#sambad نتائج البحث
ଯୁଯୁମୁରା: ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ଯୁଯୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ରାସ୍ତାପାର୍ଶ୍ବରେ ଛିଡ଼ା ଥିବା ହାଇୱାକୁ ପିଟିଲା ୧୦୮ ଆମ୍ବୁଲାନ୍ସ। ୨ ଜଣ ଗୁରୁତର ଆହତ। ବୌଦ୍ଧରୁ ରୋଗୀ ନେଇ ବୁର୍ଲା ଡ଼ାକ୍ତରଖାନା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। #Sambalpur #Odisha #Sambad
#ପ୍ରଧାନ_ଶିକ୍ଷକ_ନିଲମ୍ବିତ - ବାଲିଗୁଡ଼ା: ହଷ୍ଟେଲ ଟଙ୍କା ହେରଫେର୍ ଘଟଣା - ଡୁମୁଡ଼ିବନ୍ଧ ଵିଲାମାଳ ସ୍କୁଲର ପ୍ରଧାନ ଶିକ୍ଷକ ଦଣ୍ଡପାଣି ବଳିଆରସିଂ ନିଲମ୍ବିତ - ଜାଲ ଦସ୍ତଖତ କରି ଉଠାଇ ନେଇଥିଲେ ୧.୬୮ ଲକ୍ଷ ଟଙ୍କା #Sambad #Baliguda #Odisha
-ମୟୂରଭଞ୍ଜରେ ହେବ କୃଷି ମହାବିଦ୍ୟାଳୟ -ଓୟୁଏଟିକୁ କୃଷି ବିଭାଗର ନିର୍ଦ୍ଦେଶ -ଜାଗା ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲା କୃଷି ବିଭାଗ -ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଜାଗା ଚିହ୍ନଟ ପାଇଁ ନିର୍ଦ୍ଦେଶ #Mayurbhanj #Odisha #Sambad
#ବିଶ୍ବ_ବକ୍ସିଂ_ଚାମ୍ପିଅନ୍ସିପରେ_ଭାରତକୁ_ସ୍ବର୍ଣ୍ଣପଦକ -ବିଶ୍ବ ବକ୍ସିଂ ଚାମ୍ପିଅନ୍ସିପରେ ଭାରତକୁ ସ୍ବର୍ଣ୍ଣପଦକ -୪୮କିଲୋ ବର୍ଗରେ ମୀନାକ୍ଷୀ ହୁଡ୍ଡା ଆଣିଲେ ସ୍ବର୍ଣ୍ଣପଦକ #Sambad #BoxingChampionship #MinakshiHudda
#କ୍ରାସ୍_ହେଲା_ତେଜସ୍ - କ୍ରାସ୍ ହୋଇଗଲା ବାୟୁସେନାର ଯୁଦ୍ଧ ବିମାନ 'ତେଜସ୍' - ଦୁର୍ଘଟଣାରେ ବିମାନର ପାଇଲଟ୍ଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା #Sambad #DubaiAirShow #Tejas #IAF #TejasFighterCrash
ଜି-୨୦ ଶୀଖର ସମ୍ମିଳନୀରେ ଯୋଗଦେବାକୁ ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଛି... #Sambad #NarendraModi #G20 #Johannesburg #PM
#ସୁଧୁରୁଛି_ଅଭିଜିତ୍ଙ୍କ_ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁସ୍ଥ ହେଉଛନ୍ତି କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏବେ ମେଡିସିନ ୱାର୍ଡରେ ଚାଲିଛି ଚିକିତ୍ସା। #Sambad #AbhijitMajumdar #AIIMS #Bhubaneswar #Odisha
ଚଳିତ ମାସ ଶେଷ ସୁଦ୍ଧା ୧୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ #newambulance #Sambad sambad.in/state/100-new-…
ତେଜସ ଦୁର୍ଘଟଣାରେ ୱିଙ୍ଗ କମାଣ୍ଡର ନମାଂଶ ସ୍ୟାଲଙ୍କ ନିଧନ #sambad #TejasCrash #WingCommander #NamanshSyal sambad.in/india-and-beyo…
