pkransingh's profile picture. ଗୋଟେ ଗାଁଉଲି ଓଡ଼ିଆ
LIFE is not a PROBLEM to be SOLVED 
LIFE always a MYSTERY to be LEAVED
PASSIONATE for POLITICS
Founder/NC Member @AamAadmiParty

Prasant Kumar Ranasingh🇮🇳

@pkransingh

ଗୋଟେ ଗାଁଉଲି ଓଡ଼ିଆ LIFE is not a PROBLEM to be SOLVED LIFE always a MYSTERY to be LEAVED PASSIONATE for POLITICS Founder/NC Member @AamAadmiParty

ଓମ ନମଃ ଗଣେଶ ବିଘ୍ନେଶ ଗୀରିଜା ନନ୍ଦନ ପ୍ରଭୁ ମମ ବିଘ୍ନ ବିନାଶାୟ

pkransingh's tweet image. ଓମ ନମଃ ଗଣେଶ ବିଘ୍ନେଶ
 ଗୀରିଜା ନନ୍ଦନ ପ୍ରଭୁ
 ମମ ବିଘ୍ନ ବିନାଶାୟ

We all Indian "Celebrating 79th" Independence day #IndependenceDay #JaiHind

pkransingh's tweet image. We all Indian "Celebrating 79th" Independence day
#IndependenceDay #JaiHind

Mr @RailMinIndia @AshwiniVaishnaw Train no 68436 Paradeep Cuttack MEMU @EastCoastRail witch supposed 2 reach its Destination only 81 KM from Paradeep to Cuttack at 3:30 pm now it's 7:30PM but not yet Think abt childrens travelling in ts Train & ur competency 2 run this Dept. SMnU


The LORD JAGANNATH'S renowned RATHAYATRA at Puri, this occurred for the 1st time that the BJP-led Odisha govt did not pulled the LORD JAGANNATH'S Rath, the NANDIGHOSA, yesterday. Rath will be pulled once they wait for their master Adani, to arrive today. #RathYatra2025


ସାଆନ୍ତେ ଆଜି ବଡଭାଇ ଓ ଭଉଣୀଙ୍କୁ ଧରି ମାମୁଁ ଘର ଯିବେ ସମସ୍ତେ ସଜବାଜ, ବାହାରେ ରଥ, ଦାଣ୍ଡ ଓ ଭକତ ସମସ୍ତେ ସଜ ଖାଲି ସାଆନ୍ତେ ସଜ ହୋଇ ବାହାରିବାକୁ ଅପେକ୍ଷା ❤️❤️ ଏହି ଖୁସିର ମୁହୂର୍ତ୍ତରେ ସଭିଙ୍କୁ ଅଭିନନ୍ଦନ 🙏 ଜୟ ଜଗନ୍ନାଥ 🙏 #ରଥଯାତ୍ରା #RathYatra #रथयात्रा #RathaJatra2025

pkransingh's tweet image. ସାଆନ୍ତେ ଆଜି ବଡଭାଇ ଓ ଭଉଣୀଙ୍କୁ ଧରି ମାମୁଁ ଘର ଯିବେ ସମସ୍ତେ ସଜବାଜ, ବାହାରେ ରଥ, ଦାଣ୍ଡ ଓ ଭକତ ସମସ୍ତେ ସଜ ଖାଲି ସାଆନ୍ତେ ସଜ ହୋଇ ବାହାରିବାକୁ ଅପେକ୍ଷା ❤️❤️

ଏହି ଖୁସିର ମୁହୂର୍ତ୍ତରେ ସଭିଙ୍କୁ ଅଭିନନ୍ଦନ
🙏 ଜୟ ଜଗନ୍ନାଥ 🙏
#ରଥଯାତ୍ରା #RathYatra #रथयात्रा
#RathaJatra2025

सभी को बहुत बहुत बधाई गुजरात से AAP के विधायक गोपाल इटालिया बने ❤️ Congratulations @Gopal_Italia

pkransingh's tweet image. सभी को बहुत बहुत बधाई
गुजरात से AAP के विधायक गोपाल इटालिया बने
❤️
Congratulations @Gopal_Italia

❤️ ସବୁ ଓଡ଼ିଆମାନଙ୍କୁ ମୋର ରଜ'ର ଅଭିନନ୍ଦନ ❤️ #ରଜ #ରଜ_ମଉଜ #ରଜପର୍ବ

pkransingh's tweet image. ❤️ ସବୁ ଓଡ଼ିଆମାନଙ୍କୁ ମୋର ରଜ'ର ଅଭିନନ୍ଦନ ❤️
#ରଜ #ରଜ_ମଉଜ #ରଜପର୍ବ

Prasant Kumar Ranasingh🇮🇳 reposted

BJP's Top Donor Getting Top Contracts, Despite Lower Bidder‼️ Megha Engineering, one of the biggest donors to BJP via electoral bonds was handed a ₹14,000+ crore infrastructure project in Mumbai by the BJP-led MMRDA. Despite L&T offering a lower bid, they were mysteriously…

AamAadmiParty's tweet image. BJP's Top Donor Getting Top Contracts, Despite Lower Bidder‼️

Megha Engineering, one of the biggest donors to BJP via electoral bonds was handed a ₹14,000+ crore infrastructure project in Mumbai by the BJP-led MMRDA.

