debashish_mla's profile picture. This is the official account of Debashish Samantaray. MP- Rajya Sabha .  Odisha. India 🇮🇳

Debashish Samantaray

@debashish_mla

This is the official account of Debashish Samantaray. MP- Rajya Sabha . Odisha. India 🇮🇳

置頂

ଶ୍ରୀ ଜଗନ୍ନାଥଙ୍କ ମହାପ୍ରଭୂଙ୍କ ପଦାରବିନ୍ଦରେ ଶତକୋଟି ପ୍ରଣାମ । ଓଡ଼ିଶା ମାଟି ଓ ଓଡ଼ିଆ ଜାତିର ଉନ୍ନତି ପାଇଁ ମୋର ପ୍ରଚେଷ୍ଟା ଜାରି ରଖିବି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂତନ ଓଡ଼ିଶା ଗଠନ ପାଇଁ ନିଜକୁ ନିୟୋଜିତ ରଖିବି । ଜୟ ଜଗନ୍ନାଥ 🙏🏻 #Odisha #OathCeremony #RajyaSabha

Debashish Samantaray 已轉發

I have been blessed by the love, affection and support of the people of #Odisha for the past more than 25 years. I am highly indebted to the people of Odisha and their love towards me and my late father Biju Patnaik. Previously our family decided to donate its ancestral…

Naveen_Odisha's tweet image. I have been blessed by the love, affection and support of the people of #Odisha for the past more than 25 years. I am highly indebted to the people of Odisha and their love towards me and my late father Biju Patnaik.    

Previously our family decided to donate its ancestral…

What a Electrifying night at Barabati Stadium, Cuttack! Congratulations #TeamIndia on a stunning win over South Africa! Pure brilliance, passion & teamwork — you’ve made the nation beam with pride! 🇮🇳💙 #INDvSAT20 #BarabatiStadium #Cuttack

debashish_mla's tweet image. What a Electrifying night at Barabati Stadium, Cuttack!  Congratulations #TeamIndia on a stunning win over South Africa! Pure brilliance, passion & teamwork — you’ve made the nation beam with pride! 🇮🇳💙 #INDvSAT20 #BarabatiStadium #Cuttack

କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ତଥା ମୋ ଅତି ଘନିଷ୍ଠ ସାନ ଭାଇ ଶ୍ରୀ ପ୍ରଭାତ ବିଶ୍ୱାଳଙ୍କ ମାତୃଦେବୀଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଶୋକାତୁର। ମୋର ପୁତ୍ରସମ ଶ୍ରୀ ସୌଭିକ ଓ ତାଙ୍କ ପାରିବାରବର୍ଗଙ୍କୁ ମୋର ସାନ୍ତ୍ୱନା ଜଣେଇବା ସହ ସ୍ୱର୍ଗତ ଆତ୍ମାର ସଦଗତି କାମନା କରୁଛି। ଓଁ ଶାନ୍ତି 🙏

debashish_mla's tweet image. କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ତଥା ମୋ ଅତି ଘନିଷ୍ଠ ସାନ ଭାଇ ଶ୍ରୀ ପ୍ରଭାତ ବିଶ୍ୱାଳଙ୍କ ମାତୃଦେବୀଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଶୋକାତୁର। ମୋର ପୁତ୍ରସମ ଶ୍ରୀ ସୌଭିକ ଓ ତାଙ୍କ ପାରିବାରବର୍ଗଙ୍କୁ ମୋର ସାନ୍ତ୍ୱନା ଜଣେଇବା ସହ ସ୍ୱର୍ଗତ ଆତ୍ମାର ସଦଗତି କାମନା କରୁଛି। ଓଁ ଶାନ୍ତି 🙏

Jay Jagannath 🙏🏻

debashish_mla's tweet image. Jay Jagannath 🙏🏻

ନବ ଉତ୍କଳ ର ନିର୍ମାତା, ଉତ୍କଳ କେଶରୀ ଭାବେ ପରିଚିତ ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଙ୍କ ଜନ୍ମ ଜୟନ୍ତୀ ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ । 🙏🏻

debashish_mla's tweet image. ନବ ଉତ୍କଳ ର ନିର୍ମାତା, ଉତ୍କଳ କେଶରୀ ଭାବେ ପରିଚିତ ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଙ୍କ ଜନ୍ମ ଜୟନ୍ତୀ ରେ ଭକ୍ତିପୂତ  ଶ୍ରଦ୍ଧାଞ୍ଜଳୀ । 🙏🏻

Delighted to be part of the Parliamentary Standing Committee on Housing & Urban Affairs Study Tour (2025‑26) in Kochi! Experienced Kochi’s Water Metro , India's First! A game‑changer for urban transit. Here’s to greener cities! #KochiWaterMetro

debashish_mla's tweet image. Delighted to be part of the Parliamentary Standing Committee on Housing & Urban Affairs Study Tour (2025‑26) in Kochi!  Experienced Kochi’s Water Metro , India's First! A game‑changer for urban transit. Here’s to greener cities! #KochiWaterMetro

Honoured to attend the Study Tour of the Parliamentary Standing Committee on Housing & Urban Affairs (2025-26) in Kochi. Grateful for the insightful discussions on urban development! Let's keep pushing for progress! #ParliamentaryStandingCommittee

debashish_mla's tweet image. Honoured to attend the Study Tour of the Parliamentary Standing Committee on Housing & Urban Affairs (2025-26) in Kochi. Grateful for the insightful discussions on urban development!  Let's keep pushing for progress! 
#ParliamentaryStandingCommittee

