SukantTutorial's profile picture. Jay Jagannath 🙏 | Official X Handle of Sukant Tutorial | Creator at YouTube (85K+ Subscribers) | An Educator, Social Worker & Social Media Influence.

Sukant Sir

@SukantTutorial

Jay Jagannath 🙏 | Official X Handle of Sukant Tutorial | Creator at YouTube (85K+ Subscribers) | An Educator, Social Worker & Social Media Influence.

你可能會喜歡

ସୋମବାର କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି -ଆସନ୍ତା ସୋମବାର ଦୀପାବଳି ପାଇଁ କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି -ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା -ଦୀପାବଳି ପାଇଁ ଅତିରିକ୍ତ ଛୁଟି ଭାବେ ଘୋଷଣା #Diwali #Diwali2025 #College #University #Holiday #Odisha #SukantTutirial

SukantTutorial's tweet image. ସୋମବାର କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି

-ଆସନ୍ତା ସୋମବାର ଦୀପାବଳି ପାଇଁ କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି
-ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା
-ଦୀପାବଳି ପାଇଁ ଅତିରିକ୍ତ ଛୁଟି ଭାବେ ଘୋଷଣା

#Diwali #Diwali2025 #College #University #Holiday #Odisha #SukantTutirial

Timeline for SPOT admission into U.G(+3) , P.G, 2 Years B.Ed./M.Ed., 3 Years LL.B. and 3 Years lntegrated B.Ed.- M.Ed. Courses under SAMS for the Academic Session 2025 -26 #admission #sukanttutorial #odisha

SukantTutorial's tweet image. Timeline for SPOT admission into U.G(+3) , P.G, 2 Years B.Ed./M.Ed., 3 Years LL.B. and 3 Years lntegrated B.Ed.- M.Ed. Courses under SAMS for the Academic Session 2025 -26

#admission #sukanttutorial #odisha

Agriculture & FE Department has been inviting online applications for "Krishi Vidya Nidhi Yojana" Scholarship for AY 2025-26. Eligible GENERAL,ST,SC,OBC/SEBC,EBC students are requested to register and apply for Scholarship by 30.11.2025 positively.  #odisha #sukanttutorial

SukantTutorial's tweet image. Agriculture & FE Department has been inviting online applications for "Krishi Vidya Nidhi Yojana" Scholarship for AY 2025-26. Eligible GENERAL,ST,SC,OBC/SEBC,EBC students are requested to register and apply for Scholarship by 30.11.2025 positively. 
#odisha #sukanttutorial

🚨 scholarship.odisha.gov.in Problem Many students are facing issues in filling the form — 🔹 10th Details not submitting 🔹 Caste & Income Certificate upload error 🔹 Submit & Next Button not working Kindly fix this issue soon 🙏 @scstdevdept @CMO_Odisha @OCAC_Odisha @DHE_Odisha

SukantTutorial's tweet image. 🚨  scholarship.odisha.gov.in Problem
Many students are facing issues in filling the form —
🔹 10th Details not submitting
🔹 Caste & Income Certificate upload error
🔹 Submit & Next Button not working
Kindly fix this issue soon 🙏
@scstdevdept @CMO_Odisha @OCAC_Odisha @DHE_Odisha

ପୋଷ୍ଟ୍ ମାଟ୍ରିକ୍ ସ୍କଲାରସିପ୍ ଆବେଦନ ଆରମ୍ଭରୁ ଏ ପର୍ଯ୍ୟନ୍ତ ଅବ୍ୟବସ୍ଥା । ସ୍କଲାରସିପ୍ ଆବେଦନ ସମୟରେ ବହୁତ ଅସୁବିଧା ହେଉଛି (10th Details , Caste & Income Certificate , Submit & Next Button Problem) ଯାହା ଫଳରେ ପିଲାମାନେ ସ୍କଲାରସିପ୍ ଆବେଦନ କରିପାରୁ ନାହାଁନ୍ତି । ଯଥାଶୀଘ୍ର ଏ ସବୁ Problem ସମାଧାନ କରନ୍ତୁ ।

