#partplot search results

ଖୋଲୁଛି ପାର୍ଟ ପ୍ଲଟ ପଞ୍ଜୀକରଣ କେଳେଙ୍କାରୀ । ବେଆଇନ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ କରିଥିବା ଅଧିକାରୀଙ୍କ ବିରୋଧରେ ଆରମ୍ଭ ହୋଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ୧୦୦ରୁ ଅଧିକ ବେଆଇନ ପାର୍ଟ ପ୍ଲଟ ପଞ୍ଜୀକୃତ କରିଥିବା ୩୦୦ ଅଧିକାରୀଙ୍କ ବିରୋଧରେ ବିଭାଗ ଡ୍ରାଫ୍ଟ ଚାର୍ଜ ଜାରି #Odisha #NandighoshaTV #PartPlot


Odisha Govt issues new #SOP for #PartPlot Registrations 🏡 The @rdmodisha streamlines the process to ensure uniformity, transparency & ease for citizens. Effective immediately under the Registration Act, 1908. #Odisha #RDMDept #LandRegistration

srijajodia's tweet image. Odisha Govt issues new #SOP for #PartPlot Registrations 🏡
The @rdmodisha streamlines the process to ensure uniformity, transparency & ease for citizens. Effective immediately under the Registration Act, 1908.
#Odisha #RDMDept #LandRegistration

-ପାର୍ଟ ପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା -ଥରକେ ବିକ୍ରି କରିହେବ ୫ ଶହ ବର୍ଗମିଟର -ପ୍ଲଟିଂ କରି ବିକୁଥିଲେ ଲେ ଆଉଟ ପ୍ରସ୍ତୁତ କରିବାକୁ ପଡିବ: ସୁରେଶ ପୂଜାରୀ #SureshPujari #PartPlot #odisha #BREAKING #odishanewsepaper

Odishaepaper's tweet image. -ପାର୍ଟ ପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା
-ଥରକେ ବିକ୍ରି କରିହେବ ୫ ଶହ ବର୍ଗମିଟର
-ପ୍ଲଟିଂ କରି ବିକୁଥିଲେ ଲେ ଆଉଟ ପ୍ରସ୍ତୁତ କରିବାକୁ ପଡିବ: ସୁରେଶ ପୂଜାରୀ
#SureshPujari #PartPlot #odisha #BREAKING #odishanewsepaper

#WATCH | ACS Revenue Deoranjan Kumar Singh Discusses New SOP for Part Plot Registration. #SOP #PartPlot #Odisha #kalingatv


ଏଣିକି ସୁବ୍ୟବସ୍ଥିତ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ। ଗତ କିଛି ମାସ ଧରି ବନ୍ଦ ହୋଇଥିବା ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ନୂଆ ଏସଓପି ଆଣିଛନ୍ତି ସରକାର। ପଞ୍ଜୀକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି ! #RevenueDepartment #StandardOperatingProcedure #PartPlot #OTV #Odisha


ପାର୍ଟ ପ୍ଲଟ କିଣାବିକା ବେଳେ ପଞ୍ଜୀକରଣକୁ ନେଇ ଥିବା ଦ୍ବନ୍ଦ ଦୂର କରିବାକୁ ଆସିଲା ଏସଓପି #Odisha #NandighoshaTV #PartPlot


#ପାର୍ଟ_ପ୍ଲଟ_ପଞ୍ଜିକରଣ_ପାଇଁ_ଓଡିଏ_ଆଇନରେ_ହେବ_ସଂଶୋଧନ - ସଂଶୋଧନ ପାଇଁ ଚିଠା ପ୍ରସ୍ତୁତ - ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି - 15 ଦିନ ଭିତରେ ସାଧାରଣ ଜନତା କରିପାରିବେ ଅଭିଯୋଗ #Odisha #PartPlot #Registration #Notification

NandighoshaTV's tweet image. #ପାର୍ଟ_ପ୍ଲଟ_ପଞ୍ଜିକରଣ_ପାଇଁ_ଓଡିଏ_ଆଇନରେ_ହେବ_ସଂଶୋଧନ
- ସଂଶୋଧନ ପାଇଁ ଚିଠା ପ୍ରସ୍ତୁତ
- ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି
- 15 ଦିନ ଭିତରେ ସାଧାରଣ ଜନତା କରିପାରିବେ ଅଭିଯୋଗ
#Odisha #PartPlot #Registration #Notification

ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । #partplot #sureshpujari #guideline #Odisha

knews_odisha's tweet image. ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

#partplot #sureshpujari #guideline #Odisha

Part Plot registration in Odisha to begin in April, says Revenue Minister Suresh Pujari. #partplot #partplotregistration #odisha

