
BDA BBSR
@BDA_BBSR
Official account of Bhubaneswar Development Authority. BDA came into existence in 1983 under H&UD Dept.,Govt. of Odisha, India.
Вам может понравиться
The Odisha Government has approved the draft plan of Town Planning (TP) Scheme-8. The scheme will be implemented over an area of 560.86 acres in parts of Andharua and Daspur mouzas, under the supervision of the BDA. #BDA #TPScheme #UrbanTransformation



A meeting was held today to discuss drainage issues on NH service road near the main passenger entry gate of Babasaheb Bhim Rao Ambedkar Bus Terminal (BSABT). The meeting was chaired by Dr. N. Thirumala Naik, VC, BDA & attended by officials from NHAI & the Works Dept. #BSABT #BDA



BDA Enforcement Wing carried out an eviction drive at Tarini Basti, Gandamunda, removing several illegal encroachments and structures. The demolition drive will continue in the coming days to clear unauthorized constructions. #Bhubaneswar #BDA #EvictionDrive




ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ସୋମବାର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଏର ଉପାଧ୍ୟକ୍ଷ ଡା.ଏନ୍ ତିରୁମାଲା ନାଏକ ଅଭିଯୋଗଗୁଡ଼ିକର ଶୁଣାଣି କରି ସେଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। #BDA #ଅଭିଯୋଗଶୁଣାଣି




ପ୍ରକୃତିକୁ ଅତି ନିକଟରୁ ଅନୁଭବ କରିବାର ଏକ ସୁନ୍ଦର ଅନୁଭୂତି ପ୍ରଦାନ କରେ ଖଣ୍ଡଗିରିର ଖାରବେଳ ପାର୍କ। #BDAPARK




ସ୍କେଟିଂ କେବଳ ଏକ ଖେଳ ନୁହେଁ, ଏହା ଫିଟନେସ୍, ଏବଂ ଚାପମୁକ୍ତିର ଏକ ଉତ୍ତମ ମାଧ୍ୟମ! ବିଡିଏ ପକ୍ଷରୁ ସହରର ଚାରି ପ୍ରମୁଖ ପାର୍କ ବୁଦ୍ଧ ଜୟନ୍ତୀ ପାର୍କ, ମଧୁସୂଦନ ଦାସ ପାର୍କ, ଖାରବେଳ ପାର୍କ, ଓ କେ-୭ କଳିଙ୍ଗ ନଗର ପାର୍କରେ ସ୍କେଟିଂ ଟ୍ରାକ୍ ବିକଶିତ ହୋଇଛି। ଟ୍ରାକ୍ଗୁଡ଼ିକ ସ୍କେଟିଂ ପ୍ରତି ଖେଳାଳିମାନଙ୍କୁ ଉତ୍ସାହିତ କରୁଛି। #BDA
ସତ୍ୟ ଓ ଅହିଂସାର ପଥପ୍ରଦର୍ଶକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। #ଗାନ୍ଧୀଜୟନ୍ତୀ #gandhijayanti2025

ପବିତ୍ର ବିଜୟା ଦଶମୀ ତଥା ଦଶହରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ମା' ଦୁର୍ଗାଙ୍କ କୃପା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ । #Dusshera
BDA Enforcement Wing conducted an eviction drive at Tarini Basti, Gandamunda. Multiple illegal structures were demolished, clearing nearly 400 decimals of encroached land. #BDA #EvictionDrive




ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ଜଗିଂ, ଖେଳାଖେଳି ଓ ଆନନ୍ଦରେ ସମୟ ଅତିବାହିତ ପାଇଁ ବିଡିଏ ପାର୍କଗୁଡ଼ିକ ହେଉଛି ଏକ ଆଦର୍ଶ ସ୍ଥାନ। ଏହାର ଶାନ୍ତ ଓ ସବୁଜ ପରିବେଶ ସମସ୍ତଙ୍କ ମନରେ ଭରିଦିଏ ଏକ ନିଆରା ଅନୁଭୂତି । #BDAParks #Bhubaneswar




Passenger safety remains our top priority at Babasaheb Bhim Rao Ambedkar Bus Terminal (BSABT). Regular inspections of fire safety equipment are carried out to ensure a secure travel environment. #BSABT #BDA