SukantTutorial's tweet image. ପୋଷ୍ଟ୍ ମାଟ୍ରିକ୍ ସ୍କଲାରସିପ୍ ଆବେଦନ ଆରମ୍ଭରୁ ଏ ପର୍ଯ୍ୟନ୍ତ ଅବ୍ୟବସ୍ଥା । ସ୍କଲାରସିପ୍ ଆବେଦନ ସମୟରେ ବହୁତ ଅସୁବିଧା ହେଉଛି (10th Details , Caste & Income Certificate , Submit & Next Button Problem) ଯାହା ଫଳରେ ପିଲାମାନେ ସ୍କଲାରସିପ୍ ଆବେଦନ କରିପାରୁ ନାହାଁନ୍ତି । ଯଥାଶୀଘ୍ର ଏ ସବୁ Problem ସମାଧାନ କରନ୍ତୁ ।

Dateline Extended for Online Application & Validation of Scholarship under Mukhyamantri Medhabi Chhatra Protsahan Yojana 2025-26 for Fresh Students. #ugmeritscholarship #emedhabruti #vfmb #gssy #scholarship #sukanttutorial #odisha

SukantTutorial's tweet image. Dateline Extended for Online Application & Validation of Scholarship under Mukhyamantri Medhabi Chhatra Protsahan Yojana 2025-26 for Fresh Students.

#ugmeritscholarship #emedhabruti #vfmb #gssy #scholarship #sukanttutorial #odisha

+୩ ପ୍ରଥମ ପର୍ଯ୍ୟାୟ ନାମଲେଖା, +୨ ଇନଷ୍ଟାଣ୍ଟ ପରୀକ୍ଷାଫଳ ଓ ପାଠପଢ଼ା ୧ ମାସ ଧରି ଆରମ୍ଭ ହେଲାଣି ମାତ୍ର ଏବେ ସୁଦ୍ଧା +୩ ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ଆସୁନାହିଁ । ଏବେ ବି ବହୁତ କଲେଜରେ ଅନେକ ସିଟ୍ ଫାଙ୍କା ରହିଛି, ତେଣୁ +୩ ୨ୟ ପର୍ଯ୍ୟାୟକୁ ବହୁତ ପିଲା ଅପେକ୍ଷା କରିଛନ୍ତି । ଏଥିପ୍ରତି ଯଥାଶୀଘ୍ର ଧ୍ୟାନ ଦିଅନ୍ତୁ ।

SukantTutorial's tweet image. +୩ ପ୍ରଥମ ପର୍ଯ୍ୟାୟ ନାମଲେଖା, +୨ ଇନଷ୍ଟାଣ୍ଟ ପରୀକ୍ଷାଫଳ ଓ ପାଠପଢ଼ା ୧ ମାସ ଧରି ଆରମ୍ଭ ହେଲାଣି ମାତ୍ର ଏବେ ସୁଦ୍ଧା +୩ ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ଆସୁନାହିଁ । ଏବେ ବି ବହୁତ କଲେଜରେ ଅନେକ ସିଟ୍ ଫାଙ୍କା ରହିଛି, ତେଣୁ +୩ ୨ୟ ପର୍ଯ୍ୟାୟକୁ ବହୁତ ପିଲା ଅପେକ୍ଷା କରିଛନ୍ତି । ଏଥିପ୍ରତି ଯଥାଶୀଘ୍ର ଧ୍ୟାନ ଦିଅନ୍ତୁ ।

