Dharitri – Odisha’s No.1 Odia Daily 📰✨

DharitriLive1's tweet image. -ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ମନ୍ଦିର ସେବାୟତଙ୍କୁ ଅଜଣା ନମ୍ବରରୁ ଧମକପୂର୍ଣ୍ଣ SMS
-୫୦ ଲକ୍ଷ ଟଙ୍କା ଫୋନ୍‌ ପେ'ରେ ନ ପଠାଇଲେ ବୋମାରେ ଉଡ଼ାଇ ଦେବାକୁ ଧମକ

#BombThreat #SakshigopalTemple #Pipili #Odisha #Dharitri

📲 Follow Dharitri – Odisha’s No.1 Odia Daily 📰✨

#ମନ୍ଦିରକୁ_ବୋମା_ଧମକ ପିପିଲି: ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ ସାକ୍ଷୀଗୋପାଳ ଓ ବରାଳ ବାଲୁଙ୍କେଶ୍ବର ମନ୍ଦିରକୁ ଧମକ ଅନଲାଇନ୍‌ରେ ୫୦ ଲକ୍ଷ ଟଙ୍କା ପଠାଇବାକୁ ମେସେଜ ଅଜଣା ନମ୍ବରରୁ ସେବାୟତଙ୍କୁ ଆସିଲା ଧମକପୂର୍ଣ୍ଣ ମେସେଜ୍‌ #Pipili #BombThreat #Sakhigopaltemple #Baralabalunkeswar #Odisha #BreakingNews

News18Odia's tweet image. #ମନ୍ଦିରକୁ_ବୋମା_ଧମକ
ପିପିଲି: ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ
ସାକ୍ଷୀଗୋପାଳ ଓ ବରାଳ ବାଲୁଙ୍କେଶ୍ବର ମନ୍ଦିରକୁ ଧମକ
ଅନଲାଇନ୍‌ରେ ୫୦ ଲକ୍ଷ ଟଙ୍କା ପଠାଇବାକୁ ମେସେଜ
ଅଜଣା ନମ୍ବରରୁ ସେବାୟତଙ୍କୁ ଆସିଲା ଧମକପୂର୍ଣ୍ଣ ମେସେଜ୍‌

#Pipili #BombThreat #Sakhigopaltemple #Baralabalunkeswar #Odisha #BreakingNews

#ମନ୍ଦିରକୁ_ବୋମା_ଧମକ -ପିପିଲି: ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ବୋମା ଧମକ -ମନ୍ଦିର ସେବାୟତଙ୍କୁ ଅଜଣା ନମ୍ବରରୁ ଧମକପୂର୍ଣ୍ଣ SMS -୫୦ ଲକ୍ଷ ଟଙ୍କା ଫୋନ୍‌ ପେ'ରେ ନ ପଠାଇଲେ ବୋମାରେ ଉଡ଼ାଇ ଦେବାକୁ ଧମକ #Pipili #BombThreat #SakshigopalTemple #BombHoax #BalunkeshwarTemple #PhonePeThreat #OTV

otvkhabar's tweet image. #ମନ୍ଦିରକୁ_ବୋମା_ଧମକ
-ପିପିଲି: ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ବୋମା ଧମକ
-ମନ୍ଦିର ସେବାୟତଙ୍କୁ ଅଜଣା ନମ୍ବରରୁ ଧମକପୂର୍ଣ୍ଣ SMS
-୫୦ ଲକ୍ଷ ଟଙ୍କା ଫୋନ୍‌ ପେ'ରେ ନ ପଠାଇଲେ ବୋମାରେ ଉଡ଼ାଇ ଦେବାକୁ ଧମକ
#Pipili #BombThreat #SakshigopalTemple #BombHoax  #BalunkeshwarTemple #PhonePeThreat #OTV

#ସାକ୍ଷୀଗୋପାଳରେ_ବୋମା_ମାଡ଼ -ପିପିଲି: ସାକ୍ଷୀଗୋପାଳ କଲେଜ ଛକ ନିକଟରେ ବୋମା ମାଡ଼ -୨ରୁ ଅଧିକ ବୋମା ମାଡ଼ ହୋଇଥିବା ସୂଚନା -ବୋମା ମାଡ଼ରେ ଭାଙ୍ଗିଲା କାର୍‌ କାଚ, ଘଟଣାସ୍ଥଳରେ ଉତ୍ତେଜନା #Pipili #SakshiGopal #Bombing #Odisha #OTV

otvkhabar's tweet image. #ସାକ୍ଷୀଗୋପାଳରେ_ବୋମା_ମାଡ଼
-ପିପିଲି: ସାକ୍ଷୀଗୋପାଳ କଲେଜ ଛକ ନିକଟରେ ବୋମା ମାଡ଼
-୨ରୁ ଅଧିକ ବୋମା ମାଡ଼ ହୋଇଥିବା ସୂଚନା
-ବୋମା ମାଡ଼ରେ ଭାଙ୍ଗିଲା କାର୍‌ କାଚ, ଘଟଣାସ୍ଥଳରେ ଉତ୍ତେଜନା
#Pipili #SakshiGopal #Bombing #Odisha #OTV

