#mohammadmokim 검색 결과
-ହାଇକୋର୍ଟ ରାୟକୁ ଚାଲେଂଜ କରି ସୁପ୍ରିମକୋର୍ଟ ଯାଇଥିଲେ ମୋକିମ -ORHDC ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ହାଇକୋର୍ଟ #MohammadMokim #OTV
#ମୋକିମ_ଓ_ଚିରଞ୍ଜୀବ_ନିଲମ୍ବିତ · କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ୍ ସସ୍ପେଣ୍ଡ · ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ସସ୍ପେଣ୍ଡ ହୋଇଛନ୍ତି · ଦଳବିରୋଧୀ କାର୍ଯ୍ୟ ପାଇଁ ସସ୍ପେଣ୍ଡ କଲା ଏଆଇସିସି · ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଉଭୟେ ସସ୍ପେଣ୍ଡ ହୋଇଛନ୍ତି #MohammadMokim #ChiranjibBiswal
-ଜେଲ୍ ଦଣ୍ଡାଦେଶ ଓ ଜରିମାନାକୁ ଚ୍ୟାଲେଞ୍ଜ କରିଛନ୍ତି ମୋକିମ୍ -୧ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର -ଭିଜିଲାନ୍ସ କୋର୍ଟଙ୍କ ଜରିମାନା ଉପରେ ସ୍ଥଗିତାଦେଶ ଦେଲେ #Highcourt #Mohammadmokim #OTV
ନିର୍ବାଚନ ଲଢ଼ି ପାରିବେନି ମହମ୍ମଦ ମୋକିମ। ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ। ଗିରଫଦାରୀ ଉପରେ ସୁପ୍ରିମକୋର୍ଟଙ୍କ ରୋକ କିନ୍ତୁ ଦୋଷୀ ସାବ୍ୟସ୍ତ ଉପରେ ନାହିଁ ରୋକ। #mohammadmokim #SupremeCourt #cuttack #Odisha #Election2024 #politics #breakingnews #state #odishanewsepaper #ଓଡ଼ିଶା_ନ୍ୟୁଜ_ଇପେପର
ସେହି ଅନୁସାରେ ମୁଁ ସ୍ଵାଧୀନ ହୋଇ ଭୋଟ ଦେଇଛି। ଯଦି ଦଳ ବିରୋଧୀ କାମ କହି ଦଳ ମୋ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଲା ତାହା ମୁଁ ମିଡିଆରେ କହିବି ନାହିଁ । ତଥାପି ଅପେକ୍ଷା କରିଛି ଦଳ କି ନିଷ୍ପତ୍ତି ନେଉଛି: ମୋକିମ୍ #ZeeOdishaNews #DraupadiMurmu #MohammadMokim
ବିଧାୟକ ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବନିଲମ୍ବନ ପରେ ପିସିସି ସଭାପତିଙ୍କ ବିରୋଧରେ ତାତିଲେ କର୍ମୀ #Satyapatha #saratpattanayak #mohammadmokim #odishacongress #odishapolitics
କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଓ ମହମ୍ମଦ ମୋକିମ୍ଙ୍କୁ ଏଆଇସିସିର କାରଣ ଦର୍ଶାଅ ନୋଟିସ୍ youtu.be/EqyGGwzn-OA #Satyapatha #chiranjibbiswal #mohammadmokim #odishacongress #saratpattanayak #aicc #odishapolitics