+୩ ପ୍ରଥମ ପର୍ଯ୍ୟାୟ ନାମଲେଖା, +୨ ଇନଷ୍ଟାଣ୍ଟ ପରୀକ୍ଷାଫଳ ଓ ପାଠପଢ଼ା ୧ ମାସ ଧରି ଆରମ୍ଭ ହେଲାଣି ମାତ୍ର ଏବେ ସୁଦ୍ଧା +୩ ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ଆସୁନାହିଁ । ଏବେ ବି ବହୁତ କଲେଜରେ ଅନେକ ସିଟ୍ ଫାଙ୍କା ରହିଛି, ତେଣୁ +୩ ୨ୟ ପର୍ଯ୍ୟାୟକୁ ବହୁତ ପିଲା ଅପେକ୍ଷା କରିଛନ୍ତି ।ଏଥିପ୍ରତି ଯଥାଶୀଘ୍ର ଧ୍ୟାନ ଦିଅନ୍ତୁ ।

SukantTutorial's tweet image. +୩ ପ୍ରଥମ ପର୍ଯ୍ୟାୟ ନାମଲେଖା, +୨ ଇନଷ୍ଟାଣ୍ଟ ପରୀକ୍ଷାଫଳ ଓ ପାଠପଢ଼ା ୧ ମାସ ଧରି ଆରମ୍ଭ ହେଲାଣି ମାତ୍ର ଏବେ ସୁଦ୍ଧା +୩ ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ଆସୁନାହିଁ । ଏବେ ବି ବହୁତ କଲେଜରେ ଅନେକ ସିଟ୍ ଫାଙ୍କା ରହିଛି, ତେଣୁ +୩ ୨ୟ ପର୍ଯ୍ୟାୟକୁ ବହୁତ ପିଲା ଅପେକ୍ଷା କରିଛନ୍ତି ।ଏଥିପ୍ରତି ଯଥାଶୀଘ୍ର ଧ୍ୟାନ ଦିଅନ୍ତୁ ।
SukantTutorial's tweet image. +୩ ପ୍ରଥମ ପର୍ଯ୍ୟାୟ ନାମଲେଖା, +୨ ଇନଷ୍ଟାଣ୍ଟ ପରୀକ୍ଷାଫଳ ଓ ପାଠପଢ଼ା ୧ ମାସ ଧରି ଆରମ୍ଭ ହେଲାଣି ମାତ୍ର ଏବେ ସୁଦ୍ଧା +୩ ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ଆସୁନାହିଁ । ଏବେ ବି ବହୁତ କଲେଜରେ ଅନେକ ସିଟ୍ ଫାଙ୍କା ରହିଛି, ତେଣୁ +୩ ୨ୟ ପର୍ଯ୍ୟାୟକୁ ବହୁତ ପିଲା ଅପେକ୍ଷା କରିଛନ୍ତି ।ଏଥିପ୍ରତି ଯଥାଶୀଘ୍ର ଧ୍ୟାନ ଦିଅନ୍ତୁ ।

🎓 ଅନେକ ଛାତ୍ରଛାତ୍ରୀ ମାସମାସ ଧରି ଛାତ୍ରବୃତ୍ତି ଅପେକ୍ଷା କରୁଛନ୍ତି । ଡକ୍ୟୁମେଣ୍ଟ ଠିକ୍ ରହିଥିଲେ ମଧ୍ୟ ଅର୍ଥ ମିଳୁନାହିଁ । ଏହି ବିଳମ୍ବ ଅନେକ ଶିକ୍ଷାର୍ଥୀଙ୍କ ସ୍ୱପ୍ନକୁ ଭାଙ୍ଗି ଦେଉଛି । ଯଥାଶୀଘ୍ର ଗୁରୁତ୍ୱ ଦେଇ ପିଲାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରନ୍ତୁ । 📢 ସମୟରେ ଛାତ୍ରବୃତ୍ତି ମିଳିବା ଏକ ଅଧିକାର! @scstdevdept