ପିପିଲିରେ ହେବ ଏକ୍ସପୋର୍ଟ ଓରିଏଣ୍ଟେଡ଼୍ 'ଚାନ୍ଦୁଆ ବଜାର'। #chandua #market #pipili #Odisha #PrithvirajHarichandan

#ଦୁଇ_ଗାଡ଼ି_ଜାଳିଦେଲେ_ଦୁର୍ବୃତ୍ତ ପିପିଲି: ରାସ୍ତା ମଝିରେ ୨ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ -ଭୁବନେଶ୍ୱର ଜାତୀୟ ରାଜପଥ ତେଇଶପୁର ଛକ ନିକଟ ଘଟଣା -ଘଟଣାସ୍ଥଳରେ ପିପିଲି ପୋଲିସର ତଦନ୍ତ #Pipili #Odisha #BreakingNews #odishanewsepaper

Odishaepaper's tweet image. #ଦୁଇ_ଗାଡ଼ି_ଜାଳିଦେଲେ_ଦୁର୍ବୃତ୍ତ
ପିପିଲି: ରାସ୍ତା ମଝିରେ ୨ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ
-ଭୁବନେଶ୍ୱର ଜାତୀୟ ରାଜପଥ ତେଇଶପୁର ଛକ ନିକଟ ଘଟଣା
-ଘଟଣାସ୍ଥଳରେ ପିପିଲି ପୋଲିସର ତଦନ୍ତ

#Pipili #Odisha #BreakingNews #odishanewsepaper

#ରାସ୍ତାମଝିରେ_ଗାଡ଼ି_ଜାଳିଦେଲେ_ଦୁବୃତ୍ତ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ଅଘଟଣ ରାସ୍ତା ମଝିରେ ୨ଟି ଗାଡ଼ି ଜାଳିଦେଲେ ଦୁବୃତ୍ତ ଗୋ-ଚାଲାଣ ସମୟରେ ଏଭଳି କାଣ୍ଡ ଘଟିଥିବା ଅନୁମାନ ଘଟଣା ସ୍ଥଳରେ ପିପିଲି ପୋଲିସର ତଦନ୍ତ ଜାରି #Puri #Pipili #Odisha #BreakingNews

News18Odia's tweet image. #ରାସ୍ତାମଝିରେ_ଗାଡ଼ି_ଜାଳିଦେଲେ_ଦୁବୃତ୍ତ
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ଅଘଟଣ
ରାସ୍ତା ମଝିରେ ୨ଟି ଗାଡ଼ି ଜାଳିଦେଲେ ଦୁବୃତ୍ତ
ଗୋ-ଚାଲାଣ ସମୟରେ ଏଭଳି କାଣ୍ଡ ଘଟିଥିବା ଅନୁମାନ
ଘଟଣା ସ୍ଥଳରେ ପିପିଲି ପୋଲିସର ତଦନ୍ତ ଜାରି

#Puri #Pipili #Odisha #BreakingNews

ପିପିଲିରେ 'ଲୋକକଳା ପାଇଁ ଦିନ ଟିଏ' କାର୍ଯ୍ୟକ୍ରମ, ପଦଯାତ୍ରାରେ ସାମିଲ ହେଲେ ପିପିଲି ବିଧାୟକ | PrameyaNews7 #pipili #lokakala #prameyanews7 #ashritpatnaik

- ପିପିଲିରେ ହେବ ଚାନ୍ଦୁଆ ହବ୍ :ପୃଥୀରାଜ ହରିଚନ୍ଦନ - ଲାଭବାନ ହେବେ ଶହଶହ ଚାନ୍ଦୁଆ ବ୍ୟବସାୟୀ - ନିର୍ମାଣ ହେବ ଚାନ୍ଦୁଆ ବଜାର - ଗୋଟିଏ ସ୍ଥାନରେ ହେବ ଚାନ୍ଦୁଆ ତିଆରି ଓ ବିକ୍ରି #pruthirajharichandan #chandua #pipili #prameyadigital

PrameyaDigital's tweet image. - ପିପିଲିରେ ହେବ ଚାନ୍ଦୁଆ ହବ୍ :ପୃଥୀରାଜ ହରିଚନ୍ଦନ
- ଲାଭବାନ ହେବେ ଶହଶହ ଚାନ୍ଦୁଆ ବ୍ୟବସାୟୀ
- ନିର୍ମାଣ ହେବ ଚାନ୍ଦୁଆ ବଜାର
- ଗୋଟିଏ ସ୍ଥାନରେ ହେବ ଚାନ୍ଦୁଆ ତିଆରି ଓ ବିକ୍ରି
#pruthirajharichandan #chandua #pipili #prameyadigital