ImKumarDash's tweet image. Part Plot registration in Odisha to begin in April, says Revenue Minister Suresh Pujari. 
#partplot #partplotregistration #odisha

#ପାର୍ଟ_ପ୍ଲଟ୍_ବିକ୍ରି_ଲାଗି_ହଟିଲା_କଟକଣା’ ପାର୍ଟ ପ୍ଲଟ ବିକ୍ରି ପାଇଁ ସଂପୂର୍ଣ୍ଣ ବାଟ ବନ୍ଦ ଥିଲା। ଝିଅ ବାହାଘର, ଉଚ୍ଚ ଶିକ୍ଷା ପାଇଁ ଯାହାର ଜମି ବିକିବା ଛଡା ଅନ୍ୟ କିଛି ବାଟ ନଥିଲା ସେମାନେ ହଇରାଣ ହେଉଥିଲେ। ଏବେ ୫ ହଜାର ୨୦୦ ବର୍ଗଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା। #SureshPujari #PartPlot #OTV


#ଆସନ୍ତା_ଜାନୁଆରୀରୁ_ପାର୍ଟ_ପ୍ଲଟ_ବିକ୍ରି_ହୋଇପାରିବ: ରାଜସ୍ବ ମନ୍ତ୍ରୀ ଆସନ୍ତା ୩୧ରେ ବୈଠକ, ସମାଧାନର ବାଟ ବାହାରିବ । ‘ରେରା କମିଟିକୁ କୁହାଯାଇଛି, ଆଇନ୍ ଶବ୍ଦ ସଂଯୋଜନାରେ ଅସୁବିଧା ଅଛି । ବେଆଇନ ଭାବେ ପାର୍ଟ ପ୍ଲଟ୍ ରେଜିଷ୍ଟ୍ରେସନ ହୋଇଛି ।’ #PartPlot #Selling #RevenueMinister #Odisha #OTV


#ପାର୍ଟ_ପ୍ଲଟ୍_ବିକ୍ରିରୁ_ହଟିଲା_କଟକଣା ଏଣିକି ଜମି ବିକ୍ରିରେ ବାଧକ ସାଜିବନି ଲେ-ଆଉଟ୍ ଆପ୍ରୁଭାଲ। ସଂଶୋଧିତ ନୂଆ ନିୟମରେ ପାର୍ଟ ପ୍ଲଟ୍ ବିକ୍ରିରୁ ହଟିଛି କଟକଣା। ଏହାପରେ ଖୁସ୍ ଜମି ମାଲିକ । #Odisha #PartPlot #OTV


ପାର୍ଟ ପ୍ଲଟ୍ ବିକ୍ରି ପାଇଁ ଖୋଲିଲା ବାଟ। ଆସିଲା ODA (ପ୍ଲାନିଙ୍ଗ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ) ଦ୍ବିତୀୟ ସଂଶୋଧନ ରୁଲ୍। ଥରେ ୫ ଶହ ବର୍ଗମିଟର ବିକ୍ରି କରିହେବ। ବିନା ଅନୁମୋଦନରେ ୫ ଶହ ବର୍ଗମିଟର ଥରେ ବିକ୍ରି କରିପାରିବେ। ମାତ୍ର ବିକ୍ରି ପାର୍ଟ ପ୍ଲଟ୍ ରିୟଲ ଇଷ୍ଟେଟ୍ ପାଇଁ ବ୍ୟବହାର କରିହେବନି। #Odisha #PartPlot #OTV


ଚଳିତ ମାସରେ ଆସିବ ପାର୍ଟ ପ୍ଲଟ୍ ବିକ୍ରି ନେଇ ବିଜ୍ଞପ୍ତି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ପାର୍ଟ ପ୍ଲଟ୍ ବିକ୍ରି ଅନୁମତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି । #PartPlot #Partplotregistration #Odisha #SureshPujari #Odisha #OTV


ଖୋଲୁଛି ପାର୍ଟ ପ୍ଲଟ ପଞ୍ଜୀକରଣ କେଳେଙ୍କାରୀ । ବେଆଇନ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ କରିଥିବା ଅଧିକାରୀଙ୍କ ବିରୋଧରେ ଆରମ୍ଭ ହୋଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ୧୦୦ରୁ ଅଧିକ ବେଆଇନ ପାର୍ଟ ପ୍ଲଟ ପଞ୍ଜୀକୃତ କରିଥିବା ୩୦୦ ଅଧିକାରୀଙ୍କ ବିରୋଧରେ ବିଭାଗ ଡ୍ରାଫ୍ଟ ଚାର୍ଜ ଜାରି #Odisha #NandighoshaTV #PartPlot


