debashish_mla's profile picture. This is the official account of Debashish Samantaray. MP- Rajya Sabha .  Odisha. India 🇮🇳

Debashish Samantaray

@debashish_mla

This is the official account of Debashish Samantaray. MP- Rajya Sabha . Odisha. India 🇮🇳

고정된 트윗

ଶ୍ରୀ ଜଗନ୍ନାଥଙ୍କ ମହାପ୍ରଭୂଙ୍କ ପଦାରବିନ୍ଦରେ ଶତକୋଟି ପ୍ରଣାମ । ଓଡ଼ିଶା ମାଟି ଓ ଓଡ଼ିଆ ଜାତିର ଉନ୍ନତି ପାଇଁ ମୋର ପ୍ରଚେଷ୍ଟା ଜାରି ରଖିବି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂତନ ଓଡ଼ିଶା ଗଠନ ପାଇଁ ନିଜକୁ ନିୟୋଜିତ ରଖିବି । ଜୟ ଜଗନ୍ନାଥ 🙏🏻 #Odisha #OathCeremony #RajyaSabha

ଓଡିଶାବାସୀଙ୍କ ପ୍ରିୟନେତା ଶ୍ରୀ ନବୀନ ପଟ୍ଟନାୟକ ସାର ଙ୍କ ଜନ୍ମଦିନ ଅବସରସରେ । #NaveenPatnaik @Naveen_Odisha

ଆମ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସାରଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଆପଣଙ୍କ ଦୀର୍ଘ ଜୀବନ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। @Naveen_Odisha

ଓଡିଶାବାସୀଙ୍କ ପ୍ରିୟନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରସରେ । #NaveenPatnaik

debashish_mla's tweet image. ଓଡିଶାବାସୀଙ୍କ ପ୍ରିୟନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରସରେ । 

#NaveenPatnaik

Debashish Samantaray 님이 재게시함

ବଣାଇର ପୂର୍ବତନ ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ରଙ୍କର ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଦୀର୍ଘଦିନ ଧରି ଲୋକଙ୍କ ସେବାରେ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।

କଟକ ମହାନଗର ନିଗମର ୫ ନଂ ୱାର୍ଡର କର୍ପୋରେଟର ପ୍ରିୟମ୍ବଦା ସ୍ୱାଇଁ ବ୍ରେନ ଷ୍ଟ୍ରୋକରେ ଚିକିତ୍ସିତ ହେଉଥିବା ଖବର ପାଇ, ତୁରନ୍ତ ଅଶ୍ୱିନୀ ହସ୍ପିଟାଲରେ ପହଂଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ, ଡାକ୍ତର ମାନଙ୍କ ସହ ଉତ୍ତମ ଚିକିତ୍ସା ପାଇଁ ଆଲୋଚନା କରିଥିଲି।

debashish_mla's tweet image. କଟକ ମହାନଗର ନିଗମର ୫ ନଂ ୱାର୍ଡର କର୍ପୋରେଟର ପ୍ରିୟମ୍ବଦା ସ୍ୱାଇଁ ବ୍ରେନ ଷ୍ଟ୍ରୋକରେ ଚିକିତ୍ସିତ ହେଉଥିବା ଖବର ପାଇ, ତୁରନ୍ତ ଅଶ୍ୱିନୀ ହସ୍ପିଟାଲରେ ପହଂଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ, ଡାକ୍ତର ମାନଙ୍କ ସହ ଉତ୍ତମ ଚିକିତ୍ସା ପାଇଁ ଆଲୋଚନା କରିଥିଲି।

ଯୁବସମାଜସେବୀ ମୋର ସାନ ଭାଇ ରଞ୍ଜନ କୁମାର ବିଶ୍ବାଳ ଙ୍କ ଜନ୍ମ ଦିନ ଅବସରେ ଆକବରୀ ହୋଟେଲ ରେ ଆୟୋଜିତ ରକ୍ତଦାନ ଶିବିର ରେ ଯୋଗଦେଲି।

debashish_mla's tweet image. ଯୁବସମାଜସେବୀ ମୋର ସାନ ଭାଇ ରଞ୍ଜନ କୁମାର ବିଶ୍ବାଳ ଙ୍କ ଜନ୍ମ ଦିନ ଅବସରେ ଆକବରୀ ହୋଟେଲ ରେ ଆୟୋଜିତ ରକ୍ତଦାନ ଶିବିର ରେ ଯୋଗଦେଲି।