#ମୋକିମଙ୍କୁ_କାରଣ_ଦର୍ଶାଅ_ନୋଟିସ୍ ମହମ୍ମଦ ମୋକିମଙ୍କୁ ପ୍ରଦେଶ କଂଗ୍ରେସର ନୋଟିସ୍ । କଂଗ୍ରେସ ବିରୋଧରେ ଅପପ୍ରଚାର କରୁଥିବା ଅଭିଯୋଗ । ୨ ସପ୍ତାହ ମଧ୍ୟରେ ନୋଟିସର ଉତ୍ତର ରଖିବାକୁ ନିର୍ଦ୍ଦେଶ । #KanakNews #MohammadMokim #Congress #Odisha
ଆମ ଦଳ ଆଗେଇବା ସମୟରେ ସେ ଏମିତି ଭୁଲ କଲେ । ହାଇକମାଣ୍ଡ ଯାହା ନିଷ୍ପତ୍ତି ତାଙ୍କ ବିରୋଧରେ ନେବେ । ମୁଁ ବି ପୂର୍ବରୁ ଚାପରେ ପଡ଼ି ମତ ବଦଳି ଥିଲି । କାରଣ ପାର୍ଟି ଆମ ପାଇଁ ଆଗ : ସୁର ରାଉତରାୟ #CongressConflict #MohammadMokim
ଶେଷରେ ମେଡିକାଲ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ବାପା ପୁଅ ଭାଇ ଦିଲ୍ଲୀପ ପଟ୍ଟନାୟକ। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ସହାୟତାରେ ଦିଲ୍ଲୀପଙ୍କୁ ଘରୁ ଅଣାଯାଇ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। #Odisha #Cuttack #MohammadMokim
ମୁଁ ମୋ ବିବେକ ଅନୁସାରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛି: କଂଗ୍ରେସ ବିଧାୟକ ମହମ୍ମଦ ମୋକିମ #ZeeOdishaNews #DraupadiMurmu #MohammadMokim
#ହାଇକୋର୍ଟ_ଗଲେ_ମୋକିମ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍ । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ଆବେଦନ #KanakNews #MohammadMokim #Odisha
ମୋକିମଙ୍କୁ ନେଇ କଳ୍ପନା ଜଳ୍ପନା, ମୋକିମଙ୍କୁ ଭେଟିଲେ କଂଗ୍ରେସ ସହପ୍ରଭାରୀ ଏ.ରୁଦ୍ର ରାଜୁ #MohammadMokim #congressconflict #PCC
'#ଦୁର୍ନୀତିକୁ_ଓଡ଼ିଶାରେ_ଲିଗାଲାଇଜ୍_କରାଯାଇଛି' 'ଯଦି ବିଧାୟକଙ୍କ ପାଣ୍ଠିରୁ ପିସି କାରବାର ହେବ । ଆମେ କାମ କରିବା ପାଇଁ ପିସି ନଦେଲେ ବିଲ୍ ପାସ୍ ହେବ ନାହିଁ । ଏହାଠାରୁ ବଡ଼ ଲଜ୍ଜାକର ଘଟଣା ଆଉ ନାହିଁ ।’ #mohammadmokim #congress #OTV
· କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ୍ ସସ୍ପେଣ୍ଡ · ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ସସ୍ପେଣ୍ଡ ହୋଇଛନ୍ତି · ଦଳବିରୋଧୀ କାର୍ଯ୍ୟ ପାଇଁ ସସ୍ପେଣ୍ଡ କଲା ଏଆଇସିସି · ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଉଭୟେ ସସ୍ପେଣ୍ଡ ହୋଇଛନ୍ତି #PrameyaOdia #MohammadMokim #ChiranjibBiswal #Suspended
ରାଷ୍ଟ୍ରପତି ନିର୍ବାଚନରେ କ୍ରସଭୋଟିଂ ପ୍ରସଙ୍ଗ; ଦଳୀୟ ନୋଟିସର ଜବାବ ରଖିଲେ ମହମ୍ମଦ ମୋକିମ #MohammadMokim #Cuttack #PresidentialElections2022 #DroupadiMurmu #CongressNews