#ରାସ୍ତା_ପାଲଟିଛି_ମରଣଯନ୍ତା ଯାତାୟତ ପାଇଁ କଲବଲ ହେଉଛନ୍ତି ଲୋକେ।ପିପିଲି ଆନନ୍ଦ ବଜାର ଛକ ଠାରୁ ପମସରା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ମେଟାଲ ବାହାରିଯିବା ସହିତ ଅନେକ ଖାଲଖମାରେ ଭର୍ତ୍ତି ହୋଇଛି ରାସ୍ତା। #nandighoshatv #pipili #roadproblem

#ହାଣିଲେ_ଗାଡ଼ି_ଚଢ଼ାଇଦେଲେ -ପିପିଲି: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପନିକିରେ ହାଣିଲେ ୫ ଦୁର୍ବୃତ୍ତ -ପନିକିରେ ହାଣିବା ସହ ଯୁବକଙ୍କ ଉପରକୁ ବାଇକ୍ ଚଢ଼ାଇଦେଲେ -କଣାସ ଗୋଲା ବଜାରରେ ୫ ଦୁର୍ବୃତ୍ତଙ୍କ ଆତଙ୍କରାଜ -ଆକ୍ରମଣର କାରଣ ଅସ୍ପଷ୍ଟ, ଗୁରୁତର ଯୁବକ ଏମ୍‌ସ ସ୍ଥାନାନ୍ତର #Pipili #Attack #heckle #Odisha #OTV

otvkhabar's tweet image. #ହାଣିଲେ_ଗାଡ଼ି_ଚଢ଼ାଇଦେଲେ
-ପିପିଲି: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପନିକିରେ ହାଣିଲେ ୫ ଦୁର୍ବୃତ୍ତ
-ପନିକିରେ ହାଣିବା ସହ ଯୁବକଙ୍କ ଉପରକୁ ବାଇକ୍ ଚଢ଼ାଇଦେଲେ
-କଣାସ ଗୋଲା ବଜାରରେ ୫ ଦୁର୍ବୃତ୍ତଙ୍କ ଆତଙ୍କରାଜ
-ଆକ୍ରମଣର କାରଣ ଅସ୍ପଷ୍ଟ, ଗୁରୁତର ଯୁବକ ଏମ୍‌ସ ସ୍ଥାନାନ୍ତର
#Pipili #Attack #heckle #Odisha #OTV

#ମନ୍ଦିରରେ_ନିଆଁ_ଲଗାଇଦେଲେ -ପିପିଲି: ତେନ୍ତୁଳିଆ ଗାଁ ଓ ବଗୁଲାପାରି ଗାଁ ମଧ୍ୟରେ ବିବାଦ ଘଟଣା -ତେନ୍ତୁଳିଆ ଗାଁ ମନ୍ଦିରରେ ନିଆଁ ଲଗାଇଦେଲେ ଅନ୍ୟ ଏକ ଗୋଷ୍ଠୀ -କାଲି ୨ ଗାଁ ଗୋଷ୍ଠୀ ସଂଘର୍ଷରେ ୨୦ ଆହତ ହୋଇଥିଲେ -ଉଭୟ ଗାଁରେ ଉତ୍ତେଜନା ଜାରି, ପୋଲିସ ଫୋର୍ସ ମୁତୟନ #Pipili #CommunalClash #Temple #Fire #Odisha #OTV

otvkhabar's tweet image. #ମନ୍ଦିରରେ_ନିଆଁ_ଲଗାଇଦେଲେ
-ପିପିଲି: ତେନ୍ତୁଳିଆ ଗାଁ ଓ ବଗୁଲାପାରି ଗାଁ ମଧ୍ୟରେ ବିବାଦ ଘଟଣା
-ତେନ୍ତୁଳିଆ ଗାଁ ମନ୍ଦିରରେ ନିଆଁ ଲଗାଇଦେଲେ ଅନ୍ୟ ଏକ ଗୋଷ୍ଠୀ
-କାଲି ୨ ଗାଁ ଗୋଷ୍ଠୀ ସଂଘର୍ଷରେ ୨୦ ଆହତ ହୋଇଥିଲେ
-ଉଭୟ ଗାଁରେ ଉତ୍ତେଜନା ଜାରି, ପୋଲିସ ଫୋର୍ସ ମୁତୟନ
#Pipili #CommunalClash #Temple #Fire #Odisha #OTV