ସାମ୍ନାକୁ ଆସିଲା ଦୁର୍ଘଟଣାର ଭିଡିଓ, ପାଲଇଟ୍ଙ୍କ ମୃତ୍ୟୁ ଦେଖିଲେ ଶହ ଶହ ଲୋକ #DubaiAirShow #Tejasfighterjetcrash #Sambad sambad.in/india-and-beyo…
#ଶିମିଳିପାଳରେ_ଶିକାର_କରୁଛି_ମହାବଳ ଶିମିଳିପାଳରୁ ଆସିଲା ଶିକାରର ଚିତ୍ର। ହରିଣକୁ ମାଡ଼ିବସିଲେ ୩ ମହାବଳ ବାଘ। ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କ କ୍ୟାମେରାରେ କଏଦ ହେଲା ଜୀବନ୍ତ ଶିକାର। #Sambad #Similipal #Odisha #Tiger
ମାଲକାନଗିରିରେ ଚାଞ୍ଚଲ୍ୟ: ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ଗର୍ଭବତୀ #Malkangiri #Odisha #Sambad sambad.in/leading/plus-t…
ଦାରୁଠେଙ୍ଗ ଭୂଆଶୁଣିରେ ମାକନା ହାତୀର ମୃତ୍ୟୁ #ElephantDeath #Odisha #Sambad sambad.in/leading/elepha…
ସାମ୍ନାକୁ ଆସିଲା ଦୁର୍ଘଟଣାର ଭିଡିଓ, ପାଲଇଟ୍ଙ୍କ ମୃତ୍ୟୁ ଦେଖିଲେ ଶହ ଶହ ଲୋକ #DubaiAirShow #Tejasfighterjetcrash #Sambad sambad.in/india-and-beyo…
ଦାରୁଠେଙ୍ଗ ଭୂଆଶୁଣିରେ ମାକନା ହାତୀର ମୃତ୍ୟୁ #ElephantDeath #Odisha #Sambad sambad.in/leading/elepha…
ମାଲକାନଗିରିରେ ଚାଞ୍ଚଲ୍ୟ: ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ଗର୍ଭବତୀ #Malkangiri #Odisha #Sambad sambad.in/leading/plus-t…
ଗୋଆରେ ଚଳଚ୍ଚିତ୍ରର ମହାକୁମ୍ଭ #Goa #56thInternationalFilmFestival #Sambad sambad.in/entertainment/…
ହୃଦ୍ଘାତ ହେବା ପରେ ବାଇକ୍ ଆରୋହୀଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ କାର୍ ଚାଳକ, ୪ମୃତ #Maharashtra #ThaneAccident #Sambad sambad.in/india-and-beyo…
ଚିଲିକା ତହସିଲ ଅନ୍ତର୍ଗତ ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ବେଳେ ସିଆରପିଏଫ୍ ମୁତୟନ କରାଯିବ #Odisha #Sambad sambad.in/leading/odisha…
ଭଡ଼ାରେ ଘର ଦେଇଥିଲେ, ଏବେ କାନ୍ଦୁଛନ୍ତି #Bhubaneswar #Odisha #Sambad sambad.in/metro/they-ren…
ଏବେ ଟାର୍ଗେଟ୍ରେ ମିସିରି ବେଶ୍ରା: ସରଣ୍ଡାକୁ ଘେରିଛନ୍ତି ୧୦ ହଜାର ଯବାନ #MisiriBeshra #Maoist #Sambad sambad.in/state/now-misi…
ଚଳିତ ମାସ ଶେଷ ସୁଦ୍ଧା ୧୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ #newambulance #Sambad sambad.in/state/100-new-…
ଆଜିଠାରୁ ଗୁଆହାଟୀ ଟେଷ୍ଟ୍: ଗିଲ୍, ରବାଡ଼ା ଖେଳିବେନି #INDvsSA #Sambad sambad.in/sports/guwahat…