ବିଶିଷ୍ଠ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଆକସ୍ମିକ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ। ଶ୍ରୀ ସାଗର ତାଙ୍କର ସ୍ୱଳ୍ପ ଦିନର ଜୀବନଯାତ୍ରାରେ ଶହ ଶହ ଲୋକପ୍ରିୟ ଗୀତରେ କଣ୍ଠଦାନ କରି ସେ ଆଜି ଏ ଜାତିର ଇତିହାସରେ ଅମର। ମୁଁ ସ୍ୱର୍ଗତ ଆତ୍ମାକୁ ମୋ ହୃଦୟରୁ ଶ୍ରଦ୍ଧାଞ୍ଜଳି ଜଣଉଛି। ଓଁ ଶାନ୍ତି 🙏 #HumanSagar

debashish_mla's tweet image. ବିଶିଷ୍ଠ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଆକସ୍ମିକ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ। ଶ୍ରୀ ସାଗର ତାଙ୍କର ସ୍ୱଳ୍ପ ଦିନର ଜୀବନଯାତ୍ରାରେ ଶହ ଶହ ଲୋକପ୍ରିୟ ଗୀତରେ କଣ୍ଠଦାନ କରି ସେ ଆଜି ଏ ଜାତିର ଇତିହାସରେ ଅମର। ମୁଁ ସ୍ୱର୍ଗତ ଆତ୍ମାକୁ ମୋ ହୃଦୟରୁ ଶ୍ରଦ୍ଧାଞ୍ଜଳି ଜଣଉଛି। ଓଁ ଶାନ୍ତି 🙏 
#HumanSagar

Debashish Samantaray 已轉發

ପବିତ୍ର ପ୍ରଥମାଷ୍ଟମୀ ଅବସରରେ ସଭିଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଘରର ଅଗ୍ରଜମାନଙ୍କୁ ସମ୍ମାନ ଜଣାଇବାର ଆମର ଏହି ପରମ୍ପରା ସବୁଠୁ ସ୍ୱତନ୍ତ୍ର। ମହାପ୍ରଭୁଙ୍କ ନିକଟରେ ସଭିଙ୍କ ମଙ୍ଗଳ କାମନା କରୁଛି। #Prathamastami

Naveen_Odisha's tweet image. ପବିତ୍ର ପ୍ରଥମାଷ୍ଟମୀ ଅବସରରେ ସଭିଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଘରର ଅଗ୍ରଜମାନଙ୍କୁ ସମ୍ମାନ ଜଣାଇବାର ଆମର ଏହି ପରମ୍ପରା ସବୁଠୁ ସ୍ୱତନ୍ତ୍ର। ମହାପ୍ରଭୁଙ୍କ ନିକଟରେ ସଭିଙ୍କ ମଙ୍ଗଳ କାମନା କରୁଛି। #Prathamastami

Deeply saddened by the tragic loss of precious lives in the explosion near #RedFort. My deepest condolences to the bereaved families. Praying for the speedy recovery of the injured. 🙏🏻

କଟକ ସିଡିଏ ସେକ୍ଟର ୭ ସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କର୍ପୋରେଟ ସ୍ବର୍ଗତଃ ପ୍ରିୟମ୍ବଦା ସ୍ବାଇଁ ଙ୍କ ସ୍ମୃତି ରେ ଏହି ପାନୀୟ ଜଳର ଉଦଘାଟନ କରାଯାଇଛି।

debashish_mla's tweet image. କଟକ ସିଡିଏ ସେକ୍ଟର ୭ ସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କର୍ପୋରେଟ ସ୍ବର୍ଗତଃ  ପ୍ରିୟମ୍ବଦା ସ୍ବାଇଁ ଙ୍କ ସ୍ମୃତି ରେ ଏହି ପାନୀୟ ଜଳର ଉଦଘାଟନ କରାଯାଇଛି।

ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଉତ୍ସବ ରେ ଯୋଗଦେବା ଅବସରରେ। #BaliYatar #Cuttack

debashish_mla's tweet image. ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଉତ୍ସବ ରେ ଯୋଗଦେବା ଅବସରରେ। 

#BaliYatar #Cuttack

ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପର୍ବ, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

debashish_mla's tweet image. ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପର୍ବ, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

ଓଁ ଶାନ୍ତି 🙏🏻

debashish_mla's tweet image. ଓଁ ଶାନ୍ତି 🙏🏻

କଟକ ବିଜୁ ଜନତା ଦଳର ୫ ନଂ ୱାର୍ଡର କର୍ପୋରେଟର ଶ୍ରୀମତୀ ପ୍ରିୟମ୍ବଦା ସ୍ୱାଇଁଙ୍କ ଦେହାନ୍ତ ସମ୍ବାଦ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି । ଓଁ ଶାନ୍ତି 🙏

debashish_mla's tweet image. କଟକ ବିଜୁ ଜନତା ଦଳର ୫ ନଂ ୱାର୍ଡର କର୍ପୋରେଟର ଶ୍ରୀମତୀ ପ୍ରିୟମ୍ବଦା ସ୍ୱାଇଁଙ୍କ ଦେହାନ୍ତ ସମ୍ବାଦ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି । 
ଓଁ ଶାନ୍ତି 🙏

ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛ ଅଭିନନ୍ଦନ। ମା' କାଳୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ। #Diwali #ଦୀପାବଳୀ #କାଳୀପୂଜା

Loading...

Something went wrong.

Something went wrong.