SukantTutorial's tweet image. 🎓 ଅନେକ ଛାତ୍ରଛାତ୍ରୀ ମାସମାସ ଧରି ଛାତ୍ରବୃତ୍ତି ଅପେକ୍ଷା କରୁଛନ୍ତି । ଡକ୍ୟୁମେଣ୍ଟ ଠିକ୍ ରହିଥିଲେ ମଧ୍ୟ ଅର୍ଥ ମିଳୁନାହିଁ । ଏହି ବିଳମ୍ବ ଅନେକ ଶିକ୍ଷାର୍ଥୀଙ୍କ ସ୍ୱପ୍ନକୁ ଭାଙ୍ଗି ଦେଉଛି । ଯଥାଶୀଘ୍ର ଗୁରୁତ୍ୱ ଦେଇ ପିଲାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରନ୍ତୁ ।

📢 ସମୟରେ ଛାତ୍ରବୃତ୍ତି ମିଳିବା ଏକ ଅଧିକାର! @scstdevdept

୨୦୧୮ ମାର୍ଚ୍ଚ ୧୫ରେ ରାଜ୍ୟରେ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବେ ନାମଫଳକ ଲେଖିବା ପାଇଁ ନିର୍ଦ୍ଦେଶ ଯାଇଥିଲା କିନ୍ତୁ ଏହି ନିୟମକୁ ଫୁ କରି ଉଡ଼ାଇ ଦେଲେ। ଏବେ ପୁଣି ଓଡ଼ିଆ ନାମଫଳକ କଥା ସରକାରଙ୍କର ମନେ ପଡ଼ିଛି।

SukantTutorial's tweet image. ୨୦୧୮ ମାର୍ଚ୍ଚ ୧୫ରେ ରାଜ୍ୟରେ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବେ ନାମଫଳକ ଲେଖିବା ପାଇଁ ନିର୍ଦ୍ଦେଶ ଯାଇଥିଲା କିନ୍ତୁ ଏହି ନିୟମକୁ ଫୁ କରି ଉଡ଼ାଇ ଦେଲେ। ଏବେ ପୁଣି ଓଡ଼ିଆ ନାମଫଳକ କଥା ସରକାରଙ୍କର ମନେ ପଡ଼ିଛି।

ଯୋଜନା ଲାଗୁ କରିବା ଠିକ୍ ସେ କାମ ନ କରିବା ଏଇଟା ଦୁର୍ଭାଗ୍ୟ ଜନକ ବିଷୟ #Odisha

SukantTutorial's tweet image. ଯୋଜନା ଲାଗୁ କରିବା ଠିକ୍ ସେ କାମ ନ କରିବା ଏଇଟା ଦୁର୍ଭାଗ୍ୟ ଜନକ ବିଷୟ #Odisha

ସମ୍ମାନନୀୟ ସାର୍ @CMO_Odisha @MohanMOdisha @scstdevdept @NityanandaBJP ୨୦୨୪-୨୫ ଶିକ୍ଷାବର୍ଷ ଶେଷ ହେଲାଣି କିନ୍ତୁ ଏ ପର୍ଯ୍ୟନ୍ତ ବି ବହୁତ ପିଲାଙ୍କୁ ପୋଷ୍ଟ୍-ମାଟ୍ରିକ୍ ସ୍କଲାରସିପ୍ ଟଙ୍କା ମିଳିନି ଯାହା ଫଳରେ ବହୁତ ପିଲା ଉଚ୍ଚଶିକ୍ଷା ପଢ଼ିବାରୁ ବଞ୍ଚିତ ହେଉଛନ୍ତି । #OdishaScholarshipDelay2025 #SukantTutorial

SukantTutorial's tweet image. ସମ୍ମାନନୀୟ ସାର୍ @CMO_Odisha @MohanMOdisha  @scstdevdept @NityanandaBJP ୨୦୨୪-୨୫ ଶିକ୍ଷାବର୍ଷ ଶେଷ ହେଲାଣି କିନ୍ତୁ ଏ ପର୍ଯ୍ୟନ୍ତ ବି ବହୁତ ପିଲାଙ୍କୁ ପୋଷ୍ଟ୍-ମାଟ୍ରିକ୍ ସ୍କଲାରସିପ୍ ଟଙ୍କା ମିଳିନି ଯାହା ଫଳରେ ବହୁତ ପିଲା ଉଚ୍ଚଶିକ୍ଷା ପଢ଼ିବାରୁ ବଞ୍ଚିତ ହେଉଛନ୍ତି ।