ଯୁଯୁମୁରା: ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ଯୁଯୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ରାସ୍ତାପାର୍ଶ୍ବରେ ଛିଡ଼ା ଥିବା ହାଇୱାକୁ ପିଟିଲା ୧୦୮ ଆମ୍ବୁଲାନ୍ସ। ୨ ଜଣ ଗୁରୁତର ଆହତ। ବୌଦ୍ଧରୁ ରୋଗୀ ନେଇ ବୁର୍ଲା ଡ଼ାକ୍ତରଖାନା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। #Sambalpur #Odisha #Sambad
ଗଣତିମଣତି ନିଷ୍ପତ୍ତି ହୋଇପାରୁନି: ପ୍ରୋଟୋକଲ୍ ଦର୍ଶନରେ ହେବ କଟକଣା, ବାତିଲ ହେବ ଗୁରୁକୁଳ ଏମ୍ଓୟୁ #Puri #Odisha #Sambad sambad.in/state/gurukul-…
ଆଜି ଲଘୁଚାପ: ଆନ୍ଧ୍ର, ଓଡ଼ିଶାକୁ ବାତ୍ୟା ଡର, ୨୯ କିମ୍ବା ୩୦ ତାରିଖରେ ଭୀଷଣ ରୂପ ନେଇପାରେ #WeatherUpdate #Odisha #Sambad sambad.in/state/low-pres…
ଏସ୍ଆଇ ନିଯୁକ୍ତି କେଳେଙ୍କାରୀ: ୪ ପରୀକ୍ଷାର୍ଥୀଙ୍କୁ ସିବିଆଇର ମାରାଥନ୍ ଜେରା, ଆଉ ୧୦ ଜଣଙ୍କୁ ସମନ #Odisha #Sambad sambad.in/state/si-recru…
ଘୋଷଯାତ୍ରା-୨୦୨୬: ରଥକାଠ ଅନୁକୂଳ ପୂଜା ପାଇଁ ନିର୍ଘଣ୍ଟ ହେଲା ଶୁଭଦିନ #Sambad #RathaYatra2026 #Odisha sambad.in/district/nayag…
ତେଜସ ଦୁର୍ଘଟଣାରେ ୱିଙ୍ଗ କମାଣ୍ଡର ନମାଂଶ ସ୍ୟାଲଙ୍କ ନିଧନ #sambad #TejasCrash #WingCommander #NamanshSyal sambad.in/india-and-beyo…
ବିଏସ୍ଏଫ୍ର କେବଳ ଗୋଟିଏ ଲକ୍ଷ୍ୟ ରହିଛି ଭାରତର ସୁରକ୍ଷା: ଶାହ #Sambad #AmitShah #BSF sambad.in/india-and-beyo…
ଚାରୋଟି ଶ୍ରମ ସଂହିତା ଲାଗୁ କଲେ ସରକାର #Sambad #LabourCode #Delhi sambad.in/india-and-beyo…
ପାରାସୁଟିଂ ସମୟରେ ନାତି ପ୍ରଶ୍ନର ଉତ୍ତର ଦେଲେ ଜେଜେବାପା #Sambad #Haryana #Skydive sambad.in/special/kaitha…
ବଦଳିବେନି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ୫ ବର୍ଷ ପୂରଣ କରିବେ ସିଦ୍ଧରମୈୟା #Sambad #Karnataka #Siddaramaiah sambad.in/india-and-beyo…
ଯୁଯୁମୁରା: ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ଯୁଯୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ରାସ୍ତାପାର୍ଶ୍ବରେ ଛିଡ଼ା ଥିବା ହାଇୱାକୁ ପିଟିଲା ୧୦୮ ଆମ୍ବୁଲାନ୍ସ। ୨ ଜଣ ଗୁରୁତର ଆହତ। ବୌଦ୍ଧରୁ ରୋଗୀ ନେଇ ବୁର୍ଲା ଡ଼ାକ୍ତରଖାନା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। #Sambalpur #Odisha #Sambad
#ବିଶ୍ବ_ବକ୍ସିଂ_ଚାମ୍ପିଅନ୍ସିପରେ_ଭାରତକୁ_ସ୍ବର୍ଣ୍ଣପଦକ -ବିଶ୍ବ ବକ୍ସିଂ ଚାମ୍ପିଅନ୍ସିପରେ ଭାରତକୁ ସ୍ବର୍ଣ୍ଣପଦକ -୪୮କିଲୋ ବର୍ଗରେ ମୀନାକ୍ଷୀ ହୁଡ୍ଡା ଆଣିଲେ ସ୍ବର୍ଣ୍ଣପଦକ #Sambad #BoxingChampionship #MinakshiHudda