Odisha Govt issues new #SOP for #PartPlot Registrations 🏡 The @rdmodisha streamlines the process to ensure uniformity, transparency & ease for citizens. Effective immediately under the Registration Act, 1908. #Odisha #RDMDept #LandRegistration

srijajodia's tweet image. Odisha Govt issues new #SOP for #PartPlot Registrations 🏡
The @rdmodisha streamlines the process to ensure uniformity, transparency & ease for citizens. Effective immediately under the Registration Act, 1908.
#Odisha #RDMDept #LandRegistration

ପାର୍ଟ ପ୍ଲଟ କିଣାବିକା ବେଳେ ପଞ୍ଜୀକରଣକୁ ନେଇ ଥିବା ଦ୍ବନ୍ଦ ଦୂର କରିବାକୁ ଆସିଲା ଏସଓପି #Odisha #NandighoshaTV #PartPlot


ଏଣିକି ସୁବ୍ୟବସ୍ଥିତ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ। ଗତ କିଛି ମାସ ଧରି ବନ୍ଦ ହୋଇଥିବା ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ନୂଆ ଏସଓପି ଆଣିଛନ୍ତି ସରକାର। ପଞ୍ଜୀକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି ! #RevenueDepartment #StandardOperatingProcedure #PartPlot #OTV #Odisha


#WATCH | ACS Revenue Deoranjan Kumar Singh Discusses New SOP for Part Plot Registration. #SOP #PartPlot #Odisha #kalingatv


#ପାର୍ଟ_ପ୍ଲଟ୍_ବିକ୍ରିରୁ_ହଟିଲା_କଟକଣା ଏଣିକି ଜମି ବିକ୍ରିରେ ବାଧକ ସାଜିବନି ଲେ-ଆଉଟ୍ ଆପ୍ରୁଭାଲ। ସଂଶୋଧିତ ନୂଆ ନିୟମରେ ପାର୍ଟ ପ୍ଲଟ୍ ବିକ୍ରିରୁ ହଟିଛି କଟକଣା। ଏହାପରେ ଖୁସ୍ ଜମି ମାଲିକ । #Odisha #PartPlot #OTV


ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । #partplot #sureshpujari #guideline #Odisha

knews_odisha's tweet image. ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

#partplot #sureshpujari #guideline #Odisha

-ଡ୍ରେନ, ପାର୍କିଙ୍ଗ, ଓପନ ସ୍ପେସ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ରଖି ଲେଆଉଟ କରି ବିଡିଏ କିମ୍ଵା ଗ୍ରାମାଞ୍ଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ ପରେ ବିକି ପାରିବେ #SureshPujari #PartPlot #odisha #BREAKING #odishanewsepaper


-ପାର୍ଟ ପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା -ଥରକେ ବିକ୍ରି କରିହେବ ୫ ଶହ ବର୍ଗମିଟର -ପ୍ଲଟିଂ କରି ବିକୁଥିଲେ ଲେ ଆଉଟ ପ୍ରସ୍ତୁତ କରିବାକୁ ପଡିବ: ସୁରେଶ ପୂଜାରୀ #SureshPujari #PartPlot #odisha #BREAKING #odishanewsepaper

Odishaepaper's tweet image. -ପାର୍ଟ ପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା
-ଥରକେ ବିକ୍ରି କରିହେବ ୫ ଶହ ବର୍ଗମିଟର
-ପ୍ଲଟିଂ କରି ବିକୁଥିଲେ ଲେ ଆଉଟ ପ୍ରସ୍ତୁତ କରିବାକୁ ପଡିବ: ସୁରେଶ ପୂଜାରୀ
#SureshPujari #PartPlot #odisha #BREAKING #odishanewsepaper

#ପାର୍ଟ_ପ୍ଲଟ୍_ବିକ୍ରି_ଲାଗି_ହଟିଲା_କଟକଣା’ ପାର୍ଟ ପ୍ଲଟ ବିକ୍ରି ପାଇଁ ସଂପୂର୍ଣ୍ଣ ବାଟ ବନ୍ଦ ଥିଲା। ଝିଅ ବାହାଘର, ଉଚ୍ଚ ଶିକ୍ଷା ପାଇଁ ଯାହାର ଜମି ବିକିବା ଛଡା ଅନ୍ୟ କିଛି ବାଟ ନଥିଲା ସେମାନେ ହଇରାଣ ହେଉଥିଲେ। ଏବେ ୫ ହଜାର ୨୦୦ ବର୍ଗଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା। #SureshPujari #PartPlot #OTV


