Sukant Sir
@SukantTutorial
Jay Jagannath 🙏 | Official X Handle of Sukant Tutorial | Creator at YouTube (85K+ Subscribers) | An Educator, Social Worker & Social Media Influence.
내가 좋아할 만한 콘텐츠
Odisha State Scholarship Portal is totally down & not working Kindly Extended GSSY, VFMB & e-Medhabruti Scholarship date and all date which is relevant. @IPR_Odisha @AmaShasana @DHE_Odisha @CMO_Odisha @suryabanshibjp @MohanMOdisha @EduMinOfIndia #scholarship #sukanttutorial
Odisha State Scholarship Portal Website ସବୁବେଳେ ସମସ୍ୟା ରହୁଛି, ବାରମ୍ବାର ପ୍ରୟାସ କଲେ ମଧ୍ୟ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡୁଛି, ଏଥିପ୍ରତି ଧ୍ୟାନ ଦେବାକୁ ବିନମ୍ର ଅନୁରୋଧ ।@CMO_Odisha, @scstdevdept, @DHE_Odisha ଦୟା କରି ଆବେଦନ ତାରିଖ ବଢ଼ାଇଲେ ପିଲାମାନେ ଠିକ୍ ସେ ଆବେଦନ କରି ପାରିବେ ।#SukantTutorial
ରାସନ କାର୍ଡଧାରୀଙ୍କୁ ମିଳିବ ଅଧିକ ୫ କେଜି ଚାଉଳ । ୧୯ ଜିଲ୍ଲାରେ ପରିବାର ପିଛା ୩ ମାସ ପାଇଁ ଅଧିକ ୫ କେଜି ଚାଉଳ ଦେବାକୁ ନିର୍ଦ୍ଦେଶ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଚାଉଳ ମିଳିବ । ଏନେଇ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗର ଚିଠି। #OdishaFoodDistribution #RationCardUpdate #SukantTutorial #Odisha
ସୋମବାର କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି -ଆସନ୍ତା ସୋମବାର ଦୀପାବଳି ପାଇଁ କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି -ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା -ଦୀପାବଳି ପାଇଁ ଅତିରିକ୍ତ ଛୁଟି ଭାବେ ଘୋଷଣା #Diwali #Diwali2025 #College #University #Holiday #Odisha #SukantTutirial
Timeline for SPOT admission into U.G(+3) , P.G, 2 Years B.Ed./M.Ed., 3 Years LL.B. and 3 Years lntegrated B.Ed.- M.Ed. Courses under SAMS for the Academic Session 2025 -26 #admission #sukanttutorial #odisha
Agriculture & FE Department has been inviting online applications for "Krishi Vidya Nidhi Yojana" Scholarship for AY 2025-26. Eligible GENERAL,ST,SC,OBC/SEBC,EBC students are requested to register and apply for Scholarship by 30.11.2025 positively. #odisha #sukanttutorial
🚨 scholarship.odisha.gov.in Problem Many students are facing issues in filling the form — 🔹 10th Details not submitting 🔹 Caste & Income Certificate upload error 🔹 Submit & Next Button not working Kindly fix this issue soon 🙏 @scstdevdept @CMO_Odisha @OCAC_Odisha @DHE_Odisha
ପୋଷ୍ଟ୍ ମାଟ୍ରିକ୍ ସ୍କଲାରସିପ୍ ଆବେଦନ ଆରମ୍ଭରୁ ଏ ପର୍ଯ୍ୟନ୍ତ ଅବ୍ୟବସ୍ଥା । ସ୍କଲାରସିପ୍ ଆବେଦନ ସମୟରେ ବହୁତ ଅସୁବିଧା ହେଉଛି (10th Details , Caste & Income Certificate , Submit & Next Button Problem) ଯାହା ଫଳରେ ପିଲାମାନେ ସ୍କଲାରସିପ୍ ଆବେଦନ କରିପାରୁ ନାହାଁନ୍ତି । ଯଥାଶୀଘ୍ର ଏ ସବୁ Problem ସମାଧାନ କରନ୍ତୁ ।
Dateline Extended for Online Application & Validation of Scholarship under Mukhyamantri Medhabi Chhatra Protsahan Yojana 2025-26 for Fresh Students. #ugmeritscholarship #emedhabruti #vfmb #gssy #scholarship #sukanttutorial #odisha