ମହାନ ଗୀତିକାର ତଥା ଗାୟକ ଅକ୍ଷୟ ମହାନ୍ତି( ଖୋକା ଭାଇ)ଙ୍କ ଜନ୍ମ ଜୟନ୍ତୀରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଓଡ଼ିଆ ସଙ୍ଗୀତ ଜଗତ ପ୍ରତି ଅତୁଳନୀୟ ଅବଦାନ ପାଇଁ ସେ ହୃଦୟରେ ସଦା ଜୀବିତ ରହିବେ।

ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ନିଜ ନିଆରା ସଙ୍ଗୀତ ରଚନା ଶୈଳୀ ପାଇଁ ସେ ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତାଙ୍କ କୃତି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ।

Naveen_Odisha's tweet image. ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ନିଜ ନିଆରା ସଙ୍ଗୀତ ରଚନା ଶୈଳୀ ପାଇଁ ସେ ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତାଙ୍କ କୃତି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ।

ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ, ସେବା ଓ ତ୍ୟାଗର ପ୍ରତୀକ ଉତ୍କଳ ଜନନୀର ସୁଯୋଗ୍ୟ ସନ୍ତାନ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜନ୍ମ ଜୟନ୍ତୀ ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । 🙏🏻

ସାମନ୍ତସାହି "କୁମାର ଉତ୍ସବ ସମିତି "ଦ୍ଵାରା ଆୟୋଜିତ "୪୪ତମ କୁମାର ଉତ୍ସବ ୨୦୨୫" ରେ ଯୋଗଦାନ କରିବା ଅବସରରେ।। #KumarUstav #Samantsahi #Cuttack

debashish_mla's tweet image. ସାମନ୍ତସାହି "କୁମାର ଉତ୍ସବ ସମିତି "ଦ୍ଵାରା ଆୟୋଜିତ  "୪୪ତମ କୁମାର ଉତ୍ସବ ୨୦୨୫" ରେ ଯୋଗଦାନ କରିବା ଅବସରରେ।।
#KumarUstav #Samantsahi #Cuttack

Warm tributes to martyrs, veterans and the brave air warriors on #AirForceDay. Salute to the indomitable spirit and selfless sacrifice of these guardians of the sky who put national interest ahead of everything to protect the sovereignty and integrity of our nation.

Naveen_Odisha's tweet image. Warm tributes to martyrs, veterans and the brave air warriors on #AirForceDay. Salute to the indomitable spirit and selfless sacrifice of these guardians of the sky who put national interest ahead of everything to protect the sovereignty and integrity of our nation.

Humble tributes to #MahatmaGandhi, the greatest ambassador of peace and non-violence on #GandhiJayanti. His message of non-violence, peace, tolerance and his unwavering dedication to the cause of India’s freedom struggle will continue to inspire generations to come.

debashish_mla's tweet image. Humble tributes to #MahatmaGandhi, the greatest ambassador of peace and non-violence on #GandhiJayanti. His message of non-violence, peace, tolerance and his unwavering dedication to the cause of India’s freedom struggle will continue to inspire generations to come.

ଅସତ୍ୟ ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର ବିଜୟ ।ମା ଦୂର୍ଗା ଙ୍କର ଏହି ବିଜୟ ଅଭିଯାନ ଜାରି ରହୁ । ମା ଙ୍କ କୃପାରୁ ଆପଣ ଜୀବନ ସୁଖ ଓ ସମୃଦ୍ଧି ରେ ଭରି ଯାଉ ।ପବିତ୍ର ବିଜୟା ଦଶମୀ ଉପଲକ୍ଷେ ହାର୍ଦ୍ଧିକ ଶୁଭେଚ୍ଛା । #ବିଜୟାଦଶମୀ

debashish_mla's tweet image. ଅସତ୍ୟ ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର ବିଜୟ ।ମା ଦୂର୍ଗା ଙ୍କର ଏହି ବିଜୟ ଅଭିଯାନ ଜାରି ରହୁ । ମା ଙ୍କ କୃପାରୁ ଆପଣ ଜୀବନ ସୁଖ ଓ ସମୃଦ୍ଧି ରେ ଭରି ଯାଉ ।ପବିତ୍ର ବିଜୟା ଦଶମୀ ଉପଲକ୍ଷେ ହାର୍ଦ୍ଧିକ ଶୁଭେଚ୍ଛା ।
#ବିଜୟାଦଶମୀ