#OdishaScholarshipDelay2025 #SukantTutorial

ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତମହାବିଦ୍ୟାଳୟ, ପୁରୀରେ ଛାତ୍ର ପରୀକ୍ଷା ଦେଇ ଫେରୁଥିବା ବେଳେ ଆକ୍ରମଣ । କଲେଜ ଗୁଡ଼ିକରେ ହିଂସା ଓ ଆକ୍ରମଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା । ଏହାର ସ୍ଥାୟୀ ସମାଧାନ ପାଇଁ @CMO_Odisha @homeodisha @DHE_Odisha @suryabanshibjp @GovernorOdisha @dpradhanbjp ଅନୁରୋଧ 🙏 #Odisha

SukantTutorial's tweet image. ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତମହାବିଦ୍ୟାଳୟ, ପୁରୀରେ ଛାତ୍ର ପରୀକ୍ଷା ଦେଇ ଫେରୁଥିବା ବେଳେ ଆକ୍ରମଣ । କଲେଜ ଗୁଡ଼ିକରେ ହିଂସା ଓ ଆକ୍ରମଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା । ଏହାର ସ୍ଥାୟୀ ସମାଧାନ ପାଇଁ @CMO_Odisha @homeodisha @DHE_Odisha @suryabanshibjp  @GovernorOdisha @dpradhanbjp ଅନୁରୋଧ 🙏 #Odisha

ଦିନେ ଟ୍ରମ୍ପ କହିଥିଲେ.... ଲାଗୁଛି କଥା ସତ ହେଇଗଲା #Odisha

SukantTutorial's tweet image. ଦିନେ ଟ୍ରମ୍ପ କହିଥିଲେ.... ଲାଗୁଛି କଥା ସତ ହେଇଗଲା #Odisha

ଯେଉଁମାନେ ' X ' ରେ ଅଭିଯୋଗ ଦେଖିପାରୁ ନଥିଲେ ,ସେମାନେ ଆଜି ସେଇ ' X ' ରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। କେଉଁଠି ନା କେଉଁଠି ଆମେ ସମସ୍ତେ ଦାୟୀ। ଗୋଟେ ଜୀବନ ଶେଷ ହେଇଗଲା ପରେ, ସେ ଆଉ କେଉଁ ପ୍ରକାର ନ୍ୟାୟର ଆଶା ରଖେ ?


Godabarisha Vidyarthi Protsahana Yojana "Laptop DBT Scheme- " for 2025 🗓️ Apply between 01.07.2025 to 21.07.2025 at scholarship.odisha.gov.in using your Aadhaar-linked mobile number. 📘 Details at: dhe.odisha.gov.in #StudentSupport #LaptopScheme #education #SukantTutorial

SukantTutorial's tweet image. Godabarisha Vidyarthi Protsahana Yojana "Laptop DBT Scheme- " for 2025

🗓️ Apply between 01.07.2025 to 21.07.2025 at scholarship.odisha.gov.in using your Aadhaar-linked mobile number.

📘 Details at: dhe.odisha.gov.in

#StudentSupport #LaptopScheme #education #SukantTutorial

ସରକାର ନୂଆ-ଓ ଛାତ୍ରବୃତ୍ତି ବନ୍ଦ କରିବା ପରେ ଫାଇନାନ୍‌ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ ନୂଆ ଯୋଜନା ଚଳିତ ବର୍ଷଠାରୁ ଆରମ୍ଭ ହେବ ବୋଲି ୩୦-୦୮୨୦୨୪ ଦିନ ଘୋଷଣା କଲେ ଅର୍ଥାତ ଚଳିତ ବର୍ଷ ୨୦୨୪-୨୫ ହେବ । ଘୋଷଣା ହେବାର ୧୦ ମାସ ହେବ କିନ୍ତୁ ଏ ପର୍ଯ୍ୟନ୍ତ ବିଜ୍ଞପ୍ତି ,ନିର୍ଦ୍ଦେଶାବଳୀ ଏବଂ ଆବେଦନ ତାରିଖ ଆସି ନାହିଁ ।

