Dipak Kumar
@TechAlmond1
धर्मो रक्षति रक्षितः Helping Nature | Youth Activist | Team ATA Member | Twitter & RTI Activist
Hey @BSNL_OR @BSNLCorporate @GoI_MeitY @_DigitalIndia @Ganjam_Admin @CMO_Odisha @bdo_polasara sir Kindly Look into the matter
Bartini Panchayat, Polasara Block, Ganjam District (Odisha), the BharatNet/BBNL solar Wi-Fi equipment has fallen and is not functional. Kindly send a maintenance team to restore it. @DoT_India @BSNLCorporate @BBNL_BharatNet @BharatNet_Mission @CMO_Odisha @Ganjam_Admin @BSNL_OR
ମହୋଦୟ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ଯ କୌଣସି ମରାମତି ହେଉନାହିଁ। @CMO_Odisha @TPSouthOdisha
ଗଞ୍ଜାମ ପୋଲସରା ବ୍ଳକ ବର୍ତ୍ତିନୀ ଟ୍ରାନ୍ସଫର୍ମର ଟି ଲଟା ବୁଦା ରେ ଆଚ୍ଛାଦିତ ହେଇଗଲାଣି, ଯାହା ବୁଲା ଗାଇଗୋରୁ ମାନଙ୍କ ପାଇଁ ବିପଦ ପୂର୍ଣ୍ଣ ଅଟେ ଦୟାକରି ଏହାକୁ ସଫେଇ କରି ପାଚେରୀ ନିର୍ମାଣ କରିବାକୁ ଅନୁରୋଧ। @CMO_Odisha @EnergyOdisha @TPSouthOdisha
Bartini Panchayat, Polasara Block, Ganjam District (Odisha), the BharatNet/BBNL solar Wi-Fi equipment has fallen and is not functional. Kindly send a maintenance team to restore it. @DoT_India @BSNLCorporate @BBNL_BharatNet @BharatNet_Mission @CMO_Odisha @Ganjam_Admin @BSNL_OR
ଗଞ୍ଜାମ ପୋଲସରା ବ୍ଳକ ବର୍ତ୍ତିନୀ ଟ୍ରାନ୍ସଫର୍ମର ଟି ଲଟା ବୁଦା ରେ ଆଚ୍ଛାଦିତ ହେଇଗଲାଣି, ଯାହା ବୁଲା ଗାଇଗୋରୁ ମାନଙ୍କ ପାଇଁ ବିପଦ ପୂର୍ଣ୍ଣ ଅଟେ ଦୟାକରି ଏହାକୁ ସଫେଇ କରି ପାଚେରୀ ନିର୍ମାଣ କରିବାକୁ ଅନୁରୋଧ। @CMO_Odisha @EnergyOdisha @TPSouthOdisha
#ଗଞ୍ଜାମ ପୋଲସରା ବ୍ଳକ ବର୍ତ୍ତିନୀ ଗ୍ରାମରେ ଗତ ୧୦ ଦିନ ହେଲା ପାନୀୟ ଜଳ ଯୋଗାଣ ଠପ୍ ଲୋକମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ମହୋଦୟ ଙ୍କୁ ଅନୁରୋଧ ତୁରନ୍ତ ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା କରାଯାଉ। @CMO_Odisha @PRDeptOdisha @ZP_Ganjam @bdo_polasara @RWSS_Odisha @rwss_berhampur @RWSS_Bhanjanagr
