Sukant Sir
@SukantTutorial
Jay Jagannath 🙏 | Official X Handle of Sukant Tutorial | Creator at YouTube (85K+ Subscribers) | An Educator, Social Worker & Social Media Influence.
Bạn có thể thích
🎓 SHRESHTA (NETS)–୨୦୨୬ ମେଧାବୀ ଅନୁସୂଚିତ ଜାତି (SC) ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ଆବାସିକ ଶିକ୍ଷା 🖥️ ଆଜି ହିଁ ଅନଲାଇନ୍ ଆବେଦନ କରନ୍ତୁ ! 📝 ଅନଲାଇନ୍ ଆବେଦନ ଲିଙ୍କ୍ - exams.nta.nic.in/shreshta/ @scstdevdept #SHRESHTA2026 #SCStudents #ResidentialSchool #MeritBasedScholarship #EducationForAll
ଯୁକ୍ତ ୨ ଫର୍ମ ପୂରଣ ଅବଧି ବୃଦ୍ଧି -ବାତ୍ୟା 'ମୋନ୍ଥା' ପାଇଁ ଯୁକ୍ତ ୨ ଫର୍ମ ପୂରଣ ଶେଷ ତାରିଖ ଅବଧି ବୃଦ୍ଧି -ନଭେମ୍ୱର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ବୃଦ୍ଧି -ଅକ୍ଟୋବର ୨୮ ତାରିଖ ଥିଲା ଫର୍ମ ପୂରଣ ଶେଷ ତାରିଖ -କଲେଜ କର୍ତ୍ତୃପକ୍ଷଙ୍କ ନିବେଦନ ପରେ CHSEର ନିଷ୍ପତ୍ତି #PlusTwo #FormFillup #Odisha #SukantTutorial
ଓଡ଼ିଶାରେ ୧୯୯୯ ଅକ୍ଟୋବର ୨୯ ଠାରୁ ୨୦୨୫ ଅକ୍ଟୋବର ୨୮ ତାରିଖରେ ଘଟିଥିବା ବାତ୍ୟାର ନାମ ଓ ତାରିଖ । #Cyclone #SukantTutorial #Odisha
୮ ଜିଲ୍ଲାରେ ସ୍କୁଲ ଛୁଟି - ଗଣଶିକ୍ଷା ବିଭାଗ 'ମୋନ୍ଥା' ପାଇଁ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ସ୍କୁଲ ଛୁଟି । ସ୍କୁଲ ଛୁଟି ଘୋଷଣା କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଆସନ୍ତାକାଲିଠୁ (ଅକ୍ଟୋବର୨୮) ରୁ ଅକ୍ଟୋବର ୩୦ ଯାଏଁ ୮ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ । #School #Montha #Cyclone #SchoolClosed #Odisha #SukantTutorial
+3 ପରୀକ୍ଷାରେ ହେରଫେର ଅଭିଯୋଗ । ଅଧ୍ୟକ୍ଷଙ୍କ ବାସଭବନରେ ଉତ୍ତର ଖାତା । @DHE_Odisha @suryabanshibjp ଘଟଣାର ତଦନ୍ତ କରାଯାଇ ସତ୍ୟତା ସାମ୍ନାକୁ ଅଣାଯାଉ । ଯଦି ଏ ଅଭିଯୋଗ ସତ ତାହାଲେ ପରୀକ୍ଷାରେ ସ୍ୱଚ୍ଛତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ଵାଭାବିକ । #Education #Odisha #SukantTutorial
Vivekananda Shiksha Kendra Scholarship For AY 2025-26 ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିବେକାନନ୍ଦ ମେଧାବୃତ୍ତି ୨୦୨୫-୨୬ ଆୟୋଜନ କରାଯାଉଛି ◆ Apply Last Date : 19/November/2025 ◆ Apply Link : vsk.ac.in/scholarship#ap… #SukantTutorial #Scholarship #Odisha
ରାଜ୍ୟର ଭୁଶୁଡୁଛି ଶିକ୍ଷା ବ୍ୟବସ୍ଥା । ଯଦି ବର୍ଷ ସାରା ଶିକ୍ଷା କ୍ୟାଲେଣ୍ଡର ଦେଖା ଯାଏ ତାହାଲେ Admission + Scholarship + Internal + Semester ଏଇଟା ହିଁ ଚାଲିଛି #Education #Scholarship #Odisha