SukantTutorial's tweet image. ସରକାର ନୂଆ-ଓ ଛାତ୍ରବୃତ୍ତି ବନ୍ଦ କରିବା ପରେ ଫାଇନାନ୍‌ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ ନୂଆ ଯୋଜନା ଚଳିତ ବର୍ଷଠାରୁ ଆରମ୍ଭ ହେବ ବୋଲି ୩୦-୦୮୨୦୨୪ ଦିନ ଘୋଷଣା କଲେ ଅର୍ଥାତ ଚଳିତ ବର୍ଷ ୨୦୨୪-୨୫ ହେବ । ଘୋଷଣା ହେବାର ୧୦ ମାସ ହେବ କିନ୍ତୁ ଏ ପର୍ଯ୍ୟନ୍ତ ବିଜ୍ଞପ୍ତି ,ନିର୍ଦ୍ଦେଶାବଳୀ ଏବଂ ଆବେଦନ ତାରିଖ ଆସି ନାହିଁ ।

ସମ୍ମାନନୀୟ ସାର୍ @CMO_Odisha @MohanMOdisha @scstdevdept @NityanandaBJP ୨୦୨୪-୨୫ ଶିକ୍ଷାବର୍ଷ ଶେଷ ହେଲାଣି କିନ୍ତୁ ଏ ପର୍ଯ୍ୟନ୍ତ ବି ବହୁତ ପିଲାଙ୍କୁ ପୋଷ୍ଟ୍-ମାଟ୍ରିକ୍ ସ୍କଲାରସିପ୍ ଟଙ୍କା ମିଳିନି ଯାହା ଫଳରେ ବହୁତ ପିଲା ଉଚ୍ଚଶିକ୍ଷା ପଢ଼ିବାରୁ ବଞ୍ଚିତ ହେଉଛନ୍ତି । #OdishaScholarshipDelay2025 #Odisha

SukantTutorial's tweet image. ସମ୍ମାନନୀୟ ସାର୍ @CMO_Odisha @MohanMOdisha  @scstdevdept @NityanandaBJP ୨୦୨୪-୨୫ ଶିକ୍ଷାବର୍ଷ ଶେଷ ହେଲାଣି କିନ୍ତୁ ଏ ପର୍ଯ୍ୟନ୍ତ ବି ବହୁତ ପିଲାଙ୍କୁ ପୋଷ୍ଟ୍-ମାଟ୍ରିକ୍ ସ୍କଲାରସିପ୍ ଟଙ୍କା ମିଳିନି ଯାହା ଫଳରେ ବହୁତ ପିଲା ଉଚ୍ଚଶିକ୍ଷା ପଢ଼ିବାରୁ ବଞ୍ଚିତ ହେଉଛନ୍ତି  ।

#OdishaScholarshipDelay2025 #Odisha

ସମ୍ମାନନୀୟ ସାର୍ @CMO_Odisha @MohanMOdisha @scstdevdept @NityanandaBJP ପୋଷ୍ଟ୍-ମାଟ୍ରିକ୍ ସ୍କଲାରସିପ୍ କିଛି ପିଲାଙ୍କୁ ମିଳିଗଲାଣି କିନ୍ତୁ ଏ ପର୍ଯ୍ୟନ୍ତ ବହୁତ ପିଲାଙ୍କୁ ସ୍କଲାରସିପ୍ ଟଙ୍କା ମିଳିନି ..... ଦୟା କରିକି ଏହା ଉପରେ ଗୁରୁତ୍ୱ ଦିଅନ୍ତୁ ଏଇଟା ପିଲାଙ୍କ ଭବିଷ୍ୟତ କଥା #OdishaScholarshipDelay2025 #Odisha


United States 趨勢

Loading...

Something went wrong.


Something went wrong.