ପଥଚାରୀଙ୍କ ମନ ଜିଣୁଛି 🌳 ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ଯାଏଁ ରାସ୍ତାର ଦୁଇପାଖେ ଥିବା ସବୁଜ ଉଦ୍ୟାନ । 🌸 ବିଡିଏ ଦ୍ଵାରା ବିକଶିତ ଏହି ଉଦ୍ୟାନ ସହରକୁ କରୁଛି ଅଧିକ ଆକର୍ଷଣୀୟ । 💚 #BDA#ସବୁଜ_ସହର#BBSR




ସୋମବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଏ ଉପାଧ୍ୟକ୍ଷ ଡା.ଏନ୍ ତିରୁମାଲା ନାଏକ ନାଗରିକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। #BDA #GoodGovernance



The kick-off meeting for the planning and designing of Town Planning (TP) Schemes No. 05, 06, and 07 under Zone-1 of BDA in BDPA was held today under the chairmanship of Dr. N. Thirumala Naik, Vice-Chairman, BDA. Senior BDA officials were also present. #TPScheme #BDA




ଖୋଲା ଆକାଶ ତଳେ ସମୟ ଅତିବାହିତ କରିବାର ଏକ ନିଆରା ଅନୁଭୂତି ଦେଉଛି, ୟୁନିଟ-୧ ସ୍ଥିତ ଜ୍ଞାନ ପଟ୍ଟନାୟକ ପାର୍କ । #BDAPARK




BDA today conducted a lottery to allot shops to beneficiaries at Babasaheb Bhim Rao Ambedkar Bus Terminal (BSABT). The lottery was conducted for allotment of 112 shops on a monthly rental basis. BDA Secretary Manas Ranjan Padhi & senior officials were present. #BDA #BSABT




ପବିତ୍ର ବିଶ୍ବକର୍ମା ପୂଜା ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। #VishwakarmaPuja#BDA

ମନକୁ ଶାନ୍ତି ଓ ଆନନ୍ଦରେ ଭରିଦିଏ, ଯୁନିଟ-୮ ସ୍ଥିତ ଗୋପବନ୍ଧୁ ଦାସ ପାର୍କ । ପ୍ରକୃତିର ସୌନ୍ଦର୍ଯ୍ୟ ମଧ୍ୟରେ ବିଶ୍ରାମ ପାଇଁ ଏହା ଏକ ଆଦର୍ଶ ସ୍ଥାନ। #BDAPARK




Every Monday, BDA conducts grievance meetings to hear and resolve citizen concerns. This week, Vice Chairman Dr. N. Thirumala Naik along with senior officials interacted with the public and addressed their grievances. #Bhubaneswar #BDA #PublicGrievance




United States Тренды
- 1. Cowboys 66K posts
- 2. Fred Warner 6,508 posts
- 3. Panthers 66.4K posts
- 4. Ravens 61.5K posts
- 5. Browns 59.7K posts
- 6. Dolphins 44.1K posts
- 7. #KeepPounding 6,838 posts
- 8. Eberflus 8,894 posts
- 9. Colts 53.9K posts
- 10. Rico Dowdle 8,832 posts
- 11. Steelers 62.1K posts
- 12. Drake Maye 19.9K posts
- 13. Zac Taylor 1,269 posts
- 14. #FTTB 2,949 posts
- 15. Penn State 65.6K posts
- 16. Chargers 51.3K posts
- 17. James Franklin 48.5K posts
- 18. Pickens 16.7K posts
- 19. Herbert 15K posts
- 20. Dillon Gabriel 4,400 posts
Вам может понравиться
-
Finance Department
@FdOdisha -
Smart Bhubaneswar
@BSCL_BBSR -
ChiefSecyOdisha
@SecyChief -
Energy Odisha
@EnergyOdisha -
Capital Region Urban Transport
@CRUT_BBSR -
Odisha Forest, Env. and Climate Change Department
@ForestDeptt -
OPTCL
@OPTCL_Odisha -
exciseodisha
@exciseodisha -
Planning & Convergence Department, Govt. of Odisha
@PCDept_Odisha -
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport
@CTOdisha -
Criminal Investigation Department and Crime Branch
@CIDOdisha -
H & UD Dept
@HUDDeptOdisha -
SRC, Govt of Odisha
@SRC_Odisha -
DCP Bhubaneswar
@dcpbbsr -
Home Department, Govt. of Odisha
@homeodisha
Something went wrong.
Something went wrong.