-ପିପିଲି କେତକୀପାଟଣା ପଞ୍ଚାୟତ ଦୁବପାଟଣା ଗାଁରେ ଜିଅନ୍ତା ଜଳିଗଲେ ମହିଳା -ପାରିବାରିକ କଳହରୁ ଏପରି ଚରମ ପଦକ୍ଷେପ ନେଇଥିବା ସୂଚନା -ପାରିପାର୍ଶ୍ୱିକ ସ୍ଥିତିରୁ ନିଜେ ପୋଡ଼ିହୋଇ ମରିଥିବା କହିଲେ ପିପିଲି SDPO #WomanBurntAlive #Pipili #Balanga #Odisha #Dharitri 📲 Follow Dharitri – Odisha’s No.1 Odia Daily

DharitriLive1's tweet image. -ପିପିଲି କେତକୀପାଟଣା ପଞ୍ଚାୟତ ଦୁବପାଟଣା ଗାଁରେ ଜିଅନ୍ତା ଜଳିଗଲେ ମହିଳା 
-ପାରିବାରିକ କଳହରୁ ଏପରି ଚରମ ପଦକ୍ଷେପ ନେଇଥିବା ସୂଚନା 
-ପାରିପାର୍ଶ୍ୱିକ ସ୍ଥିତିରୁ ନିଜେ ପୋଡ଼ିହୋଇ ମରିଥିବା କହିଲେ ପିପିଲି SDPO

#WomanBurntAlive #Pipili #Balanga #Odisha #Dharitri

📲 Follow Dharitri – Odisha’s No.1 Odia Daily

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ। ପିପିଲି ଟୋଲଗେଟ ନିକଟରୁ ୧ କେଜି ୮୦ ଗ୍ରାମ ବ୍ରାଉନସୁଗାର ଜବତ #brownsugar #pipili #Odisha #NandighoshaTV

NandighoshaTV's tweet image. କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ। ପିପିଲି ଟୋଲଗେଟ ନିକଟରୁ ୧ କେଜି ୮୦ ଗ୍ରାମ ବ୍ରାଉନସୁଗାର ଜବତ
#brownsugar #pipili #Odisha  #NandighoshaTV

#ଟ୍ରକ୍‌_ଧକ୍କାରେ_୨_ମୃତ_ଜଣେ_ଗୁରୁତର -ଏନ୍‌ଏଚ୍‌ - ୩୧୬ ଭୋଗୁଆ ବାଙ୍କରେ ଦୁର୍ଘଟଣା -୩ ବାଇକ୍ ଆରୋହୀଙ୍କୁ ଧକ୍କାଦେଲା ଟ୍ରକ୍ -ଦୁର୍ଘଟଣାସ୍ଥଳରେ ଆଖିବୁଜିଲେ ଦୁଇ ଜଣ -ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି -ଘଟଣାସ୍ଥଳରେ ପିପିଲି ପୁଲିସର ତଦନ୍ତ ଜାରି #Accident #Pipili #Odisha #PrameyaOdia #prameyadigital

PrameyaDigital's tweet image. #ଟ୍ରକ୍‌_ଧକ୍କାରେ_୨_ମୃତ_ଜଣେ_ଗୁରୁତର
-ଏନ୍‌ଏଚ୍‌ - ୩୧୬ ଭୋଗୁଆ ବାଙ୍କରେ ଦୁର୍ଘଟଣା
-୩ ବାଇକ୍ ଆରୋହୀଙ୍କୁ ଧକ୍କାଦେଲା ଟ୍ରକ୍
-ଦୁର୍ଘଟଣାସ୍ଥଳରେ ଆଖିବୁଜିଲେ ଦୁଇ ଜଣ
-ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି
-ଘଟଣାସ୍ଥଳରେ ପିପିଲି ପୁଲିସର ତଦନ୍ତ ଜାରି
#Accident #Pipili #Odisha #PrameyaOdia #prameyadigital

Ordered this beautiful #pattachitra from #pipili Absolutely mesmerizing..

archaangelmona's tweet image. Ordered this beautiful #pattachitra from #pipili 
Absolutely mesmerizing..

#ପିପିଲିରେ_ରାଜନୈତିକ_ହିଂସା -ବିଜେଡି ଯୁବ ନେତାଙ୍କୁ ଆକ୍ରମଣ -ପିପିଲି ଗୋବିନ୍ଦପୁରରେ ବିଜେଡି ଯୁବ ନେତା ପ୍ରଶାନ୍ତ ପ୍ରଧାନଙ୍କୁ ଆକ୍ରମଣ -ଘଟଣାକୁ ନେଇ ପିପିଲିରେ ଉତ୍ତେଜନା -ପ୍ରଶାନ୍ତଙ୍କ ପିଠି ଓ ହାତକୁ ହାଣିଦେଇଛନ୍ତି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ #pipili #polticalviolence #nandighosha