କଂଗ୍ରେସକୁ ଆସିବେ ବହୁ ବିଜେଡି ନେତା: ମହମ୍ମଦ ମୋକିମ #MohammadMokim #Congress #Bjd #Badakhabar #Odishanews #odianews #odishakhabar #badakhabaratv #explore #explorepage
ମୁଁ ମୋ ବିବେକ ଅନୁସାରେ ଭୋଟ ଦେଇଛି। ମୋ ନିର୍ବାଚନ ମଣ୍ଡଳୀର ଲୋକମାନେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପାଇଁ ପରାମର୍ଶ ଓ ଅନୁରୋଧ କରିଥିଲେ। #ZeeOdishaNews #DraupadiMurmu #MohammadMokim
#ମହିଳାମାନେ_ଅଫିସ_ଆସିବାକୁ_ଡରିଲେଣି ଏବେ ରାଜ୍ୟରେ ଏମିତି ସ୍ଥିତି ହେଲାଣି ଯେ, ମହିଳାମାନେ ଅଫିସ ଆସିବାକୁ ଡରିଲେଣି । ଯଦି ଆସୁଛନ୍ତି ଶୀଘ୍ର ଯିବାକୁ ଚାହୁଛନ୍ତି ।ମୁଁ ଜାଣିପାରୁନି ଏ ସରକାର କେମିତି ରାଜ୍ୟ ଶାସନକୁ ଚଳାଉଛନ୍ତି …: ମହମ୍ମଦ ମୋକିମ୍ #MohammadMokim #Odisha #KanakNews
#ରାହୁଲଙ୍କ_ପାଇଁ_କଟକରେ_ବୈଠକ ଆସୁଛନ୍ତି ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ସ୍ୱାଗତ କରିବାକୁ କଟକରେ ପ୍ରସ୍ତୁତି ବୈଠକ #KanakNews #MohammadMokim #Congress
#ମୋକିମଙ୍କ_ପାଇଁ_ଲବି ପିସିସି ସଭାପତି ପଦ ପାଇଁ କଂଗ୍ରେସରେ ଶକ୍ତି ପ୍ରଦର୍ଶନ । ମହମ୍ମଦ ମୋକିମଙ୍କ ପାଇଁ ଏକାଠି ହେଲେ ଦଳର ନେତା । ବନ୍ଧୁ ମିଳନ ନାଁରେ ଏଆଇସିସିର ଦୃଷ୍ଟି ଆକର୍ଷଣ ପାଇଁ ଚେଷ୍ଟା #KanakNews #MohammadMokim #Odisha
କଂଗ୍ରେସକୁ ଆସିବେ ବହୁ ବିଜେଡି ନେତା: ମହମ୍ମଦ ମୋକିମ #MohammadMokim #Congress #Bjd #Badakhabar #Odishanews #odianews #odishakhabar #badakhabaratv #explore #explorepage
- ପିସିସି ଗଠନ ହୋଇଯିବା ପରେ ଅନେକ ନେତା କଂଗ୍ରେସକୁ ଆସିବେ -ବିଜେଡି ଓ ବିଜେପିର ବହୁ ନେତା କଂଗ୍ରେସ ସହ ସଂପର୍କରେ ଅଛନ୍ତି - ନିର୍ବାଚନରେ ଲଢ଼ି ପରାସ୍ତ ହୋଇଥିବା ବହୁନେତା କଂଗ୍ରେସ ଆସିବେ -ବିଶେଷକରି ବିଜେଡିର ବହୁ ନେତା ଆସିବେ କହିଲେ ମୋକିମ #MohammadMokim #Badakhabar #Congress #Bjd
#ବହୁ_ବିଜେଡି_ନେତା_କଂଗ୍ରେସ_ଆସିବେ: ମୋକିମ -ବହୁ ବିଜେଡି ନେତା କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି କହିଲେ ମୋକିମ -ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ମନ୍ତବ୍ୟ -ଦୀପାବଳି ପାଖାପାଖି ପିସିସି ସଭାପତି ଘୋଷଣା ହୋଇଯିବେ #MohammadMokim #Badakhabar #Congress #bjd
#ବହୁ_ବିଜେଡି_ନେତା_କଂଗ୍ରେସ_ଆସିବେ: ମୋକିମ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ମନ୍ତବ୍ୟ ।ବହୁ ବିଜେଡି ନେତା କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି କହିଲେ ମୋକିମ । ଦୀପାବଳି ପାଖାପାଖି ପିସିସି ସଭାପତି ଘୋଷଣା ହୋଇଯିବେ #MohammadMokim #OTV