-ପାର୍ଟ ପ୍ଲଟ ବିକ୍ରି କଟକଣା ହଟିଲା -୫ ହଜାର ୨୦୦ ବର୍ଗଫୁଟ ଜମି ବିକ୍ରି କରିହେବ -ବିକ୍ରି ପାଇଁ ରାସ୍ତା ମଧ୍ୟ ଛାଡ଼ିବାକୁ ପଡ଼ିବ -ପ୍ଲଟିଂ କରି ବିକୁଥିଲେ ଲେ ଆଉଟ୍‌ ପ୍ରସ୍ତୁତ କରିବାକୁ ହେବ -ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା #PartPlot #SureshPujari #PrameyaOdia


ପାର୍ଟ ପ୍ଲଟ୍ ବିକ୍ରି ପାଇଁ ଖୋଲିଲା ବାଟ। ଆସିଲା ODA (ପ୍ଲାନିଙ୍ଗ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ) ଦ୍ବିତୀୟ ସଂଶୋଧନ ରୁଲ୍। ଥରେ ୫ ଶହ ବର୍ଗମିଟର ବିକ୍ରି କରିହେବ। ବିନା ଅନୁମୋଦନରେ ୫ ଶହ ବର୍ଗମିଟର ଥରେ ବିକ୍ରି କରିପାରିବେ। ମାତ୍ର ବିକ୍ରି ପାର୍ଟ ପ୍ଲଟ୍ ରିୟଲ ଇଷ୍ଟେଟ୍ ପାଇଁ ବ୍ୟବହାର କରିହେବନି। #Odisha #PartPlot #OTV


-ପାର୍ଟ ପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା -ଥରକେ ବିକ୍ରି କରିହେବ ୫ ଶହ ବର୍ଗମିଟର -ପ୍ଲଟିଂ କରି ବିକୁଥିଲେ ଲେ ଆଉଟ ପ୍ରସ୍ତୁତ କରିବାକୁ ପଡିବ: ସୁରେଶ ପୂଜାରୀ #SureshPujari #PartPlot #odisha #BREAKING #odishanewsepaper

Odishaepaper's tweet image. -ପାର୍ଟ ପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା
-ଥରକେ ବିକ୍ରି କରିହେବ ୫ ଶହ ବର୍ଗମିଟର
-ପ୍ଲଟିଂ କରି ବିକୁଥିଲେ ଲେ ଆଉଟ ପ୍ରସ୍ତୁତ କରିବାକୁ ପଡିବ: ସୁରେଶ ପୂଜାରୀ
#SureshPujari #PartPlot #odisha #BREAKING #odishanewsepaper

ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । #partplot #sureshpujari #guideline #Odisha

knews_odisha's tweet image. ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

#partplot #sureshpujari #guideline #Odisha

#ପାର୍ଟ_ପ୍ଲଟ_ପଞ୍ଜିକରଣ_ପାଇଁ_ଓଡିଏ_ଆଇନରେ_ହେବ_ସଂଶୋଧନ - ସଂଶୋଧନ ପାଇଁ ଚିଠା ପ୍ରସ୍ତୁତ - ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି - 15 ଦିନ ଭିତରେ ସାଧାରଣ ଜନତା କରିପାରିବେ ଅଭିଯୋଗ #Odisha #PartPlot #Registration #Notification

NandighoshaTV's tweet image. #ପାର୍ଟ_ପ୍ଲଟ_ପଞ୍ଜିକରଣ_ପାଇଁ_ଓଡିଏ_ଆଇନରେ_ହେବ_ସଂଶୋଧନ
- ସଂଶୋଧନ ପାଇଁ ଚିଠା ପ୍ରସ୍ତୁତ
- ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି
- 15 ଦିନ ଭିତରେ ସାଧାରଣ ଜନତା କରିପାରିବେ ଅଭିଯୋଗ
#Odisha #PartPlot #Registration #Notification

Odisha Govt issues new #SOP for #PartPlot Registrations 🏡 The @rdmodisha streamlines the process to ensure uniformity, transparency & ease for citizens. Effective immediately under the Registration Act, 1908. #Odisha #RDMDept #LandRegistration

srijajodia's tweet image. Odisha Govt issues new #SOP for #PartPlot Registrations 🏡
The @rdmodisha streamlines the process to ensure uniformity, transparency & ease for citizens. Effective immediately under the Registration Act, 1908.
#Odisha #RDMDept #LandRegistration

Part Plot registration in Odisha to begin in April, says Revenue Minister Suresh Pujari. #partplot #partplotregistration #odisha

ImKumarDash's tweet image. Part Plot registration in Odisha to begin in April, says Revenue Minister Suresh Pujari. 
#partplot #partplotregistration #odisha

Loading...

Something went wrong.


Something went wrong.


United States Trends