#sambad 搜尋結果
ଯୁଯୁମୁରା: ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ଯୁଯୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ରାସ୍ତାପାର୍ଶ୍ବରେ ଛିଡ଼ା ଥିବା ହାଇୱାକୁ ପିଟିଲା ୧୦୮ ଆମ୍ବୁଲାନ୍ସ। ୨ ଜଣ ଗୁରୁତର ଆହତ। ବୌଦ୍ଧରୁ ରୋଗୀ ନେଇ ବୁର୍ଲା ଡ଼ାକ୍ତରଖାନା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। #Sambalpur #Odisha #Sambad
ଚଳିତ ମାସ ଶେଷ ସୁଦ୍ଧା ୧୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ #newambulance #Sambad sambad.in/state/100-new-…
#ସୁଧୁରୁଛି_ଅଭିଜିତ୍ଙ୍କ_ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁସ୍ଥ ହେଉଛନ୍ତି କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏବେ ମେଡିସିନ ୱାର୍ଡରେ ଚାଲିଛି ଚିକିତ୍ସା। #Sambad #AbhijitMajumdar #AIIMS #Bhubaneswar #Odisha
-ମୟୂରଭଞ୍ଜରେ ହେବ କୃଷି ମହାବିଦ୍ୟାଳୟ -ଓୟୁଏଟିକୁ କୃଷି ବିଭାଗର ନିର୍ଦ୍ଦେଶ -ଜାଗା ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲା କୃଷି ବିଭାଗ -ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଜାଗା ଚିହ୍ନଟ ପାଇଁ ନିର୍ଦ୍ଦେଶ #Mayurbhanj #Odisha #Sambad
#ବିଶ୍ବ_ବକ୍ସିଂ_ଚାମ୍ପିଅନ୍ସିପରେ_ଭାରତକୁ_ସ୍ବର୍ଣ୍ଣପଦକ -ବିଶ୍ବ ବକ୍ସିଂ ଚାମ୍ପିଅନ୍ସିପରେ ଭାରତକୁ ସ୍ବର୍ଣ୍ଣପଦକ -୪୮କିଲୋ ବର୍ଗରେ ମୀନାକ୍ଷୀ ହୁଡ୍ଡା ଆଣିଲେ ସ୍ବର୍ଣ୍ଣପଦକ #Sambad #BoxingChampionship #MinakshiHudda
ଜି-୨୦ ଶୀଖର ସମ୍ମିଳନୀରେ ଯୋଗଦେବାକୁ ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଛି... #Sambad #NarendraModi #G20 #Johannesburg #PM
#ପ୍ରଧାନ_ଶିକ୍ଷକ_ନିଲମ୍ବିତ - ବାଲିଗୁଡ଼ା: ହଷ୍ଟେଲ ଟଙ୍କା ହେରଫେର୍ ଘଟଣା - ଡୁମୁଡ଼ିବନ୍ଧ ଵିଲାମାଳ ସ୍କୁଲର ପ୍ରଧାନ ଶିକ୍ଷକ ଦଣ୍ଡପାଣି ବଳିଆରସିଂ ନିଲମ୍ବିତ - ଜାଲ ଦସ୍ତଖତ କରି ଉଠାଇ ନେଇଥିଲେ ୧.୬୮ ଲକ୍ଷ ଟଙ୍କା #Sambad #Baliguda #Odisha
#କ୍ରାସ୍_ହେଲା_ତେଜସ୍ - କ୍ରାସ୍ ହୋଇଗଲା ବାୟୁସେନାର ଯୁଦ୍ଧ ବିମାନ 'ତେଜସ୍' - ଦୁର୍ଘଟଣାରେ ବିମାନର ପାଇଲଟ୍ଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା #Sambad #DubaiAirShow #Tejas #IAF #TejasFighterCrash
ଏସ୍ଆଇ ନିଯୁକ୍ତି କେଳେଙ୍କାରୀ: ୪ ପରୀକ୍ଷାର୍ଥୀଙ୍କୁ ସିବିଆଇର ମାରାଥନ୍ ଜେରା, ଆଉ ୧୦ ଜଣଙ୍କୁ ସମନ #Odisha #Sambad sambad.in/state/si-recru…
-କୋଲକାତାରେ ଭୂମିକମ୍ପ ଝଟ୍କା ଅନୁଭୂତ -ବାଂଲାଦେଶରେ ବି ଭୂମିକମ୍ପ ଅନୁଭୂତ -ଦିନ ୧୦ ଟା ୧୦ରେ ହାଲକା ଭୂମିକମ୍ପ ଅନୁଭୂତ ସୂଚନା #Earthquake #Kolkata #Sambad