ଛାପ ଛାଡିଥିବା ବ୍ୟକ୍ତିଙ୍କୁ ମନେ ପକାଏ ସମାଜ, ସେଥିମଧ୍ୟରୁ ସଂଗ୍ରାମ ବାବୁ ଅନ୍ୟତମ: Md Mokim || Odisha Congress #SangramKeshariJena #MohammadMokim #MdMokim #congressleader #odishacongress #congress #nationalcongressparty

କଂଗ୍ରେସ ପରିବାରର ୨ ଝିଅଙ୍କ କାହାଣୀ #satyapatha #mohammadmokim #debendrasharma #congress #cuttack #ali #odishapolitics #odishakhabar youtu.be/N2KBK5ph0_Y
କଟକ-ବାରବାଟୀ ଲଢେଇରୁ ମୋକିମ ଆଉଟ; କଂଗ୍ରେସ ଟିକେଟରେ ଲଢ଼ିବେ ଝିଅ ସୋଫିଆ #satyapatha #mohammadmokim #cuttack #barabati #odishapolitics #congress #odishakhabar #supremecourt youtu.be/fxCn7gZw2lo
ସୁପ୍ରିମକୋର୍ଟଙ୍କ ଝଟକା ପରେ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା । କହିଲେ , କୋର୍ଟଙ୍କ କଟକଣା ଯୋଗୁଁ ଲଢ଼ିପାରିବି ନାହିଁ ନିର୍ବାଚନ । ଯାହା ନିଷ୍ପତ୍ତି ନେବ ଏଆଇସିସି ନେବ .. #KanakNews #SupremeCourt #MohammadMokim
#ମହମ୍ମଦ_ମୁକିମଙ୍କ_ପ୍ରତିକ୍ରିୟା -ନିର୍ବାଚନ ପ୍ରସଙ୍ଗରେ ମହମ୍ମଦ ମୁକିମଙ୍କ ପ୍ରତିକ୍ରିୟା -ସମସ୍ତଙ୍କ ମତାମତ ଲୋଡୁଛି -ଚୂଡାନ୍ତ ନିଷ୍ପତ୍ତି ପି ସି ସି ନେବ -କର୍ମୀଙ୍କ ଭାବାବେଗକୁ ସମ୍ମାନ ଦେଉଛି -କିନ୍ତୁ ସବୁକିଛି ମୋ ଉପରେ ନିର୍ଭର କରୁନାହିଁ -ବଞ୍ଚିଥିବା ଯାଏଁ କଟକ ସହର ପାଇଁ ସେବା କରିବି #PrameyaOdia #Mohammadmokim
#ମହମ୍ମଦ_ମୁକିମଙ୍କ_ପ୍ରତିକ୍ରିୟା -ନିର୍ବାଚନ ପ୍ରସଙ୍ଗରେ ମହମ୍ମଦ ମୁକିମଙ୍କ ପ୍ରତିକ୍ରିୟା -ସମସ୍ତଙ୍କ ମତାମତ ଲୋଡୁଛି-ମୁକିମ -ଚୂଡାନ୍ତ ନିଷ୍ପତ୍ତି ପି ସି ସି ନେବ -କର୍ମୀଙ୍କ ଭାବାବେଗକୁ ସମ୍ମାନ ଦେଉଛି -କିନ୍ତୁ ସବୁକିଛି ମୋ ଉପରେ ନିର୍ଭର କରୁନାହିଁ -ବଞ୍ଚିଥିବା ଯାଏଁ କଟକ ସହର ପାଇଁ ସେବା କରିବି #PrameyaNews7 #Mohammadmokim
ORHDC ଦୁର୍ନୀତି ମାମଲା; ଟଳିଲା ମୋକିମଙ୍କ ଗିରଫ ଆଶଙ୍କା ହେଲେ, ନିର୍ବାଚନ ଲଢିବା ନେଇ ଅନିଶ୍ଚିତତା #satyapatha #mohammadmokim #supremecourt #odishahighcourt #vigilance #cuttack #odishapolitics youtu.be/DXGKQg2nf90
youtube.com
YouTube
ORHDC ଦୁର୍ନୀତି ମାମଲା; ଟଳିଲା ମୋକିମଙ୍କ ଗିରଫ ଆଶଙ୍କା ହେଲେ, ନିର୍ବାଚନ ଲଢିବା...