NandighoshaTV's tweet image. #ପିପିଲିରେ_ରାଜନୈତିକ_ହିଂସା
-ବିଜେଡି ଯୁବ ନେତାଙ୍କୁ ଆକ୍ରମଣ
-ପିପିଲି ଗୋବିନ୍ଦପୁରରେ ବିଜେଡି ଯୁବ ନେତା ପ୍ରଶାନ୍ତ ପ୍ରଧାନଙ୍କୁ ଆକ୍ରମଣ
-ଘଟଣାକୁ ନେଇ ପିପିଲିରେ ଉତ୍ତେଜନା
-ପ୍ରଶାନ୍ତଙ୍କ ପିଠି ଓ ହାତକୁ ହାଣିଦେଇଛନ୍ତି  ନିର୍ଦ୍ଦିଷ୍ଟ ରାଜନୈତିକ ଦଳ
#pipili #polticalviolence #nandighosha

#Puri I Thieves steal valuables from a 100‑year‑old temple in #Pipili. Donation boxes and trunks at Radhamohan Deb Temple in Nuashasan Panchayat, Patanasahi were broken open. Silver crown, gold bangles, brass throne, and silver utensils looted. Pipili Police investigation

ArgusNews_in's tweet image. #Puri I Thieves steal valuables from a 100‑year‑old temple in #Pipili. Donation boxes and trunks at Radhamohan Deb Temple in Nuashasan Panchayat, Patanasahi were broken open. Silver crown, gold bangles, brass throne, and silver utensils looted. Pipili Police investigation
ArgusNews_in's tweet image. #Puri I Thieves steal valuables from a 100‑year‑old temple in #Pipili. Donation boxes and trunks at Radhamohan Deb Temple in Nuashasan Panchayat, Patanasahi were broken open. Silver crown, gold bangles, brass throne, and silver utensils looted. Pipili Police investigation

-ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ମନ୍ଦିର ସେବାୟତଙ୍କୁ ଅଜଣା ନମ୍ବରରୁ ଧମକପୂର୍ଣ୍ଣ SMS -୫୦ ଲକ୍ଷ ଟଙ୍କା ଫୋନ୍‌ ପେ'ରେ ନ ପଠାଇଲେ ବୋମାରେ ଉଡ଼ାଇ ଦେବାକୁ ଧମକ #BombThreat #SakshigopalTemple #Pipili #Odisha #Dharitri 📲 Follow Dharitri – Odisha’s No.1 Odia Daily 📰✨

DharitriLive1's tweet image. -ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ମନ୍ଦିର ସେବାୟତଙ୍କୁ ଅଜଣା ନମ୍ବରରୁ ଧମକପୂର୍ଣ୍ଣ SMS
-୫୦ ଲକ୍ଷ ଟଙ୍କା ଫୋନ୍‌ ପେ'ରେ ନ ପଠାଇଲେ ବୋମାରେ ଉଡ଼ାଇ ଦେବାକୁ ଧମକ

#BombThreat #SakshigopalTemple #Pipili #Odisha #Dharitri

📲 Follow Dharitri – Odisha’s No.1 Odia Daily 📰✨

-କିନ୍ନର ହତ୍ୟା ଘଟଣା: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ -୨୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଛବିନ କାଣ୍ଡିକୁ ଗିରଫ କଲା ପୋଲିସ -ରାମଚଣ୍ଡୀ ଅଂଚଳ ଗହୀର ମଝିରେ ଏକୁଟିଆ ରହୁଥିବା ବେଳେ କାବୁ -ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି ପୋଲିସ #KinnarMurderCase #MurderInvestigation #Pipili #Odisha #Dharitri

DharitriLive1's tweet image. -କିନ୍ନର ହତ୍ୟା ଘଟଣା: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ
-୨୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଛବିନ କାଣ୍ଡିକୁ ଗିରଫ କଲା ପୋଲିସ
-ରାମଚଣ୍ଡୀ ଅଂଚଳ ଗହୀର ମଝିରେ ଏକୁଟିଆ ରହୁଥିବା ବେଳେ କାବୁ
-ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି ପୋଲିସ

#KinnarMurderCase #MurderInvestigation #Pipili #Odisha #Dharitri

Work for long awaited & public centric ROB at Jatni near Khurda Road Railway Station is in progress. Assembling work being done for Bow String Girders. Will facilitate Road Communication between NH16 #Khordha & NH 316 #Pipili .@RailMinIndia #RailInfra4Odisha #ECoRupdate

EastCoastRail's tweet image. Work for long awaited & public centric ROB at Jatni near Khurda Road Railway Station is in progress.

Assembling work being done for Bow String Girders.