ତେଜସ ଦୁର୍ଘଟଣାରେ ୱିଙ୍ଗ କମାଣ୍ଡର ନମାଂଶ ସ୍ୟାଲଙ୍କ ନିଧନ #sambad #TejasCrash #WingCommander #NamanshSyal sambad.in/india-and-beyo…
ଗଣତିମଣତି ନିଷ୍ପତ୍ତି ହୋଇପାରୁନି: ପ୍ରୋଟୋକଲ୍ ଦର୍ଶନରେ ହେବ କଟକଣା, ବାତିଲ ହେବ ଗୁରୁକୁଳ ଏମ୍ଓୟୁ #Puri #Odisha #Sambad sambad.in/state/gurukul-…
#ଶିମିଳିପାଳରେ_ଶିକାର_କରୁଛି_ମହାବଳ ଶିମିଳିପାଳରୁ ଆସିଲା ଶିକାରର ଚିତ୍ର। ହରିଣକୁ ମାଡ଼ିବସିଲେ ୩ ମହାବଳ ବାଘ। ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କ କ୍ୟାମେରାରେ କଏଦ ହେଲା ଜୀବନ୍ତ ଶିକାର। #Sambad #Similipal #Odisha #Tiger
ଚଳିତ ମାସ ଶେଷ ସୁଦ୍ଧା ୧୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ #newambulance #Sambad sambad.in/state/100-new-…
ଆଜିଠାରୁ ଗୁଆହାଟୀ ଟେଷ୍ଟ୍: ଗିଲ୍, ରବାଡ଼ା ଖେଳିବେନି #INDvsSA #Sambad sambad.in/sports/guwahat…
ଯୁଯୁମୁରା: ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ଯୁଯୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ରାସ୍ତାପାର୍ଶ୍ବରେ ଛିଡ଼ା ଥିବା ହାଇୱାକୁ ପିଟିଲା ୧୦୮ ଆମ୍ବୁଲାନ୍ସ। ୨ ଜଣ ଗୁରୁତର ଆହତ। ବୌଦ୍ଧରୁ ରୋଗୀ ନେଇ ବୁର୍ଲା ଡ଼ାକ୍ତରଖାନା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। #Sambalpur #Odisha #Sambad
ଗଣତିମଣତି ନିଷ୍ପତ୍ତି ହୋଇପାରୁନି: ପ୍ରୋଟୋକଲ୍ ଦର୍ଶନରେ ହେବ କଟକଣା, ବାତିଲ ହେବ ଗୁରୁକୁଳ ଏମ୍ଓୟୁ #Puri #Odisha #Sambad sambad.in/state/gurukul-…
ଆଜି ଲଘୁଚାପ: ଆନ୍ଧ୍ର, ଓଡ଼ିଶାକୁ ବାତ୍ୟା ଡର, ୨୯ କିମ୍ବା ୩୦ ତାରିଖରେ ଭୀଷଣ ରୂପ ନେଇପାରେ #WeatherUpdate #Odisha #Sambad sambad.in/state/low-pres…
ଏସ୍ଆଇ ନିଯୁକ୍ତି କେଳେଙ୍କାରୀ: ୪ ପରୀକ୍ଷାର୍ଥୀଙ୍କୁ ସିବିଆଇର ମାରାଥନ୍ ଜେରା, ଆଉ ୧୦ ଜଣଙ୍କୁ ସମନ #Odisha #Sambad sambad.in/state/si-recru…
ଘୋଷଯାତ୍ରା-୨୦୨୬: ରଥକାଠ ଅନୁକୂଳ ପୂଜା ପାଇଁ ନିର୍ଘଣ୍ଟ ହେଲା ଶୁଭଦିନ #Sambad #RathaYatra2026 #Odisha sambad.in/district/nayag…
ତେଜସ ଦୁର୍ଘଟଣାରେ ୱିଙ୍ଗ କମାଣ୍ଡର ନମାଂଶ ସ୍ୟାଲଙ୍କ ନିଧନ #sambad #TejasCrash #WingCommander #NamanshSyal sambad.in/india-and-beyo…
ବିଏସ୍ଏଫ୍ର କେବଳ ଗୋଟିଏ ଲକ୍ଷ୍ୟ ରହିଛି ଭାରତର ସୁରକ୍ଷା: ଶାହ #Sambad #AmitShah #BSF sambad.in/india-and-beyo…
ଚାରୋଟି ଶ୍ରମ ସଂହିତା ଲାଗୁ କଲେ ସରକାର #Sambad #LabourCode #Delhi sambad.in/india-and-beyo…
ବଦଳିବେନି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ୫ ବର୍ଷ ପୂରଣ କରିବେ ସିଦ୍ଧରମୈୟା #Sambad #Karnataka #Siddaramaiah sambad.in/india-and-beyo…