Despite L&T offering a lower bid, they were mysteriously…

ଆଜି #ବିଶ୍ଵ_ଚାହା_ଦିବସ ମୋ ଭଳିଆ ସବୁ #ଚାହା ପ୍ରେମୀଙ୍କ ପାଇଁ ଚାହା #InternationalTeaDay

pkransingh's tweet image. ଆଜି #ବିଶ୍ଵ_ଚାହା_ଦିବସ ମୋ ଭଳିଆ ସବୁ #ଚାହା ପ୍ରେମୀଙ୍କ ପାଇଁ ଚାହା
#InternationalTeaDay

ଦୁଇ ଭାରତୀୟ ମହିଳା ଦୁଇଟି ଭାରତୀୟ ୟୁନିଫର୍ମ ଦୁଇଟି ଭାରତୀୟ ବିଶ୍ୱାସ କିନ୍ତୁ ଗୋଟିଏ ଭାରତୀୟ ମିଶନ:ଦେଶ ସେବା କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଂଗ୍ କମାଣ୍ଡର ଭୌମିକା ସିଂହ ଅପରେସନ ସିନ୍ଦୂର'ର ବ୍ରିଫିଂ ଦେଶବାସୀଙ୍କୁ ଦେଉଛନ୍ତି ଭାରତର ଶକ୍ତି ଏକତାରେ ଅର୍ନ୍ତନିହିତ JAI HIND JAI HIND KA SENA #OperationSindoor #IndianArmy


JAI HIND JAI HIND KA SENA

pkransingh's tweet image. JAI HIND
JAI HIND KA SENA

ଏ ପୃଥିବୀକୁ ନିଜର ଶ୍ରମ ଓ କୁଶଳତା ଦେଇ ଏତେ ସରସ ସୁନ୍ଦର କରିଥିବା ପ୍ରତେକ #ଶ୍ରମଜିବୀ ଭାଇ ଓ ଭଉଣୀମାନଙ୍କୁ ମଇ ୧ ର ଅଭିନନ୍ଦନ #ବିଶ୍ଵ_ଶ୍ରମଜିବୀ_ଦିବସ #LabourDay #MayDay #WorkersDay

pkransingh's tweet image. ଏ ପୃଥିବୀକୁ ନିଜର ଶ୍ରମ ଓ କୁଶଳତା ଦେଇ ଏତେ ସରସ ସୁନ୍ଦର କରିଥିବା ପ୍ରତେକ #ଶ୍ରମଜିବୀ ଭାଇ ଓ ଭଉଣୀମାନଙ୍କୁ
ମଇ ୧ ର ଅଭିନନ୍ଦନ
#ବିଶ୍ଵ_ଶ୍ରମଜିବୀ_ଦିବସ
#LabourDay
#MayDay
#WorkersDay

ଆଜି ଆମ ଚାଷୀକୂଳର ଧାନ ବୁଣା ଅନୁକୂଳର ମହାପର୍ବ #ଅକ୍ଷିତୃତୀୟା ଏହି ଉପଲକ୍ଷେ ସମସ୍ତ ଚାଷିକୂଳଙ୍କୁ ଓ ବନ୍ଧୁ ଓ ବାନ୍ଧବୀମାନଙ୍କୁ ମୋର ଶୁଭେଚ୍ଛା। #ଅକ୍ଷୟତୃତୀୟା #AkshayaTritiya #अक्षयतृतीया

pkransingh's tweet image. ଆଜି ଆମ ଚାଷୀକୂଳର ଧାନ ବୁଣା ଅନୁକୂଳର ମହାପର୍ବ #ଅକ୍ଷିତୃତୀୟା ଏହି ଉପଲକ୍ଷେ ସମସ୍ତ ଚାଷିକୂଳଙ୍କୁ ଓ ବନ୍ଧୁ ଓ ବାନ୍ଧବୀମାନଙ୍କୁ ମୋର ଶୁଭେଚ୍ଛା। 
#ଅକ୍ଷୟତୃତୀୟା
#AkshayaTritiya
#अक्षयतृतीया

ଚାଇନାକୁ ଲାଲ୍ଆଁଖ୍ Sorry......‼️Sorry......‼️ ଲାଲ୍ କାର୍ପେଟ୍....

pkransingh's tweet image. ଚାଇନାକୁ ଲାଲ୍ଆଁଖ୍
Sorry......‼️Sorry......‼️
ଲାଲ୍ କାର୍ପେଟ୍....

Mr @VPIndia Jagdeep Dhankar what is this?

pkransingh's tweet image. Mr @VPIndia Jagdeep Dhankar what is this?

whether @VPIndia Jagdeep Dhankar is aware of this or not⁉️ The PRESIDENT of INDIA was in New Delhi when the new PARLIAMENT building was inaugurated. She was not invited to the inauguration ceremony, though, even she is India's first citizen. क्यूँ की साहेब का नौटंकी चलती रहे‼️


ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ସାରା ବିଶ୍ୱରେ ଥିବା ସମସ୍ତ ଓଡ଼ିଆଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା I ଏହି ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦେଉ। #ଓଡ଼ିଆନବବର୍ଷ #ପଣାସଂକ୍ରାନ୍ତି

pkransingh's tweet image. ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ସାରା ବିଶ୍ୱରେ ଥିବା ସମସ୍ତ ଓଡ଼ିଆଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା I ଏହି ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦେଉ।
#ଓଡ଼ିଆନବବର୍ଷ
#ପଣାସଂକ୍ରାନ୍ତି

Loading...

Something went wrong.


Something went wrong.