ଗଞ୍ଜାମ ପୋଲସରା ରେଞ୍ଜର ଅଧିନ ବର୍ତ୍ତିନୀ ମୁଖ୍ଯ ରାସ୍ତା ପାର୍ଶ୍ୱ ରେ ବନ ବିଭାଗ ଦ୍ବାରା ନିର୍ମିତ ନୂତନ କୋଠା କୁ କେହି ଅଧିକାରୀ ନ ଆସିବାରୁ ଏବେ ଭାଙ୍ଗି ରୁଜି ଗଲାଣି ଏବଂ ରାତିରେ ଅସାମାଜିକ କାର୍ଯ୍ୟକଳାପ ବଢୁଛି। ତୁରନ୍ତ ଏହାକୁ ମରାମତି ସହ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ। @CMO_Odisha @ForestDeptt @dfobhmpr @pccfodisha
ଧନ୍ୟବାଦ,,🙏 ମାନନୀୟ ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର, ପୁରୀ @arvindpadhee । ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ନେଇ ଟିମ ଆଟା ତରଫରୁ କରାଯାଇଥିବା ଅନୁରୋଧକୁ ଆପଣ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଧନ୍ୟବାଦ ସମସ୍ତ ମିଡିଆ, ଟ୍ୱିଟର ଆକ୍ଟିଭିଷ୍ଟ ଓ ବିଭିନ୍ନ ସଂଘ ଯେଉଁମାନେ ଭକ୍ତଙ୍କ ଦୁଃଖ ଅବଗତ କରିଥିଲେ
ଗଞ୍ଜାମ ପୁରୁଷୋତ୍ତମପୁର ଆଛୁଲି ଛକ ଠାରୁ ମା ତାରାତାରିଣୀଙ୍କ ପୀଠ ପର୍ୟ୍ଯନ୍ତ ରାସ୍ତା ସ୍ଥାନେ ସ୍ଥାନେ ବଡ ବଡ ଖାଲଖମା ରେ ପରିପୂର୍ଣ୍ଣ ଯାହା ଦୁର୍ଘଟଣା କୁ ନିମନ୍ତ୍ରଣ କରୁଛି। ଦୂରଦୂରାନ୍ତର ଆସୁଥିବା ଭକ୍ତ ଓ ସ୍ଥାନୀୟ ବାସିନ୍ଦା ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ରାସ୍ତା ମରାମତି କରିବାକୁ ଅନୁରୋଧ @CMO_Odisha @PRDeptOdisha
@SP_BERHAMPUR to take immediate action as per law.
#ବ୍ରହ୍ମପୁର #ଗୋପଳପୁର ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ଅଧିକାରୀ ନିଯୁକ୍ତ କରିବାକୁ ଅନୁରୋଧ। @CMO_Odisha @homeodisha @odisha_police @DGPOdisha @SP_BERHAMPUR @igpsr
#ବୁଗୁଡା #ଗୋଲିଆ #ପାଣି_ପାଇଁ_ଅଧା_ପାଇପଲାଇନ୍_ବିଛାଇ_ଛାଡି_ଦେଲା_ଠିକା_ସଂସ୍ଥା ମହୋଦୟ ଏଥିପ୍ରତି ଧ୍ଯାନ ଦେଇ ତ୍ବରିତ ପଦକ୍ଷେପ ନେଇ ଜଳ ଯୋଗାଣ କରିବାକୁ ଅନୁରୋଧ। @CMO_Odisha @PRDeptOdisha @Ganjam_Admin @ZP_Ganjam @Bdo_buguda @RWSS_Odisha @rwss_berhampur @RWSS_Bhanjanagr @sdmbnj
#ବ୍ରହ୍ମପୁର #ଗୋପଳପୁର ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ଅଧିକାରୀ ନିଯୁକ୍ତ କରିବାକୁ ଅନୁରୋଧ। @CMO_Odisha @homeodisha @odisha_police @DGPOdisha @SP_BERHAMPUR @igpsr