Will facilitate Road Communication between NH16 #Khordha & NH 316 #Pipili

.@RailMinIndia #RailInfra4Odisha #ECoRupdate
EastCoastRail's tweet image. Work for long awaited & public centric ROB at Jatni near Khurda Road Railway Station is in progress.

Assembling work being done for Bow String Girders.

Will facilitate Road Communication between NH16 #Khordha & NH 316 #Pipili

.@RailMinIndia #RailInfra4Odisha #ECoRupdate
EastCoastRail's tweet image. Work for long awaited & public centric ROB at Jatni near Khurda Road Railway Station is in progress.

Assembling work being done for Bow String Girders.

Will facilitate Road Communication between NH16 #Khordha & NH 316 #Pipili

.@RailMinIndia #RailInfra4Odisha #ECoRupdate
EastCoastRail's tweet image. Work for long awaited & public centric ROB at Jatni near Khurda Road Railway Station is in progress.

Assembling work being done for Bow String Girders.

Will facilitate Road Communication between NH16 #Khordha & NH 316 #Pipili

.@RailMinIndia #RailInfra4Odisha #ECoRupdate

- ପିପିଲିରେ ହେବ ଚାନ୍ଦୁଆ ହବ୍ :ପୃଥୀରାଜ ହରିଚନ୍ଦନ - ଲାଭବାନ ହେବେ ଶହଶହ ଚାନ୍ଦୁଆ ବ୍ୟବସାୟୀ - ନିର୍ମାଣ ହେବ ଚାନ୍ଦୁଆ ବଜାର - ଗୋଟିଏ ସ୍ଥାନରେ ହେବ ଚାନ୍ଦୁଆ ତିଆରି ଓ ବିକ୍ରି #pruthirajharichandan #chandua #pipili #prameyadigital

PrameyaDigital's tweet image. - ପିପିଲିରେ ହେବ ଚାନ୍ଦୁଆ ହବ୍ :ପୃଥୀରାଜ ହରିଚନ୍ଦନ
- ଲାଭବାନ ହେବେ ଶହଶହ ଚାନ୍ଦୁଆ ବ୍ୟବସାୟୀ
- ନିର୍ମାଣ ହେବ ଚାନ୍ଦୁଆ ବଜାର
- ଗୋଟିଏ ସ୍ଥାନରେ ହେବ ଚାନ୍ଦୁଆ ତିଆରି ଓ ବିକ୍ରି
#pruthirajharichandan #chandua #pipili #prameyadigital

#ଧାନ_ଜମିରେ_ଜଳିଗଲେ_ଚାଷୀ -ପିପିଲି: ସୁନାମୁହିଁ ଗାଁରେ ଧାନ ଜମିରେ ଜଳିଗଲେ ଚାଷୀ -ଜମିରୁ ଚାଷୀଙ୍କ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର -ଜମିରୁ ଧାନ ଅମଳ ପରେ କୁଟା ଜାଳିବା ବେଳେ ଅଘଟଣ -କୁଟା ଜାଳିବା ବେଳେ ଚାଷୀଙ୍କୁ ଘେରି ଯାଇଥିଲା ନିଆଁ #Pipili #FarmerBurnsWithCrop #Odisha #OTV

otvkhabar's tweet image. #ଧାନ_ଜମିରେ_ଜଳିଗଲେ_ଚାଷୀ
-ପିପିଲି: ସୁନାମୁହିଁ ଗାଁରେ ଧାନ ଜମିରେ ଜଳିଗଲେ ଚାଷୀ
-ଜମିରୁ ଚାଷୀଙ୍କ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର
-ଜମିରୁ ଧାନ ଅମଳ ପରେ କୁଟା ଜାଳିବା ବେଳେ ଅଘଟଣ
-କୁଟା ଜାଳିବା ବେଳେ ଚାଷୀଙ୍କୁ ଘେରି ଯାଇଥିଲା ନିଆଁ
#Pipili #FarmerBurnsWithCrop #Odisha #OTV

-ପିପିଲି ଦରଜୀସାହି ଛକରେ ୨ରୁ ୩ ବାଇକ୍‌କୁ ଧକ୍କା ଦେଲା କାର୍‌ -ଡାହାଣ ପାଶ୍ୱର୍ରେ ଧକ୍କା ଦେଇ କାର୍‌ ଟି ବାମପଟକୁ ଆସି ଦୋକାନ ଭିତରେ ପଶିଗଲା -ଡ୍ରାଇଭରର ବେପରୁଆ ଡ୍ରାଇଭ୍‌ ଯୋଗୁଁ ୪ ଜଣ ଗୁରୁତର ହୋଇଛନ୍ତି #Pipili #Accident #Puri #Odisha #Dharitri 👉 Follow Dharitri – Odisha’s No.1 Odia Daily 📰✨