ନିର୍ବାଚନ ଲଢ଼ି ପାରିବେନି ମହମ୍ମଦ ମୋକିମ। ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ। ଗିରଫଦାରୀ ଉପରେ ସୁପ୍ରିମକୋର୍ଟଙ୍କ ରୋକ କିନ୍ତୁ ଦୋଷୀ ସାବ୍ୟସ୍ତ ଉପରେ ନାହିଁ ରୋକ। #mohammadmokim #SupremeCourt #cuttack #Odisha #Election2024 #politics #breakingnews #state #odishanewsepaper #ଓଡ଼ିଶା_ନ୍ୟୁଜ_ଇପେପର
#ମୋକିମଙ୍କୁ_ଜାମିନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଜାମିନ । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ । #MohammadMokim #OTV
#ମୋକିମଙ୍କୁ_ଜାମିନ -କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଜାମିନ -ORHDC ଦୁର୍ନୀତି ମାମଲାରେ ଜାମିନ ଦେଲେ ସୁପ୍ରିମକୋର୍ଟ -ନିର୍ବାଚନ ଲଢ଼ିପାରିବେନି ମହମ୍ମଦ ମୋକିମ #PrameyaOdia #MohammadMokim
-ହାଇକୋର୍ଟ ରାୟକୁ ଚାଲେଂଜ କରି ସୁପ୍ରିମକୋର୍ଟ ଯାଇଥିଲେ ମୋକିମ -ORHDC ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ହାଇକୋର୍ଟ #MohammadMokim #OTV
#ମୋକିମ_ଓ_ଚିରଞ୍ଜୀବ_ନିଲମ୍ବିତ · କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ୍ ସସ୍ପେଣ୍ଡ · ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ସସ୍ପେଣ୍ଡ ହୋଇଛନ୍ତି · ଦଳବିରୋଧୀ କାର୍ଯ୍ୟ ପାଇଁ ସସ୍ପେଣ୍ଡ କଲା ଏଆଇସିସି · ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଉଭୟେ ସସ୍ପେଣ୍ଡ ହୋଇଛନ୍ତି #MohammadMokim #ChiranjibBiswal
ନିର୍ବାଚନ ଲଢ଼ି ପାରିବେନି ମହମ୍ମଦ ମୋକିମ। ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ। ଗିରଫଦାରୀ ଉପରେ ସୁପ୍ରିମକୋର୍ଟଙ୍କ ରୋକ କିନ୍ତୁ ଦୋଷୀ ସାବ୍ୟସ୍ତ ଉପରେ ନାହିଁ ରୋକ। #mohammadmokim #SupremeCourt #cuttack #Odisha #Election2024 #politics #breakingnews #state #odishanewsepaper #ଓଡ଼ିଶା_ନ୍ୟୁଜ_ଇପେପର
କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଓ ମହମ୍ମଦ ମୋକିମ୍ଙ୍କୁ ଏଆଇସିସିର କାରଣ ଦର୍ଶାଅ ନୋଟିସ୍ youtu.be/EqyGGwzn-OA #Satyapatha #chiranjibbiswal #mohammadmokim #odishacongress #saratpattanayak #aicc #odishapolitics
-ଜେଲ୍ ଦଣ୍ଡାଦେଶ ଓ ଜରିମାନାକୁ ଚ୍ୟାଲେଞ୍ଜ କରିଛନ୍ତି ମୋକିମ୍ -୧ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର -ଭିଜିଲାନ୍ସ କୋର୍ଟଙ୍କ ଜରିମାନା ଉପରେ ସ୍ଥଗିତାଦେଶ ଦେଲେ #Highcourt #Mohammadmokim #OTV
#ବହୁ_ବିଜେଡି_ନେତା_କଂଗ୍ରେସ_ଆସିବେ: ମୋକିମ -ବହୁ ବିଜେଡି ନେତା କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି କହିଲେ ମୋକିମ -ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ମନ୍ତବ୍ୟ -ଦୀପାବଳି ପାଖାପାଖି ପିସିସି ସଭାପତି ଘୋଷଣା ହୋଇଯିବେ #MohammadMokim #Badakhabar #Congress #bjd
କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ ନିଲମ୍ବିତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କଲା AICC । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଉଭୟେ ସସ୍ପେଣ୍ଡ ହୋଇଛନ୍ତି । #MohammadMokim #ChiranjibBiswal #OdishaCongress #TheSakala