#ପ୍ରଧାନ_ଶିକ୍ଷକ_ନିଲମ୍ବିତ - ବାଲିଗୁଡ଼ା: ହଷ୍ଟେଲ ଟଙ୍କା ହେରଫେର୍ ଘଟଣା - ଡୁମୁଡ଼ିବନ୍ଧ ଵିଲାମାଳ ସ୍କୁଲର ପ୍ରଧାନ ଶିକ୍ଷକ ଦଣ୍ଡପାଣି ବଳିଆରସିଂ ନିଲମ୍ବିତ - ଜାଲ ଦସ୍ତଖତ କରି ଉଠାଇ ନେଇଥିଲେ ୧.୬୮ ଲକ୍ଷ ଟଙ୍କା #Sambad #Baliguda #Odisha
କେହି କିପରି ବିଶ୍ୱାସ କରିବ ଅଚ୍ୟୁତ ସାମନ୍ତଙ୍କ ମୋଟ ସମ୍ପତ୍ତି ମାତ୍ର 1.28 ଲକ୍ଷ ଟଙ୍କା ମାତ୍ର | ଏହା କଣ ବିଶ୍ୱାସଯୋଗ୍ୟ | କିଏ ସତ କହୁଛି ? #sambad #achyutasamanta #news #wealth
#କ୍ରାସ୍_ହେଲା_ତେଜସ୍ - କ୍ରାସ୍ ହୋଇଗଲା ବାୟୁସେନାର ଯୁଦ୍ଧ ବିମାନ 'ତେଜସ୍' - ଦୁର୍ଘଟଣାରେ ବିମାନର ପାଇଲଟ୍ଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା #Sambad #DubaiAirShow #Tejas #IAF #TejasFighterCrash
-ମୟୂରଭଞ୍ଜରେ ହେବ କୃଷି ମହାବିଦ୍ୟାଳୟ -ଓୟୁଏଟିକୁ କୃଷି ବିଭାଗର ନିର୍ଦ୍ଦେଶ -ଜାଗା ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲା କୃଷି ବିଭାଗ -ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଜାଗା ଚିହ୍ନଟ ପାଇଁ ନିର୍ଦ୍ଦେଶ #Mayurbhanj #Odisha #Sambad
#ସୁଧୁରୁଛି_ଅଭିଜିତ୍ଙ୍କ_ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁସ୍ଥ ହେଉଛନ୍ତି କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏବେ ମେଡିସିନ ୱାର୍ଡରେ ଚାଲିଛି ଚିକିତ୍ସା। #Sambad #AbhijitMajumdar #AIIMS #Bhubaneswar #Odisha
Plogging and Cleanliness Drive! 15th September Together Today for Tomorrow! #sambad @EarthAgain_IN @SATTVIC_SOUL
Something went wrong.
Something went wrong.
United States Trends
- 1. Caleb Love 2,850 posts
- 2. Mamdani 468K posts
- 3. Sengun 8,736 posts
- 4. Marjorie Taylor Greene 71K posts
- 5. Reed Sheppard 3,853 posts
- 6. Suns 20.7K posts
- 7. Collin Gillespie 4,003 posts
- 8. Lando 48K posts
- 9. Morgan Geekie N/A
- 10. Norvell 3,555 posts
- 11. #SmackDown 47.3K posts
- 12. UNLV 2,247 posts
- 13. Blazers 4,052 posts
- 14. Kerr 5,203 posts
- 15. The View 100K posts
- 16. Florida State 10.9K posts
- 17. Wolves 17K posts
- 18. Rockets 17K posts
- 19. #DBLF2025 12.9K posts
- 20. Dillon Brooks 4,528 posts