ରେଳବାଇ କ୍ଷେତ୍ରରେ ରାଉରକେଲାକୁ କ୍ରମାଗତ ଅବହେଳା! #Sambad #Rourkela #Odisha sambad.in/metro/rourkela…
ଜି-୨୦ ଶୀଖର ସମ୍ମିଳନୀରେ ଯୋଗଦେବାକୁ ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଛି... #Sambad #NarendraModi #G20 #Johannesburg #PM
#୨୦_ଦାଦନ_ଉଦ୍ଧାର - ପାଟଣାଗଡ଼: ବେଲପଡ଼ା ଥାନା ଅଞ୍ଚଳରୁ ୨୦ ଦାଦନ ଉଦ୍ଧାର - ଜଣେ ଦାଦନ ସର୍ଦ୍ଦାର ଗିରଫ #Sambad #Patnagarh #Odisha
ମାଓବାଦୀ ହତ୍ୟାକୁ ବିରୋଧ, ୨୩ରେ ଭାରତ ବନ୍ଦ #Sambad #Malkangiri #Odisha #Strike sambad.in/district/malka…
ହାତକୁ ଦି ହାତ ହେବେ ଅପରାଜିତାଙ୍କ ଝିଅ, ଜାଣିଛନ୍ତି କି କଣ କରନ୍ତି ବର? #Sambad #ArchitaSarangi #AparajitaSarangi #Odisha sambad.in/latest/aparaji…
ଭାରତର ସ୍କୋର ୦, ବିଜୟ ଲକ୍ଷ୍ୟ ୧ #Sambad #MensAsiaCupRisingStars2025 #INDvsBAN sambad.in/sports/banglad…
#ପ୍ରଧାନ_ଶିକ୍ଷକ_ନିଲମ୍ବିତ - ବାଲିଗୁଡ଼ା: ହଷ୍ଟେଲ ଟଙ୍କା ହେରଫେର୍ ଘଟଣା - ଡୁମୁଡ଼ିବନ୍ଧ ଵିଲାମାଳ ସ୍କୁଲର ପ୍ରଧାନ ଶିକ୍ଷକ ଦଣ୍ଡପାଣି ବଳିଆରସିଂ ନିଲମ୍ବିତ - ଜାଲ ଦସ୍ତଖତ କରି ଉଠାଇ ନେଇଥିଲେ ୧.୬୮ ଲକ୍ଷ ଟଙ୍କା #Sambad #Baliguda #Odisha
'ତୁମ ଚିଠିକୁ ମୁଁ ଟଏଲେଟ ପେପର କରି ପୋଛିଦେଲି' #Sambad #JohnKirikou #Pakistan sambad.in/latest/john-ki…
#ସୁଧୁରୁଛି_ଅଭିଜିତ୍ଙ୍କ_ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁସ୍ଥ ହେଉଛନ୍ତି କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏବେ ମେଡିସିନ ୱାର୍ଡରେ ଚାଲିଛି ଚିକିତ୍ସା। #Sambad #AbhijitMajumdar #AIIMS #Bhubaneswar #Odisha
ଯୁଯୁମୁରା: ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ଯୁଯୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ରାସ୍ତାପାର୍ଶ୍ବରେ ଛିଡ଼ା ଥିବା ହାଇୱାକୁ ପିଟିଲା ୧୦୮ ଆମ୍ବୁଲାନ୍ସ। ୨ ଜଣ ଗୁରୁତର ଆହତ। ବୌଦ୍ଧରୁ ରୋଗୀ ନେଇ ବୁର୍ଲା ଡ଼ାକ୍ତରଖାନା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। #Sambalpur #Odisha #Sambad
କେହି କିପରି ବିଶ୍ୱାସ କରିବ ଅଚ୍ୟୁତ ସାମନ୍ତଙ୍କ ମୋଟ ସମ୍ପତ୍ତି ମାତ୍ର 1.28 ଲକ୍ଷ ଟଙ୍କା ମାତ୍ର | ଏହା କଣ ବିଶ୍ୱାସଯୋଗ୍ୟ | କିଏ ସତ କହୁଛି ? #sambad #achyutasamanta #news #wealth
#ସୁଧୁରୁଛି_ଅଭିଜିତ୍ଙ୍କ_ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁସ୍ଥ ହେଉଛନ୍ତି କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏବେ ମେଡିସିନ ୱାର୍ଡରେ ଚାଲିଛି ଚିକିତ୍ସା। #Sambad #AbhijitMajumdar #AIIMS #Bhubaneswar #Odisha