+୩ ପ୍ରଥମ ପର୍ଯ୍ୟାୟ ନାମଲେଖା, +୨ ଇନଷ୍ଟାଣ୍ଟ ପରୀକ୍ଷାଫଳ ଓ ପାଠପଢ଼ା ୧ ମାସ ଧରି ଆରମ୍ଭ ହେଲାଣି ମାତ୍ର ଏବେ ସୁଦ୍ଧା +୩ ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ଆସୁନାହିଁ । ଏବେ ବି ବହୁତ କଲେଜରେ ଅନେକ ସିଟ୍ ଫାଙ୍କା ରହିଛି, ତେଣୁ +୩ ୨ୟ ପର୍ଯ୍ୟାୟକୁ ବହୁତ ପିଲା ଅପେକ୍ଷା କରିଛନ୍ତି । ଏଥିପ୍ରତି ଯଥାଶୀଘ୍ର ଧ୍ୟାନ ଦିଅନ୍ତୁ ।
+୩ ପ୍ରଥମ ପର୍ଯ୍ୟାୟ ନାମଲେଖା, +୨ ଇନଷ୍ଟାଣ୍ଟ ପରୀକ୍ଷାଫଳ ଓ ପାଠପଢ଼ା ୧ ମାସ ଧରି ଆରମ୍ଭ ହେଲାଣି ମାତ୍ର ଏବେ ସୁଦ୍ଧା +୩ ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ଆସୁନାହିଁ । ଏବେ ବି ବହୁତ କଲେଜରେ ଅନେକ ସିଟ୍ ଫାଙ୍କା ରହିଛି, ତେଣୁ +୩ ୨ୟ ପର୍ଯ୍ୟାୟକୁ ବହୁତ ପିଲା ଅପେକ୍ଷା କରିଛନ୍ତି ।ଏଥିପ୍ରତି ଯଥାଶୀଘ୍ର ଧ୍ୟାନ ଦିଅନ୍ତୁ ।
🎓 ଅନେକ ଛାତ୍ରଛାତ୍ରୀ ମାସମାସ ଧରି ଛାତ୍ରବୃତ୍ତି ଅପେକ୍ଷା କରୁଛନ୍ତି । ଡକ୍ୟୁମେଣ୍ଟ ଠିକ୍ ରହିଥିଲେ ମଧ୍ୟ ଅର୍ଥ ମିଳୁନାହିଁ । ଏହି ବିଳମ୍ବ ଅନେକ ଶିକ୍ଷାର୍ଥୀଙ୍କ ସ୍ୱପ୍ନକୁ ଭାଙ୍ଗି ଦେଉଛି । ଯଥାଶୀଘ୍ର ଗୁରୁତ୍ୱ ଦେଇ ପିଲାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରନ୍ତୁ । 📢 ସମୟରେ ଛାତ୍ରବୃତ୍ତି ମିଳିବା ଏକ ଅଧିକାର! @scstdevdept
୨୦୧୮ ମାର୍ଚ୍ଚ ୧୫ରେ ରାଜ୍ୟରେ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବେ ନାମଫଳକ ଲେଖିବା ପାଇଁ ନିର୍ଦ୍ଦେଶ ଯାଇଥିଲା କିନ୍ତୁ ଏହି ନିୟମକୁ ଫୁ କରି ଉଡ଼ାଇ ଦେଲେ। ଏବେ ପୁଣି ଓଡ଼ିଆ ନାମଫଳକ କଥା ସରକାରଙ୍କର ମନେ ପଡ଼ିଛି।
ସମ୍ମାନନୀୟ ସାର୍ @CMO_Odisha @MohanMOdisha @scstdevdept @NityanandaBJP ୨୦୨୪-୨୫ ଶିକ୍ଷାବର୍ଷ ଶେଷ ହେଲାଣି କିନ୍ତୁ ଏ ପର୍ଯ୍ୟନ୍ତ ବି ବହୁତ ପିଲାଙ୍କୁ ପୋଷ୍ଟ୍-ମାଟ୍ରିକ୍ ସ୍କଲାରସିପ୍ ଟଙ୍କା ମିଳିନି ଯାହା ଫଳରେ ବହୁତ ପିଲା ଉଚ୍ଚଶିକ୍ଷା ପଢ଼ିବାରୁ ବଞ୍ଚିତ ହେଉଛନ୍ତି । #OdishaScholarshipDelay2025 #SukantTutorial
ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତମହାବିଦ୍ୟାଳୟ, ପୁରୀରେ ଛାତ୍ର ପରୀକ୍ଷା ଦେଇ ଫେରୁଥିବା ବେଳେ ଆକ୍ରମଣ । କଲେଜ ଗୁଡ଼ିକରେ ହିଂସା ଓ ଆକ୍ରମଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା । ଏହାର ସ୍ଥାୟୀ ସମାଧାନ ପାଇଁ @CMO_Odisha @homeodisha @DHE_Odisha @suryabanshibjp @GovernorOdisha @dpradhanbjp ଅନୁରୋଧ 🙏 #Odisha
ଯେଉଁମାନେ ' X ' ରେ ଅଭିଯୋଗ ଦେଖିପାରୁ ନଥିଲେ ,ସେମାନେ ଆଜି ସେଇ ' X ' ରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। କେଉଁଠି ନା କେଉଁଠି ଆମେ ସମସ୍ତେ ଦାୟୀ। ଗୋଟେ ଜୀବନ ଶେଷ ହେଇଗଲା ପରେ, ସେ ଆଉ କେଉଁ ପ୍ରକାର ନ୍ୟାୟର ଆଶା ରଖେ ?
Godabarisha Vidyarthi Protsahana Yojana "Laptop DBT Scheme- " for 2025 🗓️ Apply between 01.07.2025 to 21.07.2025 at scholarship.odisha.gov.in using your Aadhaar-linked mobile number. 📘 Details at: dhe.odisha.gov.in #StudentSupport #LaptopScheme #education #SukantTutorial
United States 트렌드
- 1. #UFC321 95.8K posts
- 2. Aspinall 89.8K posts
- 3. Jon Jones 2,662 posts
- 4. Liverpool 114K posts
- 5. Mateer 5,356 posts
- 6. Gane 104K posts
- 7. $SWC 2,717 posts
- 8. Ole Miss 13.1K posts
- 9. Dern 60.5K posts
- 10. Almeida 61.1K posts
- 11. Brentford 48.1K posts
- 12. Arbuckle 2,824 posts
- 13. Lane Kiffin 6,677 posts
- 14. June Lockhart 2,598 posts
- 15. Umar 26.1K posts
- 16. Volkov 53.8K posts
- 17. Oklahoma 17.9K posts
- 18. Gophers 2,276 posts
- 19. Slot 85.9K posts
- 20. UCLA 8,422 posts
내가 좋아할 만한 콘텐츠
Something went wrong.
Something went wrong.