Debashish Samantaray 님이 재게시함

ପବିତ୍ର ଦୁର୍ଗାପୂଜାର ଶାରଦୀୟ ଅଭିନନ୍ଦନ। କରୁଣାରେ ଭରା ମା' ଦୁର୍ଗାଙ୍କ ଆଶୀର୍ବାଦ ସଭିଙ୍କ ଉପରେ ରହିଥାଉ। #DurgaPuja

Debashish Samantaray 님이 재게시함

ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଥିବା ଓଡ଼ିଶାର ଶିରିଶ ଚନ୍ଦ୍ର ମୁର୍ମୁଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ତାଙ୍କ ମାର୍ଗଦର୍ଶନରେ ଭାରତର ଅର୍ଥ ବ୍ୟବସ୍ଥା ନୂଆ ଉଚ୍ଚତାରେ ପହଞ୍ଚୁ। ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା କାମନା କରୁଛି।

Congratulations to Team India for their commanding win against Pakistan, Lifting the Asia Cup 2025! Your grit, unity, and passion have elev ated national pride. A triumphant chapter for Indian cricket! 🇮🇳🏆 #TeamIndia #AsiaCup2025 #INDvsPAK

Debashish Samantaray 님이 재게시함

Visited a wild life charity exhibition, ‘Heart Beats’ in New Delhi, organised by Padma Bhushan awardee Dr Ramakanta Panda, Founder of Asian Wildlife Trust and Asian Heart Institute. Our shared future is deeply linked with the future of wildlife. The exhibition organised under the…

Debashish Samantaray 님이 재게시함

Humble tributes to revolutionary freedom fighter #BhagatSingh on his birth anniversary. At a young age, he sacrificed his life for India’s freedom. His bravery, sacrifice and love for motherland will continue to inspire generations.

Naveen_Odisha's tweet image. Humble tributes to revolutionary freedom fighter #BhagatSingh on his birth anniversary. At a young age, he sacrificed his life for India’s freedom. His bravery, sacrifice and love for motherland will continue to inspire generations.

Debashish Samantaray 님이 재게시함

ମହାନ ସାରସ୍ୱତ ସାଧକ କବିବର ରାଧାନାଥ ରାୟଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ଉତ୍କୃଷ୍ଟ ରଚନା ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗ ଆରମ୍ଭ କରିଥିଲା। 'ଚିଲିକା', 'ନନ୍ଦିକେଶ୍ୱରୀ' ପରି କାଳଜୟୀ ରଚନା ପାଇଁ ସେ ସର୍ବଦା ପୂଜନୀୟ।

Naveen_Odisha's tweet image. ମହାନ ସାରସ୍ୱତ ସାଧକ କବିବର ରାଧାନାଥ ରାୟଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ଉତ୍କୃଷ୍ଟ ରଚନା ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗ ଆରମ୍ଭ କରିଥିଲା। 'ଚିଲିକା', 'ନନ୍ଦିକେଶ୍ୱରୀ' ପରି କାଳଜୟୀ ରଚନା ପାଇଁ ସେ ସର୍ବଦା ପୂଜନୀୟ।

Heartiest congratulations to @ArcherSheetal for clinching a historic gold in the compound individual event at the Para World Archery Championships! 🥇 Your triumph inspires us all. Keep shining and making India proud! 🇮🇳

ପବିତ୍ର ଶାରଦୀୟ ଦୁର୍ଗାପୂଜା ର ହାର୍ଦ୍ଧିକ ଅଭିନନ୍ଦନ। #DurgaPuja

debashish_mla's tweet image. ପବିତ୍ର ଶାରଦୀୟ ଦୁର୍ଗାପୂଜା ର ହାର୍ଦ୍ଧିକ ଅଭିନନ୍ଦନ।
#DurgaPuja

Loading...

Something went wrong.

Something went wrong.