#ବିଶ୍ବ_ବକ୍ସିଂ_ଚାମ୍ପିଅନ୍ସିପରେ_ଭାରତକୁ_ସ୍ବର୍ଣ୍ଣପଦକ -ବିଶ୍ବ ବକ୍ସିଂ ଚାମ୍ପିଅନ୍ସିପରେ ଭାରତକୁ ସ୍ବର୍ଣ୍ଣପଦକ -୪୮କିଲୋ ବର୍ଗରେ ମୀନାକ୍ଷୀ ହୁଡ୍ଡା ଆଣିଲେ ସ୍ବର୍ଣ୍ଣପଦକ #Sambad #BoxingChampionship #MinakshiHudda
#ପ୍ରଧାନ_ଶିକ୍ଷକ_ନିଲମ୍ବିତ - ବାଲିଗୁଡ଼ା: ହଷ୍ଟେଲ ଟଙ୍କା ହେରଫେର୍ ଘଟଣା - ଡୁମୁଡ଼ିବନ୍ଧ ଵିଲାମାଳ ସ୍କୁଲର ପ୍ରଧାନ ଶିକ୍ଷକ ଦଣ୍ଡପାଣି ବଳିଆରସିଂ ନିଲମ୍ବିତ - ଜାଲ ଦସ୍ତଖତ କରି ଉଠାଇ ନେଇଥିଲେ ୧.୬୮ ଲକ୍ଷ ଟଙ୍କା #Sambad #Baliguda #Odisha
-ମୟୂରଭଞ୍ଜରେ ହେବ କୃଷି ମହାବିଦ୍ୟାଳୟ -ଓୟୁଏଟିକୁ କୃଷି ବିଭାଗର ନିର୍ଦ୍ଦେଶ -ଜାଗା ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲା କୃଷି ବିଭାଗ -ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଜାଗା ଚିହ୍ନଟ ପାଇଁ ନିର୍ଦ୍ଦେଶ #Mayurbhanj #Odisha #Sambad
ଦିଲ୍ଲୀ ବିସ୍ଫୋରଣକୁ ନେଇ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା #Sambad #DelhiBlast #LalQila #DelhiRedFortBlast @sudarsansand
#କ୍ରାସ୍_ହେଲା_ତେଜସ୍ - କ୍ରାସ୍ ହୋଇଗଲା ବାୟୁସେନାର ଯୁଦ୍ଧ ବିମାନ 'ତେଜସ୍' - ଦୁର୍ଘଟଣାରେ ବିମାନର ପାଇଲଟ୍ଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା #Sambad #DubaiAirShow #Tejas #IAF #TejasFighterCrash
#PrathamaStambha କାଲି ପାଇଁ ଆଜି “ପୁନଶ୍ଚ ପୃଥିବୀ କ’ଣ ? ଗତ କିଛି ଦିନ ହେବ ଅନେକ ମୋତେ ଏହି ପ୍ରଶ୍ନ ପଚାରୁଛନ୍ତି।…” #Sambad @EarthAgain_IN
Plogging and Cleanliness Drive! 15th September Together Today for Tomorrow! #sambad @EarthAgain_IN @SATTVIC_SOUL
#ଐତିହାସିକ_କଟକ_ବାଲିଯାତ୍ରାରେ_ଲୋକଙ୍କର_ଭିଡ଼ -କଟକରେ ଜାରି ରହିଛି ବାଲିଯାତ୍ରା-୨୦୨୫ -ଆଜି ରବିବାର ଯୋଗୁଁ ପ୍ରବଳ ଭିଡ଼ -ମୀନାବଜାରୁ ଜିନିଷ କିଣିଲେ, ମନୋରଂଜନ ଜୋନ୍ରେ ମଜା ନେଲେ ଲୋକେ #Sambad #Cuttack #Balijatra
Something went wrong.
Something went wrong.
United States Trends
- 1. #SmackDown 38.3K posts
- 2. Mamdani 390K posts
- 3. Reed Sheppard 2,147 posts
- 4. Marjorie Taylor Greene 47.4K posts
- 5. Syla Swords 2,464 posts
- 6. #BostonBlue 3,503 posts
- 7. #OPLive 1,936 posts
- 8. Azzi 14K posts
- 9. Aiyuk 5,539 posts
- 10. Derik Queen 3,478 posts
- 11. UConn 6,699 posts
- 12. Norvell 1,347 posts
- 13. Melo 15.8K posts
- 14. NC State 4,196 posts
- 15. Duce 1,189 posts
- 16. #Dateline N/A
- 17. Zohran 189K posts
- 18. Derrick White N/A
- 19. Kevin Love 1,191 posts
- 20. #OPNation N/A