DharitriLive1's tweet image. -ପିପିଲି ଦରଜୀସାହି ଛକରେ ୨ରୁ ୩ ବାଇକ୍‌କୁ ଧକ୍କା ଦେଲା କାର୍‌
-ଡାହାଣ ପାଶ୍ୱର୍ରେ ଧକ୍କା ଦେଇ କାର୍‌ ଟି ବାମପଟକୁ ଆସି ଦୋକାନ ଭିତରେ ପଶିଗଲା
-ଡ୍ରାଇଭରର ବେପରୁଆ ଡ୍ରାଇଭ୍‌ ଯୋଗୁଁ ୪ ଜଣ ଗୁରୁତର ହୋଇଛନ୍ତି 

#Pipili #Accident #Puri #Odisha  #Dharitri

👉 Follow Dharitri – Odisha’s No.1 Odia Daily 📰✨

#ଅପହରଣ_ପରେ_ହତ୍ୟା! ପିପିଲି: ଡେଲାଙ୍ଗରେ ହନୁମାନ ଟଙ୍କା ପାଇଁ ଅପହରଣ ପରେ ହତ୍ୟା ସନ୍ଦେହ 7 ଦିନ ପୂର୍ବରୁ ଅପହୃତ ଡେଲାଙ୍ଗ କୁଆପଦା ଗାଁର ଗଦାଧର ନିଶଙ୍କଙ୍କ ଶବ ଉଦ୍ଧାର ଖୋର୍ଦ୍ଧା ଶିଳ୍ପାଞ୍ଚକ ଥାନାରେ ଅଭିଯୋଗ କରିଥିଲେ ପରିବାରଲୋକେ ସନ୍ଦେହ ଘେରରେ ଖୋର୍ଦ୍ଧା ଅଞ୍ଚଳର ମହିଳା ତାନ୍ତ୍ରିକ #Puri #Pipili #Murder

ArgusNews_in's tweet image. #ଅପହରଣ_ପରେ_ହତ୍ୟା!
ପିପିଲି: ଡେଲାଙ୍ଗରେ ହନୁମାନ ଟଙ୍କା ପାଇଁ ଅପହରଣ ପରେ ହତ୍ୟା ସନ୍ଦେହ 
7 ଦିନ ପୂର୍ବରୁ ଅପହୃତ ଡେଲାଙ୍ଗ କୁଆପଦା ଗାଁର ଗଦାଧର ନିଶଙ୍କଙ୍କ ଶବ ଉଦ୍ଧାର
ଖୋର୍ଦ୍ଧା ଶିଳ୍ପାଞ୍ଚକ ଥାନାରେ ଅଭିଯୋଗ କରିଥିଲେ ପରିବାରଲୋକେ
ସନ୍ଦେହ ଘେରରେ ଖୋର୍ଦ୍ଧା ଅଞ୍ଚଳର ମହିଳା ତାନ୍ତ୍ରିକ 
#Puri #Pipili #Murder

-ପିପିଲି ସୁନାମୁହିଁ ଗାଁରେ ଧାନ ଜମିରେ ଜଳିଗଲେ ଚାଷୀ -ଜମିରୁ ଚାଷୀଙ୍କ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର -ଧାନ ଅମଳ ପରେ କୁଟା ଜାଳିବା ବେଳେ ଅଘଟଣ -କୁଟା ଜାଳିବା ବେଳେ ଚାଷୀଙ୍କୁ ଘେରି ଯାଇଥିଲା ନିଆଁ #FarmerBurns #Pipili #Odisha #Dharitri 📲 Follow Dharitri – Odisha’s No.1 Odia Daily 📰✨

DharitriLive1's tweet image. -ପିପିଲି ସୁନାମୁହିଁ ଗାଁରେ ଧାନ ଜମିରେ ଜଳିଗଲେ ଚାଷୀ
-ଜମିରୁ ଚାଷୀଙ୍କ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର
-ଧାନ ଅମଳ ପରେ କୁଟା ଜାଳିବା ବେଳେ ଅଘଟଣ
-କୁଟା ଜାଳିବା ବେଳେ ଚାଷୀଙ୍କୁ ଘେରି ଯାଇଥିଲା ନିଆଁ

#FarmerBurns #Pipili #Odisha #Dharitri 

📲 Follow Dharitri – Odisha’s No.1 Odia Daily 📰✨

#BirdFlu #Pipili #Odisha | பறவைக் காய்ச்சல் பரவிவரும் நிலையில் பூரி மாவட்டத்தில் ஆயிரக்கணக்கான கோழிகள் அழிக்கப்பட்டு நோய் பரவலை தடுக்கும் முன்னெச்சரிக்கை நடவடிக்கைகள் மேற்கொள்ளப்படுகின்றன @MIB_India @DDNewslive @pibchennai