#ଖତ_ଖାଉଛି_ଏଲ୍ଇଡି #ପୋଲସରା_ଏନ୍ଏସି_ପ୍ରଶାସନ_ର_ଦାୟିତ୍ବହୀନତା ସରକାର କୋଟି କୋଟି ଟଙ୍କା ଏହା ଉପରେ ଖର୍ଚ୍ଚ କରିଥିଲେ ମଧ୍ଯ ଏହାର ଏମିତି ଅବସ୍ଥା। ତୁରନ୍ତ ମରାମତି କରିବାକୁ ଅନୁରୋଧ @CMO_Odisha @HUDDeptOdisha @Ganjam_Admin @ZP_Ganjam @Nac_Polasara @bdo_polasara
ମହୋଦୟ @homeodisha ପ୍ରଥମେ ଏ ବାବୁ ମାନଙ୍କ ରିଲ୍ ନିଶା ଛଡାଯାଉ। ଏଥିପାଇଁ ଦରମା ନଉଛନ୍ତି ବୋଧେ, ସୁରକ୍ଷା ବ୍ୟବସ୍ଥା ରେ ପୁରା ଢିଲା। ଅଗ୍ନିଶମ, ପୋଲିସ୍ ସୁରକ୍ଷା ବ୍ୟବସ୍ଥା ରେ ଥିବା କର୍ମଚାରୀମାନଙ୍କୁ ରିଲ୍ ରେ ପ୍ରତିବନ୍ଧକ ଲଗାଯାଉ। ଏବଂ ଦଣ୍ଡ ବିଧାନ ର ବ୍ୟବସ୍ଥା କରାଯାଉ। @CMO_Odisha @DGPOdisha @odisha_police
ଏ ଦୁଇଟି ଫୋଟୋ ଭିନ୍ନ ଭିନ୍ନ ସ୍ଥାନର @dcp_cuttack କଟକ ଲୋକକୁ ସୁରକ୍ଷା ଦେବାକୁ ଯାଇ ଲୁହ ଲୁହାଣ ହେଲେ ଆଉ ଗୋଟିଏ ଫୋଟୋ ଦାୟିତ୍ଵରେ ଥାଇ ପୋଲିସ ବାବୁ ପୁରୀ ସମୁଦ୍ର ବେଳାଭୂମି ରେ ଭିଡିଓ କରି ସୋସିଆଲ ମିଡ଼ିଆ ଅପଲୋଡ଼ କରିବାରେ ବ୍ୟସ୍ତ ସୁରକ୍ଷା ବ୍ୟବସ୍ଥା ପୁରୀରେ ପୁରା ଢିଲା କିଛି ଅଘଟଣ ଘଟିଲେ ଦାୟୀ ରହିବ @odisha_police ବିଭାଗ
@sp_ganjam to take immediate action as per law.
ନବମ ଶ୍ରେଣୀ ଛାତ୍ର ଙ୍କୁ ଅପହରଣ ପରେ ହତ୍ଯା @CMO_Odisha @homeodisha @odisha_police @DGPOdisha @sp_ganjam ସାର୍ ଏହା ଉପରେ ଧ୍ଯାନ ଦିଅନ୍ତୁ ।
Tweet is forwarded to @sp_ganjam for taking necessary action as per law. @igpsr

kindly look in the matter sir @CMO_Odisha @homeodisha @WCDOdisha @odisha_police @sp_ganjam
United States Trends
- 1. #AEWDynamite 20.9K posts
- 2. Epstein 1.26M posts
- 3. Skye Blue 2,568 posts
- 4. #Survivor49 1,868 posts
- 5. #AEWBloodAndGuts 3,166 posts
- 6. Cy Young 18.3K posts
- 7. Paul Skenes 12.8K posts
- 8. Raising Arizona N/A
- 9. Knicks 33.2K posts
- 10. Tarik Skubal 7,213 posts
- 11. Blood & Guts 15.2K posts
- 12. Savannah 5,600 posts
- 13. #ChicagoMed 1,314 posts
- 14. Starship 15.1K posts
- 15. Hannah Hidalgo 1,087 posts
- 16. #TheGoldenBachelor N/A
- 17. Megan Bayne 1,028 posts
- 18. Virginia Giuffre 70.6K posts
- 19. Marina 29.9K posts
- 20. Igor 8,704 posts
Something went wrong.
Something went wrong.