Good News to All Students Extended Dateline for Online Application & Validation of e-Medhabruti (UG Merit , PG Merit , Technical & professional Merit) , GSSY , VFMB Scholarship AY 2025-26 for Fresh / Renewal Students. #Scholarship #odisha #sukanttutorial
Odisha State Scholarship Portal is totally down & not working Kindly Extended GSSY, VFMB & e-Medhabruti Scholarship date and all date which is relevant. @IPR_Odisha @AmaShasana @DHE_Odisha @CMO_Odisha @suryabanshibjp @MohanMOdisha @EduMinOfIndia #scholarship #sukanttutorial
Odisha State Scholarship Portal Website ସବୁବେଳେ ସମସ୍ୟା ରହୁଛି, ବାରମ୍ବାର ପ୍ରୟାସ କଲେ ମଧ୍ୟ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡୁଛି, ଏଥିପ୍ରତି ଧ୍ୟାନ ଦେବାକୁ ବିନମ୍ର ଅନୁରୋଧ ।@CMO_Odisha, @scstdevdept, @DHE_Odisha ଦୟା କରି ଆବେଦନ ତାରିଖ ବଢ଼ାଇଲେ ପିଲାମାନେ ଠିକ୍ ସେ ଆବେଦନ କରି ପାରିବେ ।#SukantTutorial
ରାସନ କାର୍ଡଧାରୀଙ୍କୁ ମିଳିବ ଅଧିକ ୫ କେଜି ଚାଉଳ । ୧୯ ଜିଲ୍ଲାରେ ପରିବାର ପିଛା ୩ ମାସ ପାଇଁ ଅଧିକ ୫ କେଜି ଚାଉଳ ଦେବାକୁ ନିର୍ଦ୍ଦେଶ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଚାଉଳ ମିଳିବ । ଏନେଇ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗର ଚିଠି। #OdishaFoodDistribution #RationCardUpdate #SukantTutorial #Odisha
ସୋମବାର କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି -ଆସନ୍ତା ସୋମବାର ଦୀପାବଳି ପାଇଁ କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି -ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା -ଦୀପାବଳି ପାଇଁ ଅତିରିକ୍ତ ଛୁଟି ଭାବେ ଘୋଷଣା #Diwali #Diwali2025 #College #University #Holiday #Odisha #SukantTutirial
Timeline for SPOT admission into U.G(+3) , P.G, 2 Years B.Ed./M.Ed., 3 Years LL.B. and 3 Years lntegrated B.Ed.- M.Ed. Courses under SAMS for the Academic Session 2025 -26 #admission #sukanttutorial #odisha
Agriculture & FE Department has been inviting online applications for "Krishi Vidya Nidhi Yojana" Scholarship for AY 2025-26. Eligible GENERAL,ST,SC,OBC/SEBC,EBC students are requested to register and apply for Scholarship by 30.11.2025 positively. #odisha #sukanttutorial
🚨 scholarship.odisha.gov.in Problem Many students are facing issues in filling the form — 🔹 10th Details not submitting 🔹 Caste & Income Certificate upload error 🔹 Submit & Next Button not working Kindly fix this issue soon 🙏 @scstdevdept @CMO_Odisha @OCAC_Odisha @DHE_Odisha