DDTamilNews's tweet image. #BirdFlu #Pipili

#Odisha | பறவைக் காய்ச்சல் பரவிவரும் நிலையில் பூரி மாவட்டத்தில் ஆயிரக்கணக்கான கோழிகள் அழிக்கப்பட்டு நோய் பரவலை தடுக்கும் முன்னெச்சரிக்கை நடவடிக்கைகள் மேற்கொள்ளப்படுகின்றன

@MIB_India @DDNewslive @pibchennai

#ସଂଘବଦ୍ଧ_ଆକ୍ରମଣ: #ଅଜା_ନାତି_ଗୁରୁତର -ପିପିଲି: ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ; ଅଜା-ନାତି ଗୁରୁତର -ପାଣିଦୋଳ ପଞ୍ଚାୟତ ଅନନ୍ତପୁର ଗାଁରେ ଅଭାବନୀୟ ଘଟଣା -ଗୁରୁବାର ରାତିରେ ଗାଁ ଦାଣ୍ଡରେ ଅଜା-ନାତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ -ଗୁରୁତର ଅବସ୍ଥାରେ ଉଭୟ ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଭର୍ତ୍ତି #Pipili

otvkhabar's tweet image. #ସଂଘବଦ୍ଧ_ଆକ୍ରମଣ: #ଅଜା_ନାତି_ଗୁରୁତର
-ପିପିଲି: ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ; ଅଜା-ନାତି ଗୁରୁତର
-ପାଣିଦୋଳ ପଞ୍ଚାୟତ ଅନନ୍ତପୁର ଗାଁରେ ଅଭାବନୀୟ ଘଟଣା
-ଗୁରୁବାର ରାତିରେ ଗାଁ ଦାଣ୍ଡରେ ଅଜା-ନାତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ
-ଗୁରୁତର ଅବସ୍ଥାରେ ଉଭୟ ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଭର୍ତ୍ତି
#Pipili

#କିନ୍ନରଙ୍କୁ_ହତ୍ୟା: #ମୁଖ୍ୟ_ଅଭିଯୁକ୍ତ_ଗିରଫ -ପିପିଲି ସିଫା ନିକଟରେ କିନ୍ନରଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ -୨୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଛବିନ କାଣ୍ଡିକୁ ଗିରଫ କଲା ପୋଲିସ -ରାମଚଣ୍ଡୀ ଅଂଚଳ ଗହୀର ମଝିରେ ଏକୁଟିଆ ରହୁଥିବା ବେଳେ କାବୁ -ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି ପୋଲିସ #Pipili

otvkhabar's tweet image. #କିନ୍ନରଙ୍କୁ_ହତ୍ୟା: #ମୁଖ୍ୟ_ଅଭିଯୁକ୍ତ_ଗିରଫ
-ପିପିଲି ସିଫା ନିକଟରେ କିନ୍ନରଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ
-୨୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଛବିନ କାଣ୍ଡିକୁ ଗିରଫ କଲା ପୋଲିସ
-ରାମଚଣ୍ଡୀ ଅଂଚଳ ଗହୀର ମଝିରେ ଏକୁଟିଆ ରହୁଥିବା ବେଳେ କାବୁ
-ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି ପୋଲିସ
#Pipili

#ବ୍ଲକ_ଅଫିସ୍‌ରୁ_କମ୍ପ୍ୟୁଟର୍_ଚୋରି -ପିପିଲି: ଡେଲାଙ୍ଗ ବ୍ଲକ ଅଫିସ୍‌ରୁ କମ୍ପ୍ୟୁଟର୍ ଚୋରି -BRCଙ୍କ ଚାମ୍ପ୍‌ରରୁ କମ୍ପ୍ୟୁଟର୍‌ ନେଇ ଚୋର ଚମ୍ପଟ -CCTVରେ ଚୋରି ଦୃଶ୍ୟ କଏଦ, ପୋଲିସର ତଦନ୍ତ #pipili #BRC #CCTV #OTV

otvkhabar's tweet image. #ବ୍ଲକ_ଅଫିସ୍‌ରୁ_କମ୍ପ୍ୟୁଟର୍_ଚୋରି
-ପିପିଲି: ଡେଲାଙ୍ଗ ବ୍ଲକ ଅଫିସ୍‌ରୁ କମ୍ପ୍ୟୁଟର୍ ଚୋରି
-BRCଙ୍କ ଚାମ୍ପ୍‌ରରୁ କମ୍ପ୍ୟୁଟର୍‌ ନେଇ ଚୋର ଚମ୍ପଟ
-CCTVରେ ଚୋରି ଦୃଶ୍ୟ କଏଦ, ପୋଲିସର ତଦନ୍ତ
#pipili #BRC #CCTV #OTV

Loading...

Something went wrong.

Something went wrong.