କଟକ-ବାରବାଟୀ ବିଧାନସଭା ନିର୍ବାଚନୀ ମାମଲା। ସାକ୍ଷ୍ୟ ନଦେଇ ସମୟ ନେବାରୁ ବିଧାୟକ ମହମ୍ମଦ ମୋକିମ୍ଙ୍କୁ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ବାର ଆସୋସେସନ୍ ୱେଲ୍ଫେୟାର ଫଣ୍ଡରେ ଟଙ୍କା ଜମା ନିର୍ଦ୍ଦେଶ ଦେଲେ କୋର୍ଟ। #MohammadMokim #HighCourt #Odisha #Sambad
ମୁଁ ମୋ ବିବେକ ଅନୁସାରେ ଭୋଟ ଦେଇଛି। ମୋ ନିର୍ବାଚନ ମଣ୍ଡଳୀର ଲୋକମାନେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପାଇଁ ପରାମର୍ଶ ଓ ଅନୁରୋଧ କରିଥିଲେ। #ZeeOdishaNews #DraupadiMurmu #MohammadMokim
#ମୋକିମଙ୍କୁ_ଜାମିନ -କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଜାମିନ -ORHDC ଦୁର୍ନୀତି ମାମଲାରେ ଜାମିନ ଦେଲେ ସୁପ୍ରିମକୋର୍ଟ -ନିର୍ବାଚନ ଲଢ଼ିପାରିବେନି ମହମ୍ମଦ ମୋକିମ #PrameyaNews7 #MohammadMokim
ସେହି ଅନୁସାରେ ମୁଁ ସ୍ଵାଧୀନ ହୋଇ ଭୋଟ ଦେଇଛି। ଯଦି ଦଳ ବିରୋଧୀ କାମ କହି ଦଳ ମୋ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଲା ତାହା ମୁଁ ମିଡିଆରେ କହିବି ନାହିଁ । ତଥାପି ଅପେକ୍ଷା କରିଛି ଦଳ କି ନିଷ୍ପତ୍ତି ନେଉଛି: ମୋକିମ୍ #ZeeOdishaNews #DraupadiMurmu #MohammadMokim
ନିର୍ବାଚନ ପୂର୍ବରୁ ମହମ୍ମଦ ମୋକିମଙ୍କୁ ବଡ଼ ଝଟକା । ଭିଜିଲାନ୍ସ କୋର୍ଟଙ୍କ ୩ ବର୍ଷ ଜେଲ୍ ଦଣ୍ଡାଦେଶକୁ କାଏମ ରଖିଲେ ହାଇକୋର୍ଟ । #MohammadMokim #Congress #Odisha #KanakNews kanaknews.com/the-high-court…
· କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ୍ ସସ୍ପେଣ୍ଡ · ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ସସ୍ପେଣ୍ଡ ହୋଇଛନ୍ତି · ଦଳବିରୋଧୀ କାର୍ଯ୍ୟ ପାଇଁ ସସ୍ପେଣ୍ଡ କଲା ଏଆଇସିସି · ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଉଭୟେ ସସ୍ପେଣ୍ଡ ହୋଇଛନ୍ତି #PrameyaOdia #MohammadMokim #ChiranjibBiswal #Suspended
· କଂଗ୍ରେସରୁ ବାରବାଟି ବିଧାୟକ ମହମ୍ମଦ ମୋକିମ୍ · ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ନିଲମ୍ବିତ ହୋଇଛନ୍ତି · ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କଲା ଏଆଇସିସି · ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଉଭୟେ ସସ୍ପେଣ୍ଡ ହୋଇଛନ୍ତି #MohammadMokim #ChiranjibBiswal #AICC
Something went wrong.
Something went wrong.
United States Trends
- 1. Syracuse 5,396 posts
- 2. #UFCQatar 67K posts
- 3. Harden 25.1K posts
- 4. Arman 20K posts
- 5. Belal 9,757 posts
- 6. Ian Garry 7,901 posts
- 7. Fran Brown N/A
- 8. Mizzou 5,906 posts
- 9. Mercer 2,740 posts
- 10. Makai Lemon 1,006 posts
- 11. Dan Hooker 5,889 posts
- 12. Malik Benson N/A
- 13. #GoIrish 3,625 posts
- 14. Mike Washington N/A
- 15. Deuce Knight 1,706 posts
- 16. Andrew Marsh N/A
- 17. Oklahoma 22.8K posts
- 18. Arbuckle 1,810 posts
- 19. Stoops N/A
- 20. Rutgers 6,601 posts