ପୋଷ୍ଟ୍ ମାଟ୍ରିକ୍ ସ୍କଲାରସିପ୍ ଆବେଦନ ଆରମ୍ଭରୁ ଏ ପର୍ଯ୍ୟନ୍ତ ଅବ୍ୟବସ୍ଥା । ସ୍କଲାରସିପ୍ ଆବେଦନ ସମୟରେ ବହୁତ ଅସୁବିଧା ହେଉଛି (10th Details , Caste & Income Certificate , Submit & Next Button Problem) ଯାହା ଫଳରେ ପିଲାମାନେ ସ୍କଲାରସିପ୍ ଆବେଦନ କରିପାରୁ ନାହାଁନ୍ତି । ଯଥାଶୀଘ୍ର ଏ ସବୁ Problem ସମାଧାନ କରନ୍ତୁ ।
Dateline Extended for Online Application & Validation of Scholarship under Mukhyamantri Medhabi Chhatra Protsahan Yojana 2025-26 for Fresh Students. #ugmeritscholarship #emedhabruti #vfmb #gssy #scholarship #sukanttutorial #odisha
+୩ ପ୍ରଥମ ପର୍ଯ୍ୟାୟ ନାମଲେଖା, +୨ ଇନଷ୍ଟାଣ୍ଟ ପରୀକ୍ଷାଫଳ ଓ ପାଠପଢ଼ା ୧ ମାସ ଧରି ଆରମ୍ଭ ହେଲାଣି ମାତ୍ର ଏବେ ସୁଦ୍ଧା +୩ ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ଆସୁନାହିଁ । ଏବେ ବି ବହୁତ କଲେଜରେ ଅନେକ ସିଟ୍ ଫାଙ୍କା ରହିଛି, ତେଣୁ +୩ ୨ୟ ପର୍ଯ୍ୟାୟକୁ ବହୁତ ପିଲା ଅପେକ୍ଷା କରିଛନ୍ତି । ଏଥିପ୍ରତି ଯଥାଶୀଘ୍ର ଧ୍ୟାନ ଦିଅନ୍ତୁ ।
+୩ ପ୍ରଥମ ପର୍ଯ୍ୟାୟ ନାମଲେଖା, +୨ ଇନଷ୍ଟାଣ୍ଟ ପରୀକ୍ଷାଫଳ ଓ ପାଠପଢ଼ା ୧ ମାସ ଧରି ଆରମ୍ଭ ହେଲାଣି ମାତ୍ର ଏବେ ସୁଦ୍ଧା +୩ ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ଆସୁନାହିଁ । ଏବେ ବି ବହୁତ କଲେଜରେ ଅନେକ ସିଟ୍ ଫାଙ୍କା ରହିଛି, ତେଣୁ +୩ ୨ୟ ପର୍ଯ୍ୟାୟକୁ ବହୁତ ପିଲା ଅପେକ୍ଷା କରିଛନ୍ତି ।ଏଥିପ୍ରତି ଯଥାଶୀଘ୍ର ଧ୍ୟାନ ଦିଅନ୍ତୁ ।
🎓 ଅନେକ ଛାତ୍ରଛାତ୍ରୀ ମାସମାସ ଧରି ଛାତ୍ରବୃତ୍ତି ଅପେକ୍ଷା କରୁଛନ୍ତି । ଡକ୍ୟୁମେଣ୍ଟ ଠିକ୍ ରହିଥିଲେ ମଧ୍ୟ ଅର୍ଥ ମିଳୁନାହିଁ । ଏହି ବିଳମ୍ବ ଅନେକ ଶିକ୍ଷାର୍ଥୀଙ୍କ ସ୍ୱପ୍ନକୁ ଭାଙ୍ଗି ଦେଉଛି । ଯଥାଶୀଘ୍ର ଗୁରୁତ୍ୱ ଦେଇ ପିଲାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରନ୍ତୁ । 📢 ସମୟରେ ଛାତ୍ରବୃତ୍ତି ମିଳିବା ଏକ ଅଧିକାର! @scstdevdept
United States Xu hướng
- 1. Austin Reaves 49.3K posts
- 2. #LakeShow 3,092 posts
- 3. Trey Yesavage 37.5K posts
- 4. Jake LaRavia 5,863 posts
- 5. #LoveIsBlindS9 4,055 posts
- 6. jungwoo 106K posts
- 7. doyoung 80.3K posts
- 8. Rudy 9,299 posts
- 9. Blue Jays 62.3K posts
- 10. #Lakers 1,148 posts
- 11. Jeremy Lin N/A
- 12. #AEWDynamite 22.9K posts
- 13. Happy Birthday Kat N/A
- 14. Pelicans 4,442 posts
- 15. Devin Booker 1,248 posts
- 16. Snell 13.6K posts
- 17. Kacie 1,851 posts
- 18. #WorldSeries 67K posts
- 19. CALL 12 3,317 posts
- 20. Wolves 64.5K posts
Bạn có thể thích
Something went wrong.
Something went wrong.